ଉଇକିପାଠାଗାର
orwikisource
https://or.wikisource.org/wiki/%E0%AC%AA%E0%AD%8D%E0%AC%B0%E0%AC%A7%E0%AC%BE%E0%AC%A8_%E0%AC%AA%E0%AD%83%E0%AC%B7%E0%AD%8D%E0%AC%A0%E0%AC%BE
MediaWiki 1.39.0-wmf.21
first-letter
ମାଧ୍ୟମ
ବିଶେଷ
ଆଲୋଚନା
ବ୍ୟବହାରକାରୀ
ବ୍ୟବହାରକାରୀଙ୍କ ଆଲୋଚନା
ଉଇକିପାଠାଗାର
ଉଇକିପାଠାଗାର ଆଲୋଚନା
ଫାଇଲ
ଫାଇଲ ଆଲୋଚନା
ମିଡ଼ିଆଉଇକି
ମିଡ଼ିଆଉଇକି ଆଲୋଚନା
ଛାଞ୍ଚ
ଛାଞ୍ଚ ଆଲୋଚନା
ସହଯୋଗ
ସହଯୋଗ ଆଲୋଚନା
ଶ୍ରେଣୀ
ଶ୍ରେଣୀ ଆଲୋଚନା
ପୃଷ୍ଠା
ପୃଷ୍ଠା ଆଲୋଚନା
ସୂଚୀ
ସୂଚୀ ଆଲୋଚନା
TimedText
TimedText talk
ମଡ୍ୟୁଲ
ମଡ୍ୟୁଲ ଆଲୋଚନା
ଗ୍ୟାଜେଟ
ଗ୍ୟାଜେଟ ଆଲୋଚନା
ଗ୍ୟାଜେଟ ସଂଜ୍ଞା
ଗ୍ୟାଜେଟ ସଂଜ୍ଞା ଆଲୋଚନା
ପୃଷ୍ଠା:Sri Jagannath (MM Tripathy, 2012, 3e. 2014).pdf/୧୧
250
11340
53975
2022-07-21T13:50:46Z
Ssgapu22
248
/* ପ୍ରମାଣିତ ହୋଇନଥିବା */ "କରନ୍ତି ା ଏ ମତକୁ ଗ୍ରହଣ କଲେ, ଶବରମାନେ ଏ ସ୍ଥାନଟିର କିଛି ଗୋଟିଏ ନାମ ଦେଇିବେ ଓ ସେହି ନାମଟି ଯେ ମୁଣ୍ଡା ଭାଷାର ଶବ୍ଦ ହୋଇିବ, ଏ କା ସ୍ୱୀକାର କରିବାକୁ ପଡ଼ିବ ା ପ୍ରଫେସର ମହାନ୍ତି ବିଶ୍ୱାସ..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
proofread-page
text/x-wiki
<noinclude><pagequality level="1" user="Ssgapu22" /></noinclude>କରନ୍ତି ା ଏ ମତକୁ ଗ୍ରହଣ କଲେ, ଶବରମାନେ ଏ ସ୍ଥାନଟିର କିଛି ଗୋଟିଏ ନାମ ଦେଇିବେ
ଓ ସେହି ନାମଟି ଯେ ମୁଣ୍ଡା ଭାଷାର ଶବ୍ଦ ହୋଇିବ, ଏ କା ସ୍ୱୀକାର କରିବାକୁ ପଡ଼ିବ ା
ପ୍ରଫେସର ମହାନ୍ତି ବିଶ୍ୱାସ କରନ୍ତି ଯେ, ଏହି ପ୍ରାଚୀନ ନାମଟି "ପୁରୀ' ା କାରଣ ମୁଣ୍ଡା ଗୋଷ୍ଠୀର
ବିଭିନ୍ନ ଭାଷାରେ ଏହି ଶବ୍ଦ ଜଳାଶୟ ଓ ସମୁଦ୍ର ସହିତ ସଂପୃକ୍ତ ା ପୁରୀ ଗୋଟିଏ ମୁଣ୍ଡା ଭାଷାର
ଶବ୍ଦ ା ଏହି ଶବ୍ଦ ସମୁଦ୍ରପାଇଁ ବ୍ୟବହୃତ ହୋଇ ସମୟକ୍ରମେ ସମୁଦ୍ରକୂଳସ୍ଥିତ ସ୍ଥାନଟିର ନାମରେ
ପରିଣତ ହୋଇଯାଇଛି ା କିନ୍ତୁ ଅନ୍ୟ ଜଣେ ବିଦ୍ୱାନ ଗବେଷକ ପ୍ରଫେସର ଗଗନେନ୍ଦ୍ର ନା
ଦାଶଙ୍କ ମତରେ, ନାମ ସଂକ୍ଷିପ୍ତୀକରଣ ପ୍ରକ୍ରିୟା ମାଧ୍ୟମରେ "ପୁରୁଷୋତ୍ତମ-ପୁରୀ' ବା "ଜଗନ୍ନାପୁରୀ'ର ସଂକ୍ଷିପ୍ତ ରୂପ "ପୁରୀ' ହୋଇଛି ା
ଅନ୍ୟ ଦୃଷ୍ଟିରୁ ବିଚାର କଲେ, ଇଣ୍ଡୋନେସିଅାର ବାଲିଦ୍ୱୀପ ସହିତ ପ୍ରାଚୀନ ଉତ୍କଳର
ବାଣିଜ୍ୟ ସଂପର୍କ ରହିିଲା ା ଖ୍ରୀଷ୍ଟୀୟ ପ୍ରମ ଶତାବ୍ଦୀରେ ଭାରତୀୟ ସାଧବମାନେ ଏହି ଦ୍ୱୀପରେ
ପହଞ୍ଚିଯାଇିଲେ ା ପ୍ରାଚୀନ ଉତ୍କଳ ତା କଳିଙ୍ଗରୁ ବହୁ ସାଧବ ସେଠାକୁ ଯାଇିଲେ ା
ସେମାନଙ୍କ ସଂସ୍କୃ ତିର ପ୍ରଭାବ ସେଠାରେ ପଡ଼ିିଲା ା ବାଲିଦ୍ୱୀପରେ ଲୋକମାନେ ମନ୍ଦିରକୁ
"ପୁର' କହନ୍ତି ା ଏହାଛଡ଼ା ମନ୍ଦିରକୁ ପ୍ରାସାଦ ମଧ୍ୟ କୁହାଯାଏ ା ବାଲିଦ୍ୱୀପର "ପୁରବୈଶାଖୀ'
ମନ୍ଦିରକୁ ଠିକ୍ ପୁରୀର ଶ୍ରୀଜଗନ୍ନା ମନ୍ଦିର ଭଳି "ପ୍ରାସାଦ' କୁହାଯାଏ ା ଏିରୁ ସ୍ପଷ୍ଟ ଜଣାଯାଏ
ଯେ, ଏକଦା ଶ୍ରୀକ୍ଷେତ୍ରର ଶ୍ରୀମନ୍ଦିରକୁ "ପୁର' କୁହାଯାଉିଲା ା କାଳକ୍ରମେ ଏହାର ନିକଟବର୍ତ୍ତୀ
ଅଞ୍ଚଳ "ପୁରୀ' ନାମରେ ବିଖ୍ୟାତ ହେଲା ା
କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ "କୋଟିବ୍ରହ୍ମାଣ୍ଡ ସୁନ୍ଦରୀ' କାବ୍ୟରେ ପୁରୀର ଶ୍ରୀମନ୍ଦିରକୁ
"ପ୍ରାସାଦ' କୁହାଯାଇଛି ା
""ସ୍ନାନ ଗୁଣ୍ଡିଚା ଏ ବେନି ସ୍ୱୟଂ ଲୀଳା ଯାର
ପତିତପାବନ ଅେର୍ ପ୍ରାସାଦୁଁ ବାହାର ା''
ଜୀବଦେବାଚାର୍ଯ୍ୟ (ଷୋଡ଼ଶ ଶତାବ୍ଦୀର ଉତ୍କଳୀୟ କବି) ତାଙ୍କର ସଂସ୍କୃ ତ ରଚନା
"ଉତ୍ସାହବତୀ ରୂପକ'ରେ ଲେଖିଛନ୍ତି-""ଅସ୍ମିନ୍ ବସନ୍ତ ସମୟେ ପୁରୁଷୋତ୍ତମସ୍ୟ ପ୍ରାସାଦ... ା''
ଗଙ୍ଗ ବଂଶର ପ୍ରତଷ୍ଠ
ି ାତା ଚୋଡ଼ଗଙ୍ଗ ଦେବଙ୍କ ପ୍ରଦତ୍ତ ଏକ ଅଭିଲେଖରେ "ପ୍ରାସାଦ ପୁରେୁ ଷାତ୍ତମସ୍ୟ'
ବୋଲି ଉଲ୍ଲେଖ ଅଛି ା
ବ୍ରହ୍ମ ଦେଶର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ବିବରଣୀ (୧୯୧୬)ରୁ ଜଣାଯାଏ ଯେ, ସେଠାର
ପ୍ରାଚୀନ ପ୍ରୋମ୍ ଅଞ୍ଚଳର ନାମ ିଲ ା "ଶ୍ରୀକ୍ଷେତ୍ର' ା ଉତ୍କଳର ଉପନିବେଶକାରୀମାନେ
ବ୍ର ହ ୍ମ େ ଦଶର ପ୍ରେ ା ମ୍ ଅଞ୍ଚଳରେ ପରିବ୍ୟାପ୍ତ ହୋଇି େ ଲ ା ଖ୍ର ୀ ଷ୍ଟପୂ ବ ର୍ ଦୁ ଇ ଶହରେ
ଉତ୍କଳୀୟମାନେ ସେଠାରେ ଉପନିବେଶ ସ୍ଥାପନ କରିିଲେ ା "ପ୍ରୋମ୍' ନାମଟି ହୁଏତ "ପୁରମ୍'
(ପୁର) ଶବ୍ଦରୁ ସୃଷ୍ଟି ହୋଇିବ ା<noinclude></noinclude>
po56f7qvf8ozmzpuvfmd1urds0vj19e
ପୃଷ୍ଠା:Sri Jagannath (MM Tripathy, 2012, 3e. 2014).pdf/୧୨
250
11341
53976
2022-07-21T13:50:59Z
Ssgapu22
248
/* ପ୍ରମାଣିତ ହୋଇନଥିବା */ "ପୁରାଣରେ ଶ୍ରୀକ୍ଷେତ୍ର କେଉଁ ନିଦ୍ଦଷ୍ଟ ିର୍ କାଳରୁ ଏହି କ୍ଷେତ୍ର ପ୍ରାଧାନ୍ୟ ଲାଭ କରିଛି କିମା୍ୱ ପ୍ରମେ କେବେ ଶ୍ରୀଜଗନ୍ନାଙ୍କ ମନ୍ଦିର ନିର୍ମା ଣ କରାଗଲା, ତାହାର ନିର୍ଦ୍ଦିଷ୍ଟ ଓ ସର୍..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
proofread-page
text/x-wiki
<noinclude><pagequality level="1" user="Ssgapu22" /></noinclude>ପୁରାଣରେ ଶ୍ରୀକ୍ଷେତ୍ର
କେଉଁ ନିଦ୍ଦଷ୍ଟ
ିର୍ କାଳରୁ ଏହି କ୍ଷେତ୍ର ପ୍ରାଧାନ୍ୟ ଲାଭ କରିଛି କିମା୍ୱ ପ୍ରମେ କେବେ ଶ୍ରୀଜଗନ୍ନାଙ୍କ
ମନ୍ଦିର ନିର୍ମା ଣ କରାଗଲା, ତାହାର ନିର୍ଦ୍ଦିଷ୍ଟ ଓ ସର୍ବଗ୍ରାହ୍ୟ ତ୍ୟ ଏଯାବତ୍ ଉପଲବ୍ଧ ହୋଇ ନାହିଁ ା
ପ୍ରାଚୀନ ଧର୍ମଗନ୍ଥ
୍ର ଓ ପୁରାଣମାନଙ୍କରେ ପୁରେୁ ଷାତ୍ତମ ଧାମ ବା ପୁରେୁ ଷାତ୍ତମ ଜଗନ୍ନାଙ୍କ ସଂପର୍କରେ
ରହିବ
ି ା ବଣ୍ଣନ
ର୍ ା ବା ସୂଚନାକୁ ଭିତ୍ତକ
ି ରି କୁହାଯାଇ ପାରିବ ଯେ, ଏହି ପବିତ୍ର କ୍ଷେତ୍ର ଓ ତା'ର
ଅଧିଷ୍ଠାତା ଦେବତା ଅତି ପ୍ରାଚୀନ ା କେତେକ ପୁରାଣର ନିଦ୍ଦଷ୍ଟ
ିର୍ ରଚନାକାଳ ନିରପ
ୂ ଣ ଅବଶ୍ୟ
କଷ୍ଟକର ବ୍ୟାପାର ା ଅଧିକାଂଶ ପୁରାଣରେ ପ୍ରକ୍ଷେପାଂଶ ରହିଅଛି ା ପ୍ରକ୍ଷେପାଂଶ ସାଧାରଣତଃ
ଅର୍ବାଚୀନ ା ନିମ୍େନ ର କେତେକ ପ୍ରସଦ୍ଧ
ି ପୁରାଣର ଅାନୁମାନିକ ରଚନା ଅବଧି ଦର୍ଶାଗଲା ା
ଅଗ୍ନି ପୁରାଣ
ବ୍ରହ୍ମ ପୁରାଣ
ପଦ୍ମ ପୁରାଣ
(ଖ୍ରୀଷ୍ଟାବ୍ଦ ୭୦୦-୯୦୦)
(ଖ୍ରୀଷ୍ଟାବ୍ଦ ୯୦୦-୧୫୦୦)
(ଉତ୍ତର ଖଣ୍ଡ) (ଖ୍ରୀଷ୍ଟାବ୍ଦ ୬୦୦-୭୦୦)
(ମତାନ୍ତରେ ୯୫୦-୧୪୦୦)
ନାରଦୀୟ ପୁରାଣ
(ଖ୍ରୀଷ୍ଟାବ୍ଦ ୬୦୦-୭୦୦)
ମତ୍ସ୍ୟ ପୁରାଣ
(ଖ୍ରୀଷ୍ଟାବ୍ଦ ୨୦୦-୪୦୦)
(ମତାନ୍ତରେ ୪୦୦-୧୨୫୦)
ସ୍କନ୍ଦ ପୁରାଣ
(ବୈଷ୍ଣବ ଖଣ୍ଡ) (ଖ୍ରୀଷ୍ଟାବ୍ଦ ୮୦୦-୯୦୦)
(ମତାନ୍ତରେ ୮୦୦-୧୩୦୦)
କପିଳ ପୁରାଣ/ କପିଳ ସଂହିତା
(ଖ୍ରୀଷ୍ଟାବ୍ଦ ୧୩୦୦)
ବ୍ରହ୍ମାଣ୍ଡ ପୁରାଣ
(ଖ୍ରୀଷ୍ଟାବ୍ଦ ୫୦୦-୬୦୦)
ଉଲ୍ଲଖିତ ସଂସ୍କୃତ ପୁରାଣ ବ୍ୟତୀତ ଅାଉ କେତୋଟି ସଂସ୍କୃତ ଧର୍ମଶାସ୍ତ୍ର, ଯା-ତନ୍ତ୍ର ଯାମଳ,
ରୁଦ୍ର ଯାମଳ, କାଳିକା ପୁରାଣ, ବାମଦେବ ସଂହିତା, ନୀଳାଦ୍ରି ମହୋଦୟ, ମହାପୁରୁଷ ବିଦ୍ୟା
ଇତ୍ୟାଦିରେ ଏହି କ୍ଷେତ୍ର ଓ ଦେବଦେବୀଙ୍କ ସଂପର୍କରେ ବର୍ଣ୍ଣନା ଅଛି ା
ବ୍ରହ୍ମପୁରାଣର ଅାରମ୍ଭରୁ ୬୯ଟି ଅଧ୍ୟାୟ ଯାଏ ପୁରୁଷୋତ୍ତମ କ୍ଷେତ୍ର ଓ ଅନ୍ୟାନ୍ୟ କ୍ଷେତ୍ରର
