ଉଇକିପାଠାଗାର
orwikisource
https://or.wikisource.org/wiki/%E0%AC%AA%E0%AD%8D%E0%AC%B0%E0%AC%A7%E0%AC%BE%E0%AC%A8_%E0%AC%AA%E0%AD%83%E0%AC%B7%E0%AD%8D%E0%AC%A0%E0%AC%BE
MediaWiki 1.39.0-wmf.23
first-letter
ମାଧ୍ୟମ
ବିଶେଷ
ଆଲୋଚନା
ବ୍ୟବହାରକାରୀ
ବ୍ୟବହାରକାରୀଙ୍କ ଆଲୋଚନା
ଉଇକିପାଠାଗାର
ଉଇକିପାଠାଗାର ଆଲୋଚନା
ଫାଇଲ
ଫାଇଲ ଆଲୋଚନା
ମିଡ଼ିଆଉଇକି
ମିଡ଼ିଆଉଇକି ଆଲୋଚନା
ଛାଞ୍ଚ
ଛାଞ୍ଚ ଆଲୋଚନା
ସହଯୋଗ
ସହଯୋଗ ଆଲୋଚନା
ଶ୍ରେଣୀ
ଶ୍ରେଣୀ ଆଲୋଚନା
ପୃଷ୍ଠା
ପୃଷ୍ଠା ଆଲୋଚନା
ସୂଚୀ
ସୂଚୀ ଆଲୋଚନା
TimedText
TimedText talk
ମଡ୍ୟୁଲ
ମଡ୍ୟୁଲ ଆଲୋଚନା
ଗ୍ୟାଜେଟ
ଗ୍ୟାଜେଟ ଆଲୋଚନା
ଗ୍ୟାଜେଟ ସଂଜ୍ଞା
ଗ୍ୟାଜେଟ ସଂଜ୍ଞା ଆଲୋଚନା
ପୃଷ୍ଠା:Typical selections from Oriya literature.pdf/୪୧୨
250
2529
54058
30573
2022-08-12T18:22:38Z
Ssgapu22
248
proofread-page
text/x-wiki
<noinclude><pagequality level="1" user="Pmsarangi" />{{rh|୩୭୪|ଓଡ଼ିଆ ସାହିତ୍ୟ-ପରିଚୟ|}}</noinclude><poem> ସୁରମୋହିନୀ ଗୋ ବାଛି ତୁ ଘେନ । ଓଷା ବରତକୁ ଲୋଡ଼ା ସେମାନ ।
ଛେଚା କଣ୍ଠିମାଳି ଅଛି ଯତନ । ତହିଁ ଲାଗିଛି ରୋହିମାଛମାନ ।
ମାଳି ଦଶଅବତାର ଅପାର । ମାଳି ଝୁମ୍ପାବନ୍ଧା ନାନାପ୍ରକାର ।
ମାଳି ଅଏଁଳାମଞ୍ଜିଆ ବହୁତ । ସେହି ମାଳିକି କଉଡ଼ି ନାହିଁ ତ ।
ଅଛି ଅର୍ଦ୍ଧଚନ୍ଦ୍ରଗୁଣା ଅନେକ । ତହିଁ ମାଣିକ୍ୟ ହୋଇଛି ନାୟକ ।
ଅଛି ବିଜୁଳି ପରି ଗୁଣାମାନ । ନାକ ତଳକୁ ଦିଶିବ ଯତନ ।
ଅଛି ବିଜୁଳି ଗୁଣା ଗୋ ସୁକେଣି । ବାଛି ଘେନ ତା ସମସ୍ତେ ପ୍ରଶଂସି ।
କମ ପଦ୍ମକେଶରୀ ଗୁଣା ଅଛି । ବାହୁନିବାକୁ ତହିଁ ନାହିଁ କିଛି ।
ଅଛି ଗଣନା ନାହିଁ ନୂଆଗୁଣା । ଗୁଣା ଗୋଟିଏ ନୁହଇ ପୁରୁଣା ।
