ଉଇକିପାଠାଗାର
orwikisource
https://or.wikisource.org/wiki/%E0%AC%AA%E0%AD%8D%E0%AC%B0%E0%AC%A7%E0%AC%BE%E0%AC%A8_%E0%AC%AA%E0%AD%83%E0%AC%B7%E0%AD%8D%E0%AC%A0%E0%AC%BE
MediaWiki 1.39.0-wmf.23
first-letter
ମାଧ୍ୟମ
ବିଶେଷ
ଆଲୋଚନା
ବ୍ୟବହାରକାରୀ
ବ୍ୟବହାରକାରୀଙ୍କ ଆଲୋଚନା
ଉଇକିପାଠାଗାର
ଉଇକିପାଠାଗାର ଆଲୋଚନା
ଫାଇଲ
ଫାଇଲ ଆଲୋଚନା
ମିଡ଼ିଆଉଇକି
ମିଡ଼ିଆଉଇକି ଆଲୋଚନା
ଛାଞ୍ଚ
ଛାଞ୍ଚ ଆଲୋଚନା
ସହଯୋଗ
ସହଯୋଗ ଆଲୋଚନା
ଶ୍ରେଣୀ
ଶ୍ରେଣୀ ଆଲୋଚନା
ପୃଷ୍ଠା
ପୃଷ୍ଠା ଆଲୋଚନା
ସୂଚୀ
ସୂଚୀ ଆଲୋଚନା
TimedText
TimedText talk
ମଡ୍ୟୁଲ
ମଡ୍ୟୁଲ ଆଲୋଚନା
ଗ୍ୟାଜେଟ
ଗ୍ୟାଜେଟ ଆଲୋଚନା
ଗ୍ୟାଜେଟ ସଂଜ୍ଞା
ଗ୍ୟାଜେଟ ସଂଜ୍ଞା ଆଲୋଚନା
ପୃଷ୍ଠା:Typical selections from Oriya literature.pdf/୪୦୫
250
2548
54030
30566
2022-08-05T16:02:23Z
Ssgapu22
248
proofread-page
text/x-wiki
<noinclude><pagequality level="1" user="Pmsarangi" />{{rh|ଓଡ଼ିଆ ସାହିତ୍ୟ-ପରିଚୟ|୩୬୭}}</noinclude><poem>ଗଜରାଜକୁ ଜଳେ ଗ୍ରାହ ଗ୍ରାସବାକାଳେ ଡ଼ାକିଲା ରଖ ଆଦିମୂଳ ।
ଗୁରୁତର ଆତଙ୍ଗ ଜାଣିଣ ତା ଶ୍ରୀରଙ୍ଗ ରଥାଙ୍ଗ ପେଷି ତତକାଳ ହେ । ମହାପ୍ରଭୁ ।
ଗ୍ରାହ ଜୀବନେ ନିବାରିଲ । ଗଜ ବିପତ୍ତିରୁ ତାରିଲ ।
ଗରୁତ୍ମାନକେତନ ମମ କର୍ମକୁ ଘେନ ନିରାଶ ନିରବଧି ହେଲ ହେ । ମହାପ୍ରଭୁ ।
ଘନଶ୍ୟାମ ହେ ଘନବିପଦବିନାଶନ ବିଚାରୁ ଥାଇ ମନେ ମୋର ।
ଘୋର ବିପତ୍ତି ଛାର କେତେ ମାତ୍ର ଯାହାର ପ୍ରଭୁ ମହିମା ଅକୁପାର ହେ । ମହାପ୍ରଭୁ ।
ଘନେ ଏ କଥା ମନେ ଥିଲା । ଘୃଣା କି କାରଣେ ହୋଇଲା ।
ଘୋର ବିପତ୍ତି ମୋର ହୋଇ ଘଟକୁମର ମହିମାବାରିଧି ଶୋଷିଲା ହେ । ମହାପ୍ରଭୁ ।