ବର୍ଣ୍ଣନା ଅଛି ା କୋଣାର୍କର ମଧ୍ୟ ଉଲ୍ଲେଖ ଅଛି ା ଏିରେ "ଗୁଣ୍ଡିଚା' ଶବ୍ଦର ମଧ୍ୟ ପ୍ରୟୋଗ
ହୋଇଛି ା ଏହି ପୁରାଣ ତ୍ରୟୋଦଶ ଶତାବ୍ଦୀ ପରେ ରଚିତ ବୋଲି କେହି କେହି ମତବ୍ୟକ୍ତ
କରିଛନ୍ତି ା ପଦ୍ମପୁରାଣର "ଉତ୍ତର ଖଣ୍ଡ'ରେ ନାନା ର୍ତୀସ୍ଥାନର ବର୍ଣ୍ଣନା ସହିତ ପୁୁରୁଷୋତ୍ତମ
କ୍ଷେତ୍ର ବିଷୟରେ ବର୍ଣ୍ଣନା ହୋଇଛି ା ଏହାର "ପାତାଳ ଖଣ୍ଡ'ରେ ମଧ୍ୟ ପ୍ରଭୁ ଜଗନ୍ନାଙ୍କ କା
ଅଛି ା ନାରଦୀୟ ପୁରାଣରେ ପୁରୁଷୋତ୍ତମ କ୍ଷେତ୍ର ମାହାତ୍ମ୍ୟ ସ୍ଥାନ ପାଇଛି ା ମାତ୍ର ସ୍କନ୍ଦ ପୁରାଣର
ଶ୍ରୀଜଗନ୍ନା
୧୩
ଆଲବ ଘଯଷଜ୍ଞଶବ ଟ୍ଟଯଳ (ବବଲବଚ୍ଛଯଷଜ୍ଞଶବଅଵଲବଷକ୍ଷ.ମଚ୍ଛଲ)<noinclude></noinclude>
qb6dfz2l95qjblqmfxfvhd1xo1bfkqq
ପୃଷ୍ଠା:Sri Jagannath (MM Tripathy, 2012, 3e. 2014).pdf/୧୩
250
11342
53977
2022-07-21T13:51:17Z
Ssgapu22
248
/* ପ୍ରମାଣିତ ହୋଇନଥିବା */ "ପୁରୁଷୋତ୍ତମ କ୍ଷେତ୍ର ମାହାତ୍ମ୍ୟଠାରୁ ବିଷୟ ସଂଯୋଜନା ଦୃଷ୍ଟିରୁ ଏହା ଅସ୍ପଷ୍ଟ ଓ ପ୍ରାଚୀନ ମନେହୁଏ ବୋଲି ପ୍ରଖ୍ୟାତ ଗବେଷକ ତା ସଂସ୍କୃତ ପ୍ରଫେସର ଗୋପୀନା ମହାପାତ୍ର ମତ ଦେଇଛନ୍ତି ା ମତ..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
proofread-page
text/x-wiki
<noinclude><pagequality level="1" user="Ssgapu22" /></noinclude>ପୁରୁଷୋତ୍ତମ କ୍ଷେତ୍ର ମାହାତ୍ମ୍ୟଠାରୁ ବିଷୟ ସଂଯୋଜନା ଦୃଷ୍ଟିରୁ ଏହା ଅସ୍ପଷ୍ଟ ଓ ପ୍ରାଚୀନ ମନେହୁଏ
ବୋଲି ପ୍ରଖ୍ୟାତ ଗବେଷକ ତା ସଂସ୍କୃତ ପ୍ରଫେସର ଗୋପୀନା ମହାପାତ୍ର ମତ ଦେଇଛନ୍ତି ା
ମତ୍ସ୍ୟପୁରାଣରେ ବିଭନ
ି ୍ନ ର୍ତୀ ବର୍ଣ୍ଣନାରେ ପୁରୀର ମାହାତ୍ମ୍ୟ ଅଛି ା ଏିରେ ଲେଖାଅଛି- ""ଗଙ୍ଗାୟାଂ
ମଙ୍ଗଳା ନାମ ବିମଳା ପୁରୁଷୋତ୍ତମେ ା'' ସ୍କନ୍ଦ ପୁରାଣ ଅଷ୍ଟାଦଶ ପୁରାଣ ମଧ୍ୟରେ ବୃହତ୍ତମ ା
ଏହି ପୁରାଣ ଅନ୍ତର୍ଗତ ବିଷ୍ଣୁଖଣ୍ଡ ବା ବୈଷ୍ଣବ ଖଣ୍ଡରେ "ଶ୍ରୀପୁରୁଷୋତ୍ତମ ମାହାତ୍ମ୍ୟ' ସ୍ଥାନ ପାଇଛି ା
ପ୍ରଫେସର ଗୋପୀନା ମହାପାତ୍ରଙ୍କ ମତରେ ବୈଷ୍ଣବ ଖଣ୍ଡର ରଚନାକାଳ ୮ମ ଓ ୯ମ ଶତକ ା
ଅାଚାର୍ଯ୍ୟ ବଳଦେବ ଉପାଧ୍ୟାୟ କହିଛନ୍ତି ଯେ, ସମୁଦାୟ ସ୍କନ୍ଦ ପୁରାଣ ଖ୍ରୀଷ୍ଟୀୟ ସପ୍ତମ ଶତକଠାରୁ
ନବମ ଶତକ ମଧ୍ୟରେ ଲେଖାଯାଇଛି ା ଅନ୍ତତଃ ତୃତୀୟ ଶତକ ବେଳକୁ ସ୍କନ୍ଦ ପୁରାଣର ସ୍ୱରୂପ
ିଲା, ଯଦିଓ ଦଶମ ଓ ଏକାଦଶ ଶତକ ଯାଏଁ ବିଭିନ୍ନ ଖଣ୍ଡ ଲେଖାଯାଇ ଏହି ପୁରାଣର ଅନ୍ତର୍ଗତ
କରାଯାଇିଲା ା ସ୍କନ୍ଦ ପୁରାଣର ଅନେକ ଅଂଶ ସପ୍ତମ ଶତକର ଲେଖା ା ବ୍ରହ୍ମାଣ୍ଡ ପୁରାଣରେ
ଗଂଜାମର ମହେନ୍ଦ୍ର ପର୍ବତର ଉଲ୍ଲେଖ ଅଛି ା ପରବର୍ତ୍ତୀ କାଳରେ ଏିରେ ଅନେକ ଅଂଶ
ଲେଖାଯାଇ ଅନ୍ତର୍ଭୁକ୍ତ କରାଯାଇଛି ା ବାଲ୍ମୀକି ରାମାୟଣରେ ଏହି କ୍ଷେତ୍ର ସଂପର୍କରେ ଉଲ୍ଲେଖ
ନାହିଁ ା କିନ୍ତୁ ଏହାର "ଉତ୍ତରାକାଣ୍ଡ'ରେ ପ୍ରଭୁ ଶ୍ରୀରାମ ଶ୍ରୀଜଗନ୍ନାଙ୍କୁ ଉପାସନା କରିବାକୁ
ବିଭୀଷଣକୁ ଉପଦେଶ ଦେଇଛନ୍ତି ା
""କିଂ ଚାନ୍ୟବକ୍ତୁ ମିଚ୍ଛାମି ରାକ୍ଷସେନ୍ଦ୍ର ମହାବଳ
ଅାରାଧୟ ଜଗନ୍ନାମିକ୍ଷାକୁ କୁଳଦୈବତମ୍ ା''
ଏିରେ ନିଜ ବଂଶ (ଇକ୍ଷ୍ୱାକୁ)ର କୁଳ ଦେବତା ଜଗନ୍ନାଙ୍କୁ ପୂଜା କରିବାକୁ ଶ୍ରୀରାମଚନ୍ଦ୍ର
କହିଛନ୍ତି ା ତେବେ "ଉତ୍ତରାକାଣ୍ଡ' ବାଲ୍ମୀକିଙ୍କ ରଚନା ନୁହେଁ ବୋଲି ଜଣାଯାଏ ା
ବ୍ୟାସଦେବଙ୍କ ମହାଭାରତରେ ସର୍ବପାପ ବିନାଶିନୀ ବୈତରଣୀ ନଦୀ ଓ ବିରଜା କ୍ଷେତ୍ରର
ବର୍ଣ୍ଣନା ରହିିବା ବେଳେ ଶ୍ରୀକ୍ଷେତ୍ର ସଂପର୍କରେ କୌଣସି ଉଲ୍ଲେଖ ନାହିଁ ା କିନ୍ତୁ ବୈତରଣୀ ନଦୀ
ଓ ମହେନ୍ଦ୍ର ପର୍ବତ ମଧ୍ୟରେ ଏକ ଦିବ୍ୟ ଅରଣ୍ୟରେ ବିଶ୍ୱକର୍ମା ଯଜ୍ଞ କରିିବା ଏବଂ ଏକ ପବିତ୍ର
ବେଦୀ ରହିିବା ଉଲ୍ଲେଖ ଅଛି ା ବନବାସ ସମୟରେ ପାଣ୍ଡବମାନେ ଏହି ଅଞ୍ଚଳ ଦେଇ
ମହେନ୍ଦ୍ରଗିରିକୁ ଯାଇିଲେ ା ଯିବାବେଳେ ଜ୍ୟେଷ୍ଠ ପାଣ୍ଡବ ଯୁଧିଷ୍ଠିର ସମୁଦ୍ରରେ ସ୍ନାନ କରି ଉକ୍ତ
ବେଦୀ ଅାରୋହଣ କରିିଲେ ା ମନେହୁଏ, ଏହି ପବିତ୍ର ଯଜ୍ଞସ୍ଥଳ ଓ ବେଦୀ ିବା ଅଞ୍ଚଳ ଏବର
ଶ୍ରୀକ୍ଷେତ୍ର ା କଳିଙ୍ଗ ତା ଶ୍ରୀକ୍ଷେତ୍ର (ନୀଳାଚଳ)କୁ ପଞ୍ଚପାଣ୍ଡବ ଓ ଦ୍ରୌପଦୀ ଅାସିିବା କା ଯାହା
ମହାଭାରତରୁ ସୂଚନା ମିଳେ, ତାହା ଅନୁଧ୍ୟାନ କଲେ ବିଶ୍ୱାସଯୋଗ୍ୟ ମନେହୁଏ ା
ଋଗ୍ବେଦର ନିମ୍ନୋକ୍ତ ମନ୍ତ୍ରରେ ିବା "ଦାରୁ'କୁ ଦାରୁବ୍ରହ୍ମ ଶ୍ରୀଜଗନ୍ନା ବୋଲି କେତେକ
ଜଗନ୍ନା ତତ୍ତ୍ୱଦର୍ଶୀ ପ୍ରତିପାଦନ କରନ୍ତି ା ମନ୍ତ୍ରଟି ହେଲା;
୧୪
ଶ୍ରୀଜଗନ୍ନା
ଆଲବ ଘଯଷଜ୍ଞଶବ ଟ୍ଟଯଳ (ବବଲବଚ୍ଛଯଷଜ୍ଞଶବଅଵଲବଷକ୍ଷ.ମଚ୍ଛଲ)<noinclude></noinclude>
b6cifijdtabfxtww42cb3i1folmeahv
ପୃଷ୍ଠା:Sri Jagannath (MM Tripathy, 2012, 3e. 2014).pdf/୧୪
250
11343
53978
2022-07-21T13:51:31Z
Ssgapu22
248
/* ପ୍ରମାଣିତ ହୋଇନଥିବା */ """ଅଦୋ ଯଦ୍ଦାରୁ ପ୍ଳବତେ ସିନ୍ଧୋ ପାରେ ଅପୁରୁଷମ୍ ା ତଦା ରଭସ୍ୱ ଦୁର୍ହଣୋ ତେନଗଚ୍ଛ ପରସ୍ତରମ୍ ାା'' (୧୦-୧୫୫:୩) ଅର୍ାତ୍, ହେ ଦୁର୍ଭିକ୍ଷରୁ ନିବାରଣ ଚାହୁିଁବା ମଣିଷଗଣ ! ଏହି ଯେଉଁ କାଷ୍ଠମୟ..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
proofread-page
text/x-wiki
<noinclude><pagequality level="1" user="Ssgapu22" /></noinclude>""ଅଦୋ ଯଦ୍ଦାରୁ ପ୍ଳବତେ ସିନ୍ଧୋ ପାରେ ଅପୁରୁଷମ୍ ା
ତଦା ରଭସ୍ୱ ଦୁର୍ହଣୋ ତେନଗଚ୍ଛ ପରସ୍ତରମ୍ ାା''
(୧୦-୧୫୫:୩)
ଅର୍ାତ୍, ହେ ଦୁର୍ଭିକ୍ଷରୁ ନିବାରଣ ଚାହୁିଁବା ମଣିଷଗଣ ! ଏହି ଯେଉଁ କାଷ୍ଠମୟୀ ନୌକା,
ସମୁଦ୍ର ବା ନଦୀକୁ ପାରି ହେବାପାଇଁ ବିନା କୌଣସି ମଣିଷଦ୍ୱାରା ଜଳ ଉପରେ ବିଦ୍ୟମାନ ଅଛି,
ତାକୁ ଅବଲମ୍ୱନ କର ା ତା' ମାଧ୍ୟମରେ ଦୂରଦେଶ ବା ଦ୍ୱୀପକୁ ଚାଲିଯାଅ ା ଏହାକୁ ସାୟଣାଚାର୍ଯ୍ୟ
(୧୪ଶ ଶତାବ୍ଦୀ) ତାଙ୍କ ଭାଷ୍ୟରେ ଲେଖିଛନ୍ତି- ""ବର୍ତ୍ତମାନ ସମୁଦ୍େର ର ପୁରେୁ ଷାତ୍ତମ ନାମ ଦେବତା
ଶରୀର ଜଳ ଉପରେ ଭାସୁଛି ା ନିର୍ମାଣ ରହିତ ଯୋଗୁଁ ସେ ଅପୌରୁଷ ା ଏହି ଦାରୁମୟ ଦେବତାଙ୍କୁ
ଉପାସନା କରିବା ଲୋକ ବୈଷ୍ଣବ ଲୋକକୁ ଗମନ କରନ୍ତି ା'' ପରବର୍ତ୍ତୀ କାଳରେ ଉପରୋକ୍ତ
ମନ୍ତ୍ରଟି ସ୍କନ୍ଦ ପୁରାଣରେ ପରିବର୍ତ୍ତିତ ରୂପରେ ସ୍ଥାନ ପାଇଛି:
""ଅହୋ ତବାୟଂ ଖଳୁ ଭାଗ୍ୟରାଶି
ର୍ଯେନା ବିରାସୀଦ୍ଭୁ ବି ଦାରୁ ମୂର୍ତ୍ତିି
ଯସ୍ୟାପ୍ୟୁପାସ୍ତିଂ ଶ୍ରୁତିରାହ ମୁକ୍ତି
ପ୍ରଦାନ ମାସ୍ୱଜ୍ଞ ବିମୋହିତ ନାମ
ଯ(ସ) ଏଷ ପ୍ଳବତେ ଦାରୁଃ-ସିନ୍ଧୁପାରେ ହୁ୍ୟ ପୌରୁଷଃ
ତମୁପାସ୍ୟ ଦୁରାରାଧଂ ମୁକ୍ତିଂ ଯାତି ସୁଦୁର୍ଲଭମ୍ ା'' (୨୧ ଅଧ୍ୟାୟ)
ଅର୍ାତ୍ ହେ ନରପତି ! ତୁମର ଭାଗ୍ୟରାଶି ଅତି ଅାଶ୍ଚର୍ଯ୍ୟ ା ପୁରୁଷୋତ୍ତମ ଭଗବାନ
ଜଗତରେ ଦାରୁମତ୍ତ
ୂ ିିର୍ ଧାରଣ କରି ଅାବିଭତ
ର୍ୂ ହୋଇିଲେ ା ଶ୍ରତ
ୁ ି (ବେଦ)ରେ କୁହାଯାଇଛି ,ଏହାଙ୍କୁ
ଉପାସନା କଲେ ଅାତ୍ମଜ୍ଞାନ ବିମୋହିତ ବ୍ୟକ୍ତିମାନଙ୍କର ମଧ୍ୟ ମୋକ୍ଷ ଲାଭ ହୁଏ ା (ଶ୍ରୁତି ବର୍ଣ୍ଣିତ)
ସେହି ଅପୌରୁଷେୟ ଦାରୁ ସମୁଦ୍ରତୀରରେ ଭାସମାନ ହେଉଛନ୍ତି ା ଏ ଦୁରାରାଧ୍ୟ ା ଏହାଙ୍କୁ
ଉପାସନା କଲେ ଦୁର୍ଲଭ ମୁକ୍ତି ପ୍ରାପ୍ତ ହୁଏ ା
ଋଗ୍ବେଦର ଉଲି୍ଲଖିତ ମନ୍ତ୍ର ସହିତ ଦାରୁବହ୍ର ୍ମ ପୁରେୁ ଷାତ୍ତମଙ୍କ ସଂପର୍କ ନାହିଁ ବୋଲି କହିଛନ୍ତି