ଅଛି ତ୍ରିଲୋଚନ ଗୁଣା ଅନେକ । ତହିଁ ଶରଧା ଯୁବତୀମାନଙ୍କ ।
କମ ସିଂହଡ଼ା ଗଢ଼ିଅଛି ଆଣି । ତହିଁ କର ଦେବ କେଉଁ ବିନ୍ଧାଣୀ ।
ବଳା ଗୁଣାକୁ କେହି ନ ପଡ଼ିବ । ଗୁଣା ଭାଙ୍ଗିଲେ ନାଡ଼ ରହିଥିବ ।
ଅଛି ବହୁତ କମ ଘଷା ଗୁଣା । ଗୁଣା ଗୋଟିଏ ନୁହଇ ପୁରୁଣା ।
ଅଛି ନୂଆ ଫୁଲଗୁଣା ଅପାର । ମନ୍ଦହାସୀକି ଦିଶିବ ସୁନ୍ଦର ।
ଅଛି ଓଲଟମୁହାଁ ନାକଚଣା । ଥଣ୍ଟ ମାଣିକ୍ୟ ଆଖି ଦୁଇଡ଼େଣା।
ଅଛି କଣ୍ଠି ନାକଚଣା ଅପାର । ସବୁ କମ ଭିତରୁ ସେ ବାହାର ।
ଅଛି ସରୁ ନାକଚଣା ଅପାର । କହ ଶରଧା କାହିଁକି ବାହାର ।
ଅଛି ସବୁ ନାକଚଣା ଅନେକ । ହୀରା ନୀଳା ଦୁଇଗୋଟି ମାଣିକ ।
ଅଛି ବଉଳକୋଳି ନାକଚଣା । ସେଯେ ନାଗରୀମାନଙ୍କର ଗୁଣା ।
ଆମ୍ବକେରିଆ ନାକଚଣା ଅଛି । ସବୁ ଏକାତୁଲେ ଗଢ଼ା ହୋଇଛି ।
ଅଛି ମୁକୁତା ଥୋପି ନାକୁଆସି । ଆଗ କରି ଘେନିବ ତା ପ୍ରଶଂସି ।
ଅଛି ଅପାର କମପଟିଆମ । କର୍ଣ୍ଣ ପୁଟକୁ ହେବ ଅଭିରାମ ।
ଅଛି ନୂଆ କମକାପ ଅନେକ । ଖସା ବସିଛି ଚାରିପାଖଯାକ ।
ଅଛି ଗଣ୍ଠିଆ କମ ଚାରିଜାତି । ଠୁଳ ଚଉଦମାଢ଼ ତେର ରତି ।
ଅଛି ବଗଡ଼ାଏ ନିଦାବନ୍ଦିଆ । ଶଏବରଷେ ହୋଇଥିବ ନୁଆ ।
ଅଛି ମାଣିକ୍ୟ ତାଟଙ୍କ ବହୁତ । ମଝି ବେଢ଼ରେ ବସିଛି ମର୍କତ ।
ଅଛି ଅପାର କମ ଫିରିଫିରା । ଫଳିକାନକୁ ସେହି ସିନା ତୋରା ।
ଅଛି ଦକ୍ଷିଣି ବଳାବଳିଗୁଣା । ମୂଳ ବାରସୁନିଆ ତେରଅଣା ।
ଅଛି ହିରାବସା ପେଡ଼ି ଝଲକା । ସୁନା ସାତମାଢ଼ ଦୁଇପଦିକା ।
ଅଛି ଫୁଲ ତିନିଜାତି ଅନେକ । ଫୁଲ ମଝିରେ ବସିଛି ମାଣିକ ।
ଅଛି ସୁନ୍ଦର ଝଲକା ଅପାର । କାନେ ଥିଲେ ମୋହୁଥିବ ସଂସାର ।
ଅଛି ହୀରା ମାଣିକ୍ୟ ମଲ୍ଲିକଢ଼ୀ । ମୂଲ ସହସ୍ରସୁନିଆ କଉଡ଼ି ।
ଅଛି ଗଠନ ଦାନ୍ତିଆ ଅପାର । ତହିଁ ଶରଧା ହାଟୁଆଣିଙ୍କର ।
ଅଛି ବହୁତ କମ ଚନ୍ଦ୍ରଝୁମ୍ପା । ଲଗାଇଲେ ସେ ଯୁବାହୃଦକମ୍ପା ।
</poem><noinclude></noinclude>