ନୀରକ୍ଷ-ନିସ୍ତାରଣ କାରଣେ ପ୍ରହରଣ କରକମଳରେ ବହିଛ ।
ନିଧନ ସମୟରେ ନୀରକ୍ଷଜନଠାରେ ନିର୍ଦ୍ଦୟ ହୃଦୟ ହେଉଛ ହେ । ମହାପ୍ରଭୁ ।
ନୀଳାଚଳରେ ତୁମ୍ଭେ ଥିବ । ନୀରକ୍ଷ ଜନ ନାଶ ଯିବ ।
ନିଖିଳ-ନିକେତନ ନବପଞ୍ଚଭୁବନ ମଧ୍ୟରେ କେମନ୍ତ ଶୁଭିବ ହେ । ମହାପ୍ରଭୁ ।
ଚତୁଃବର୍ଗ ଯାହାର ଚରଣେ ପରିଚାର ଚଞ୍ଚଳା ଯାର ଆଜ୍ଞାକାରୀ ।
ଚାହିଁ ଯାହା ଶ୍ରୀମୁଖ ଚ୍ୟୁତ ଦୁରିତ ଦୁଃଖ ସେ ପ୍ରଭୁ ଭୃତ୍ୟହିଁ ଭିଖାରି ହେ । ମହାପ୍ରଭୁ ।
ଚତୁର୍ଦ୍ଦଶଭୁବନ-ପ୍ରାଣି । ଚକିତ ହେବେ ଏହା ଶୁଣ ।
ଚିତ୍ର ନୋହେ କି ଏହୁ କଥା ହେ ମହାବାହୁ ନୀଳଶଇଳଚୂଡ଼ାମଣି ହେ । ମହାପ୍ରଭୁ ।
ଛାଡ଼ି ସକଳ ଆଶ ତୁମ୍ଭ ପଦ-ସାରସ ଭରସା କରିଛି ସନ୍ତତେ ।
କ୍ଷୋଭସାଗରେ ପଡ଼ି ମରିବାକାଳେ ବୁଡ଼ି ଛାଡ଼ିତ ଦେଉଅଛ ମୋତେ ହେ । ମହାପ୍ରଭୁ ।
କ୍ଷତିମଣ୍ତଳେ ତୁମ୍ଭ ବିନା । କ୍ଷଣହେଁ ନାହିଁ ବ୍ରଜସେହ୍ନା ।
ଛଦ୍ମ ନୋହେ ଉଚିତ କହୁଛି ପ୍ରଭୁ ସତ୍ୟ ନିଶ୍ଚେ ଏତେବେଳକୁ ସିନା ହେ । ମହାପ୍ରଭୁ ।
ଜଗତ ଅନୁରାଗେ ଜାତ ଅବନୀଭାଗେ ଦଇବେ ଜଗତର ନାଥ ।
ଜଗତଜନଙ୍କର ଭିତରୁହିଁ ବାହାର ମୁହିଁ କି କାରଣେ ଅନାଥ ହେ । ମହାପ୍ରଭୁ ।
ଜଗନ୍ନାଥ ନାମ ବହିଛି । ଜନଆରତ ନ ସହିବ ।
ଜଗତପତି ହୋଇ ଅନୀତି କଲାଠାଇଁ ଆଉ କେ କା ଆଗେ କହିବ ହେ । ମହାପ୍ରଭୁ ।
ଝଳିଛି ଏ ବଚନ ନବପଞ୍ଚଭୁବନ ଆରତଭଞ୍ଜନ ଶ୍ରୀହରି ।
ଝଞ୍ଜକା ମଣୁ ଅଛ କିପାଁ ମୋ ବିଷୟରେ ବିନାଶକାଳେ ଦଇତାରି ହେ । ମହାପ୍ରଭୁ ।
ଝାଡ଼େ ଡାକିଲା ଗର୍ଭାଏଣୀ । ଝଟତିରେ ତା ଡ଼ାକ ଶୁଣି ।
ଝିମିଟେ ସେ ବିପତ୍ତି ହରିଲ ହେ ଶ୍ରୀପତି ଜନେ ନିର୍ଦ୍ଦୟ କିପାଁ ପୁଣି ହେ । ମହାପ୍ରଭୁ ।
ନିର୍ଦ୍ଦୟା ଥିଲେ ଚିତ୍ତେ କହ ହେ ପ୍ରଭୁ ମୋତେ ମୋ ଜୀବ ପ୍ରତିଆଶା ଫିଟୁ ।
