ଉଇକିପାଠାଗାର
orwikisource
https://or.wikisource.org/wiki/%E0%AC%AA%E0%AD%8D%E0%AC%B0%E0%AC%A7%E0%AC%BE%E0%AC%A8_%E0%AC%AA%E0%AD%83%E0%AC%B7%E0%AD%8D%E0%AC%A0%E0%AC%BE
MediaWiki 1.39.0-wmf.21
first-letter
ମାଧ୍ୟମ
ବିଶେଷ
ଆଲୋଚନା
ବ୍ୟବହାରକାରୀ
ବ୍ୟବହାରକାରୀଙ୍କ ଆଲୋଚନା
ଉଇକିପାଠାଗାର
ଉଇକିପାଠାଗାର ଆଲୋଚନା
ଫାଇଲ
ଫାଇଲ ଆଲୋଚନା
ମିଡ଼ିଆଉଇକି
ମିଡ଼ିଆଉଇକି ଆଲୋଚନା
ଛାଞ୍ଚ
ଛାଞ୍ଚ ଆଲୋଚନା
ସହଯୋଗ
ସହଯୋଗ ଆଲୋଚନା
ଶ୍ରେଣୀ
ଶ୍ରେଣୀ ଆଲୋଚନା
ପୃଷ୍ଠା
ପୃଷ୍ଠା ଆଲୋଚନା
ସୂଚୀ
ସୂଚୀ ଆଲୋଚନା
TimedText
TimedText talk
ମଡ୍ୟୁଲ
ମଡ୍ୟୁଲ ଆଲୋଚନା
ଗ୍ୟାଜେଟ
ଗ୍ୟାଜେଟ ଆଲୋଚନା
ଗ୍ୟାଜେଟ ସଂଜ୍ଞା
ଗ୍ୟାଜେଟ ସଂଜ୍ଞା ଆଲୋଚନା
ପୃଷ୍ଠା:Aama Odia Byakarana.pdf/୪୦
250
7986
54009
51751
2022-07-24T07:59:11Z
2409:4062:2287:98BF:B060:7E6C:6CB5:E03A
proofread-page
text/x-wiki
<noinclude><pagequality level="4" user="Ssgapu22" /></noinclude>କୁଆ, ‘ଦେଶ’ ବୋଇଲେ ଅନେକ ଦେଶ । ଏହିପରି ଜାତି ବୁଝାଉଥିବା ନାମ ଅନେକଙ୍କୁ ବୁଝାଏ ।
{{gap}}(୩) ବସ୍ତୁ ବୁଝାଉଥିବା ନାମ- ମାଟି, ପାଣି, ପଥର, ବାଲି, କାଠ, ଗୁଡ଼, ଚିନି, ଲୁହା, ତମ୍ବା, ସୁନା, କ୍ଷୀର, ମହୁ ପ୍ରଭୃତି ।
{{gap}}(୪) ଗୁଣ ବା ଅବସ୍ଥା ବୁଝାଉଥିବା ନାମ- ଦୟା, କ୍ଷମା, ସ୍ନେହ, ମମତା, ଧୈର୍ଯ୍ୟ, ବୀରତ୍ୱ, ଗର୍ବ, ଦୁଷ୍ଟାମି, ମୂର୍ଖତା, ଶୈଶବ, ବାର୍ଦ୍ଧକ୍ୟ, ଦରିଦ୍ରତା ପ୍ରଭୃତି ।
{{gap}}‘ଗୁଣ’ ବୋଇଲେ ଭଲଗୁଣ ଓ ମନ୍ଦଗୁଣ ଉଭୟକୁ ବୁଝାଏ । ଯେପରି ଦୟା ମନୁଷ୍ୟର ଏକ ଭଲଗୁଣ, ଗର୍ବ ଏକ ମନ୍ଦଗୁଣ ।
{{gap}}(୫) କାର୍ଯ୍ୟ ବୁଝାଉଥିବା ନାମ- ପଢ଼ିବା, ଦେଖିବା, ଧାଇଁବା, କହିବା, ଶୁଣିବା, ଲେଖିବା, ଭ୍ରମଣ, ଶୟନ, ଭୋଜନ, ଗମନ, ରନ୍ଧନ, ଦର୍ଶନ ପ୍ରଭୃତି ।
{{gap}}ଅତଏବ ବିଶେଷ୍ୟ ପଦ ପାଞ୍ଚ ପ୍ରକାର-<br>
{{Block center|<poem>
(୧) ସଂଜ୍ଞା ବିଶେଷ୍ୟ
(୨) ଜାତି ବିଶେଷ୍ୟ
(୩) ବସ୍ତୁ ବିଶେଷ୍ୟ
(୪) ଗୁଣ ବା ଅବସ୍ଥା ବିଶେଷ୍ୟ
(୫) କାର୍ଯ୍ୟ ବିଶେଷ୍ୟ
</poem>}}
{{gap}}ତୁମେ ନିମ୍ନଲିଖିତ ପଦଗୁଡ଼ିକ ମଧ୍ୟରୁ କିଏ କି ପ୍ରକାର ବିଶେଷ୍ୟ, ଚିହ୍ନାଇଦିଅ ।
{{gap}}ନେଉଳ, ବୈତରଣୀ, ଗୋଡ଼ି, ତୁଳା, ଆଗ୍ରା, ଇଟା, ବାଘ, କାଚ, କାଗଜ, ର୍ଶନ, ଚୋରି, ମିଛ, ସତ, କବି, କୃଷକ, ପେନ୍ସିଲ୍, ଖଟ, ଚନ୍ଦ୍ର, ଶୈଶବ, କଟକ, ମୃଗ ।<noinclude>{{left|'''୪୨ ■ ଆମ ଓଡ଼ିଆ ବ୍ୟାକରଣ'''}}</noinclude>
ld0df80kdh23asuk8si3w0qpqkw15lc
ପୃଷ୍ଠା:Sri Jagannath (MM Tripathy, 2012, 3e. 2014).pdf/୧୨
250
11341
54001
53976
2022-07-23T15:39:02Z
Ssgapu22
248
proofread-page
text/x-wiki
<noinclude><pagequality level="1" user="Ssgapu22" /></noinclude><big>'''ପୁରାଣରେ ଶ୍ରୀକ୍ଷେତ୍ର'''</big>
କେଉଁ ନିର୍ଦ୍ଦିଷ୍ଟ କାଳରୁ ଏହି କ୍ଷେତ୍ର ପ୍ରାଧାନ୍ୟ ଲାଭ କରିଛି କିମ୍ବା ପ୍ରଥମେ କେବେ ଶ୍ରୀଜଗନ୍ନାଥଙ୍କ