ଗବେଷକ ଡକ୍ଟର ଗୌରାଙ୍ଗ ଚରଣ ନାୟକ, ଡକ୍ଟର ସତ୍ୟନାରାୟଣ ରାଜଗୁରୁ, ଡକ୍ଟର ଉମେଶ
ପତ୍ରୀ, ସଚ୍ଚିଦାନନ୍ଦ ମିଶ୍ର ଓ ଟି.ଏନ୍ ଧର୍ମାଧିକାରୀ ପ୍ରମୁଖ ା ଡକ୍ଟର ରାଜଗୁରୁ ଲେଖିଛନ୍ତି- ""ଭୁଲରେ
ଏହି ସୂତ୍ରଟି ଶ୍ରୀଜଗନ୍ନାଙ୍କ ଦାରୁବ୍ରହ୍ମ ପ୍ରତି ପ୍ରଯୁଜ୍ୟ କରି ନିଜେ ମଧ୍ୟ ତାହା ସନ୍ଦେହ କରିିବା
ତାଙ୍କ (ସାୟଣାଚାର୍ଯ୍ୟଙ୍କ) ଭାଷ୍ୟରୁ ଜଣାଯାଏ ା କାରଣ ଶଂସିତ ବୈଦିକ ସୂତ୍ରଟି ଅନ୍ୟ ପ୍ରସଙ୍ଗର
ଅର୍ବୋଧ କରୁଛି ା'' ଡକ୍ଟର ପତ୍ରୀ କହନ୍ତି- ""ପ୍ରକୃତରେ ଋଗ୍ବେଦର ସେହି ମନ୍ତ୍ରଟି କ'ଣ
ଶ୍ରୀଜଗନ୍ନାଙ୍କୁ ପ୍ରତିପାଦନ କରୁଛି ?ଏହି ଅଲକ୍ଷ୍ମୀ ସୂକ୍ତରେ ପାଞ୍ଚଟି ମନ୍ତ୍ର ଅନୁଷ୍ଟପ
ୁ ଛନ୍ଦରେ ପରସ୍ପର
ସହିତ ଛନ୍ଦାୟିତ ହୋଇ ସଂରଚିତ ହୋଇଛି ା ପୂର୍ବାପର ସଂପର୍କକୁ ନ ଜାଣିଲେ କେବଳ ଗୋଟିଏ
ଶ୍ରୀଜଗନ୍ନା
୧୫
ଆଲବ ଘଯଷଜ୍ଞଶବ ଟ୍ଟଯଳ (ବବଲବଚ୍ଛଯଷଜ୍ଞଶବଅଵଲବଷକ୍ଷ.ମଚ୍ଛଲ)<noinclude></noinclude>
jta6chwlmwq8bmz2rkahb9cu9yj339o
ପୃଷ୍ଠା:Sri Jagannath (MM Tripathy, 2012, 3e. 2014).pdf/୧୫
250
11344
53979
2022-07-21T13:51:43Z
Ssgapu22
248
/* ପ୍ରମାଣିତ ହୋଇନଥିବା */ "ମନ୍ତ୍ରରୁ ପ୍ରତିପାଦ୍ୟ ବିଷୟ ଜଣାପଡ଼ିବ ନାହିଁ ା'' "ଦାରୁ' ଶବ୍ଦ ଦେଖି ତାକୁ ଜଗନ୍ନାଙ୍କ ଦାରୁମୂର୍ତ୍ତି ବୋଲି ଧରିନେବା ଯୁକ୍ତିଯୁକ୍ତ ନୁହେଁ ା ବେଦରେ ଅଲକ୍ଷ୍ମୀକୁ ସମୁଦ୍ରରେ ଭାସୁିବା ଗ..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
proofread-page
text/x-wiki
<noinclude><pagequality level="1" user="Ssgapu22" /></noinclude>ମନ୍ତ୍ରରୁ ପ୍ରତିପାଦ୍ୟ ବିଷୟ ଜଣାପଡ଼ିବ ନାହିଁ ା'' "ଦାରୁ' ଶବ୍ଦ ଦେଖି ତାକୁ ଜଗନ୍ନାଙ୍କ ଦାରୁମୂର୍ତ୍ତି
ବୋଲି ଧରିନେବା ଯୁକ୍ତିଯୁକ୍ତ ନୁହେଁ ା ବେଦରେ ଅଲକ୍ଷ୍ମୀକୁ ସମୁଦ୍ରରେ ଭାସୁିବା ଗୋଟିଏ ଦାରୁ
ବା କାଷ୍ଠ ଉପରେ ବସି ଅନ୍ୟତ୍ର ଚାଲିଯିବାପାଇଁ ନିର୍ଦ୍ଦେଶ ଦିଅାଯାଇଛି ା
ଅାହୁରି ମଧ୍ୟ କୁହାଯାଇଛି,କୌଣସି ବ୍ୟକ୍ତି ଯଦି ଧନ ବା ଲକ୍ଷ୍ମୀବିହୀନ ହୋଇ ଜୀବନ ଯାପନ
କରୁାନ୍ତି, ତେବେ ସେ ଋଗ୍ ବେଦ ଦଶମ ମଣ୍ଡଳର୧୫୫ ତମ ସୂକ୍ତର ପାଞ୍ଚଗୋଟି ମନ୍ତ୍ରକୁ ନିତ୍ୟ
ପ୍ରାତଃ କାଳରେ ସ୍ନାନ କରିବା ପରେ ୧୦୧ ର ଜପ କରନ୍ତୁ ା ଏହି ଜପ ପୂର୍ବରୁ ଓ ପରେ
ଗାୟତ୍ରୀ ମହାମନ୍ତ୍ରର ଗୋଟିଏ ମାଳା ଜପ ଅାବଶ୍ୟକ ା (ଯୁଗଶକ୍ତି ଗାୟତ୍ରୀ,ଜାନୁଅାରି,୨୦୦୫)
ବୌଦ୍ଧ ବଜ୍ରଯାନର ପ୍ରସିଦ୍ଧ ଗ୍ରନ୍ଥ "ଜ୍ଞାନସିଦ୍ଧି'ରେ ଉଲ୍ଲେଖ ଅଛି: "ପ୍ରଣିପତ୍ୟ ଜଗନ୍ନାଂ
ସର୍ବଜିନ ବରାର୍ଚ୍ଚିତମ୍ ା ସର୍ବ ବୁଦ୍ଧମୟଂ ସିଦ୍ଧି ବ୍ୟାପିନଂ ଗଗନୋପମମ୍ ା ା'' (୧/୧) ା ଏହି ଗ୍ରନ୍ଥର
ପ୍ରଣେତା ଖ୍ରୀ: ସପ୍ତମ/ଅଷ୍ଟମ ଶତାବ୍ଦୀର ସମ୍ୱଳକ (ଏବର ସମ୍ୱଲପୁର)ର ରାଜା ଇନ୍ଦ୍ରଭୂତି ା ଏହି
ଗ୍ରନ୍ଥର ମଙ୍ଗଳାଚରଣ ପାଠକରି କେତେଜଣ ଲେଖକ ତା ଗବେଷକ ମତ ଦିଅନ୍ତି ଯେ, ଏିରେ
ପ୍ରମରପାଇଁ "ଜଗନ୍ନା' ଶବ୍ଦ ବ୍ୟବହୃତ ହୋଇଛି ଓ ତାହା ଶ୍ରୀକ୍ଷେତ୍ରର ଜଗନ୍ନା ମହାପ୍ରଭୁଙ୍କୁ
ବୁଝାଉ ଅଛି ା ଏହି ଗ୍ରନ୍ଥରୁ ଉଦାହରଣ ଦେଇ ବୌଦ୍ଧ ଏପରିକି ଜୈନମାନେ ମଧ୍ୟ ଜଗନ୍ନା
ମହାପ୍ରଭୁଙ୍କୁ ଯାକ୍ରମେ ବୁଦ୍ଧ ଓ ଜୀନନା ମନେକରନ୍ତି ା
ନୀଳାଚଳ ଧାମର ପ୍ରସିଦ୍ଧି ଖ୍ରୀ: ଅଷ୍ଟମ ବା ନବମ ଶତାବ୍ଦୀରେ ିବା କା ମୁରାରି କବିଙ୍କ
"ଅନର୍ଘ ରାଘବ' ନାଟକରୁ ପ୍ରତିପାଦିତ ହୁଏ ବୋଲି ସତ୍ୟନାରାୟଣ ରାଜଗୁରୁ ଲେଖିଛନ୍ତି ା କିନ୍ତୁ
ମୁରାରିଙ୍କ ସମୟ ଏକାଦଶ ଶତାବ୍ଦୀ ବୋଲି ଐତିହାସିକ ନବୀନ କୁମାର ସାହୁ ମତ ଦେଇଛନ୍ତି ା
ପ୍ରଫେସର ସାହୁ ଅାହୁରି କହିଛନ୍ତି ଯେ, ଚୋଡ଼ଗଙ୍ଗଦେବଙ୍କ ଉତ୍କଳ ଅଧିକାର ପୂର୍ବରୁ
ପୁ ର ୀଠାରେ ପୁ ର ୁ େ ଷାତ୍ତମ ଜଗନ୍ନ ା ଙ୍କର ଏକ ମନ୍ଦି ର ି ବ ା କା ପ୍ର ା ଚୀନ ଗ୍ର ନ୍ଥ ଓ
ଅଭିଲେଖଗୁଡ଼ିକରୁ ଜଣାଯାଏ ା ଏହି ସବୁ ଗ୍ରନ୍ଥ ଓ ଅଭିଲେଖରୁ ଗୋଟିଏ ସୁଦ୍ଧା ଏକାଦଶ ଶତାବ୍ଦୀର
ପୂର୍ବବର୍ତ୍ତୀ ନୁହେଁ ା "ଅନର୍ଘ ରାଘବ'ର ଚରୟିତା ମୁରାରିଙ୍କ ସମୟ ଏକାଦଶ ଶତାବ୍ଦୀ, କୃଷ୍ଣମିଶଙ୍କ
୍ର
ରଚିତ "ପ୍ରବୋଧ ଚନ୍ଦ୍ରୋଦୟ' ନାଟକର ସମୟ ଖ୍ରୀଷ୍ଟାବ୍ଦ ୧୦୭୩ରୁ ୧୦୭୬ ମଧ୍ୟରେ ା
"ଭାସ୍ୱତି' ଓ "କୃତ୍ୟ କଳ୍ପତରୁ' ଗ୍ରନ୍ଥ ଯାକ୍ରମେ ୧୧୦୦ ଓ ୧୧୧୦ ଖ୍ରୀଷ୍ଟାବ୍ଦରେ ରଚିତ ା
"ବ୍ରହ୍ମ ଯାମଳ ତନ୍ତ୍ର' ଏକାଦଶ ଶତାବ୍ଦୀର ପୂର୍ବବର୍ତ୍ତୀ ନୁହେଁ ା
ଓଡ଼ିଅା ସାହିତ୍ୟରେ ଅାଦି କବି ସାରଳା ଦାସ (୧୫ଶ ଶତାବ୍ଦୀ)ଙ୍କ ମହାଭାରତରେ ପ୍ରମ
କରି ଶ୍ରୀଜଗନ୍ନାଙ୍କ ସଂପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରାଯାଇଛି ା ପରବର୍ତ୍ତୀ "ପଞ୍ଚସଖା'
ସାହିତ୍ୟରେ ଅର୍ାତ୍ ଜଗନ୍ନା ଦାସ, ଅଚ୍ୟୁତାନନ୍ଦ, ଯଶୋବନ୍ତ, ଅଚୁ୍ୟତ ଓ ଅନନ୍ତ ଦାସଙ୍କ
ରଚନାରେ ଶ୍ରୀଜଗନ୍ନାଙ୍କ ମାହାତ୍ମ୍ୟ ବର୍ଣ୍ଣିିତ ହୋଇଅଛି ା
୧୬
ଶ୍ରୀଜଗନ୍ନା
ଆଲବ ଘଯଷଜ୍ଞଶବ ଟ୍ଟଯଳ (ବବଲବଚ୍ଛଯଷଜ୍ଞଶବଅଵଲବଷକ୍ଷ.ମଚ୍ଛଲ)<noinclude></noinclude>
oly6gtcoxu2ryg3zhevrfxhlbd7p0uy
ପୃଷ୍ଠା:Sri Jagannath (MM Tripathy, 2012, 3e. 2014).pdf/୧୬
250
11345
53980
2022-07-21T13:51:55Z
Ssgapu22
248
/* ପ୍ରମାଣିତ ହୋଇନଥିବା */ "ପଣ୍ଡିତ ନୀଳମଣି ମିଶ୍ର ଲେଖିଛନ୍ତି, ଅାଦିମ ଯୁଗର "ଦାରୁ ଦେବତା' ହିଁ ପରବର୍ତ୍ତୀ କାଳରେ ଶ୍ରୀଜଗନ୍ନା ନାମରେ ରୂପାୟିତ ହୋଇଛନ୍ତି ା ଏହି ବିଗହ୍ର ଙ୍କ ପ୍ରଶସ୍ତି ଇନ୍ଦ୍ରଭତ ୂ ିଙ୍କ ପ୍ରଣୀତ..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
proofread-page
text/x-wiki
<noinclude><pagequality level="1" user="Ssgapu22" /></noinclude>ପଣ୍ଡିତ ନୀଳମଣି ମିଶ୍ର ଲେଖିଛନ୍ତି, ଅାଦିମ ଯୁଗର "ଦାରୁ ଦେବତା' ହିଁ ପରବର୍ତ୍ତୀ କାଳରେ
ଶ୍ରୀଜଗନ୍ନା ନାମରେ ରୂପାୟିତ ହୋଇଛନ୍ତି ା ଏହି ବିଗହ୍ର ଙ୍କ ପ୍ରଶସ୍ତି ଇନ୍ଦ୍ରଭତ
ୂ ିଙ୍କ ପ୍ରଣୀତ ଜ୍ଞାନସିଦ୍ଧି,
ମୁରାରିଙ୍କ ଅନର୍ଘରାଘବ, ଶତାନନ୍ଦଙ୍କ ରତ୍ନମାଳା, ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ସ୍ତୋତ୍ର ଅାଦି ପ୍ରାଚୀନ
ଗ୍ରନ୍ଥ ତା ସ୍ତୁତି ସ୍ତୋତ୍ରରେ ଦେଖିବାକୁ ମିଳେ ା ତେଣୁ ସପ୍ତମ-ଅଷ୍ଟମ ଶତାବ୍ଦୀ ବେଳକୁ ଶ୍ରୀଜଗନ୍ନା
ବିଶ୍ୱବିଶ୍ରୁତ ବିଗ୍ରହ ରୂପେ ପ୍ରତିଷ୍ଠା ଲାଭ କରିସାରିିଲେ ା
ଶିଳାଲିପି ଓ ତାମ୍ରପତ୍ର ଲିପିରେ ଶ୍ରୀକ୍ଷେତ୍ର ଓ ପୁରୁଷୋତ୍ତମ-ଜଗନ୍ନା
ନିମ୍ନଲିଖିତ ଅଭିଲେଖମାନଙ୍କରେ ପୁରୁଷୋତ୍ତମ କ୍ଷେତ୍ର ଓ ଶ୍ରୀଜଗନ୍ନାଙ୍କ ସମ୍ପର୍କରେ ଊଣା
ଅଧିକେ ସୂଚନା ମିଳେ ା
ନାଗପୁର ଶିଳାଲିପି
(ଖ୍ରୀଷ୍ଟାବ୍ଦ ୧୧୦୪)
ଗୋବିନ୍ଦପୁର ଶିଳାଲିପି
(ଖ୍ରୀଷ୍ଟାବ୍ଦ ୧୧୩୭)
ଲିଙ୍ଗରାଜ ମନ୍ଦିର ଶିଳାଲିପି
(ଖ୍ରୀଷ୍ଟାବ୍ଦ ୧୨୩୦-୩୮)
ଶ୍ରୀକୂର୍ମ ମନ୍ଦିର ଶିଳାଲିପି
(ଖ୍ରୀଷ୍ଟାବ୍ଦ ୧୩୧୦)
ରାଜା ନରସିଂହଦେବଙ୍କ କପିଳାସ ଶିଳାଲିପି
(ଖ୍ରୀଷ୍ଟାବ୍ଦ ୧୨୩୮-୬୪)
ଶୁଭକର ଦେବଙ୍କ ନେଉଳପୁର ଶିଳାଲିପି
(ଖ୍ରୀଷ୍ଟାବ୍ଦ ୭୮୦-୮୦୦)
(ମତାନ୍ତରେ ଏକାଦଶ ଶତାବ୍ଦୀ)
ସତାନା (ମଧ୍ୟପ୍ରଦେଶ) ଶିଳାଲିପି
(ଖ୍ରୀଷ୍ଟାବ୍ଦ ଦଶମ ଶତାବ୍ଦୀ)