4e8wsexzfjx174cnqvxu19agfvjhwo6
ଲେଖକ:ଅଚ୍ୟୁତାନନ୍ଦ ଦାସ
0
2709
54077
53419
2022-08-13T09:55:56Z
Prateek Pattanaik
467
/* ପୁରାଣ */
wikitext
text/x-wiki
{{author
| firstname = ଅଚ୍ୟୁତାନନ୍ଦ
| lastname = ଦାସ
| last_initial = ଦ
| birthyear = ୧୫୧୦
| deathyear = ଅଜଣା
| description =
| image =
| wikipedia = ଅଚ୍ୟୁତାନନ୍ଦ ଦାସ
| wikiquote =
| commons =
| commonscat =
}}
==ରଚନାବଳୀ==
* '''ଚାରିଖାନି ବା ଶବ୍ଦବ୍ରହ୍ମ ସଂହିତା'''
* '''ଶୂନ୍ୟ ସଂହିତା'''
=== ପୁରାଣ ===
* ହରିବଂଶ
=== ମାଳିକା ===
* ଆଗତ-ଭବିଷ୍ୟ ମାଳିକା
* ଜାଈଫୁଲ ମାଳିକା
* ଦଶପଟଳ ମାଳିକା
* କଳିଯୁଗ ମାଳିକା
=== ଗୀତା ===
* ଗୁରୁଭକ୍ତି ଗୀତା
* ବ୍ରହ୍ମ ଏକାକ୍ଷର ଗୀତା
* ଶୁନ୍ୟ ଗୀତା
* କୈବର୍ତ୍ତ ଗୀତା
* କଳିଯୁଗ ଗୀତା
* ଗରୁଡ଼ ଗୀତା
* ଉପଦେଶଚକ୍ର ଗୀତା
* ମଣିବନ୍ଧ ଗୀତା
* ଆଦିବ୍ରହ୍ମ ଗୀତା
* ଆଦିଲିଳା ଗୀତା
* ଭକ୍ତଲୀଳା ଗୀତା
=== କୋଇଲି ===
* ଞ୍ଜାନଦୋୟ କୋଇଲି
* ଡିବିଡିବି କୋଇଲି
* ବାଖର କୋଇଲି
=== ସଂହିତା ===
* ଶୂନ୍ୟ ସଂହିତା
* ଶବ୍ଦବ୍ରହ୍ମ ସଂହିତା ବା ଚାରିଖାନି
* ଅଣାକାର ସଂହିତା
* ବଟ ସଂହିତା
* ଅମରଜୁମର ସଂହିତା
* ଛାୟା ସଂହିତା
* ଅବାଡ଼ ସଂହିତା
* ଜ୍ୟୋତି ସଂହିତା
* ଅନାହତ ସଂହିତା
* ବୀଜ ସଂହିତା
* ବ୍ରହ୍ମ ସଂହିତା
=== ରାହାସ ===
* ନିତ୍ୟ ରାହାସ
* ମହାନିତ୍ୟ ରାହାସ
* ଶୁନ୍ୟ ରାହାସ
* ଠୁଳଶୁନ୍ୟ ରାହାସ
* ରାଧା ରାସ
* ଦୁତୀ ରାହାସ
* ବୃନ୍ଦା ରାହାସ
* ପରମ ରାହାସ
* ଅନନ୍ତ ରାସ
* ପଦ୍ମବନ ରାସ
=== ଟୀକା ===
* ବର୍ଣ ଟୀକା
* କଳ୍ପ ଟୀକା
* ଚନ୍ଦ୍ରକଳ୍ପ ଟୀକା
* ପଦ୍ମକଳ୍ପ ଟୀକା
=== ପଟଳ ===
* ଛୟାଳିଶ ପଟଳ