ମନ୍ଦିର ନିର୍ମାଣ କରାଗଲା, ତାହାର ନିର୍ଦ୍ଦିଷ୍ଟ ଓ ସର୍ବଗ୍ରାହ୍ୟ ତଥ୍ୟ ଏଯାବତ୍ ଉପଲବ୍ଧ ହୋଇ ନାହିଁ ।
ପ୍ରାଚୀନ ଧର୍ମଗ୍ରନ୍ଥ ଓ ପୁରାଣମାନଙ୍କରେ ପୁରୁଷୋତ୍ତମ ଧାମ ବା ପୁରୁଷୋତ୍ତମ ଜଗନ୍ନାଥଙ୍କ ସଂପର୍କରେ
ରହିଥିବା ବର୍ଣ୍ଣନା ବା ସୂଚନାକୁ ଭିତ୍ତିକରି କୁହାଯାଇ ପାରିବ ଯେ, ଏହି ପବିତ୍ର କ୍ଷେତ୍ର ଓ ତା'ର
ଅଧିଷ୍ଠାତା ଦେବତା ଅତି ପ୍ରାଚୀନ । କେତେକ ପୁରାଣର ନିର୍ଦ୍ଦିଷ୍ଟ ରଚନାକାଳ ନିରୂପଣ ଅବଶ୍ୟ
କଷ୍ଟକର ବ୍ୟାପାର । ଅଧିକାଂଶ ପୁରାଣରେ ପ୍ରକ୍ଷେପାଂଶ ରହିଅଛି । ପ୍ରକ୍ଷେପାଂଶ ସାଧାରଣତଃ
ଅର୍ବାଚୀନ । ନିମ୍ନରେ କେତେକ ପ୍ରସିଦ୍ଧ ପୁରାଣର ଆନୁମାନିକ ରଚନା ଅବଧି ଦର୍ଶାଗଲା ।
{|
|-
| ଅଗ୍ନି ପୁରାଣ || || (ଖ୍ରୀଷ୍ଟାବ୍ଦ ୭୦୦-୯୦୦)
|-
| ବ୍ରହ୍ମ ପୁରାଣ || || (ଖ୍ରୀଷ୍ଟାବ୍ଦ ୯୦୦-୧୫୦୦)
|-
| ପଦ୍ମ ପୁରାଣ || (ଉତ୍ତର ଖଣ୍ଡ) || (ଖ୍ରୀଷ୍ଟାବ୍ଦ ୬୦୦-୭୦୦)
|-
| || || (ମତାନ୍ତରେ ୯୫୦-୧୪୦୦)
|-
| ନାରଦୀୟ ପୁରାଣ || || (ଖ୍ରୀଷ୍ଟାବ୍ଦ ୬୦୦-୭୦୦)
|-
| ମତ୍ସ୍ୟ ପୁରାଣ || || (ଖ୍ରୀଷ୍ଟାବ୍ଦ ୨୦୦-୪୦୦)
|-
| || || (ମତାନ୍ତରେ ୪୦୦-୧୨୫୦)
|-
| ସ୍କନ୍ଦ ପୁରାଣ || (ବୈଷ୍ଣବ ଖଣ୍ଡ) || (ଖ୍ରୀଷ୍ଟାବ୍ଦ ୮୦୦-୯୦୦)
|-
| || || (ମତାନ୍ତରେ ୮୦୦-୧୩୦୦)
|-
| କପିଳ ପୁରାଣ/କପିଳ ସଂହିତା || || (ଖ୍ରୀଷ୍ଟାବ୍ଦ ୧୩୦୦)
|-
| ବ୍ରହ୍ମାଣ୍ଡ ପୁରାଣ || || (ଖ୍ରୀଷ୍ଟାବ୍ଦ ୫୦୦-୬୦୦)
|}
ଉଲ୍ଲଖିତ ସଂସ୍କୃତ ପୁରାଣ ବ୍ୟତୀତ ଆଉ କେତୋଟି ସଂସ୍କୃତ ଧର୍ମଶାସ୍ତ୍ର, ଯା-ତନ୍ତ୍ର ଯାମଳ,
ରୁଦ୍ର ଯାମଳ, କାଳିକା ପୁରାଣ, ବାମଦେବ ସଂହିତା, ନୀଳାଦ୍ରି ମହୋଦୟ, ମହାପୁରୁଷ ବିଦ୍ୟା
ଇତ୍ୟାଦିରେ ଏହି କ୍ଷେତ୍ର ଓ ଦେବଦେବୀଙ୍କ ସଂପର୍କରେ ବର୍ଣ୍ଣନା ଅଛି ।
ବ୍ରହ୍ମପୁରାଣର ଆରମ୍ଭରୁ ୬୯ଟି ଅଧ୍ୟାୟ ଯାଏ ପୁରୁଷୋତ୍ତମ କ୍ଷେତ୍ର ଓ ଅନ୍ୟାନ୍ୟ କ୍ଷେତ୍ରର
ବର୍ଣ୍ଣନା ଅଛି । କୋଣାର୍କର ମଧ୍ୟ ଉଲ୍ଲେଖ ଅଛି । ଏିରେ "ଗୁଣ୍ଡିଚା' ଶବ୍ଦର ମଧ୍ୟ ପ୍ରୟୋଗ
ହୋଇଛି । ଏହି ପୁରାଣ ତ୍ରୟୋଦଶ ଶତାବ୍ଦୀ ପରେ ରଚିତ ବୋଲି କେହି କେହି ମତବ୍ୟକ୍ତ
କରିଛନ୍ତି । ପଦ୍ମପୁରାଣର "ଉତ୍ତର ଖଣ୍ଡ'ରେ ନାନା ର୍ତୀସ୍ଥାନର ବର୍ଣ୍ଣନା ସହିତ ପୁୁରୁଷୋତ୍ତମ
କ୍ଷେତ୍ର ବିଷୟରେ ବର୍ଣ୍ଣନା ହୋଇଛି । ଏହାର "ପାତାଳ ଖଣ୍ଡ'ରେ ମଧ୍ୟ ପ୍ରଭୁ ଜଗନ୍ନାଥଙ୍କ କା
ଅଛି । ନାରଦୀୟ ପୁରାଣରେ ପୁରୁଷୋତ୍ତମ କ୍ଷେତ୍ର ମାହାତ୍ମ୍ୟ ସ୍ଥାନ ପାଇଛି । ମାତ୍ର ସ୍କନ୍ଦ ପୁରାଣର
ଶ୍ରୀଜଗନ୍ନାଥ<noinclude>{{right|ଶ୍ରୀଜଗନ୍ନାଥ ■ ୧୩}}</noinclude>
escpr5o5nj59ig5fa3taalz3ut2rr8w
54002
54001
2022-07-23T15:42:53Z
Ssgapu22
248
proofread-page
text/x-wiki
<noinclude><pagequality level="1" user="Ssgapu22" /></noinclude><big>'''ପୁରାଣରେ ଶ୍ରୀକ୍ଷେତ୍ର'''</big>
କେଉଁ ନିର୍ଦ୍ଦିଷ୍ଟ କାଳରୁ ଏହି କ୍ଷେତ୍ର ପ୍ରାଧାନ୍ୟ ଲାଭ କରିଛି କିମ୍ବା ପ୍ରଥମେ କେବେ ଶ୍ରୀଜଗନ୍ନାଥଙ୍କ
ମନ୍ଦିର ନିର୍ମାଣ କରାଗଲା, ତାହାର ନିର୍ଦ୍ଦିଷ୍ଟ ଓ ସର୍ବଗ୍ରାହ୍ୟ ତଥ୍ୟ ଏଯାବତ୍ ଉପଲବ୍ଧ ହୋଇ ନାହିଁ ।