(ମତାନ୍ତରେ ଏକାଦଶ ଶତାବ୍ଦୀ)
ବରମଦେବ ମନ୍ଦିର ଶିଳାଲିପି
(ଖ୍ରୀଷ୍ଟାବ୍ଦ ୮୪୦-୧୦୮୮)
ସୀମାଚଳ ମନ୍ଦିର ଶିଳାଲିପି
(ଖ୍ରୀଷ୍ଟାବ୍ଦ ୧୩୧୯)
ପୁରୀର ନୃସିଂହ ମନ୍ଦିର, ମାର୍କଣ୍ଡେଶ୍ୱର ଓ
ପାତାଳେଶ୍ୱର ଶିଳାଲିପି
(ଖ୍ର୍ରୀଷ୍ଟାବ୍ଦ ୧୧୧୩-୧୨୩୮)
ନାଗରୀ ତାମ୍ରପତ୍ର (ରାଜା ଅନଙ୍ଗଭୀମଦେବ-୩ୟ) ଖ୍ରୀଷ୍ଟାବ୍ଦ ୧୨୩୦
ଦ୍ରାକ୍ଷାରାମ ଶିଳାଲିପି
(ଖ୍ରୀଷ୍ଟାବ୍ଦ ୧୨୧୬)
ଦାସଗୋବା ତାମ୍ରପତ୍ର
(ଖ୍ରୀଷ୍ଟାବ୍ଦ୧୧୯୨-୧୨୧୧)
ଅସନଖଲି ତାମ୍ରପତ୍ର
(ଖ୍ରୀଷ୍ଟାବ୍ଦ ୧୩୩୭)
ପୁରୀର ପଞ୍ଜାବୀ ମଠରେ ିବା
୨ୟ ଭାନୁଦେବଙ୍କ ତାମ୍ରପତ୍ର ଅନୁଶାସନ
(ଖ୍ରୀଷ୍ଟାବ୍ଦ ୧୩୧୧)
ଶ୍ରୀଜଗନ୍ନା
୧୭
ଆଲବ ଘଯଷଜ୍ଞଶବ ଟ୍ଟଯଳ (ବବଲବଚ୍ଛଯଷଜ୍ଞଶବଅଵଲବଷକ୍ଷ.ମଚ୍ଛଲ)<noinclude></noinclude>
eobeg5jqghfx5v969nhs73jeapbty8g
ପୃଷ୍ଠା:Sri Jagannath (MM Tripathy, 2012, 3e. 2014).pdf/୧୭
250
11346
53981
2022-07-21T13:52:07Z
Ssgapu22
248
/* ପ୍ରମାଣିତ ହୋଇନଥିବା */ "ଶ୍ରୀଜଗନ୍ନା ମନ୍ଦିରର ନିର୍ମାତା ଓ ନିର୍ମାଣ କାଳ ଓଡ଼ିଶାରେ ଗଙ୍ଗ ରାଜବଂଶର ପ୍ରତିଷ୍ଠାତା ରାଜା ଅନନ୍ତବର୍ମନ ଚୋଡ଼ଗଙ୍ଗ ଦେବଙ୍କଦ୍ୱାରା ଦ୍ୱାଦଶ ଶତାବ୍ଦୀରେ ବର୍ତ୍ତମାନର ପୁରୀ ଶ୍ରୀଜ..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
proofread-page
text/x-wiki
<noinclude><pagequality level="1" user="Ssgapu22" /></noinclude>ଶ୍ରୀଜଗନ୍ନା ମନ୍ଦିରର ନିର୍ମାତା ଓ ନିର୍ମାଣ କାଳ
ଓଡ଼ିଶାରେ ଗଙ୍ଗ ରାଜବଂଶର ପ୍ରତିଷ୍ଠାତା ରାଜା ଅନନ୍ତବର୍ମନ ଚୋଡ଼ଗଙ୍ଗ ଦେବଙ୍କଦ୍ୱାରା
ଦ୍ୱାଦଶ ଶତାବ୍ଦୀରେ ବର୍ତ୍ତମାନର ପୁରୀ ଶ୍ରୀଜଗନ୍ନା ମନ୍ଦିର ନିର୍ମାଣ କରାଯାଇଛି ବୋଲି ବିଶ୍ୱାସ
କରାଯାଏ ା ଏହା ସାଧାରଣ ଭାବେ ସ୍ୱୀକୃତ ା କେତେଜଣ ବିଦ୍ୱାନ ମତ ଦିଅନ୍ତି ଯେ
ଚୋଡ଼ଗଙ୍ଗଦେବ ମନ୍ଦିର ନିର୍ମାଣ କାର୍ଯ୍ୟ ଅାରମ୍ଭ କରିିଲେ, କିନ୍ତୁ ଅନଙ୍ଗଭୀମଦେବ(୩ୟ)ଙ୍କ
ସମୟରେ ତାହାର ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇିଲା ା ଷ୍ଟର୍ଲିଙ୍ଗ୍ ତାଙ୍କର ଓଡ଼ିଶା ଇତିହାସରେ
ଲେଖିଛନ୍ତି ଯେ, ଅନଙ୍ଗଭୀମଦେବ (୩ୟ) ଖ୍ରୀଷ୍ଟାବ୍ଦ ୧୧୯୬ରେ ମନ୍ଦିର ନିର୍ମାଣ କରିିଲେ ା
ହଣ୍ଟରଙ୍କ ମତରେ ମନ୍ଦିର ନିର୍ମାଣ ଖ୍ରୀଷ୍ଟାବ୍ଦ ୧୧୭୪ରେ ଅାରମ୍ଭ ହୋଇ ୧୧୯୮ରେ ଶେଷ
ହେଲା ା ଅାର୍. ଡି. ବାନାର୍ଜିଙ୍କ ମତରେ ଏକାଦଶ ଶତାବ୍ଦୀର ଶେଷ ଭାଗରେ ଚୋଡ଼ଗଙ୍ଗ ଦେବ
ମନ୍ଦିର ନିର୍ମାଣ କରିିଲେ ା ମହାମହୋପାଧ୍ୟାୟ ସଦାଶିବ କାବ୍ୟକଣ୍ଠ ଲେଖିଛନ୍ତି ଯେ, ଖ୍ରୀଷ୍ଟାବ୍ଦ
୧୧୯୬ରେ ଚୋଡ଼ଗଙ୍ଗଦେବ ମନ୍ଦିର ନିର୍ମାଣ କରିିଲେ ା ମାଦଳାପାଞ୍ଜି (ସଂପାଦନା- ପ୍ରଫେସର
ଅାର୍ତ୍ତବଲ୍ଲଭ ମହାନ୍ତି)ରେ ଉଲ୍ଲେଖ ଅଛି ଯେ ଅନଙ୍ଗଭୀମ ଦେବ ମନ୍ଦିର ନିର୍ମାଣ କରିିଲେ ା
ଇତିହାସ ପ୍ରାଧ୍ୟାପକ କୈଳାସ ଚନ୍ଦ୍ର ଦାସଙ୍କ ମତରେ ଚୋଡ଼ଗଙ୍ଗ ଦେବଙ୍କ ଦ୍ୱାରା ମନ୍ଦିର ନିର୍ମାଣ
କରାଯାଇିଲା ଓ ସେିରେ ବିଗହ୍ର ମାନଙ୍କୁ ଖ୍ରୀଷ୍ଟାବ୍ଦ ୧୧୨୪-୨୫ରେ ସ୍ଥାପନା କରାଯାଇିଲା ା
ବିଶିଷ୍ଟ ଗବେଷକ ତା ଶିଳାଲେଖବିତ୍ ଡକ୍ଟର ସତ୍ୟନାରାୟଣ ରାଜଗୁରୁ ଲେଖିଛନ୍ତି ଯେ
ଶ୍ରୀକ୍ଷେତ୍ରର ସମୁଦ୍ରତଟରେ ଏକ ପୁରୁଷୋତ୍ତମ ମନ୍ଦିର ିଲା ା କୌଣସି କାରଣରୁ ଏହି ମନ୍ଦିର
ଭାଙ୍ଗିପଡ଼ିବାରୁ ଏହାର ଦେବତାଙ୍କୁ ରାଜା ଯଯାତି (୨ୟ)ଙ୍କ ଦ୍ୱାରା ନିର୍ମିତ ଏକ ନୂତନ ମନ୍ଦିରକୁ
ସ୍ଥାନାନ୍ତର କରାଯାଇିଲା ା ଯଯାତିକେଶରୀଙ୍କ ଉକ୍ତ ମନ୍ଦିରଟି ହେଉଛି ବର୍ତ୍ତମାନର ଶ୍ରୀଜଗନ୍ନା
ମନ୍ଦିର ଭିତରବେଢ଼ାର ଦକ୍ଷିଣ ପାର୍ଶ୍ୱରେ ିବା ନୃସିଂହଦେବଙ୍କ ମନ୍ଦିର ା ଏକାଦଶ ଶତାବ୍ଦୀର
ପ୍ରମାର୍ଦ୍ଧରେ ନିର୍ମିତ ଏହି ବିଷ୍ଣୁ ମନ୍ଦିରରେ ଚତୁର୍ଭୁଜ ବିଶିଷ୍ଟ ଶ୍ରୀପୁରୁଷୋତ୍ତମଙ୍କର ବିଗ୍ରହ ସ୍ଥାପନ
କରାଯାଇିବା ସମ୍ଭବ ା ଏହି ବିଗ୍ରହ ନୀଳ ପ୍ରସ୍ତରରେ ନିର୍ମିତ ହୋଇିଲା ା
ରାଜା ଚୋଡ଼ଗଙ୍ଗଦେବଙ୍କ ଜୀବନକାଳରେ ମନ୍ଦିର ନିର୍ମାଣ ଯଦିଓ ପ୍ରାମିକ ସ୍ତରରେ ଶେଷ
ହୋଇସାରିିଲା, ବହୁକାଳ ପର୍ଯ୍ୟନ୍ତ ସେିରେ କାରୁକାର୍ଯ୍ୟ ଶେଷ ହୋଇ ପାରି ନିଲା ା ଖ୍ରୀଷ୍ଟାବ୍ଦ
୧୨୩୦ରେ ପୁରୀର ଶ୍ରୀଜଗନ୍ନା ମନ୍ଦିର ଓ ସେିରେ ପ୍ରତିଷ୍ଠିତ ବିଗ୍ରହମାନଙ୍କୁ ଅନଙ୍ଗଭୀମଦେବ
(୩ୟ) ସମ୍ପନ୍ନ କରିିଲେ ା ଯାଗଯଜ୍ଞରେ ପ୍ରମେ ନୃସିଂହଙ୍କ ପ୍ରତିମା ସ୍ଥାପନ କରି ତାଙ୍କରି ପୂଜା
ସମ୍ପନ୍ନ କରିବା ବିଧି ଧର୍ମଶାସ୍ତ୍ରରେ ଉଲ୍ଲେଖ ଅଛି ା ସେହି ନୃସିଂହଙ୍କ ବିଗ୍ରହକୁ ଯଜ୍ଞ ନୃସିଂହ ନାମରେ
ପରିଚିତ କରାଯାଏ ା ବୋଧହୁଏ ଶ୍ରୀମନ୍ଦିର ପ୍ରତିଷ୍ଠାପାଇଁ ଯଜ୍ଞ ନୃସିଂହ ପୂଜିତ ହୋଇିଲେ; ତାଙ୍କୁ
ନୃସିଂହ ମନ୍ଦିରରେ ସ୍ଥାପନ କରିିବାରୁ ସେହି ମନ୍ଦିର ପରବର୍ତ୍ତୀ ୧୩ଶ ଶତାବ୍ଦୀ ବେଳକୁ ନୃସିଂହଙ୍କ
ନାମରେ ପରିଚିତ ହେଲା ା ଏଣୁ ମହାରାଜା ଯଯାତିଙ୍କ ରାଜତ୍ୱ କାଳରେ ଏକାଦଶ ଶତାବ୍ଦୀର
୧୮
ଶ୍ରୀଜଗନ୍ନା
ଆଲବ ଘଯଷଜ୍ଞଶବ ଟ୍ଟଯଳ (ବବଲବଚ୍ଛଯଷଜ୍ଞଶବଅଵଲବଷକ୍ଷ.ମଚ୍ଛଲ)<noinclude></noinclude>
5qlfs84aesd9sv1lwxuo4ascnmyijbr
ପୃଷ୍ଠା:Sri Jagannath (MM Tripathy, 2012, 3e. 2014).pdf/୧୮
250
11347
53982
2022-07-21T13:56:21Z
Ssgapu22
248
/* ପ୍ରମାଣିତ ହୋଇନଥିବା */ "ଶ୍ରୀପୁରୁଷୋତ୍ତମ ମନ୍ଦିର ତ୍ରୟୋଦଶ ଶତାବ୍ଦୀରେ ଅର୍ାତ୍ ପ୍ରାୟ ଦୁଇଶହ ବର୍ଷ ପରେ "ନୃସିଂହ ମନ୍ଦିର'ରେ ପରିଣତ ହୋଇିବା ସୁନିଶ୍ଚିତ ("ଶ୍ରୀପୁରେୁ ଷାତ୍ତମ ଓ ଶ୍ରୀମନ୍ଦିର' ପ୍ରବନ୍ଧ) ା ଅନଙ..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
proofread-page
text/x-wiki
<noinclude><pagequality level="1" user="Ssgapu22" /></noinclude>ଶ୍ରୀପୁରୁଷୋତ୍ତମ ମନ୍ଦିର ତ୍ରୟୋଦଶ ଶତାବ୍ଦୀରେ ଅର୍ାତ୍ ପ୍ରାୟ ଦୁଇଶହ ବର୍ଷ ପରେ "ନୃସିଂହ
ମନ୍ଦିର'ରେ ପରିଣତ ହୋଇିବା ସୁନିଶ୍ଚିତ ("ଶ୍ରୀପୁରେୁ ଷାତ୍ତମ ଓ ଶ୍ରୀମନ୍ଦିର' ପ୍ରବନ୍ଧ) ା ଅନଙ୍ଗଭୀମ
ଦେବଙ୍କ ନଗରୀ-ତାମ୍ରଶାସନରୁ ଜଣାଯାଏ ଯେ, କାଶ୍ୟପ ଗୋତ୍ରୀୟ ବ୍ରାହ୍ମଣ ଚନ୍ଦ୍ରକର ଶର୍ମାଙ୍କୁ
ଏହି ପ୍ରତିଷ୍ଠା କର୍ମରେ ଅାଚାର୍ଯ୍ୟ ରୂପେ ବରଣ କରାଯାଇିଲା ା
ଡକ୍ଟର ରାଜଗୁରୁ ଅନ୍ୟତ୍ର ଲେଖିଛନ୍ତି, ଚୋଡ଼ଗଙ୍ଗ ଦେବ ବଡ଼ ଦେଉଳ ନିର୍ମାଣ ପୂର୍ବରୁ
ନୃସିଂହ ମନ୍ଦିରରେ ତିନି ମୂର୍ତ୍ତିି ଶ୍ରୀ ପୁରୁଷୋତ୍ତମ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ସ୍ଥାପନ
କରିିଲେ ା କିନ୍ତୁ ପୂର୍ବରୁ ସେହି କ୍ଷୁଦ୍ର ମନ୍ଦିରଟି ଶ୍ରୀପୁରୁଷୋତ୍ତମଙ୍କ ପାଇଁ ଉଦ୍ଦିଷ୍ଟ ିଲା ା ସେିର
ଅାକାର ପ୍ରକାରରୁ ଏହା ହିଁ ଜଣାଯାଇଛି ା କିନ୍ତୁ କୌଣସି ଅଜ୍ଞାତ କାରଣରୁ ସେହି ମନ୍ଦିରରେ
ପ୍ରତିଷ୍ଠିତ ଶ୍ରୀପୁରୁଷୋତ୍ତମ ବିଗ୍ରହଙ୍କୁ ସ୍ଥାନାନ୍ତର କରାଯାଇିଲା ା ଅନ୍ତତଃ ୧୧୩୭ ଖ୍ରୀଷ୍ଟାବ୍ଦ ଯାଏ
ବଡ଼ଦେଉଳ ନିର୍ମାଣ କାର୍ଯ୍ୟ ଅାରମ୍ଭ ହୋଇ ନିଲା ା ବଡ଼ ଦେଉଳ ନିର୍ମାଣ ନିମନ୍ତେ କର୍ମକାର
କୁଳପୁତ୍ର ପଲ୍ଲ ନାମକ ଉତ୍କଳର ଜଣେ ଶିଳ୍ପୀଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇିଲା ା ଏତେ ବଡ଼