* ଚବିଶ ପଟଳ
* ଷୋଡ଼ଶ ପଟଳ
=== କ୍ଷୁଦ୍ରଗୀତିକା ===
==== ଭଜନ ====
* [[ପ୍ରାଚୀନ
3ay4s536ml4cs99uezhc766yv358qvu
କେଡ଼େ ଛନ୍ଦ ଜାଣେ ଲୋ ସହି
0
3973
54059
53172
2022-08-13T06:46:14Z
Prateek Pattanaik
467
ମାଜଣା
wikitext
text/x-wiki
{{header
| title =
| author = ବନମାଳୀ ଦାସ
| translator =
| section = କେଡ଼େ ଛନ୍ଦ ଜାଣେ ଲୋ ସହି
| previous =
| next = [[ତୋ ଲାଗି ଗୋପଦାଣ୍ଡ ମନା]]
| year =
| notes =
}}
<center>
<poem>
{{larger|'''କେଡ଼େ ଛନ୍ଦ ଜାଣେ ଲୋ ସହି'''}}
ରାଗ ମିଶ୍ରମୁଖାରୀ, ତାଳ ଖେମଟା
କେଡ଼େ ଛନ୍ଦ ଜାଣେ ଲୋ ସହି
ନନ୍ଦରାଜାର ଟିକି ପିଲାଟି
ଟିକି ପିଲା ବୋଲି ଯାହାକୁ ବୋଲନ୍ତି
ଚିରି ପକାଇଲା ବକାର ପାଟି । ଘୋଷା ।
ଜନମକାଳେ ଏନ୍ତୁଡ଼ିଶାଳେ
କୁଆଁ କୁଆଁ ହୋଇ ରାବିଲା ଛଳେ
ରହିଣ କୋଳରେ କ୍ଷୀର ସହିତରେ
ପୂତନା ଅସୁରୀ ପ୍ରାଣ ନେଲାଟି । ୧ ।
ନ କରିଣ ଦକା ନାଶିଲା ଆଶଙ୍କା
ଚନ୍ଦନପାଟିଆ ଚିତ୍ତ ଚମକା
ଶକଟା ଧେନୁକା ବକା ସର୍ପ ଦଳି
ବନର ଅନଳ ଗିଳିଦେଲାଟି । ୨ ।
ଇନ୍ଦ୍ର ବିବାଦେ ନିର୍ଘାତ ନାଦେ
ଶିଳା ବରଷିଲା ଅତି ପ୍ରମାଦେ
ଦେଖିଛ ତ ହାଦେ ବିନା ଅବସାଦେ
ମନ୍ଦର ଗିରିକି ଟେକି ଥିଲାଟି । ୩ ।
ସ୍ନାହାନ କାଳେ ଯମୁନା ଜଳେ
ନନ୍ଦ ବୁଡ଼ିଗଲା ବୋଲି ଅଥଳେ
କଉତୁକ କରି ତାହାଙ୍କୁ ଉଦ୍ଧରି
ଗୋପରେ ପତାକା ଉଡ଼ାଇଲାଟି । ୪ ।
ସେଦିନ କଂସ ହୋଇଣ ରୋଷ
ଲକ୍ଷେ ପଦ୍ମ ପାଇଁ ଦେଲା ଆଦେଶ
ପଦ୍ମତୋଳା ରସ କରିଣ ପ୍ରକାଶ
ବଳେ ଛଳେ କାଳୀ ଦଳିଦେଲାଟି । ୫ ।
ବିସ୍ତାରି ପାଟି ଖାଇଲା ମାଟି
ମାଆ ଯଶୋବନ୍ତୀ ଛାଟରେ ପିଟି
ଆକଟନ୍ତେ ଥରେ ତା ପେଟ ଭିତରେ
ଅଶେଷ ବ୍ରହାଣ୍ଡ ଦେଖାଇଲାଟି । ୬ ।
କେ ଜାଣେ ଲୋ ମା ତାହାର ମହିମା
ବତ୍ସା ହରିନେଲା ସେ ବେଦବ୍ରହ୍ମା ।