ପ୍ରାଚୀନ ଧର୍ମଗ୍ରନ୍ଥ ଓ ପୁରାଣମାନଙ୍କରେ ପୁରୁଷୋତ୍ତମ ଧାମ ବା ପୁରୁଷୋତ୍ତମ ଜଗନ୍ନାଥଙ୍କ ସଂପର୍କରେ
ରହିଥିବା ବର୍ଣ୍ଣନା ବା ସୂଚନାକୁ ଭିତ୍ତିକରି କୁହାଯାଇ ପାରିବ ଯେ, ଏହି ପବିତ୍ର କ୍ଷେତ୍ର ଓ ତା'ର
ଅଧିଷ୍ଠାତା ଦେବତା ଅତି ପ୍ରାଚୀନ । କେତେକ ପୁରାଣର ନିର୍ଦ୍ଦିଷ୍ଟ ରଚନାକାଳ ନିରୂପଣ ଅବଶ୍ୟ
କଷ୍ଟକର ବ୍ୟାପାର । ଅଧିକାଂଶ ପୁରାଣରେ ପ୍ରକ୍ଷେପାଂଶ ରହିଅଛି । ପ୍ରକ୍ଷେପାଂଶ ସାଧାରଣତଃ
ଅର୍ବାଚୀନ । ନିମ୍ନରେ କେତେକ ପ୍ରସିଦ୍ଧ ପୁରାଣର ଆନୁମାନିକ ରଚନା ଅବଧି ଦର୍ଶାଗଲା ।
{|
|-
| ଅଗ୍ନି ପୁରାଣ || || (ଖ୍ରୀଷ୍ଟାବ୍ଦ ୭୦୦-୯୦୦)
|-
| ବ୍ରହ୍ମ ପୁରାଣ || || (ଖ୍ରୀଷ୍ଟାବ୍ଦ ୯୦୦-୧୫୦୦)
|-
| ପଦ୍ମ ପୁରାଣ || (ଉତ୍ତର ଖଣ୍ଡ) || (ଖ୍ରୀଷ୍ଟାବ୍ଦ ୬୦୦-୭୦୦)
|-
| || || (ମତାନ୍ତରେ ୯୫୦-୧୪୦୦)
|-
| ନାରଦୀୟ ପୁରାଣ || || (ଖ୍ରୀଷ୍ଟାବ୍ଦ ୬୦୦-୭୦୦)
|-
| ମତ୍ସ୍ୟ ପୁରାଣ || || (ଖ୍ରୀଷ୍ଟାବ୍ଦ ୨୦୦-୪୦୦)
|-
| || || (ମତାନ୍ତରେ ୪୦୦-୧୨୫୦)
|-
| ସ୍କନ୍ଦ ପୁରାଣ || (ବୈଷ୍ଣବ ଖଣ୍ଡ) || (ଖ୍ରୀଷ୍ଟାବ୍ଦ ୮୦୦-୯୦୦)
|-
| || || (ମତାନ୍ତରେ ୮୦୦-୧୩୦୦)
|-
| କପିଳ ପୁରାଣ/କପିଳ ସଂହିତା || || (ଖ୍ରୀଷ୍ଟାବ୍ଦ ୧୩୦୦)
|-
| ବ୍ରହ୍ମାଣ୍ଡ ପୁରାଣ || || (ଖ୍ରୀଷ୍ଟାବ୍ଦ ୫୦୦-୬୦୦)
|}
ଉଲ୍ଲଖିତ ସଂସ୍କୃତ ପୁରାଣ ବ୍ୟତୀତ ଆଉ କେତୋଟି ସଂସ୍କୃତ ଧର୍ମଶାସ୍ତ୍ର, ଯଥା-ତନ୍ତ୍ର ଯାମଳ,
ରୁଦ୍ର ଯାମଳ, କାଳିକା ପୁରାଣ, ବାମଦେବ ସଂହିତା, ନୀଳାଦ୍ରି ମହୋଦୟ, ମହାପୁରୁଷ ବିଦ୍ୟା
ଇତ୍ୟାଦିରେ ଏହି କ୍ଷେତ୍ର ଓ ଦେବଦେବୀଙ୍କ ସଂପର୍କରେ ବର୍ଣ୍ଣନା ଅଛି ।
ବ୍ରହ୍ମପୁରାଣର ଆରମ୍ଭରୁ ୬୯ଟି ଅଧ୍ୟାୟ ଯାଏ ପୁରୁଷୋତ୍ତମ କ୍ଷେତ୍ର ଓ ଅନ୍ୟାନ୍ୟ କ୍ଷେତ୍ରର
ବର୍ଣ୍ଣନା ଅଛି । କୋଣାର୍କର ମଧ୍ୟ ଉଲ୍ଲେଖ ଅଛି । ଏଥିରେ 'ଗୁଣ୍ଡିଚା' ଶବ୍ଦର ମଧ୍ୟ ପ୍ରୟୋଗ
ହୋଇଛି । ଏହି ପୁରାଣ ତ୍ରୟୋଦଶ ଶତାବ୍ଦୀ ପରେ ରଚିତ ବୋଲି କେହି କେହି ମତବ୍ୟକ୍ତ
କରିଛନ୍ତି । ପଦ୍ମପୁରାଣର 'ଉତ୍ତର ଖଣ୍ଡ'ରେ ନାନା ତୀର୍ଥସ୍ଥାନର ବର୍ଣ୍ଣନା ସହିତ ପୁୁରୁଷୋତ୍ତମ
କ୍ଷେତ୍ର ବିଷୟରେ ବର୍ଣ୍ଣନା ହୋଇଛି । ଏହାର 'ପାତାଳ ଖଣ୍ଡ'ରେ ମଧ୍ୟ ପ୍ରଭୁ ଜଗନ୍ନାଥଙ୍କ କଥା
ଅଛି । ନାରଦୀୟ ପୁରାଣରେ ପୁରୁଷୋତ୍ତମ କ୍ଷେତ୍ର ମାହାତ୍ମ୍ୟ ସ୍ଥାନ ପାଇଛି । ମାତ୍ର ସ୍କନ୍ଦ ପୁରାଣର<noinclude>{{right|ଶ୍ରୀଜଗନ୍ନାଥ ■ ୧୩}}</noinclude>
kiwo0c7x7sc66cb39mrl3npojlmdehx
54003
54002
2022-07-23T15:53:38Z
Ssgapu22
248
proofread-page
text/x-wiki
<noinclude><pagequality level="1" user="Ssgapu22" /></noinclude><big>'''ପୁରାଣରେ ଶ୍ରୀକ୍ଷେତ୍ର'''</big>
{{gap}}କେଉଁ ନିର୍ଦ୍ଦିଷ୍ଟ କାଳରୁ ଏହି କ୍ଷେତ୍ର ପ୍ରାଧାନ୍ୟ ଲାଭ କରିଛି କିମ୍ବା ପ୍ରଥମେ କେବେ ଶ୍ରୀଜଗନ୍ନାଥଙ୍କ
ମନ୍ଦିର ନିର୍ମାଣ କରାଗଲା, ତାହାର ନିର୍ଦ୍ଦିଷ୍ଟ ଓ ସର୍ବଗ୍ରାହ୍ୟ ତଥ୍ୟ ଏଯାବତ୍ ଉପଲବ୍ଧ ହୋଇ ନାହିଁ ।
ପ୍ରାଚୀନ ଧର୍ମଗ୍ରନ୍ଥ ଓ ପୁରାଣମାନଙ୍କରେ ପୁରୁଷୋତ୍ତମ ଧାମ ବା ପୁରୁଷୋତ୍ତମ ଜଗନ୍ନାଥଙ୍କ ସଂପର୍କରେ