ବ୍ୟୟବହୁଳ ମନ୍ଦିର ଚୋଡ଼ଗଙ୍ଗଦେବଙ୍କ ଜୀବନକାଳରେ ପୂର୍ଣ୍ଣ ହୋଇ ପାରି ନିବ ବୋଲି
ରାଜଗୁରୁ ସନ୍ଦେହ ପ୍ରକାଶ କରିଛନ୍ତି ା ("ଶ୍ରୀମନ୍ଦିର ଶିଳ୍ପ କଳାରେ ବୈଷ୍ଣବ ସଂସ୍କୃତି' ପ୍ରବନ୍ଧ)
ବିଶିଷ୍ଟ ଐତିହାସିକ ପ୍ରଫେସର ନବୀନ କୁମାର ସାହୁଙ୍କ ମତରେ, ବର୍ତ୍ତମାନର ନୃସିଂହ ମନ୍ଦିର
ହେଉଛି ସମ୍ଭବତଃ ଦ୍ୱିତୀୟ ଯଯାତି ମହାଶିବ ଗୁପ୍ତ(ଖ୍ରୀ. ୧୦୨୩-୧୦୪୦) ନିର୍ମାଣ କରିିବା
ପୁରେୁ ଷାତ୍ତମ-ନୃୃସିଂହ ମନ୍ଦିର ା ପରବର୍ତ୍ତୀ କାଳରେ ନୃସିଂହ ମନ୍ଦିରର ସଂସ୍କାର ସାଧନ କରାଯାଇଛି
ଏବଂ ତାହାର କେତେକ ଭଗ୍ନାଂଶ ମାର୍କଣ୍ଡେଶ୍ୱର ମନ୍ଦିରର ସଂସ୍କାର ସମୟରେ ବ୍ୟବହାର
କରାଯାଇଛି ା ପୁରେୁ ଷାତ୍ତମଙ୍କ ମନ୍ଦିର (ବଡ଼ଦେଉଳ) ଚୋଡ଼ଗଙ୍ଗ ଦେବଙ୍କ ଦ୍ୱାରା ଅାଂଶିକ ଭାବେ
ନିର୍ମିତ ହୋଇିବା ଏବଂ ପରେ ତାହା ଅନଙ୍ଗଭୀମ ଦେବଙ୍କ ଦ୍ୱାରା ପରିସମାପ୍ତ ହେଲା ବୋଲି
ଯେଉଁ ଅଭିମତ ପ୍ରକାଶ ପାଏ ତାହା ନିଶ୍ଚିତ ରୂପେ ଭ୍ରମାତ୍ମକ ("ପୁରେୁ ଷାତ୍ତମ ଉପାସନା' ପ୍ରବନ୍ଧ) ା
ଗବେଷକ ରବି ରାୟ ୧୯୯୩ ଖ୍ରୀଷ୍ଟାବ୍ଦରେ ଚୌଦ୍ୱାର ଅଞ୍ଚଳରୁ ଏକ ତାମ୍ରଲେଖ ଅାବିଷ୍କାର
କରିିଲେ ା ଏହି ତାମ୍ରଲେଖ ଚୋଡ଼ଗଙ୍ଗ ଦେବଙ୍କ ପୁତ୍ର କାମାର୍ଣ୍ଣବ ଦେବଙ୍କ ଦ୍ୱାରା ପ୍ରଦତ୍ତ ା
ଏହାକୁ ଭିତ୍ତି କରି ଗବେଷକ ରାୟ ଲେଖିଛନ୍ତି ଯେ ବର୍ତ୍ତମାନର ପୁରୀ ଶ୍ରୀଜଗନ୍ନା ମନ୍ଦିରର
ନିର୍ମାତା ଚୋଡ଼ଗଙ୍ଗଦେବ ନ ହୋଇ ପାରନ୍ତି ା ଚୋଡ଼ଗଙ୍ଗଦେବଙ୍କ ଉତ୍କଳ ବିଜୟର ବହୁ ପୂର୍ବରୁ
ଏହି ଶ୍ରୀଜଗନ୍ନା ମନ୍ଦିର ବିଦ୍ୟମାନ ିଲା ା କିନ୍ତୁ ଐତିହାସିକ କୈଳାସ ଚନ୍ଦ୍ର ଦାଶ ତାମ୍ରଲେଖରେ
ପ୍ରଦତ୍ତ ତ୍ୟ ଯଷ୍ଟେ ନୁହେଁ ଏବଂ ଗ୍ରହଣୀୟ ନୁହେଁ ବୋଲି ଲେଖିଛନ୍ତି ା
ପୁରୀ ଶ୍ରୀଜଗନ୍ନା ମନ୍ଦିର (ଶ୍ରୀମନ୍ଦିର) ଚୋଡ଼ଗଙ୍ଗ ଦେବଙ୍କ ସମୟରେ ନିର୍ମିତ ହୋଇିଲା
ବୋଲି ବହୁ ବିଶିଷ୍ଟ ଐତିହାସିକ ତା ଗବେଷକ ମତ ଦେଇଛନ୍ତି ା ଏହି ମନ୍ଦିରର ଚାରିଟି ଭାଗ
ରହିଛି ଯା- ବିମାନ, ମୁଖଶାଳା, ନାଟମନ୍ଦିର ଓ ଭୋଗମଣ୍ଡପ ା ବିମାନ (ଗର୍ଭଗୃହ) ଓ ମୁଖଶାଳା
ଶ୍ରୀଜଗନ୍ନା
୧୯
ଆଲବ ଘଯଷଜ୍ଞଶବ ଟ୍ଟଯଳ (ବବଲବଚ୍ଛଯଷଜ୍ଞଶବଅଵଲବଷକ୍ଷ.ମଚ୍ଛଲ)<noinclude></noinclude>
nkaf46g0h0yc7pvv9zvlr88sc8xewju
ପୃଷ୍ଠା:Sri Jagannath (MM Tripathy, 2012, 3e. 2014).pdf/୧୯
250
11348
53983
2022-07-21T13:56:33Z
Ssgapu22
248
/* ପ୍ରମାଣିତ ହୋଇନଥିବା */ "ହିଁ ଚୋଡ଼ଗଙ୍ଗଦେବ ନିର୍ମାଣ କରାଇିଲେ ା ନାଟମନ୍ଦିର ଏବେ ସାଧାରଣତଃ ଜଗମୋହନ ନାମରେ ପରିଚିତ ା ନାଟ ମନ୍ଦିର (ଜଗମୋହନ) ଓ ଭୋଗମଣ୍ଡପ ଯାକ୍ରମେ ରାଜା ପୁରେୁ ଷାତ୍ତମ ଦେବ (ଖ୍ରୀଷ୍ଟାବ୍ଦ ୧୪୬୮-..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
proofread-page
text/x-wiki
<noinclude><pagequality level="1" user="Ssgapu22" /></noinclude>ହିଁ ଚୋଡ଼ଗଙ୍ଗଦେବ ନିର୍ମାଣ କରାଇିଲେ ା ନାଟମନ୍ଦିର ଏବେ ସାଧାରଣତଃ ଜଗମୋହନ
ନାମରେ ପରିଚିତ ା ନାଟ ମନ୍ଦିର (ଜଗମୋହନ) ଓ ଭୋଗମଣ୍ଡପ ଯାକ୍ରମେ ରାଜା ପୁରେୁ ଷାତ୍ତମ
ଦେବ (ଖ୍ରୀଷ୍ଟାବ୍ଦ ୧୪୬୮-୧୪୯୭) ଏବଂ ରାଜା ପ୍ରତାପରୁଦ୍ର ଦେବ (ଖ୍ରୀଷ୍ଟାବ୍ଦ ୧୪୯୭୧୫୩୩)ଙ୍କ ସମୟରେ ନିର୍ମାଣ କରାଯାଇିବା କା କୁହାଯାଇଛି ା କିନ୍ତୁ "ମାଦଳା ପାଞ୍ଜି'ରେ
ଉଲ୍ଲେଖ ଅଛି ଯେ, ପୁରୁଷୋତ୍ତମ ଦେବ ତାଙ୍କର ୭ମ ଅଙ୍କରେ ଭୋଗମଣ୍ଡପ ତୋଳାଇଲେ ା ସେ
ମଧ୍ୟ ନାଟମନ୍ଦିର ନିର୍ମାଣ କରିିବେ ା ଏହି ରାଜା ଶ୍ରୀମନ୍ଦିରର ଭିତର ବେଢ଼ା (କୁରୁମ ବେଢ଼ା)
ଗଢ଼ାଇିଲେ ା ରାଜା କପିଳେନ୍ଦ୍ର ଦେବଙ୍କ ସମୟ(ଖ୍ରୀ. ୧୪୩୫-୧୪୬୮)ରେ ୧୫ ଅଙ୍କରେ
ବାହାର ବେଢ଼ା ଗଢାଯାଇିଲା ବୋଲି "ମାଦଳା ପାଞ୍ଜି'ରେ ଉଲ୍ଲେଖ ଅଛି ା
ପୁରାଣ ଓ କିମ୍ୱଦନ୍ତୀ ଅନୁସାରେ ମାଳବର ରାଜା ଇନ୍ଦ୍ରଦ୍ୟୁମ୍ନ ସର୍ବପ୍ରମେ ପୁରୁଷୋତ୍ତମଜଗନ୍ନାଙ୍କ ମନ୍ଦିର ନିର୍ମାଣ କରିିଲେ ା କିନ୍ତୁ ରାଜା ଇନ୍ଦ୍ରଦୁ୍ୟମ୍ନଙ୍କ ସପକ୍ଷରେ ଐତିହାସିକ
ପ୍ରମାଣ ନାହିଁ ା
୨୦
ଶ୍ରୀଜଗନ୍ନା
ଆଲବ ଘଯଷଜ୍ଞଶବ ଟ୍ଟଯଳ (ବବଲବଚ୍ଛଯଷଜ୍ଞଶବଅଵଲବଷକ୍ଷ.ମଚ୍ଛଲ)<noinclude></noinclude>
5qmoesa1ytosll0jar5t1xspsaul8l1
ପୃଷ୍ଠା:Sri Jagannath (MM Tripathy, 2012, 3e. 2014).pdf/୨୦
250
11349
53984
2022-07-21T13:57:05Z
Ssgapu22
248
/* ପ୍ରମାଣିତ ହୋଇନଥିବା */ "{{Css image crop |Image = Sri_Jagannath_(MM_Tripathy,_2012,_3e._2014).pdf |Page = 20 |bSize = 395 |cWidth = 230 |cHeight = 371 |oTop = 56 |oLeft = 71 |Location = center |Description = }}" ନାଆଁରେ ପୃଷ୍ଠାଟିଏ ତିଆରିକଲେ
proofread-page
text/x-wiki
<noinclude><pagequality level="1" user="Ssgapu22" /></noinclude>{{Css image crop
|Image = Sri_Jagannath_(MM_Tripathy,_2012,_3e._2014).pdf
|Page = 20
|bSize = 395
|cWidth = 230
|cHeight = 371
|oTop = 56
|oLeft = 71
|Location = center
|Description =
}}<noinclude></noinclude>
ancednqp2oboylh6dh2q9wnp3ledf5n
53985
53984
2022-07-21T13:57:41Z
Ssgapu22
248
proofread-page
text/x-wiki
<noinclude><pagequality level="1" user="Ssgapu22" /></noinclude>{{Css image crop
|Image = Sri_Jagannath_(MM_Tripathy,_2012,_3e._2014).pdf
|Page = 20
|bSize = 395
|cWidth = 230
|cHeight = 371
|oTop = 56
|oLeft = 71
|Location = center
|Description =
}}
<center>{{xxxx-larger|'''ଶ୍ରୀଜଗନ୍ନାଥ ତତ୍ତ୍ୱ'''}}</center><noinclude></noinclude>
nuy78f9gnyhzipuhfazruoohhebvrjk
ପୃଷ୍ଠା:Sri Jagannath (MM Tripathy, 2012, 3e. 2014).pdf/୨୧
250
11350
53986
2022-07-21T13:57:57Z
Ssgapu22
248
/* ପ୍ରମାଣିତ ହୋଇନଥିବା */ "ଶ୍ରୀମନ୍ଦିରର ଅଧିଷ୍ଠାତା ଦେବଦେବୀ ହେଉଛନ୍ତି- ଶ୍ରୀଜଗନ୍ନା, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା ା ଏହି ତିନି ଦିଅଁ ତି୍ରମୂର୍ତ୍ତି ନାମରେ ପରିଚିତ ା ଏହି ତି୍ରମୂର୍ତ୍ତିଙ୍କ ସହିତ ସୁଦର୍ଶନ..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
proofread-page
text/x-wiki
<noinclude><pagequality level="1" user="Ssgapu22" /></noinclude>ଶ୍ରୀମନ୍ଦିରର ଅଧିଷ୍ଠାତା ଦେବଦେବୀ ହେଉଛନ୍ତି- ଶ୍ରୀଜଗନ୍ନା, ଶ୍ରୀବଳଭଦ୍ର ଓ ଦେବୀ
ସୁଭଦ୍ରା ା ଏହି ତିନି ଦିଅଁ ତି୍ରମୂର୍ତ୍ତି ନାମରେ ପରିଚିତ ା ଏହି ତି୍ରମୂର୍ତ୍ତିଙ୍କ ସହିତ ସୁଦର୍ଶନ ଠାକୁରଙ୍କୁ
ମିଶାଇ ଚତୁର୍ଦ୍ଧାମୂର୍ତ୍ତି କୁହାଯାଏ ା ରତ୍ନବେଦୀ ବା ରତ୍ନ ସିଂହାସନ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ସହିତ
ଅାଉ ତିନିଟି କ୍ଷୁଦ୍ରକାୟ ମୂର୍ତ୍ତି ବିରାଜମାନ କରିଛନ୍ତି ା ସେମାନେ ହେଲେ- ଭୂଦେବୀ (ବିଶ୍ୱଧାତ୍ରୀ),