କହେ ବନମାଳୀ ତାକୁ ପୁଣି ଛଳି
ଲକ୍ଷେ ଧେନୁବତ୍ସା ଜାତ କଲାଟି । ୭ ।
</center>
</poem>
4h64eorukta1uj4mih627a42lnw9r48
54064
54059
2022-08-13T06:50:42Z
Prateek Pattanaik
467
Prateek Pattanaik ପୃଷ୍ଠାଟିକୁ [[କେତେ ଛନ୍ଦ ଜାଣେ ଲୋ ସହି]]ରୁ [[କେଡ଼େ ଛନ୍ଦ ଜାଣେ ଲୋ ସହି]]କୁ ଘୁଞ୍ଚାଇଲେ
wikitext
text/x-wiki
{{header
| title =
| author = ବନମାଳୀ ଦାସ
| translator =
| section = କେଡ଼େ ଛନ୍ଦ ଜାଣେ ଲୋ ସହି
| previous =
| next = [[ତୋ ଲାଗି ଗୋପଦାଣ୍ଡ ମନା]]
| year =
| notes =
}}
<center>
<poem>
{{larger|'''କେଡ଼େ ଛନ୍ଦ ଜାଣେ ଲୋ ସହି'''}}
ରାଗ ମିଶ୍ରମୁଖାରୀ, ତାଳ ଖେମଟା
କେଡ଼େ ଛନ୍ଦ ଜାଣେ ଲୋ ସହି
ନନ୍ଦରାଜାର ଟିକି ପିଲାଟି
ଟିକି ପିଲା ବୋଲି ଯାହାକୁ ବୋଲନ୍ତି
ଚିରି ପକାଇଲା ବକାର ପାଟି । ଘୋଷା ।
ଜନମକାଳେ ଏନ୍ତୁଡ଼ିଶାଳେ
କୁଆଁ କୁଆଁ ହୋଇ ରାବିଲା ଛଳେ
ରହିଣ କୋଳରେ କ୍ଷୀର ସହିତରେ
ପୂତନା ଅସୁରୀ ପ୍ରାଣ ନେଲାଟି । ୧ ।
ନ କରିଣ ଦକା ନାଶିଲା ଆଶଙ୍କା
ଚନ୍ଦନପାଟିଆ ଚିତ୍ତ ଚମକା
ଶକଟା ଧେନୁକା ବକା ସର୍ପ ଦଳି
ବନର ଅନଳ ଗିଳିଦେଲାଟି । ୨ ।
ଇନ୍ଦ୍ର ବିବାଦେ ନିର୍ଘାତ ନାଦେ
ଶିଳା ବରଷିଲା ଅତି ପ୍ରମାଦେ
ଦେଖିଛ ତ ହାଦେ ବିନା ଅବସାଦେ
ମନ୍ଦର ଗିରିକି ଟେକି ଥିଲାଟି । ୩ ।
ସ୍ନାହାନ କାଳେ ଯମୁନା ଜଳେ
ନନ୍ଦ ବୁଡ଼ିଗଲା ବୋଲି ଅଥଳେ
କଉତୁକ କରି ତାହାଙ୍କୁ ଉଦ୍ଧରି
ଗୋପରେ ପତାକା ଉଡ଼ାଇଲାଟି । ୪ ।
ସେଦିନ କଂସ ହୋଇଣ ରୋଷ
ଲକ୍ଷେ ପଦ୍ମ ପାଇଁ ଦେଲା ଆଦେଶ
ପଦ୍ମତୋଳା ରସ କରିଣ ପ୍ରକାଶ
ବଳେ ଛଳେ କାଳୀ ଦଳିଦେଲାଟି । ୫ ।
ବିସ୍ତାରି ପାଟି ଖାଇଲା ମାଟି
ମାଆ ଯଶୋବନ୍ତୀ ଛାଟରେ ପିଟି
ଆକଟନ୍ତେ ଥରେ ତା ପେଟ ଭିତରେ
ଅଶେଷ ବ୍ରହାଣ୍ଡ ଦେଖାଇଲାଟି । ୬ ।