ରହିଥିବା ବର୍ଣ୍ଣନା ବା ସୂଚନାକୁ ଭିତ୍ତିକରି କୁହାଯାଇ ପାରିବ ଯେ, ଏହି ପବିତ୍ର କ୍ଷେତ୍ର ଓ ତା'ର
ଅଧିଷ୍ଠାତା ଦେବତା ଅତି ପ୍ରାଚୀନ । କେତେକ ପୁରାଣର ନିର୍ଦ୍ଦିଷ୍ଟ ରଚନାକାଳ ନିରୂପଣ ଅବଶ୍ୟ
କଷ୍ଟକର ବ୍ୟାପାର । ଅଧିକାଂଶ ପୁରାଣରେ ପ୍ରକ୍ଷେପାଂଶ ରହିଅଛି । ପ୍ରକ୍ଷେପାଂଶ ସାଧାରଣତଃ
ଅର୍ବାଚୀନ । ନିମ୍ନରେ କେତେକ ପ୍ରସିଦ୍ଧ ପୁରାଣର ଆନୁମାନିକ ରଚନା ଅବଧି ଦର୍ଶାଗଲା ।
{|
|-
| ଅଗ୍ନି ପୁରାଣ || || (ଖ୍ରୀଷ୍ଟାବ୍ଦ ୭୦୦-୯୦୦)
|-
| ବ୍ରହ୍ମ ପୁରାଣ || || (ଖ୍ରୀଷ୍ଟାବ୍ଦ ୯୦୦-୧୫୦୦)
|-
| ପଦ୍ମ ପୁରାଣ || (ଉତ୍ତର ଖଣ୍ଡ) || (ଖ୍ରୀଷ୍ଟାବ୍ଦ ୬୦୦-୭୦୦)
|-
| || || (ମତାନ୍ତରେ ୯୫୦-୧୪୦୦)
|-
| ନାରଦୀୟ ପୁରାଣ || || (ଖ୍ରୀଷ୍ଟାବ୍ଦ ୬୦୦-୭୦୦)
|-
| ମତ୍ସ୍ୟ ପୁରାଣ || || (ଖ୍ରୀଷ୍ଟାବ୍ଦ ୨୦୦-୪୦୦)
|-
| || || (ମତାନ୍ତରେ ୪୦୦-୧୨୫୦)
|-
| ସ୍କନ୍ଦ ପୁରାଣ || (ବୈଷ୍ଣବ ଖଣ୍ଡ) || (ଖ୍ରୀଷ୍ଟାବ୍ଦ ୮୦୦-୯୦୦)
|-
| || || (ମତାନ୍ତରେ ୮୦୦-୧୩୦୦)
|-
| କପିଳ ପୁରାଣ/କପିଳ ସଂହିତା || || (ଖ୍ରୀଷ୍ଟାବ୍ଦ ୧୩୦୦)
|-
| ବ୍ରହ୍ମାଣ୍ଡ ପୁରାଣ || || (ଖ୍ରୀଷ୍ଟାବ୍ଦ ୫୦୦-୬୦୦)
|}
{{gap}}ଉଲ୍ଲଖିତ ସଂସ୍କୃତ ପୁରାଣ ବ୍ୟତୀତ ଆଉ କେତୋଟି ସଂସ୍କୃତ ଧର୍ମଶାସ୍ତ୍ର, ଯଥା-ତନ୍ତ୍ର ଯାମଳ,
ରୁଦ୍ର ଯାମଳ, କାଳିକା ପୁରାଣ, ବାମଦେବ ସଂହିତା, ନୀଳାଦ୍ରି ମହୋଦୟ, ମହାପୁରୁଷ ବିଦ୍ୟା
ଇତ୍ୟାଦିରେ ଏହି କ୍ଷେତ୍ର ଓ ଦେବଦେବୀଙ୍କ ସଂପର୍କରେ ବର୍ଣ୍ଣନା ଅଛି ।
{{gap}}ବ୍ରହ୍ମପୁରାଣର ଆରମ୍ଭରୁ ୬୯ଟି ଅଧ୍ୟାୟ ଯାଏ ପୁରୁଷୋତ୍ତମ କ୍ଷେତ୍ର ଓ ଅନ୍ୟାନ୍ୟ କ୍ଷେତ୍ରର
ବର୍ଣ୍ଣନା ଅଛି । କୋଣାର୍କର ମଧ୍ୟ ଉଲ୍ଲେଖ ଅଛି । ଏଥିରେ 'ଗୁଣ୍ଡିଚା' ଶବ୍ଦର ମଧ୍ୟ ପ୍ରୟୋଗ
ହୋଇଛି । ଏହି ପୁରାଣ ତ୍ରୟୋଦଶ ଶତାବ୍ଦୀ ପରେ ରଚିତ ବୋଲି କେହି କେହି ମତବ୍ୟକ୍ତ
କରିଛନ୍ତି । ପଦ୍ମପୁରାଣର 'ଉତ୍ତର ଖଣ୍ଡ'ରେ ନାନା ତୀର୍ଥସ୍ଥାନର ବର୍ଣ୍ଣନା ସହିତ ପୁୁରୁଷୋତ୍ତମ
କ୍ଷେତ୍ର ବିଷୟରେ ବର୍ଣ୍ଣନା ହୋଇଛି । ଏହାର 'ପାତାଳ ଖଣ୍ଡ'ରେ ମଧ୍ୟ ପ୍ରଭୁ ଜଗନ୍ନାଥଙ୍କ କଥା
ଅଛି । ନାରଦୀୟ ପୁରାଣରେ ପୁରୁଷୋତ୍ତମ କ୍ଷେତ୍ର ମାହାତ୍ମ୍ୟ ସ୍ଥାନ ପାଇଛି । ମାତ୍ର ସ୍କନ୍ଦ ପୁରାଣର<noinclude>{{right|ଶ୍ରୀଜଗନ୍ନାଥ ■ ୧୩}}</noinclude>
9tmfcsng90f4ppc046xvn3b1mfcpl94
54004
54003
2022-07-23T16:25:48Z

{| style="border="1"; width:80%;"

c8foek66i7q7467befkjwfgbsgd48xn
54005
54004
2022-07-23T16:37:21Z
Ssgapu22
248
proofread-page
text/x-wiki
<noinclude><pagequality level="1" user="Ssgapu22" /></noinclude><big>'''ପୁରାଣରେ ଶ୍ରୀକ୍ଷେତ୍ର'''</big>
{{gap}}କେଉଁ ନିର୍ଦ୍ଦିଷ୍ଟ କାଳରୁ ଏହି କ୍ଷେତ୍ର ପ୍ରାଧାନ୍ୟ ଲାଭ କରିଛି କିମ୍ବା ପ୍ରଥମେ କେବେ ଶ୍ରୀଜଗନ୍ନାଥଙ୍କ
ମନ୍ଦିର ନିର୍ମାଣ କରାଗଲା, ତାହାର ନିର୍ଦ୍ଦିଷ୍ଟ ଓ ସର୍ବଗ୍ରାହ୍ୟ ତଥ୍ୟ ଏଯାବତ୍ ଉପଲବ୍ଧ ହୋଇ ନାହିଁ ।