ଶ୍ରୀଦେବୀ (ଲକ୍ଷ୍ମୀ) ଏବଂ ନୀଳମାଧବ ା ଶ୍ରୀଦେବୀ ଓ ଭୂଦେବୀ ଯାକ୍ରମେ ସ୍ୱର୍ଣ୍ଣ ଓ ରୌପ୍ୟ ବିଗ୍ରହ
ଓ ଜଗନ୍ନା ମହାପ୍ରଭୁଙ୍କ ବାମ ଓ ଦକ୍ଷିଣ ପାର୍ଶ୍ୱରେ ବିରାଜିତ ା ନୀଳମାଧବ ମଧ୍ୟ ବାମ ପାର୍ଶ୍ୱରେ
ବିରାଜିତ ା ଶ୍ରୀଦେବୀ ଓ ଭୂଦେବୀଙ୍କୁ ଛାଡ଼ିଦେଲେ ଅନ୍ୟ ଚାରିମତ୍ତ
ୂ ିିର୍ ବା ଚତୁର୍ଦ୍ଧାମୂର୍ତ୍ତିି ଓ ନୀଳମାଧବ
ହେଉଛନ୍ତି ଦାରୁମୂର୍ତ୍ତି ା ଏହି ସମସ୍ତ ମୂର୍ତ୍ତିଙ୍କୁ ସପ୍ତମୂର୍ତ୍ତି ବା "ସପ୍ତାଭରଣ' କୁହାଯାଏ ା
ନୀଳମାଧବଙ୍କୁ "ମାଧବ' ଓ "ଶ୍ରୀବାଳପୁରୁଷୋତ୍ତମ ଦେବ' ମଧ୍ୟ କୁହାଯାଏ ା ଶ୍ରୀଜଗନ୍ନା
ମନ୍ଦିରର ସ୍ୱତ୍ୱଲିପି ବା ରେକର୍ଡ-ଅଫ୍-ରାଇଟସ୍ରେ ଏପରି ଉଲ୍ଲେଖ ଅଛି (୧) ା ବିଶ୍ୱଧାତ୍ରୀଙ୍କୁ
ସରସ୍ୱତୀ କୁହାଯାଇଛି ା ସ୍ୱତ୍ୱଲିପିରେ ରତ୍ନବେଦୀ (ପ୍ଲଟ୍ ନମ୍ୱର-୧) ସମ୍ପର୍କରେ ଉଲ୍ଲେଖ ଅଛି""ଏହି ବେଦୀ ଉପରେ ଶ୍ରୀଜଗନ୍ନା, ବଳଭଦ୍ର ଓ ସୁଭଦ୍ରା ଦେବୀ ବିରାଜମାନ ା ଶ୍ରୀଜଗନ୍ନାଙ୍କ
ବାମରେ ଲକ୍ଷ୍ମୀ, ସୁଦର୍ଶନ, ନୀଳମାଧବ ଓ ଦକ୍ଷିଣରେ ସରସ୍ୱତୀ ଦେବୀ ବିଦ୍ୟମାନ ା'' ପ୍ରକୃତରେ
"ସରସ୍ୱତୀ' ନହୋଇ ଭୂଦେବୀ ହେବ ା ନୀଳାଦ୍ରି ମହୋଦୟ ଓ ବାମଦେବସଂହିତା ଗ୍ରନ୍ଥରେ
ଧରାଦେବୀ ବା ଭୂଦେବୀ କୁହାଯାଇଛି ା ସ୍କନ୍ଦ ପୁରାଣରେ ମଧ୍ୟ ଭୂଦେବୀ ବୋଲି ସୂଚିତ ା ତାଙ୍କର
ଧ୍ୟାନ ଓ ପୂଜା, ସରସ୍ୱତୀଙ୍କ ଧ୍ୟାନ ଓ ପୂଜାଠାରୁ ଭିନ୍ନ ା ସେ ଧରାଦେବୀ (ଭୂଦେବୀ) ବା ବିଶ୍ୱଧାତ୍ରୀ
ଭାବରେ ବିଶ୍ୱଧାତ୍ରୀ ମନ୍ତ୍ରରେ ପୂଜା ପାଅାନ୍ତି ା
ରତ୍ନବେଦୀର ଚତୁର୍ପାର୍ଶ୍ୱ ସ୍ଥାନ "ଭିତର ପୋଖରିଅା' (ବା ପୋଖରିଅା) ନାମରେ ନାମିତ ା
ଏହି ଅଞ୍ଚଳ ଶ୍ରୀମନ୍ଦିରର ପ୍ଲଟ୍ ନମ୍ୱର-୨ ବୋଲି ସ୍ୱତ୍ୱଲିପିରେ ଲେଖାଅଛି ା
ବିଶ୍ୱାସ କରାଯାଏ ଯେ, ଶ୍ରୀଜଗନ୍ନା କିମ୍ୱା ଚତୁର୍ଦ୍ଧାମୂର୍ତ୍ତିିଙ୍କ ସଂସ୍ଥାପନ ପୂର୍ବରୁ କେବଳ
ନୀଳମାଧବ ହିଁ ଅଧିଷ୍ଠାତା ଦେବତା ିବାରୁ ଏବେ ମଧ୍ୟ ନୀଳମାଧବ ମୂର୍ତ୍ତି ରତ୍ନବେଦୀରେ ସ୍ଥାନ
ପାଉଛନ୍ତି ା (ନୀଳ) ମାଧବ, ଜଗନ୍ନାଙ୍କର ଏକ କ୍ଷୁଦ୍ର ଅାକୃତିର ମୂର୍ତ୍ତି ା ନୀଳାଦ୍ରି ମହୋଦୟରେ
ଲେଖାଅଛି- ""ପ୍ରଭୋଃ ସ୍ୱରୂପମ୍ ଭଜନ୍ମାଧବୋ ହ୍ରସ୍ୱରୂପକଃ'' ା (ଅର୍ାତ୍, ମାଧବ ଖୁବ୍ କ୍ଷୁଦ୍ରାକାର
ହୋଇ ପ୍ରଭୁଙ୍କର ସ୍ୱରୂପ ଗ୍ରହଣ କରିଛନ୍ତି) ା ସ୍କନ୍ଦ ପୁରାଣରୁ ଜଣାଯାଏ ଯେ ନୀଳଗିରି ଅର୍ାତ୍
୧. ଛରମଚ୍ଛତ୍ତଯ ଚ୍ଛଳ ଛଷଵଶନ୍ଦଜ୍ଞ - ଟ୍ଟତ୍ତରଟ୍ଟବତ୍ତରଯ ନ୍ଧଚ୍ଚଯରତ୍ତ ନ୍ଦଶର ଙନ୍ଧତ୍ତଷ ଜଶତ୍ତଷ ଓବଵବଚ୍ଚଚ୍ଚବନ୍ଦଶ ଝରଲଟ୍ଟକ୍ଷର
(ଆଯଲଷଚ୍ଚଷଜ୍ଞନ୍ଦତ୍ତବନ୍ଦଷଚ୍ଛଚ୍ଚ) ଆମନ୍ଦ, ୧୯୫୨
୨୨
ଶ୍ରୀଜଗନ୍ନା
ଆଲବ ଘଯଷଜ୍ଞଶବ ଟ୍ଟଯଳ (ବବଲବଚ୍ଛଯଷଜ୍ଞଶବଅଵଲବଷକ୍ଷ.ମଚ୍ଛଲ)<noinclude></noinclude>
7ybfhqpa0ptdwhhonm39iqydrf554s8
53987
53986
2022-07-21T13:58:36Z
Ssgapu22
248
proofread-page
text/x-wiki
<noinclude><pagequality level="1" user="Ssgapu22" /></noinclude>ଶ୍ରୀମନ୍ଦିରର ଅଧିଷ୍ଠାତା ଦେବଦେବୀ ହେଉଛନ୍ତି- ଶ୍ରୀଜଗନ୍ନା, ଶ୍ରୀବଳଭଦ୍ର ଓ ଦେବୀ
ସୁଭଦ୍ରା ା ଏହି ତିନି ଦିଅଁ ତି୍ରମୂର୍ତ୍ତି ନାମରେ ପରିଚିତ ା ଏହି ତି୍ରମୂର୍ତ୍ତିଙ୍କ ସହିତ ସୁଦର୍ଶନ ଠାକୁରଙ୍କୁ
ମିଶାଇ ଚତୁର୍ଦ୍ଧାମୂର୍ତ୍ତି କୁହାଯାଏ ା ରତ୍ନବେଦୀ ବା ରତ୍ନ ସିଂହାସନ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ସହିତ
ଅାଉ ତିନିଟି କ୍ଷୁଦ୍ରକାୟ ମୂର୍ତ୍ତି ବିରାଜମାନ କରିଛନ୍ତି ା ସେମାନେ ହେଲେ- ଭୂଦେବୀ (ବିଶ୍ୱଧାତ୍ରୀ),
ଶ୍ରୀଦେବୀ (ଲକ୍ଷ୍ମୀ) ଏବଂ ନୀଳମାଧବ ା ଶ୍ରୀଦେବୀ ଓ ଭୂଦେବୀ ଯାକ୍ରମେ ସ୍ୱର୍ଣ୍ଣ ଓ ରୌପ୍ୟ ବିଗ୍ରହ
ଓ ଜଗନ୍ନା ମହାପ୍ରଭୁଙ୍କ ବାମ ଓ ଦକ୍ଷିଣ ପାର୍ଶ୍ୱରେ ବିରାଜିତ ା ନୀଳମାଧବ ମଧ୍ୟ ବାମ ପାର୍ଶ୍ୱରେ
ବିରାଜିତ ା ଶ୍ରୀଦେବୀ ଓ ଭୂଦେବୀଙ୍କୁ ଛାଡ଼ିଦେଲେ ଅନ୍ୟ ଚାରିମତ୍ତ
ୂ ିିର୍ ବା ଚତୁର୍ଦ୍ଧାମୂର୍ତ୍ତିି ଓ ନୀଳମାଧବ
ହେଉଛନ୍ତି ଦାରୁମୂର୍ତ୍ତି ା ଏହି ସମସ୍ତ ମୂର୍ତ୍ତିଙ୍କୁ ସପ୍ତମୂର୍ତ୍ତି ବା "ସପ୍ତାଭରଣ' କୁହାଯାଏ ା
ନୀଳମାଧବଙ୍କୁ "ମାଧବ' ଓ "ଶ୍ରୀବାଳପୁରୁଷୋତ୍ତମ ଦେବ' ମଧ୍ୟ କୁହାଯାଏ ା ଶ୍ରୀଜଗନ୍ନା
ମନ୍ଦିରର ସ୍ୱତ୍ୱଲିପି ବା ରେକର୍ଡ-ଅଫ୍-ରାଇଟସ୍ରେ ଏପରି ଉଲ୍ଲେଖ ଅଛି (୧) ା ବିଶ୍ୱଧାତ୍ରୀଙ୍କୁ
ସରସ୍ୱତୀ କୁହାଯାଇଛି ା ସ୍ୱତ୍ୱଲିପିରେ ରତ୍ନବେଦୀ (ପ୍ଲଟ୍ ନମ୍ୱର-୧) ସମ୍ପର୍କରେ ଉଲ୍ଲେଖ ଅଛି""ଏହି ବେଦୀ ଉପରେ ଶ୍ରୀଜଗନ୍ନା, ବଳଭଦ୍ର ଓ ସୁଭଦ୍ରା ଦେବୀ ବିରାଜମାନ ା ଶ୍ରୀଜଗନ୍ନାଙ୍କ
ବାମରେ ଲକ୍ଷ୍ମୀ, ସୁଦର୍ଶନ, ନୀଳମାଧବ ଓ ଦକ୍ଷିଣରେ ସରସ୍ୱତୀ ଦେବୀ ବିଦ୍ୟମାନ ା'' ପ୍ରକୃତରେ
"ସରସ୍ୱତୀ' ନହୋଇ ଭୂଦେବୀ ହେବ ା ନୀଳାଦ୍ରି ମହୋଦୟ ଓ ବାମଦେବସଂହିତା ଗ୍ରନ୍ଥରେ
ଧରାଦେବୀ ବା ଭୂଦେବୀ କୁହାଯାଇଛି ା ସ୍କନ୍ଦ ପୁରାଣରେ ମଧ୍ୟ ଭୂଦେବୀ ବୋଲି ସୂଚିତ ା ତାଙ୍କର
ଧ୍ୟାନ ଓ ପୂଜା, ସରସ୍ୱତୀଙ୍କ ଧ୍ୟାନ ଓ ପୂଜାଠାରୁ ଭିନ୍ନ ା ସେ ଧରାଦେବୀ (ଭୂଦେବୀ) ବା ବିଶ୍ୱଧାତ୍ରୀ
ଭାବରେ ବିଶ୍ୱଧାତ୍ରୀ ମନ୍ତ୍ରରେ ପୂଜା ପାଅାନ୍ତି ା
ରତ୍ନବେଦୀର ଚତୁର୍ପାର୍ଶ୍ୱ ସ୍ଥାନ "ଭିତର ପୋଖରିଅା' (ବା ପୋଖରିଅା) ନାମରେ ନାମିତ ା
ଏହି ଅଞ୍ଚଳ ଶ୍ରୀମନ୍ଦିରର ପ୍ଲଟ୍ ନମ୍ୱର-୨ ବୋଲି ସ୍ୱତ୍ୱଲିପିରେ ଲେଖାଅଛି ା
ବିଶ୍ୱାସ କରାଯାଏ ଯେ, ଶ୍ରୀଜଗନ୍ନା କିମ୍ୱା ଚତୁର୍ଦ୍ଧାମୂର୍ତ୍ତିିଙ୍କ ସଂସ୍ଥାପନ ପୂର୍ବରୁ କେବଳ
ନୀଳମାଧବ ହିଁ ଅଧିଷ୍ଠାତା ଦେବତା ିବାରୁ ଏବେ ମଧ୍ୟ ନୀଳମାଧବ ମୂର୍ତ୍ତି ରତ୍ନବେଦୀରେ ସ୍ଥାନ
ପାଉଛନ୍ତି ା (ନୀଳ) ମାଧବ, ଜଗନ୍ନାଙ୍କର ଏକ କ୍ଷୁଦ୍ର ଅାକୃତିର ମୂର୍ତ୍ତି ା ନୀଳାଦ୍ରି ମହୋଦୟରେ
ଲେଖାଅଛି- ""ପ୍ରଭୋଃ ସ୍ୱରୂପମ୍ ଭଜନ୍ମାଧବୋ ହ୍ରସ୍ୱରୂପକଃ'' ା (ଅର୍ାତ୍, ମାଧବ ଖୁବ୍ କ୍ଷୁଦ୍ରାକାର
ହୋଇ ପ୍ରଭୁଙ୍କର ସ୍ୱରୂପ ଗ୍ରହଣ କରିଛନ୍ତି) ା ସ୍କନ୍ଦ ପୁରାଣରୁ ଜଣାଯାଏ ଯେ ନୀଳଗିରି ଅର୍ାତ୍
{{rule}}
1. Record of Rights - prepared under the Puri Shri Jagannath Temple (Administration) Act, 1952<noinclude></noinclude>
mo64fn7d3fck6snpj2965yp3webqkwl
ପୃଷ୍ଠା:Sri Jagannath (MM Tripathy, 2012, 3e. 2014).pdf/୨୨
250
11351
53988
2022-07-21T13:59:18Z
Ssgapu22
248
/* ପ୍ରମାଣିତ ହୋଇନଥିବା */ "ପୁରୁଷୋତ୍ତମ କ୍ଷେତ୍ର ବା ପ୍ରାଚୀନ ପୁରୀରେ ନୀଳମାଧବ ଓ ନୃସିଂହ ଠାକୁର ପୂଜା ପାଉିଲେ ା ନୃସିଂହ ଠାକୁର ଏବେ ଶ୍ରୀମନ୍ଦିରର ଭିତର ବେଢ଼ାରେ ମୁକ୍ତିମଣ୍ଡପ ସଂଲଗ୍ନ ଏକ ସ୍ୱତନ୍ତ୍ର ମନ୍ଦିରର..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
proofread-page
text/x-wiki
<noinclude><pagequality level="1" user="Ssgapu22" /></noinclude>ପୁରୁଷୋତ୍ତମ କ୍ଷେତ୍ର ବା ପ୍ରାଚୀନ ପୁରୀରେ ନୀଳମାଧବ ଓ ନୃସିଂହ ଠାକୁର ପୂଜା ପାଉିଲେ ା
ନୃସିଂହ ଠାକୁର ଏବେ ଶ୍ରୀମନ୍ଦିରର ଭିତର ବେଢ଼ାରେ ମୁକ୍ତିମଣ୍ଡପ ସଂଲଗ୍ନ ଏକ ସ୍ୱତନ୍ତ୍ର ମନ୍ଦିରରେ
ବିରାଜିତ ା ଏହି ମନ୍ଦିର ଏବର ଶ୍ରୀଜଗନ୍ନା ମନ୍ଦିରଠାରୁ ପ୍ରାଚୀନ ା ସ୍କନ୍ଦ ପୁରାଣ ଅନୁସାରେ