କେ ଜାଣେ ଲୋ ମା ତାହାର ମହିମା
ବତ୍ସା ହରିନେଲା ସେ ବେଦବ୍ରହ୍ମା ।
କହେ ବନମାଳୀ ତାକୁ ପୁଣି ଛଳି
ଲକ୍ଷେ ଧେନୁବତ୍ସା ଜାତ କଲାଟି । ୭ ।
</center>
</poem>
4h64eorukta1uj4mih627a42lnw9r48
54066
54064
2022-08-13T06:51:01Z
Prateek Pattanaik
467
wikitext
text/x-wiki
{{header
| title =
| author = ବନମାଳୀ ଦାସ
| translator =
| section = କେଡ଼େ ଛନ୍ଦ ଜାଣେ ଲୋ ସହି
| previous =
| next = [[ତୋ ଲାଗି ଗୋପଦାଣ୍ଡ ମନା]]
| year =
| notes =
}}
<center>
<poem>
{{larger|'''କେଡ଼େ ଛନ୍ଦ ଜାଣେ ଲୋ ସହି'''}}
'''ରାଗ ମିଶ୍ରମୁଖାରୀ, ତାଳ ଖେମଟା'''
କେଡ଼େ ଛନ୍ଦ ଜାଣେ ଲୋ ସହି
ନନ୍ଦରାଜାର ଟିକି ପିଲାଟି
ଟିକି ପିଲା ବୋଲି ଯାହାକୁ ବୋଲନ୍ତି
ଚିରି ପକାଇଲା ବକାର ପାଟି । ଘୋଷା ।
ଜନମକାଳେ ଏନ୍ତୁଡ଼ିଶାଳେ
କୁଆଁ କୁଆଁ ହୋଇ ରାବିଲା ଛଳେ
ରହିଣ କୋଳରେ କ୍ଷୀର ସହିତରେ
ପୂତନା ଅସୁରୀ ପ୍ରାଣ ନେଲାଟି । ୧ ।
ନ କରିଣ ଦକା ନାଶିଲା ଆଶଙ୍କା
ଚନ୍ଦନପାଟିଆ ଚିତ୍ତ ଚମକା
ଶକଟା ଧେନୁକା ବକା ସର୍ପ ଦଳି
ବନର ଅନଳ ଗିଳିଦେଲାଟି । ୨ ।
ଇନ୍ଦ୍ର ବିବାଦେ ନିର୍ଘାତ ନାଦେ
ଶିଳା ବରଷିଲା ଅତି ପ୍ରମାଦେ
ଦେଖିଛ ତ ହାଦେ ବିନା ଅବସାଦେ
ମନ୍ଦର ଗିରିକି ଟେକି ଥିଲାଟି । ୩ ।
ସ୍ନାହାନ କାଳେ ଯମୁନା ଜଳେ
ନନ୍ଦ ବୁଡ଼ିଗଲା ବୋଲି ଅଥଳେ
କଉତୁକ କରି ତାହାଙ୍କୁ ଉଦ୍ଧରି
ଗୋପରେ ପତାକା ଉଡ଼ାଇଲାଟି । ୪ ।
ସେଦିନ କଂସ ହୋଇଣ ରୋଷ
ଲକ୍ଷେ ପଦ୍ମ ପାଇଁ ଦେଲା ଆଦେଶ
ପଦ୍ମତୋଳା ରସ କରିଣ ପ୍ରକାଶ
ବଳେ ଛଳେ କାଳୀ ଦଳିଦେଲାଟି । ୫ ।
ବିସ୍ତାରି ପାଟି ଖାଇଲା ମାଟି
ମାଆ ଯଶୋବନ୍ତୀ ଛାଟରେ ପିଟି
ଆକଟନ୍ତେ ଥରେ ତା ପେଟ ଭିତରେ
ଅଶେଷ ବ୍ରହାଣ୍ଡ ଦେଖାଇଲାଟି । ୬ ।
କେ ଜାଣେ ଲୋ ମା ତାହାର ମହିମା