ପ୍ରାଚୀନ ଧର୍ମଗ୍ରନ୍ଥ ଓ ପୁରାଣମାନଙ୍କରେ ପୁରୁଷୋତ୍ତମ ଧାମ ବା ପୁରୁଷୋତ୍ତମ ଜଗନ୍ନାଥଙ୍କ ସଂପର୍କରେ
ରହିଥିବା ବର୍ଣ୍ଣନା ବା ସୂଚନାକୁ ଭିତ୍ତିକରି କୁହାଯାଇ ପାରିବ ଯେ, ଏହି ପବିତ୍ର କ୍ଷେତ୍ର ଓ ତା'ର
ଅଧିଷ୍ଠାତା ଦେବତା ଅତି ପ୍ରାଚୀନ । କେତେକ ପୁରାଣର ନିର୍ଦ୍ଦିଷ୍ଟ ରଚନାକାଳ ନିରୂପଣ ଅବଶ୍ୟ
କଷ୍ଟକର ବ୍ୟାପାର । ଅଧିକାଂଶ ପୁରାଣରେ ପ୍ରକ୍ଷେପାଂଶ ରହିଅଛି । ପ୍ରକ୍ଷେପାଂଶ ସାଧାରଣତଃ
ଅର୍ବାଚୀନ । ନିମ୍ନରେ କେତେକ ପ୍ରସିଦ୍ଧ ପୁରାଣର ଆନୁମାନିକ ରଚନା ଅବଧି ଦର୍ଶାଗଲା ।
{| style="border="0em"; width:80%; cellpadding="5";"
|-
| colspan="11" |{{gap}} || ଅଗ୍ନି ପୁରାଣ || || (ଖ୍ରୀଷ୍ଟାବ୍ଦ ୭୦୦-୯୦୦)
|-
| ବ୍ରହ୍ମ ପୁରାଣ || || (ଖ୍ରୀଷ୍ଟାବ୍ଦ ୯୦୦-୧୫୦୦)
|-
| ପଦ୍ମ ପୁରାଣ || (ଉତ୍ତର ଖଣ୍ଡ) || (ଖ୍ରୀଷ୍ଟାବ୍ଦ ୬୦୦-୭୦୦)
|-
| || || (ମତାନ୍ତରେ ୯୫୦-୧୪୦୦)
|-
| ନାରଦୀୟ ପୁରାଣ || || (ଖ୍ରୀଷ୍ଟାବ୍ଦ ୬୦୦-୭୦୦)
|-
| ମତ୍ସ୍ୟ ପୁରାଣ || || (ଖ୍ରୀଷ୍ଟାବ୍ଦ ୨୦୦-୪୦୦)
|-
| || || (ମତାନ୍ତରେ ୪୦୦-୧୨୫୦)
|-
| ସ୍କନ୍ଦ ପୁରାଣ || (ବୈଷ୍ଣବ ଖଣ୍ଡ) || (ଖ୍ରୀଷ୍ଟାବ୍ଦ ୮୦୦-୯୦୦)
|-
| || || (ମତାନ୍ତରେ ୮୦୦-୧୩୦୦)
|-
| କପିଳ ପୁରାଣ/କପିଳ ସଂହିତା || || (ଖ୍ରୀଷ୍ଟାବ୍ଦ ୧୩୦୦)
|-
| ବ୍ରହ୍ମାଣ୍ଡ ପୁରାଣ || || (ଖ୍ରୀଷ୍ଟାବ୍ଦ ୫୦୦-୬୦୦)
|}
{{gap}}ଉଲ୍ଲଖିତ ସଂସ୍କୃତ ପୁରାଣ ବ୍ୟତୀତ ଆଉ କେତୋଟି ସଂସ୍କୃତ ଧର୍ମଶାସ୍ତ୍ର, ଯଥା-ତନ୍ତ୍ର ଯାମଳ,
ରୁଦ୍ର ଯାମଳ, କାଳିକା ପୁରାଣ, ବାମଦେବ ସଂହିତା, ନୀଳାଦ୍ରି ମହୋଦୟ, ମହାପୁରୁଷ ବିଦ୍ୟା
ଇତ୍ୟାଦିରେ ଏହି କ୍ଷେତ୍ର ଓ ଦେବଦେବୀଙ୍କ ସଂପର୍କରେ ବର୍ଣ୍ଣନା ଅଛି ।
{{gap}}ବ୍ରହ୍ମପୁରାଣର ଆରମ୍ଭରୁ ୬୯ଟି ଅଧ୍ୟାୟ ଯାଏ ପୁରୁଷୋତ୍ତମ କ୍ଷେତ୍ର ଓ ଅନ୍ୟାନ୍ୟ କ୍ଷେତ୍ରର
ବର୍ଣ୍ଣନା ଅଛି । କୋଣାର୍କର ମଧ୍ୟ ଉଲ୍ଲେଖ ଅଛି । ଏଥିରେ 'ଗୁଣ୍ଡିଚା' ଶବ୍ଦର ମଧ୍ୟ ପ୍ରୟୋଗ
ହୋଇଛି । ଏହି ପୁରାଣ ତ୍ରୟୋଦଶ ଶତାବ୍ଦୀ ପରେ ରଚିତ ବୋଲି କେହି କେହି ମତବ୍ୟକ୍ତ
କରିଛନ୍ତି । ପଦ୍ମପୁରାଣର 'ଉତ୍ତର ଖଣ୍ଡ'ରେ ନାନା ତୀର୍ଥସ୍ଥାନର ବର୍ଣ୍ଣନା ସହିତ ପୁୁରୁଷୋତ୍ତମ
କ୍ଷେତ୍ର ବିଷୟରେ ବର୍ଣ୍ଣନା ହୋଇଛି । ଏହାର 'ପାତାଳ ଖଣ୍ଡ'ରେ ମଧ୍ୟ ପ୍ରଭୁ ଜଗନ୍ନାଥଙ୍କ କଥା
ଅଛି । ନାରଦୀୟ ପୁରାଣରେ ପୁରୁଷୋତ୍ତମ କ୍ଷେତ୍ର ମାହାତ୍ମ୍ୟ ସ୍ଥାନ ପାଇଛି । ମାତ୍ର ସ୍କନ୍ଦ ପୁରାଣର<noinclude>{{right|ଶ୍ରୀଜଗନ୍ନାଥ ■ ୧୩}}</noinclude>
o70sm121twvbne5x4i4av2b8b86r6ib
54006
54005
2022-07-23T16:41:58Z
Ssgapu22
248
/* ପ୍ରମାଣିତ କରିବେ */
proofread-page
text/x-wiki
<noinclude><pagequality level="3" user="Ssgapu22" /></noinclude><big>'''ପୁରାଣରେ ଶ୍ରୀକ୍ଷେତ୍ର'''</big>
{{gap}}କେଉଁ ନିର୍ଦ୍ଦିଷ୍ଟ କାଳରୁ ଏହି କ୍ଷେତ୍ର ପ୍ରାଧାନ୍ୟ ଲାଭ କରିଛି କିମ୍ବା ପ୍ରଥମେ କେବେ ଶ୍ରୀଜଗନ୍ନାଥଙ୍କ
ମନ୍ଦିର ନିର୍ମାଣ କରାଗଲା, ତାହାର ନିର୍ଦ୍ଦିଷ୍ଟ ଓ ସର୍ବଗ୍ରାହ୍ୟ ତଥ୍ୟ ଏଯାବତ୍ ଉପଲବ୍ଧ ହୋଇ ନାହିଁ ।