ନିଶ୍ଚେ କରୁଣାନିଧି ହେଲେ ନିର୍ଦ୍ଦୟନିଧି ବୋଲି ତ୍ରିଭୁବନେ ପ୍ରକଟୁ ହେ । ମହାପ୍ରଭୁ ।
ନିଶ୍ଚେ ନିର୍ଦ୍ଦୟ ହେବ ଯେବେ ନିଖିଳେ ଆଉ ନିକି ଥିବେ ।
ନାଗନୃପତି ସୁର ସମୀର ନିଧିଧର ଯେ ଯାହା ସତ୍ୟକୁ ଲଙ୍ଘିବେ । ମହାପ୍ରଭୁ ।
ଟିକାଏ ବିଳମ୍ବିତ ନ କରି ପାଣ୍ତୁସୁତ ଯୋଷିତ ସଙ୍କଟୁ ତାରିଲ ।
</poem><noinclude></noinclude>
i81ovaa3647r85l4n4cciue03a6q3gq
54031
54030
2022-08-05T16:03:13Z
Ssgapu22
248
proofread-page
text/x-wiki
<noinclude><pagequality level="1" user="Pmsarangi" />{{rh||ଓଡ଼ିଆ ସାହିତ୍ୟ-ପରିଚୟ|୩୬୭}}</noinclude><poem>ଗଜରାଜକୁ ଜଳେ ଗ୍ରାହ ଗ୍ରାସବାକାଳେ ଡ଼ାକିଲା ରଖ ଆଦିମୂଳ ।
ଗୁରୁତର ଆତଙ୍ଗ ଜାଣିଣ ତା ଶ୍ରୀରଙ୍ଗ ରଥାଙ୍ଗ ପେଷି ତତକାଳ ହେ । ମହାପ୍ରଭୁ ।
ଗ୍ରାହ ଜୀବନେ ନିବାରିଲ । ଗଜ ବିପତ୍ତିରୁ ତାରିଲ ।
ଗରୁତ୍ମାନକେତନ ମମ କର୍ମକୁ ଘେନ ନିରାଶ ନିରବଧି ହେଲ ହେ । ମହାପ୍ରଭୁ ।
ଘନଶ୍ୟାମ ହେ ଘନବିପଦବିନାଶନ ବିଚାରୁ ଥାଇ ମନେ ମୋର ।
ଘୋର ବିପତ୍ତି ଛାର କେତେ ମାତ୍ର ଯାହାର ପ୍ରଭୁ ମହିମା ଅକୁପାର ହେ । ମହାପ୍ରଭୁ ।
ଘନେ ଏ କଥା ମନେ ଥିଲା । ଘୃଣା କି କାରଣେ ହୋଇଲା ।
ଘୋର ବିପତ୍ତି ମୋର ହୋଇ ଘଟକୁମର ମହିମାବାରିଧି ଶୋଷିଲା ହେ । ମହାପ୍ରଭୁ ।
ନୀରକ୍ଷ-ନିସ୍ତାରଣ କାରଣେ ପ୍ରହରଣ କରକମଳରେ ବହିଛ ।
ନିଧନ ସମୟରେ ନୀରକ୍ଷଜନଠାରେ ନିର୍ଦ୍ଦୟ ହୃଦୟ ହେଉଛ ହେ । ମହାପ୍ରଭୁ ।
ନୀଳାଚଳରେ ତୁମ୍ଭେ ଥିବ । ନୀରକ୍ଷ ଜନ ନାଶ ଯିବ ।
ନିଖିଳ-ନିକେତନ ନବପଞ୍ଚଭୁବନ ମଧ୍ୟରେ କେମନ୍ତ ଶୁଭିବ ହେ । ମହାପ୍ରଭୁ ।
ଚତୁଃବର୍ଗ ଯାହାର ଚରଣେ ପରିଚାର ଚଞ୍ଚଳା ଯାର ଆଜ୍ଞାକାରୀ ।