ବତ୍ସା ହରିନେଲା ସେ ବେଦବ୍ରହ୍ମା ।
କହେ ବନମାଳୀ ତାକୁ ପୁଣି ଛଳି
ଲକ୍ଷେ ଧେନୁବତ୍ସା ଜାତ କଲାଟି । ୭ ।
</center>
</poem>
4c40xyill14dngw2536mvxi7wny2ea4
ଦୁଃଖନାଶନ ହେ ସୁଖ ନ ପାଇଲି ଦିନେ
0
3974
54074
53169
2022-08-13T06:59:57Z
Prateek Pattanaik
467
wikitext
text/x-wiki
{{header
| title =
| author = ବନମାଳୀ ଦାସ
| translator =
| section = ଦୁଃଖନାଶନ ହେ ସୁଖ ନ ପାଇଲି ଦିନେ
| previous = [[ମଣିମା ହେ ଏତିକି ମାଗୁଣି ମୋର]]
| next = [[କୃଷ୍ଣ କେଶବ ହରି]]
| year =
| notes =
}}
<center>
<poem>
{{larger|'''ଦୁଃଖନାଶନ ହେ ସୁଖ ନ ପାଇଲି ଦିନେ'''}}
<br>'''ରାଗ ଭୈରବୀ, ତାଳ ଖେମଟା'''
ଦୁଃଖନାଶନ ହେ ସୁଖ ନ ପାଇଲି ଦିନେ
ବେଳକୁ ବେଳ ତ ପ୍ରବଳ ହେଉଛି ବିଜୁଳି ଯେସନେ ଘନେ । ଘୋଷା ।
ଅନାଥର ନାଥ ନୀଳଗିରି ନାଥ ଜଗନ୍ନାଥ ଲକ୍ଷ୍ମୀସାଇଁ
ଅରକ୍ଷିତକୁ ତ ରଖି ଦେଉନାହଁ ଭବଜଳରେ ଭସାଇ । ୧ ।
ଆହେ ହରି ମୁହିଁ ସହି ନ ପାରଇ ଅନ୍ତର ବେଦନା ମାନ
ଯେଣୁ କରି ତୁମ୍ଭେ ଦୟା ନ କଲ ପ୍ରଭୁ ଆତଙ୍କନାଶନ । ୨ ।
ଏଡ଼େ ନିଷ୍ଠୁରତା ହେଲା ମୋହ ଭଳି ଦୁଃଖୀଜନ ହୀନଠାରେ
ହୀନଜନମାନେ ଗୁହାରି କରନ୍ତି ନ ଶୁଣ କି ତୁମ୍ଭେ ବାରେ । ୩ ।
ପୋଡ଼ୁ ମୋ ଅଦୃଷ୍ଟ ଅନ୍ନ ବସ୍ତ୍ର କଷ୍ଟ ଏଡ଼େ ବଡ଼ ପ୍ରଭୁ ଥାଉଁ
ବନମାଳୀ ବୋଲେ ଚଞ୍ଚଳ ମନ ମୋ ପଦ୍ମପାଦେ ତୁମ୍ଭ ରହୁ । ୪ ।
</center>
</poem>
[[ଶ୍ରେଣୀ:ବନମାଳୀ ଦାସ ରଚନାବଳୀ]]
axegc0adpb874zdoctu6k2hrdzqdxh7
ଲେଖକ:ବନମାଳୀ ଦାସ
0
3981
54063
53213
2022-08-13T06:50:19Z
Prateek Pattanaik
467
wikitext
text/x-wiki
{{author
| firstname = ବନମାଳୀ
| lastname = ଦାସ
| last_initial = ଦ
| birthyear = ୧୭??