ପ୍ରାଚୀନ ଧର୍ମଗ୍ରନ୍ଥ ଓ ପୁରାଣମାନଙ୍କରେ ପୁରୁଷୋତ୍ତମ ଧାମ ବା ପୁରୁଷୋତ୍ତମ ଜଗନ୍ନାଥଙ୍କ ସଂପର୍କରେ
ରହିଥିବା ବର୍ଣ୍ଣନା ବା ସୂଚନାକୁ ଭିତ୍ତିକରି କୁହାଯାଇ ପାରିବ ଯେ, ଏହି ପବିତ୍ର କ୍ଷେତ୍ର ଓ ତା'ର
ଅଧିଷ୍ଠାତା ଦେବତା ଅତି ପ୍ରାଚୀନ । କେତେକ ପୁରାଣର ନିର୍ଦ୍ଦିଷ୍ଟ ରଚନାକାଳ ନିରୂପଣ ଅବଶ୍ୟ
କଷ୍ଟକର ବ୍ୟାପାର । ଅଧିକାଂଶ ପୁରାଣରେ ପ୍ରକ୍ଷେପାଂଶ ରହିଅଛି । ପ୍ରକ୍ଷେପାଂଶ ସାଧାରଣତଃ
ଅର୍ବାଚୀନ । ନିମ୍ନରେ କେତେକ ପ୍ରସିଦ୍ଧ ପୁରାଣର ଆନୁମାନିକ ରଚନା ଅବଧି ଦର୍ଶାଗଲା ।
{| style="border="0em"; width:80%; cellpadding="5";"
|-
| rowspan="11" |{{gap}} || ଅଗ୍ନି ପୁରାଣ || || (ଖ୍ରୀଷ୍ଟାବ୍ଦ ୭୦୦-୯୦୦)
|-
| ବ୍ରହ୍ମ ପୁରାଣ || || (ଖ୍ରୀଷ୍ଟାବ୍ଦ ୯୦୦-୧୫୦୦)
|-
| ପଦ୍ମ ପୁରାଣ || (ଉତ୍ତର ଖଣ୍ଡ) || (ଖ୍ରୀଷ୍ଟାବ୍ଦ ୬୦୦-୭୦୦)
|-
| || || (ମତାନ୍ତରେ ୯୫୦-୧୪୦୦)
|-
| ନାରଦୀୟ ପୁରାଣ || || (ଖ୍ରୀଷ୍ଟାବ୍ଦ ୬୦୦-୭୦୦)
|-
| ମତ୍ସ୍ୟ ପୁରାଣ || || (ଖ୍ରୀଷ୍ଟାବ୍ଦ ୨୦୦-୪୦୦)
|-
| || || (ମତାନ୍ତରେ ୪୦୦-୧୨୫୦)
|-
| ସ୍କନ୍ଦ ପୁରାଣ || (ବୈଷ୍ଣବ ଖଣ୍ଡ) || (ଖ୍ରୀଷ୍ଟାବ୍ଦ ୮୦୦-୯୦୦)
|-
| || || (ମତାନ୍ତରେ ୮୦୦-୧୩୦୦)
|-
| କପିଳ ପୁରାଣ/କପିଳ ସଂହିତା || || (ଖ୍ରୀଷ୍ଟାବ୍ଦ ୧୩୦୦)
|-
| ବ୍ରହ୍ମାଣ୍ଡ ପୁରାଣ || || (ଖ୍ରୀଷ୍ଟାବ୍ଦ ୫୦୦-୬୦୦)
|}
{{gap}}ଉଲ୍ଲଖିତ ସଂସ୍କୃତ ପୁରାଣ ବ୍ୟତୀତ ଆଉ କେତୋଟି ସଂସ୍କୃତ ଧର୍ମଶାସ୍ତ୍ର, ଯଥା-ତନ୍ତ୍ର ଯାମଳ,
ରୁଦ୍ର ଯାମଳ, କାଳିକା ପୁରାଣ, ବାମଦେବ ସଂହିତା, ନୀଳାଦ୍ରି ମହୋଦୟ, ମହାପୁରୁଷ ବିଦ୍ୟା
ଇତ୍ୟାଦିରେ ଏହି କ୍ଷେତ୍ର ଓ ଦେବଦେବୀଙ୍କ ସଂପର୍କରେ ବର୍ଣ୍ଣନା ଅଛି ।
{{gap}}ବ୍ରହ୍ମପୁରାଣର ଆରମ୍ଭରୁ ୬୯ଟି ଅଧ୍ୟାୟ ଯାଏ ପୁରୁଷୋତ୍ତମ କ୍ଷେତ୍ର ଓ ଅନ୍ୟାନ୍ୟ କ୍ଷେତ୍ରର
ବର୍ଣ୍ଣନା ଅଛି । କୋଣାର୍କର ମଧ୍ୟ ଉଲ୍ଲେଖ ଅଛି । ଏଥିରେ 'ଗୁଣ୍ଡିଚା' ଶବ୍ଦର ମଧ୍ୟ ପ୍ରୟୋଗ
ହୋଇଛି । ଏହି ପୁରାଣ ତ୍ରୟୋଦଶ ଶତାବ୍ଦୀ ପରେ ରଚିତ ବୋଲି କେହି କେହି ମତବ୍ୟକ୍ତ
କରିଛନ୍ତି । ପଦ୍ମପୁରାଣର 'ଉତ୍ତର ଖଣ୍ଡ'ରେ ନାନା ତୀର୍ଥସ୍ଥାନର ବର୍ଣ୍ଣନା ସହିତ ପୁୁରୁଷୋତ୍ତମ
କ୍ଷେତ୍ର ବିଷୟରେ ବର୍ଣ୍ଣନା ହୋଇଛି । ଏହାର 'ପାତାଳ ଖଣ୍ଡ'ରେ ମଧ୍ୟ ପ୍ରଭୁ ଜଗନ୍ନାଥଙ୍କ କଥା
ଅଛି । ନାରଦୀୟ ପୁରାଣରେ ପୁରୁଷୋତ୍ତମ କ୍ଷେତ୍ର ମାହାତ୍ମ୍ୟ ସ୍ଥାନ ପାଇଛି । ମାତ୍ର ସ୍କନ୍ଦ ପୁରାଣର<noinclude>{{right|ଶ୍ରୀଜଗନ୍ନାଥ ■ ୧୩}}</noinclude>
qnqjjkd0ihebj60ycju6mbj0qwy6eak
ପୃଷ୍ଠା:Sri Jagannath (MM Tripathy, 2012, 3e. 2014).pdf/୧୩
250
11342
54007
53977
2022-07-24T02:32:48Z
Ssgapu22
248
/* ପ୍ରମାଣିତ କରିବେ */
proofread-page
text/x-wiki
<noinclude><pagequality level="3" user="Ssgapu22" /></noinclude>ପୁରୁଷୋତ୍ତମ କ୍ଷେତ୍ର ମାହାତ୍ମ୍ୟଠାରୁ ବିଷୟ ସଂଯୋଜନା ଦୃଷ୍ଟିରୁ ଏହା ଅସ୍ପଷ୍ଟ ଓ ପ୍ରାଚୀନ ମନେହୁଏ
ବୋଲି ପ୍ରଖ୍ୟାତ ଗବେଷକ ତଥା ସଂସ୍କୃତ ପ୍ରଫେସର ଗୋପୀନାଥ ମହାପାତ୍ର ମତ ଦେଇଛନ୍ତି ।