ଚାହିଁ ଯାହା ଶ୍ରୀମୁଖ ଚ୍ୟୁତ ଦୁରିତ ଦୁଃଖ ସେ ପ୍ରଭୁ ଭୃତ୍ୟହିଁ ଭିଖାରି ହେ । ମହାପ୍ରଭୁ ।
ଚତୁର୍ଦ୍ଦଶଭୁବନ-ପ୍ରାଣି । ଚକିତ ହେବେ ଏହା ଶୁଣ ।
ଚିତ୍ର ନୋହେ କି ଏହୁ କଥା ହେ ମହାବାହୁ ନୀଳଶଇଳଚୂଡ଼ାମଣି ହେ । ମହାପ୍ରଭୁ ।
ଛାଡ଼ି ସକଳ ଆଶ ତୁମ୍ଭ ପଦ-ସାରସ ଭରସା କରିଛି ସନ୍ତତେ ।
କ୍ଷୋଭସାଗରେ ପଡ଼ି ମରିବାକାଳେ ବୁଡ଼ି ଛାଡ଼ିତ ଦେଉଅଛ ମୋତେ ହେ । ମହାପ୍ରଭୁ ।
କ୍ଷତିମଣ୍ତଳେ ତୁମ୍ଭ ବିନା । କ୍ଷଣହେଁ ନାହିଁ ବ୍ରଜସେହ୍ନା ।
ଛଦ୍ମ ନୋହେ ଉଚିତ କହୁଛି ପ୍ରଭୁ ସତ୍ୟ ନିଶ୍ଚେ ଏତେବେଳକୁ ସିନା ହେ । ମହାପ୍ରଭୁ ।
ଜଗତ ଅନୁରାଗେ ଜାତ ଅବନୀଭାଗେ ଦଇବେ ଜଗତର ନାଥ ।
ଜଗତଜନଙ୍କର ଭିତରୁହିଁ ବାହାର ମୁହିଁ କି କାରଣେ ଅନାଥ ହେ । ମହାପ୍ରଭୁ ।
ଜଗନ୍ନାଥ ନାମ ବହିଛି । ଜନଆରତ ନ ସହିବ ।
ଜଗତପତି ହୋଇ ଅନୀତି କଲାଠାଇଁ ଆଉ କେ କା ଆଗେ କହିବ ହେ । ମହାପ୍ରଭୁ ।
ଝଳିଛି ଏ ବଚନ ନବପଞ୍ଚଭୁବନ ଆରତଭଞ୍ଜନ ଶ୍ରୀହରି ।
ଝଞ୍ଜକା ମଣୁ ଅଛ କିପାଁ ମୋ ବିଷୟରେ ବିନାଶକାଳେ ଦଇତାରି ହେ । ମହାପ୍ରଭୁ ।
ଝାଡ଼େ ଡାକିଲା ଗର୍ଭାଏଣୀ । ଝଟତିରେ ତା ଡ଼ାକ ଶୁଣି ।
ଝିମିଟେ ସେ ବିପତ୍ତି ହରିଲ ହେ ଶ୍ରୀପତି ଜନେ ନିର୍ଦ୍ଦୟ କିପାଁ ପୁଣି ହେ । ମହାପ୍ରଭୁ ।
ନିର୍ଦ୍ଦୟା ଥିଲେ ଚିତ୍ତେ କହ ହେ ପ୍ରଭୁ ମୋତେ ମୋ ଜୀବ ପ୍ରତିଆଶା ଫିଟୁ ।
ନିଶ୍ଚେ କରୁଣାନିଧି ହେଲେ ନିର୍ଦ୍ଦୟନିଧି ବୋଲି ତ୍ରିଭୁବନେ ପ୍ରକଟୁ ହେ । ମହାପ୍ରଭୁ ।
ନିଶ୍ଚେ ନିର୍ଦ୍ଦୟ ହେବ ଯେବେ ନିଖିଳେ ଆଉ ନିକି ଥିବେ ।
ନାଗନୃପତି ସୁର ସମୀର ନିଧିଧର ଯେ ଯାହା ସତ୍ୟକୁ ଲଙ୍ଘିବେ । ମହାପ୍ରଭୁ ।
ଟିକାଏ ବିଳମ୍ବିତ ନ କରି ପାଣ୍ତୁସୁତ ଯୋଷିତ ସଙ୍କଟୁ ତାରିଲ ।
</poem><noinclude></noinclude>
pc6c2y6e69yesqprwr00qizjhl5vhjc