ଶବର ରାଜା ବିଶ୍ୱାବସୁଙ୍କଦ୍ୱାରା ପୂଜିତ ନୀଳମାଧବ ବିଗ୍ରହ ିଲେ ଇନ୍ଦ୍ରନୀଳମଣି ପ୍ରସ୍ତରନିର୍ମିତ ଓ
ଶଙ୍ଖ, ଚକ୍ର, ଗଦା, ପଦ୍ମଧାରୀ ଚତୁର୍ଭୁଜ ା ବର୍ତ୍ତମାନ ଶ୍ରୀମନ୍ଦିରର ରତ୍ନବେଦୀସ୍ଥିତ ମାଧବ ଅବିକଳ
ଶ୍ରୀଜଗନ୍ନାଙ୍କ ଅାକୃତିର କ୍ଷୁଦ୍ରମୂର୍ତ୍ତି ା ତେଣୁ ସେ ବାଳ ପୁରୁଷୋତ୍ତମ ା ଶ୍ରୀଜଗନ୍ନାଙ୍କ ଅନ୍ୟ
ନାମ ପୁରୁଷୋତ୍ତମ ା ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କର କ୍ଷୁଦ୍ରମୂର୍ତ୍ତି ରତ୍ନବେଦୀ ଉପରେ ସ୍ଥାପନା
କରାଯାଇ ନିବାବେଳେ ପ୍ରଭୁ ଜଗନ୍ନାଙ୍କର ଏପରି କ୍ଷୁଦ୍ରମୂର୍ତ୍ତିି ସ୍ଥାପନାର ତାତ୍ତ୍ୱିକ ଅର୍ ନିଶ୍ଚୟ
ଅଛି ା ରତ୍ନବେଦୀସ୍ଥ ଦେବଦେବୀମାନଙ୍କ ମଧ୍ୟରୁ କେବଳ ନୀଳମାଧବଙ୍କର ପୂଜା ନାହିଁ ା ଅନ୍ୟ
ଛଅଟି ବିଗ୍ରହଙ୍କର ପୂଜା କରାଯାଏ ା ଜଣେ ପୂଜାପଣ୍ଡା ଶ୍ରୀବଳଭଦ୍ରଙ୍କୁ, ଜଣେ ଦେବୀ ସୁଭଦ୍ରାଙ୍କୁ
ଓ ଅାଉ ଜଣେ ଶ୍ରୀଜଗନ୍ନାଙ୍କୁ ପୂଜା କରନ୍ତି ା ନୀଳମାଧବଙ୍କର ସ୍ୱତନ୍ତ୍ର ପୂଜା ନହେବାର କାରଣ
ହେଲା, ସେ ଓ ଶ୍ରୀଜଗନ୍ନା ସର୍ବସମ (ଷଯରଚ୍ଚନ୍ଦଷମବକ୍ଷ) ବୋଲି ବିବେଚନା କରାଯାଏ ା ଶ୍ରୀମନ୍ଦିରର
ଦୁଇଟି ବିଶେଷ ନୀତି, ମା' ବିମଳାଙ୍କ ଷୋଡ଼ଶ ପୂଜାରେ ଦଶହରାରେ ଓ କାର୍ତ୍ତିକ ପୂର୍ଣ୍ଣିମାରେ
ମାଧବ ସ୍ୱୟଂ ଜଗନ୍ନାଙ୍କ ସ୍ୱରୂପ ଅଂଶଗ୍ରହଣ କରନ୍ତି ା ରଯାତ୍ରାରେ ମାଧବ ଯାଅାନ୍ତି ନାହିଁ;
ଶ୍ରୀମନ୍ଦିରରେ ରହିାନ୍ତି ଶ୍ରୀଜଗନ୍ନାଙ୍କ ସତ୍ତା ଭାବରେ ା
ଶ୍ରୀଜଗନ୍ନା ତତ୍ତ୍ୱ ବୁଝିବା ଓ ବୁଝାଇବା ସହଜ ବା ସମ୍ଭବ ନୁହେଁ ା ଏ ସମ୍ପର୍କରେ ଯାହା
କହିଲେ ବି ସଂପୂର୍ଣ୍ଣ ଠିକ୍ ହେବନାହିଁ ା ପୁରାଣ, କିମ୍ୱଦନ୍ତୀ ଓ ଇତିହାସ ତାଙ୍କର ରହସ୍ୟକୁ ଭେଦ
କରି ପାରି ନାହାନ୍ତି ା ତାଙ୍କର ତତ୍ତ୍ୱ ଜାଣିବାକୁ ଅଧ୍ୟୟନ କଲେ ସେ ଅଧିକ ରହସ୍ୟମୟ
ମନେହୁଅନ୍ତି ା "ନେତି', "ନେତି' (ଚ୍ଚଚ୍ଛନ୍ଦ ନ୍ଦଶଷଜ୍ଞ, ଚ୍ଚଚ୍ଛନ୍ଦ ନ୍ଦଶଷଜ୍ଞ) ହେଉଛି ଦାରୁବ୍ରହ୍ମରୂପୀ ପରଂବ୍ରହ୍ମ
ଜଗନ୍ନାଙ୍କ ତତ୍ତ୍ୱର ସମୁଚିତ ବ୍ୟାଖ୍ୟାନ ା
Not this, not this, is an appropriate description of Brahman in as
much as no better description can be given (Bruhadaranyaka Upanishad, 2.6.6)
ଶ୍ରୀଜଗନ୍ନା ପ୍ରମେ ନୀଳମାଧବ ନାମରେ ବିଶ୍ୱାବସୁ ନାମକ ଜନୈକ ଶବର ରାଜାଙ୍କ
ଦ୍ୱାରା ଗୋପନରେ ଅରଣ୍ୟରେ ପୂଜିତ ହେଉିଲେ ବୋଲି କେତେକ ପୁରାଣରେ କୁହାଯାଇଛି ା
ସେ ିଲେ ମୂଳତଃ ଅାଦିବାସୀ (ଶବର) ଦେବତା ା ଜଗନ୍ନା ସଂସ୍କୃତିର ଜଣେ ପ୍ରସିଦ୍ଧ ଗବେଷକ
ଡକ୍ଟର ବେଣୀମାଧବ ପାଢ଼ୀ ଲେଖିଛନ୍ତି; ""ଜଗନ୍ନା ଶବ୍ଦଟି ମଧ୍ୟ ଯେପରି ପାଲି-ମୂଳ ନୁହେଁ
ସେହିପରି ସଂସ୍କୃତ-ମୂଳ ବି ନୁହେଁ; ବରଂ ଏହାକୁ ଶାବର-ମୂଳ କହିବାରେ ଅଧିକ ଯୁକ୍ତି ରହିଛି ା
ମନେହୁଏ, ଏହା ଶାବର ଭାଷାରେ ବ୍ୟବହୃତ "ଜଗନ୍ତ' ଶବ୍ଦର ସଂସ୍କୃତ ରୂପ ା "ଜଗନ୍ତ' ହେଉଛନ୍ତି
ଶବର ଦେବତା ା ଶାବର ବା ସୌରା ଭାଷାରେ "କିତୁଙ୍ଗ' କହିଲେ "ଦେବତା' ା "କିତୁଙ୍ଗ'
ବୋଲି କୌଣସି ନିର୍ଦ୍ଦିଷ୍ଟ ଦେବତାଙ୍କ ନାମ ନାହିଁ ା ଦେବତା ଶବ୍ଦ ଯେପରି ସାଧାରଣ ଅର୍
ସୂଚକ "କିତୁଙ୍ଗ' ମଧ୍ୟ ସେହିପରି ସାଧାରଣ ଅର୍ବାଚୀ ା .....କିତୁଙ୍ଗ ସମସ୍ତ ଶବର ଜାତିର
ଶ୍ରୀଜଗନ୍ନା
୨୩
ଆଲବ ଘଯଷଜ୍ଞଶବ ଟ୍ଟଯଳ (ବବଲବଚ୍ଛଯଷଜ୍ଞଶବଅଵଲବଷକ୍ଷ.ମଚ୍ଛଲ)<noinclude></noinclude>
fqfqpzhpvg180wci2nzyeybfq2fqee6
ପୃଷ୍ଠା:Sri Jagannath (MM Tripathy, 2012, 3e. 2014).pdf/୨୩
250
11352
53989
2022-07-21T13:59:35Z
Ssgapu22
248
/* ପ୍ରମାଣିତ ହୋଇନଥିବା */ "ମୂଳ ଦେବତା ଓ ସେ ସମସ୍ତ ଶବର ଗୋଷ୍ଠୀ ସୃଷ୍ଟି କରି ଛନ୍ତି ବୋଲି ସୌରାମାନେ କହନ୍ତି ା ଯେଉଁ ବୃକ୍ଷକୁ ସେମାନେ "ଜଗନ୍ତ' (କିତୁଙ୍ଗଙ୍କର ଏକ ବିଶେଷ ନାମ) ବୋଲି କହନ୍ତି, ସେହି ବୃକ୍ଷକୁ ଏପରି କି ସ..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
proofread-page
text/x-wiki
<noinclude><pagequality level="1" user="Ssgapu22" /></noinclude>ମୂଳ ଦେବତା ଓ ସେ ସମସ୍ତ ଶବର ଗୋଷ୍ଠୀ ସୃଷ୍ଟି କରି ଛନ୍ତି ବୋଲି ସୌରାମାନେ କହନ୍ତି ା
ଯେଉଁ ବୃକ୍ଷକୁ ସେମାନେ "ଜଗନ୍ତ' (କିତୁଙ୍ଗଙ୍କର ଏକ ବିଶେଷ ନାମ) ବୋଲି କହନ୍ତି, ସେହି
ବୃକ୍ଷକୁ ଏପରି କି ସେ ùବା ଉଦ୍ୟାନ ଭି ତର କୌଣସି ବୃକ୍ଷକୁ ସେମାନେ ଛେଦନ କରନ୍ତି
ନାହିଁ ା ଏିରୁ ମନେହୁଏ, ଯେଉଁ ବୃକ୍ଷ ବା ଦାରୁ କୁ ସେମାନେ "ଜଗନ୍ତ' ଅାଖ୍ୟାରେ ପୂଜା
କରୁ ùଲେ, ତାହା ପରବର୍ତ୍ତୀ "ଜଗନ୍ନା' ଶବ୍ଦର ମୂଳ ହୋଇାଇପାରେ (୨) ା'' ଜଗନ୍ତ
ବ୍ୟତୀତ ଶବରମାନେ ସେମାନଙ୍କର ପ୍ରସିଦ୍ଧ ଦେବତାଙ୍କୁ "ଜଗାବୋଇ' ବୋଲି ଶ୍ରଦ୍ଧାରେ
ଡାକିାନ୍ତି ା "ବୋଇ' ଶବ୍ଦର ଅର୍ ଦେବତା ା ଶବରମାନଙ୍କ ମଧ୍ୟରେ ଜଗନ୍ନାଙ୍କର ଅାଉ
ଏକ ନାମ ù ଲ ା "ଜଗାନାଏଲେ ା' ା ଅଷ୍ଟ୍ର ି କ୍ (ଅାଦି ବ ାସୀ) ଗୋଷ୍ଠୀ ର ସଙ୍କେତବାଦ
( ଝଚ୍ଛନ୍ଦରଲଷଜ୍ଞଲ ) ରୁ ଜଣାଯାଏ ଯେ ସେମାନେ ମୁ ଖ ୍ୟତଃ ବୃ କ୍ଷ କୁ ଦେବତା ରୂ େ ପ ପୂ ଜ ା
କରୁùଲେ ା ପ୍ରମେ ଭାରତରେ ପ୍ରବେଶ କରିùବା ଅଷ୍ଟି୍ରକ୍ ଗୋଷ୍ଠୀ ନିଗ୍ରିଟୋମାନଙ୍କ ମଧ୍ୟରେ
ପିପ୍ପଳ ବୃକ୍ଷ ଉପାସନା ପ୍ରଚଳିତ ùଲା ା
ଋଗ୍ବେଦରେ ""ଅଦୋ ଯଦ୍ଦାରୁ ପ୍ଳବତେ ସିନ୍ଧୋଃ ପାରେ ଅପୌରୁଷମ୍''ରେ "ଦାରୁ'କୁ
"ଅପୌରୁଷମ୍' କୁହାଯିବାଦ୍ୱାରା ଏହାକୁ ଅନାର୍ଯ୍ୟ ଦେବତା ବା ଶବର ଦେବତା ଭାବରେ ଗ୍ରହଣ
କରାଯାଇଛି ବୋଲି ପଣ୍ଡିତ ନୀଳକଣ୍ଠ ଦାସ ମନେ କରନ୍ତି ା ଏùରୁ ସମୁୁଦ୍ରତୀରବର୍ତ୍ତୀ ଅାଦିବାସୀଙ୍କ
ଦାରୁଦେବତା ପ୍ରତି ବୈଦିକ ଋଷିଙ୍କର ଘୃଣାଭାବ ସୂଚିତ ହେଉିବା କୁହାଯାଇଛି ା ଗବେଷକ
କେଦାରନା ମହାପାତ୍ର, ଡକ୍ଟର ବଂଶୀଧର ମହାନ୍ତି, ଡକ୍ଟର ନବୀନ କୁମାର ସାହୁ, ଗୁରୁଦାସ
ସରକାର ପ୍ରମୁଖ ଜଗନ୍ନା ସଂସ୍କୃତିରେ ଶବର ସଂସ୍କୃତିର ପ୍ରଭାବ ସ୍ୱୀକାର କରିଛନ୍ତି ା ପ୍ରଭାତ
ମୁଖାର୍ଜୀ ଜଗନ୍ନାଙ୍କୁ ବ୍ରାହ୍ମଣ୍ୟ ଦେବତା ରୂପେ ପ୍ରମାଣ କରିବାକୁ ପ୍ରୟାସ କରିିଲେ ମଧ୍ୟ ପ୍ରାଚୀନ
କାଳରୁ ଶବରକର୍ତ୍ତୃକ ଦାରୁଦେବତାଙ୍କର ଉପାସନା ପରମ୍ପରାକୁ ଅସ୍ୱୀକାର କରିପାରି ନାହାନ୍ତି ା
ଡକ୍ଟର ହରେକୃଷ୍ଣ ମହତାବ ଓ ଐତିହାସିକ ମନମୋହନ ଗାଙ୍ଗୁଲି ଜଗନ୍ନାଙ୍କୁ ପ୍ରାକ୍ ବୌଦ୍ଧକାଳୀନ
ଦେବତା କହି ଜଗନ୍ନାଙ୍କ ସହିତ ଶାବର ସଂସ୍କୃତିର ସମ୍ପର୍କ ସମ୍ୱନ୍ଧରେ ସଚେତନ ରହିଛନ୍ତି (୩) ା
ପ୍ରଫେ ସର ମହାନ୍ତି କହିଛନ୍ତି ଯେ ଓଡ଼ିଅା ସଂସ୍କୃ ତିର ପରି ଚୟରେ ଅାଦିବାସୀ ସଂସ୍କୃ ତି ହିଁ
ଅାମ୍ଭମାନଙ୍କର ପ୍ରମ ଓ ପ୍ରଧାନ ପ ପ୍ରଦର୍ଶକ ଏବଂ ଜଗନ୍ନା ଧର୍ମ ମୁଖ୍ୟତଃ ଓ ପ୍ରମତଃ
ଅାଦିବାସୀ ଧର୍ମ ା
ବିଦ୍ୱାନ ଗବେଷକ ପ୍ରଫେସର ଗୋପୀନା ମହାପାତ୍ର କହନ୍ତି ଯେ, ଜଗନ୍ନାଙ୍କ ବିଷ୍ଣୁତ୍ୱକୁ
ସ୍ୱୀକାର କରି ମଧ୍ୟ ଅନେକ ଗବେଷକ ଭ୍ରମ ମରୀଚିକାରେ ପଡ଼ି ଜଗନ୍ନାଙ୍କୁ ଶବର ଦେବତା
ବୋଲି କହିବାକୁ ଚେଷ୍ଟା କରିଛନ୍ତି ା ବିଶ୍ୱାବସୁଙ୍କର ନୀଳମାଧବ ଉପାସନା ଓ ଜଗନ୍ନାଙ୍କ ରୂପ
ସେମାନଙ୍କୁ ଏହି ଭ୍ରାନ୍ତିରେ ପକାଇଛି ା କେହି ଭାବି ନାହାନ୍ତି ଯେ, ବିଶ୍ୱାବସୁ କ'ଣ ଏକ ଶବର
୨.
୩.