ମତ୍ସ୍ୟପୁରାଣରେ ବିଭିନ୍ନ ତୀର୍ଥ ବର୍ଣ୍ଣନାରେ ପୁରୀର ମାହାତ୍ମ୍ୟ ଅଛି । ଏଥିରେ ଲେଖାଅଛି- "ଗଙ୍ଗାୟାଂ
ମଙ୍ଗଳା ନାମ ବିମଳା ପୁରୁଷୋତ୍ତମେ ।" ସ୍କନ୍ଦ ପୁରାଣ ଅଷ୍ଟାଦଶ ପୁରାଣ ମଧ୍ୟରେ ବୃହତ୍ତମ ।
ଏହି ପୁରାଣ ଅନ୍ତର୍ଗତ ବିଷ୍ଣୁଖଣ୍ଡ ବା ବୈଷ୍ଣବ ଖଣ୍ଡରେ 'ଶ୍ରୀପୁରୁଷୋତ୍ତମ ମାହାତ୍ମ୍ୟ' ସ୍ଥାନ ପାଇଛି ।
ପ୍ରଫେସର ଗୋପୀନାଥ ମହାପାତ୍ରଙ୍କ ମତରେ ବୈଷ୍ଣବ ଖଣ୍ଡର ରଚନାକାଳ ୮ମ ଓ ୯ମ ଶତକ ।
ଆଚାର୍ଯ୍ୟ ବଳଦେବ ଉପାଧ୍ୟାୟ କହିଛନ୍ତି ଯେ, ସମୁଦାୟ ସ୍କନ୍ଦ ପୁରାଣ ଖ୍ରୀଷ୍ଟୀୟ ସପ୍ତମ ଶତକଠାରୁ ନବମ ଶତକ ମଧ୍ୟରେ ଲେଖାଯାଇଛି । ଅନ୍ତତଃ ତୃତୀୟ ଶତକ ବେଳକୁ ସ୍କନ୍ଦ ପୁରାଣର ସ୍ୱରୂପ
ଥିଲା, ଯଦିଓ ଦଶମ ଓ ଏକାଦଶ ଶତକ ଯାଏଁ ବିଭିନ୍ନ ଖଣ୍ଡ ଲେଖାଯାଇ ଏହି ପୁରାଣର ଅନ୍ତର୍ଗତ
କରାଯାଇଥିଲା । ସ୍କନ୍ଦ ପୁରାଣର ଅନେକ ଅଂଶ ସପ୍ତମ ଶତକର ଲେଖା । ବ୍ରହ୍ମାଣ୍ଡ ପୁରାଣରେ
ଗଂଜାମର ମହେନ୍ଦ୍ର ପର୍ବତର ଉଲ୍ଲେଖ ଅଛି । ପରବର୍ତ୍ତୀ କାଳରେ ଏଥିରେ ଅନେକ ଅଂଶ
ଲେଖାଯାଇ ଅନ୍ତର୍ଭୁକ୍ତ କରାଯାଇଛି । ବାଲ୍ମୀକି ରାମାୟଣରେ ଏହି କ୍ଷେତ୍ର ସଂପର୍କରେ ଉଲ୍ଲେଖ
ନାହିଁ । କିନ୍ତୁ ଏହାର 'ଉତ୍ତରାକାଣ୍ଡ'ରେ ପ୍ରଭୁ ଶ୍ରୀରାମ ଶ୍ରୀଜଗନ୍ନାଥଙ୍କୁ ଉପାସନା କରିବାକୁ
ବିଭୀଷଣକୁ ଉପଦେଶ ଦେଇଛନ୍ତି ।
{{Block center|
"କିଂ ଚାନ୍ୟବକ୍ତୁ ମିଚ୍ଛାମି ରାକ୍ଷସେନ୍ଦ୍ର ମହାବଳ<br>
ଆରାଧୟ ଜଗନ୍ନାମିକ୍ଷାକୁ କୁଳଦୈବତମ୍ ।}}
ଏଥିରେ ନିଜ ବଂଶ (ଇକ୍ଷ୍ୱାକୁ)ର କୁଳ ଦେବତା ଜଗନ୍ନାଥଙ୍କୁ ପୂଜା କରିବାକୁ ଶ୍ରୀରାମଚନ୍ଦ୍ର
କହିଛନ୍ତି । ତେବେ 'ଉତ୍ତରାକାଣ୍ଡ' ବାଲ୍ମୀକିଙ୍କ ରଚନା ନୁହେଁ ବୋଲି ଜଣାଯାଏ ।
ବ୍ୟାସଦେବଙ୍କ ମହାଭାରତରେ ସର୍ବପାପ ବିନାଶିନୀ ବୈତରଣୀ ନଦୀ ଓ ବିରଜା କ୍ଷେତ୍ରର
ବର୍ଣ୍ଣନା ରହିିଥିବା ବେଳେ ଶ୍ରୀକ୍ଷେତ୍ର ସଂପର୍କରେ କୌଣସି ଉଲ୍ଲେଖ ନାହିଁ । କିନ୍ତୁ ବୈତରଣୀ ନଦୀ
ଓ ମହେନ୍ଦ୍ର ପର୍ବତ ମଧ୍ୟରେ ଏକ ଦିବ୍ୟ ଅରଣ୍ୟରେ ବିଶ୍ୱକର୍ମା ଯଜ୍ଞ କରିିବା ଏବଂ ଏକ ପବିତ୍ର
ବେଦୀ ରହିିବା ଉଲ୍ଲେଖ ଅଛି । ବନବାସ ସମୟରେ ପାଣ୍ଡବମାନେ ଏହି ଅଞ୍ଚଳ ଦେଇ
ମହେନ୍ଦ୍ରଗିରିକୁ ଯାଇଥିଲେ । ଯିବାବେଳେ ଜ୍ୟେଷ୍ଠ ପାଣ୍ଡବ ଯୁଧିଷ୍ଠିର ସମୁଦ୍ରରେ ସ୍ନାନ କରି ଉକ୍ତ
ବେଦୀ ଆରୋହଣ କରିିଥିଲେ । ମନେହୁଏ, ଏହି ପବିତ୍ର ଯଜ୍ଞସ୍ଥଳ ଓ ବେଦୀଥିବା ଅଞ୍ଚଳ ଏବର
ଶ୍ରୀକ୍ଷେତ୍ର । କଳିଙ୍ଗ ତଥା ଶ୍ରୀକ୍ଷେତ୍ର (ନୀଳାଚଳ)କୁ ପଞ୍ଚପାଣ୍ଡବ ଓ ଦ୍ରୌପଦୀ ଆସିିବା କଥା ଯାହା
ମହାଭାରତରୁ ସୂଚନା ମିଳେ, ତାହା ଅନୁଧ୍ୟାନ କଲେ ବିଶ୍ୱାସଯୋଗ୍ୟ ମନେହୁଏ ।
ଋଗ୍ବେଦର ନିମ୍ନୋକ୍ତ ମନ୍ତ୍ରରେ ଥିବା 'ଦାରୁ'କୁ ଦାରୁବ୍ରହ୍ମ ଶ୍ରୀଜଗନ୍ନାଥ ବୋଲି କେତେକ
ଜଗନ୍ନାଥ ତତ୍ତ୍ୱଦର୍ଶୀ ପ୍ରତିପାଦନ କରନ୍ତି । ମନ୍ତ୍ରଟି ହେଲା;<noinclude>{{left|୧୪ ■ ଶ୍ରୀଜଗନ୍ନାଥ}}</noinclude>
3ua2sglzegy43oxgbwa91pmwtf06ym2
54008
54007
2022-07-24T02:33:20Z
Ssgapu22
248
proofread-page
text/x-wiki
<noinclude><pagequality level="3" user="Ssgapu22" /></noinclude>ପୁରୁଷୋତ୍ତମ କ୍ଷେତ୍ର ମାହାତ୍ମ୍ୟଠାରୁ ବିଷୟ ସଂଯୋଜନା ଦୃଷ୍ଟିରୁ ଏହା ଅସ୍ପଷ୍ଟ ଓ ପ୍ରାଚୀନ ମନେହୁଏ
ବୋଲି ପ୍ରଖ୍ୟାତ ଗବେଷକ ତଥା ସଂସ୍କୃତ ପ୍ରଫେସର ଗୋପୀନାଥ ମହାପାତ୍ର ମତ ଦେଇଛନ୍ତି ।
ମତ୍ସ୍ୟପୁରାଣରେ ବିଭିନ୍ନ ତୀର୍ଥ ବର୍ଣ୍ଣନାରେ ପୁରୀର ମାହାତ୍ମ୍ୟ ଅଛି । ଏଥିରେ ଲେଖାଅଛି- "ଗଙ୍ଗାୟାଂ
ମଙ୍ଗଳା ନାମ ବିମଳା ପୁରୁଷୋତ୍ତମେ ।" ସ୍କନ୍ଦ ପୁରାଣ ଅଷ୍ଟାଦଶ ପୁରାଣ ମଧ୍ୟରେ ବୃହତ୍ତମ ।
ଏହି ପୁରାଣ ଅନ୍ତର୍ଗତ ବିଷ୍ଣୁଖଣ୍ଡ ବା ବୈଷ୍ଣବ ଖଣ୍ଡରେ 'ଶ୍ରୀପୁରୁଷୋତ୍ତମ ମାହାତ୍ମ୍ୟ' ସ୍ଥାନ ପାଇଛି ।
ପ୍ରଫେସର ଗୋପୀନାଥ ମହାପାତ୍ରଙ୍କ ମତରେ ବୈଷ୍ଣବ ଖଣ୍ଡର ରଚନାକାଳ ୮ମ ଓ ୯ମ ଶତକ ।
ଆଚାର୍ଯ୍ୟ ବଳଦେବ ଉପାଧ୍ୟାୟ କହିଛନ୍ତି ଯେ, ସମୁଦାୟ ସ୍କନ୍ଦ ପୁରାଣ ଖ୍ରୀଷ୍ଟୀୟ ସପ୍ତମ ଶତକଠାରୁ ନବମ ଶତକ ମଧ୍ୟରେ ଲେଖାଯାଇଛି । ଅନ୍ତତଃ ତୃତୀୟ ଶତକ ବେଳକୁ ସ୍କନ୍ଦ ପୁରାଣର ସ୍ୱରୂପ
ଥିଲା, ଯଦିଓ ଦଶମ ଓ ଏକାଦଶ ଶତକ ଯାଏଁ ବିଭିନ୍ନ ଖଣ୍ଡ ଲେଖାଯାଇ ଏହି ପୁରାଣର ଅନ୍ତର୍ଗତ
କରାଯାଇଥିଲା । ସ୍କନ୍ଦ ପୁରାଣର ଅନେକ ଅଂଶ ସପ୍ତମ ଶତକର ଲେଖା । ବ୍ରହ୍ମାଣ୍ଡ ପୁରାଣରେ
ଗଂଜାମର ମହେନ୍ଦ୍ର ପର୍ବତର ଉଲ୍ଲେଖ ଅଛି । ପରବର୍ତ୍ତୀ କାଳରେ ଏଥିରେ ଅନେକ ଅଂଶ
ଲେଖାଯାଇ ଅନ୍ତର୍ଭୁକ୍ତ କରାଯାଇଛି । ବାଲ୍ମୀକି ରାମାୟଣରେ ଏହି କ୍ଷେତ୍ର ସଂପର୍କରେ ଉଲ୍ଲେଖ
ନାହିଁ । କିନ୍ତୁ ଏହାର 'ଉତ୍ତରାକାଣ୍ଡ'ରେ ପ୍ରଭୁ ଶ୍ରୀରାମ ଶ୍ରୀଜଗନ୍ନାଥଙ୍କୁ ଉପାସନା କରିବାକୁ
ବିଭୀଷଣକୁ ଉପଦେଶ ଦେଇଛନ୍ତି ।
{{Block center|
"କିଂ ଚାନ୍ୟବକ୍ତୁ ମିଚ୍ଛାମି ରାକ୍ଷସେନ୍ଦ୍ର ମହାବଳ<br>
ଆରାଧୟ ଜଗନ୍ନାମିକ୍ଷାକୁ କୁଳଦୈବତମ୍ ।}}
{{gap}}ଏଥିରେ ନିଜ ବଂଶ (ଇକ୍ଷ୍ୱାକୁ)ର କୁଳ ଦେବତା ଜଗନ୍ନାଥଙ୍କୁ ପୂଜା କରିବାକୁ ଶ୍ରୀରାମଚନ୍ଦ୍ର
କହିଛନ୍ତି । ତେବେ 'ଉତ୍ତରାକାଣ୍ଡ' ବାଲ୍ମୀକିଙ୍କ ରଚନା ନୁହେଁ ବୋଲି ଜଣାଯାଏ ।
{{gap}}ବ୍ୟାସଦେବଙ୍କ ମହାଭାରତରେ ସର୍ବପାପ ବିନାଶିନୀ ବୈତରଣୀ ନଦୀ ଓ ବିରଜା କ୍ଷେତ୍ରର
ବର୍ଣ୍ଣନା ରହିିଥିବା ବେଳେ ଶ୍ରୀକ୍ଷେତ୍ର ସଂପର୍କରେ କୌଣସି ଉଲ୍ଲେଖ ନାହିଁ । କିନ୍ତୁ ବୈତରଣୀ ନଦୀ
ଓ ମହେନ୍ଦ୍ର ପର୍ବତ ମଧ୍ୟରେ ଏକ ଦିବ୍ୟ ଅରଣ୍ୟରେ ବିଶ୍ୱକର୍ମା ଯଜ୍ଞ କରିିବା ଏବଂ ଏକ ପବିତ୍ର
ବେଦୀ ରହିିବା ଉଲ୍ଲେଖ ଅଛି । ବନବାସ ସମୟରେ ପାଣ୍ଡବମାନେ ଏହି ଅଞ୍ଚଳ ଦେଇ
ମହେନ୍ଦ୍ରଗିରିକୁ ଯାଇଥିଲେ । ଯିବାବେଳେ ଜ୍ୟେଷ୍ଠ ପାଣ୍ଡବ ଯୁଧିଷ୍ଠିର ସମୁଦ୍ରରେ ସ୍ନାନ କରି ଉକ୍ତ
ବେଦୀ ଆରୋହଣ କରିିଥିଲେ । ମନେହୁଏ, ଏହି ପବିତ୍ର ଯଜ୍ଞସ୍ଥଳ ଓ ବେଦୀଥିବା ଅଞ୍ଚଳ ଏବର
ଶ୍ରୀକ୍ଷେତ୍ର । କଳିଙ୍ଗ ତଥା ଶ୍ରୀକ୍ଷେତ୍ର (ନୀଳାଚଳ)କୁ ପଞ୍ଚପାଣ୍ଡବ ଓ ଦ୍ରୌପଦୀ ଆସିିବା କଥା ଯାହା
ମହାଭାରତରୁ ସୂଚନା ମିଳେ, ତାହା ଅନୁଧ୍ୟାନ କଲେ ବିଶ୍ୱାସଯୋଗ୍ୟ ମନେହୁଏ ।
{{gap}}ଋଗ୍ବେଦର ନିମ୍ନୋକ୍ତ ମନ୍ତ୍ରରେ ଥିବା 'ଦାରୁ'କୁ ଦାରୁବ୍ରହ୍ମ ଶ୍ରୀଜଗନ୍ନାଥ ବୋଲି କେତେକ
ଜଗନ୍ନାଥ ତତ୍ତ୍ୱଦର୍ଶୀ ପ୍ରତିପାଦନ କରନ୍ତି । ମନ୍ତ୍ରଟି ହେଲା;<noinclude>{{left|୧୪ ■ ଶ୍ରୀଜଗନ୍ନାଥ}}</noinclude>
g0unnlg99syr4zyhldyjgab9sv8i4t7