୨୪
ଦାରୁ ଦେବତା- ବେଣୀମାଧବ ପାଢ଼ୀ ା କଟକ ଷ୍ଟୁଡେଣ୍ଟସ୍ ଷ୍ଟୋର, ୩ୟ ସଂସ୍କରଣ, ୧୯୮୫
ଓଡ଼ିଅା ସାହିତ୍ୟରେ ଶ୍ରୀଜଗନ୍ନା ଚେତନା - ପ୍ରଫେସର ବାସୁଦେବ ସାହୁ, କୋଣାର୍କ ପବ୍ଲିଶର୍ସ,
କଟକ-୨, ପ୍ରମ ସଂସ୍କରଣ,୧୯୯୧
ଶ୍ରୀଜଗନ୍ନା
ଆଲବ ଘଯଷଜ୍ଞଶବ ଟ୍ଟଯଳ (ବବଲବଚ୍ଛଯଷଜ୍ଞଶବଅଵଲବଷକ୍ଷ.ମଚ୍ଛଲ)<noinclude></noinclude>
cbzb7du7567lin519c4qxj843eq9k2c
53990
53989
2022-07-21T14:00:26Z
Ssgapu22
248
proofread-page
text/x-wiki
<noinclude><pagequality level="1" user="Ssgapu22" /></noinclude>ମୂଳ ଦେବତା ଓ ସେ ସମସ୍ତ ଶବର ଗୋଷ୍ଠୀ ସୃଷ୍ଟି କରି ଛନ୍ତି ବୋଲି ସୌରାମାନେ କହନ୍ତି ା
ଯେଉଁ ବୃକ୍ଷକୁ ସେମାନେ "ଜଗନ୍ତ' (କିତୁଙ୍ଗଙ୍କର ଏକ ବିଶେଷ ନାମ) ବୋଲି କହନ୍ତି, ସେହି
ବୃକ୍ଷକୁ ଏପରି କି ସେ ùବା ଉଦ୍ୟାନ ଭି ତର କୌଣସି ବୃକ୍ଷକୁ ସେମାନେ ଛେଦନ କରନ୍ତି
ନାହିଁ ା ଏିରୁ ମନେହୁଏ, ଯେଉଁ ବୃକ୍ଷ ବା ଦାରୁ କୁ ସେମାନେ "ଜଗନ୍ତ' ଅାଖ୍ୟାରେ ପୂଜା
କରୁ ùଲେ, ତାହା ପରବର୍ତ୍ତୀ "ଜଗନ୍ନା' ଶବ୍ଦର ମୂଳ ହୋଇାଇପାରେ (୨) ା'' ଜଗନ୍ତ
ବ୍ୟତୀତ ଶବରମାନେ ସେମାନଙ୍କର ପ୍ରସିଦ୍ଧ ଦେବତାଙ୍କୁ "ଜଗାବୋଇ' ବୋଲି ଶ୍ରଦ୍ଧାରେ
ଡାକିାନ୍ତି ା "ବୋଇ' ଶବ୍ଦର ଅର୍ ଦେବତା ା ଶବରମାନଙ୍କ ମଧ୍ୟରେ ଜଗନ୍ନାଙ୍କର ଅାଉ
ଏକ ନାମ ù ଲ ା "ଜଗାନାଏଲେ ା' ା ଅଷ୍ଟ୍ର ି କ୍ (ଅାଦି ବ ାସୀ) ଗୋଷ୍ଠୀ ର ସଙ୍କେତବାଦ
( ଝଚ୍ଛନ୍ଦରଲଷଜ୍ଞଲ ) ରୁ ଜଣାଯାଏ ଯେ ସେମାନେ ମୁ ଖ ୍ୟତଃ ବୃ କ୍ଷ କୁ ଦେବତା ରୂ େ ପ ପୂ ଜ ା
କରୁùଲେ ା ପ୍ରମେ ଭାରତରେ ପ୍ରବେଶ କରିùବା ଅଷ୍ଟି୍ରକ୍ ଗୋଷ୍ଠୀ ନିଗ୍ରିଟୋମାନଙ୍କ ମଧ୍ୟରେ
ପିପ୍ପଳ ବୃକ୍ଷ ଉପାସନା ପ୍ରଚଳିତ ùଲା ା
ଋଗ୍ବେଦରେ ""ଅଦୋ ଯଦ୍ଦାରୁ ପ୍ଳବତେ ସିନ୍ଧୋଃ ପାରେ ଅପୌରୁଷମ୍''ରେ "ଦାରୁ'କୁ
"ଅପୌରୁଷମ୍' କୁହାଯିବାଦ୍ୱାରା ଏହାକୁ ଅନାର୍ଯ୍ୟ ଦେବତା ବା ଶବର ଦେବତା ଭାବରେ ଗ୍ରହଣ
କରାଯାଇଛି ବୋଲି ପଣ୍ଡିତ ନୀଳକଣ୍ଠ ଦାସ ମନେ କରନ୍ତି ା ଏùରୁ ସମୁୁଦ୍ରତୀରବର୍ତ୍ତୀ ଅାଦିବାସୀଙ୍କ
ଦାରୁଦେବତା ପ୍ରତି ବୈଦିକ ଋଷିଙ୍କର ଘୃଣାଭାବ ସୂଚିତ ହେଉିବା କୁହାଯାଇଛି ା ଗବେଷକ
କେଦାରନା ମହାପାତ୍ର, ଡକ୍ଟର ବଂଶୀଧର ମହାନ୍ତି, ଡକ୍ଟର ନବୀନ କୁମାର ସାହୁ, ଗୁରୁଦାସ
ସରକାର ପ୍ରମୁଖ ଜଗନ୍ନା ସଂସ୍କୃତିରେ ଶବର ସଂସ୍କୃତିର ପ୍ରଭାବ ସ୍ୱୀକାର କରିଛନ୍ତି ା ପ୍ରଭାତ
ମୁଖାର୍ଜୀ ଜଗନ୍ନାଙ୍କୁ ବ୍ରାହ୍ମଣ୍ୟ ଦେବତା ରୂପେ ପ୍ରମାଣ କରିବାକୁ ପ୍ରୟାସ କରିିଲେ ମଧ୍ୟ ପ୍ରାଚୀନ
କାଳରୁ ଶବରକର୍ତ୍ତୃକ ଦାରୁଦେବତାଙ୍କର ଉପାସନା ପରମ୍ପରାକୁ ଅସ୍ୱୀକାର କରିପାରି ନାହାନ୍ତି ା
ଡକ୍ଟର ହରେକୃଷ୍ଣ ମହତାବ ଓ ଐତିହାସିକ ମନମୋହନ ଗାଙ୍ଗୁଲି ଜଗନ୍ନାଙ୍କୁ ପ୍ରାକ୍ ବୌଦ୍ଧକାଳୀନ
ଦେବତା କହି ଜଗନ୍ନାଙ୍କ ସହିତ ଶାବର ସଂସ୍କୃତିର ସମ୍ପର୍କ ସମ୍ୱନ୍ଧରେ ସଚେତନ ରହିଛନ୍ତି (୩) ା
ପ୍ରଫେ ସର ମହାନ୍ତି କହିଛନ୍ତି ଯେ ଓଡ଼ିଅା ସଂସ୍କୃ ତିର ପରି ଚୟରେ ଅାଦିବାସୀ ସଂସ୍କୃ ତି ହିଁ
ଅାମ୍ଭମାନଙ୍କର ପ୍ରମ ଓ ପ୍ରଧାନ ପ ପ୍ରଦର୍ଶକ ଏବଂ ଜଗନ୍ନା ଧର୍ମ ମୁଖ୍ୟତଃ ଓ ପ୍ରମତଃ
ଅାଦିବାସୀ ଧର୍ମ ା
ବିଦ୍ୱାନ ଗବେଷକ ପ୍ରଫେସର ଗୋପୀନା ମହାପାତ୍ର କହନ୍ତି ଯେ, ଜଗନ୍ନାଙ୍କ ବିଷ୍ଣୁତ୍ୱକୁ
ସ୍ୱୀକାର କରି ମଧ୍ୟ ଅନେକ ଗବେଷକ ଭ୍ରମ ମରୀଚିକାରେ ପଡ଼ି ଜଗନ୍ନାଙ୍କୁ ଶବର ଦେବତା
ବୋଲି କହିବାକୁ ଚେଷ୍ଟା କରିଛନ୍ତି ା ବିଶ୍ୱାବସୁଙ୍କର ନୀଳମାଧବ ଉପାସନା ଓ ଜଗନ୍ନାଙ୍କ ରୂପ
ସେମାନଙ୍କୁ ଏହି ଭ୍ରାନ୍ତିରେ ପକାଇଛି ା କେହି ଭାବି ନାହାନ୍ତି ଯେ, ବିଶ୍ୱାବସୁ କ'ଣ ଏକ ଶବର
{{rule}}
୨. ଦାରୁ ଦେବତା- ବେଣୀମାଧବ ପାଢ଼ୀ ା କଟକ ଷ୍ଟୁଡେଣ୍ଟସ୍ ଷ୍ଟୋର, ୩ୟ ସଂସ୍କରଣ, ୧୯୮୫
୩. ଓଡ଼ିଅା ସାହିତ୍ୟରେ ଶ୍ରୀଜଗନ୍ନା ଚେତନା - ପ୍ରଫେସର ବାସୁଦେବ ସାହୁ, କୋଣାର୍କ ପବ୍ଲିଶର୍ସ,
କଟକ-୨, ପ୍ରମ ସଂସ୍କରଣ,୧୯୯୧<noinclude></noinclude>
7qx29mk7o275coq8yzsqr70vgp4665m
ପୃଷ୍ଠା:Sri Jagannath (MM Tripathy, 2012, 3e. 2014).pdf/୨୪
250
11353
53991
2022-07-21T14:01:24Z
Ssgapu22
248
/* ପ୍ରମାଣିତ ହୋଇନଥିବା */ "ନାମ ? ପୁଣି ସେ ଯେଉଁ ନୀଳମାଧବଙ୍କୁ ପୂଜା କରୁିଲେ, ତାହା କ'ଣ ସତ୍ୟ ? ଯଦି ସତ୍ୟ, ତେବେ ପରନିର୍ମିତ ଚତୁର୍ଭୁଜ ବିଷ୍ଣୁ ପ୍ରତିମା କ'ଣ ଶବରଦ୍ୱାରା ନିର୍ମିତ ? କେହି ହେଲେ ଚିନ୍ତା କରିନାହାନ୍ତି ଯ..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
proofread-page
text/x-wiki
<noinclude><pagequality level="1" user="Ssgapu22" /></noinclude>ନାମ ? ପୁଣି ସେ ଯେଉଁ ନୀଳମାଧବଙ୍କୁ ପୂଜା କରୁିଲେ, ତାହା କ'ଣ ସତ୍ୟ ? ଯଦି ସତ୍ୟ,
ତେବେ ପରନିର୍ମିତ ଚତୁର୍ଭୁଜ ବିଷ୍ଣୁ ପ୍ରତିମା କ'ଣ ଶବରଦ୍ୱାରା ନିର୍ମିତ ? କେହି ହେଲେ ଚିନ୍ତା
କରିନାହାନ୍ତି ଯେ, ନୀଳମାଧବ ଗୋଟିଏ ହିନ୍ଦୁ ପ୍ରତିମା ଓ କୌଣସି କାରଣରୁ ଏହା ଶବର ହାତରେ
ପଡ଼ିିବ ଅାଉ ଏଡେ଼ ସୁନ୍ଦର ପ୍ରତିମା ପାଇ ସେ ତାକୁ ଗୋପନରେ ପୂଜା କରୁିବ ା ପରେ
ହୁଏତ ଜଣେ ହିନ୍ଦୁରାଜା (ଇନ୍ଦ୍ରଦ୍ୟୁମ୍ନ) ପ୍ରତିମାକୁ ଉଦ୍ଧାର କରିବାକୁ ଚେଷ୍ଟା କରିିବେ ା ଫଳରେ
ସେମାନେ ତାଙ୍କୁ ଲୁଚାଇ ଦେଇ ଅନ୍ତର୍ଦ୍ଧାନ ହେବାକା ପ୍ରଚାର କରିିବେ (୪) ା
ସ୍କନ୍ଦ ପୁରାଣ (ଉତ୍କଳ ଖଣ୍ଡ)ରୁ ସୂଚନା ମିଳେ ଯେ କେବଳ ବିଶ୍ୱାବସୁ ନୁହେଁ, ସ୍ୱର୍ଗରୁ
ଦେବଗଣ ଅାସି ନୀଳମାଧବଙ୍କୁ ଅପୂର୍ବ ଦ୍ରବ୍ୟ ନୈବେଦ୍ୟ ପ୍ରଦାନପୂର୍ବକ ପୂଜାର୍ଚ୍ଚନା କରୁିଲେ ା
ଏଣୁ ଏହି ଚତୁର୍ଭୁଜ ବିଷ୍ଣୁମୂର୍ତ୍ତିଙ୍କୁ କେବଳ ଶାବର ଦେବତା କହିବା ଠିକ୍ ନୁହେଁ ା
୧୯୭୦ ମସିହାରେ ଜର୍ମାନୀର ଦୁଇଟି ବିଶ୍ୱବିଦ୍ୟାଳୟ ଅାନୁକୂଲ୍ୟରେ ଜଗନ୍ନା ତା
ଓଡ଼ିଶା ସଂସ୍କୃତି ଉପରେ ଗବେଷଣା ଲାଗି ଏକ ପ୍ରକଳ୍ପ (ଘତ୍ତଷଜ୍ଞଜ୍ଞବ ଛରଜ୍ଞରବତ୍ତମଶ ଙତ୍ତଚ୍ଛସରମନ୍ଦ) ଗଢ଼ା
ଯାଇିଲା ା ଏିରେ ହରମାନ୍ କୁଲ୍କେ (ଏ.ଔନ୍ଧକ୍ଷହର), ଏ.ଏସ୍ମାନ୍ (ଆ. ଊଜ୍ଞମଶଲବଚ୍ଚଚ୍ଚ),
ଷ୍ଟିଟେନ୍କ୍ରୋନ୍ (ଏ. ଜନ୍ଦଷରନ୍ଦରଚ୍ଚମତ୍ତଚ୍ଛଚ୍ଚ), ଭାରତର ସଂସ୍କୃତ ଅଧ୍ୟାପକ ଗୟାଚରଣ ତ୍ରିପାଠୀ ଏବଂ
ଓଡ଼ିଶାର କେତେଜଣ ବିଦ୍ୱାନ ଗବେଷକ କାର୍ଯ୍ୟ କରିିଲେ ା ଉକ୍ତ ଗବେଷଣା ପ୍ରକଳ୍ପ ତରଫରୁ
ଏକ ପୁସ୍ତକ ୧୯୭୮ ମସିହାରେ ପ୍ରକାଶିତ ହୋଇିଲା (୫) ା ଏହି ପୁସ୍ତକରେ ଶ୍ରୀଜଗନ୍ନା ତତ୍ତ୍ୱର
ସ୍ପଷ୍ଟ ଚିତ୍ର ନାହିଁ ା ସେମାନଙ୍କର ମୋଟାମୋଟି ବକ୍ତବ୍ୟ ହେଲା, ପୁରୀଠାରେ ତି୍ରମୂର୍ତ୍ତି- ଜଗନ୍ନା,
ବଳଭଦ୍ର ଓ ସୁଭଦ୍ରା ଖ୍ରୀଷ୍ଟାବ୍ଦ ୧୨୩୦ରେ ରାଜା ଅନଙ୍ଗଭୀମ ଦେବଙ୍କ ଦ୍ୱାରା ପ୍ରତିଷ୍ଠିତ ହେଲେ ା
ଏହା ପୂର୍ବରୁ ଏହି ତି୍ରମୂର୍ତ୍ତିି ଦାରୁବିଗ୍ରହ ନିଲେ ା ପର ମୂର୍ତ୍ତି ଲକ୍ଷ୍ମୀ-ନୃସିଂହ ପୂଜା ପାଉିଲେ ା
ତତ୍ପୂର୍ବରୁ ଏ ଦେଶରେ ସ୍ତମ୍ଭେଶ୍ୱରୀ ପୂଜାର ପ୍ରଚଳନ ିଲା ା ଏହି ପୂଜାର ପ୍ରଭାବରେ ସୁଭଦ୍ରା
ତା ତ୍ରିମତ୍ତ
ୂ ିିର୍ ଗଠିତ ହେଲେ ା ଅନଙ୍ଗଭୀମଦେବ (୩ୟ)ଙ୍କ ସମୟ (ଖ୍ରୀ. ୧୨୧୧-୧୨୩୮)ରେ
ଜଗନ୍ନାଙ୍କ ସହିତ ବଳଭଦ୍ର ମୂର୍ତ୍ତିି ଯୁକ୍ତ ହେଲେ ା ସୁଦର୍ଶନ ହେଉଛନ୍ତି ନୃସିଂହଙ୍କ ସ୍ୱରପ
ୂ ା ଜଗନ୍ନା
ହେଉଛନ୍ତି, ନୃସିଂହଙ୍କ ଏକ ରୂପାନ୍ତର ା ଏ ସମସ୍ତ ବିଗ୍ରହଙ୍କ ପ୍ରତିଷ୍ଠା ସେହି ରାଜା ଅନଙ୍ଗଭୀମ
ଦେବଙ୍କ ରାଜତ୍ୱ କାଳରେ ହୋଇଛି ା ଏ ପୁସ୍ତକରେ ଏଣେ କୁହାଯାଇଛି, ସୁଦର୍ଶନ ଜଗନ୍ନାଙ୍କ
ମୂଳରୂପ; ତେଣେ କୁହାଯାଇଛି, ନୃସିଂହ ଜଗନ୍ନାଙ୍କ ମୂଳରୂପ ା ଅାହୁରି କୁହାଯାଇଛି ଯେ, ଜଗନ୍ନା
ହେଉଛନ୍ତି ମୂଳତଃ ଅାଦିବାସୀ ଦେବତା ା ଦଶମ ଶତକ ପୂର୍ବରୁ ଜଗନ୍ନାଙ୍କ ସ୍ଥିତି ସମ୍ପର୍କରେ
ତା ସ୍ୱରପ
ୂ ଉପରେ ଏିରେ ସ୍ପଷ୍ଟ ଭାବରେ ଅାଲୋକପାତ ହୋଇପାରି ନାହିଁ ା ସବୁକିଛି ଅନୁମାନ
ଉପରେ ଅାଧାରିତ (୬) ା
{{rule}}
୪. ଶ୍ରୀଜଗନ୍ନା ତତ୍ତ୍ୱ- ଡକ୍ଟର ଗୋପୀନା ମହାପାତ୍ର, ନାଲନ୍ଦା, କଟକ, ପ୍ରମ ପ୍ରକାଶ, ୧୯୮୯
୫. The Cult of Jagannath and the Regional Tradition of Orissa- (Ed. by A. Eschmann, H. Kulke, Manohar publications, New Delhi
୬. ଶ୍ରୀଜଗନ୍ନା ତତ୍ତ୍ୱ- ଡକ୍ଟର ଗୋପୀନା ମହାପାତ୍ର<noinclude></noinclude>
qwkqtsvq59tijah24bnzx2y2t13sp2q