| deathyear = ୧୭୯୦
| description =ଅନେକ ଲୋକପ୍ରିୟ ଚଉପଦୀ ଓ ଜଣାଣର ରଚୟିତା । ଏହାଙ୍କ ରଚନା ମୁଖ୍ୟତଃ କୃଷ୍ଣଲୀଳାତ୍ମକ । ଏହାଙ୍କ ରଚନାରେ ପୁରୀ ଶ୍ରୀମନ୍ଦିରର ପର୍ବପର୍ବାଣିର ଅତ୍ୟନ୍ତ ଜୀବନ୍ତ ବର୍ଣ୍ଣନା ଦେଖିବାକୁ ମିଳେ ।
| image = Banamali_Dasa.png
| wikipedia = ବନମାଳୀ ଦାସ
| wikiquote =
| commons =
| commonscat =
}}
==ରଚନାବଳୀ==
===ଓଡ଼ିଶୀ ଗୀତ===
* [[କେଡ଼େ ଛନ୍ଦ ଜାଣେ ଲୋ ସହି]]
* [[ତୋ ଲାଗି ଗୋପଦାଣ୍ଡ ମନା]]
* [[କି ଲାଜ ପାଇଲି ଆଜ]]
* [[ସଙ୍ଗିନୀରେ ଚାହାଁ]]
* [[ମଣି ବିମାନେ ଗୋବିନ୍ଦ]]
* [[ଆଗୋ ଦୂତୀ! ଆଜ ରାତି]]
* [[ସରିବ କି ଏ ନିଶି ଗୋ]]
* [[ଆଲୋ ସଖୀ! ପାଶୋରି ନୁହେଁ ଗିରିଧାରୀକି]]
* [[ଆଲୋ ସଖୀ! ଅତି ବିଷମ ନେତ୍ର ପୀରତି]]
* [[ଏଡ଼େ ନିର୍ଦ୍ଦୟା କାହିଁକି ସୁନାବରନା]]
* [[କିଏ ଲୋ ସଜନୀ! କେଳି କଦମ୍ବ ମୂଳେ]]
* [[କଳାବତୀ ଖଞ୍ଜନାକ୍ଷି]]
=== ଜଣାଣ ===
* [[ଜଗନ୍ନାଥ ହୋ କିଛି ମାଗୁନାହିଁ ତୋତେ|ଶ୍ରୀ ଶରଧାବାଲି ମାଗୁଣି ଜଣାଣ (ଜଗନ୍ନାଥ ହୋ କିଛି ମାଗୁନାହିଁ ତୋତେ)]]
* [[ଜୟ ଜଗନ୍ନାଥ ହେ ଯଶୋଦା କୁମର]]
* [[ଦୀନବନ୍ଧୁ ଦଇତାରୀ]]
* [[ମଣିମା ହେ ଏତିକି ମାଗୁଣି ମୋର]]
* [[ଦୁଃଖନାଶନ ହେ ସୁଖ ନ ପାଇଲି ଦିନେ]]
* [[କୃଷ୍ଣ କେଶବ ହରି]]
* [[ଆହେ ପ୍ରଭୁ କଳା ଶ୍ରୀମୁଖ]]
* [[ଦୀନବନ୍ଧୁ ଏହି ଅଳି ଶ୍ରୀଛାମୁରେ]]<!--[[Category:ଯାଜପୁର ଜିଲ୍ଲାର ଲେଖକ]]-->
[[Category:କବି]]
lsbh7zd6l7zt7h8j575e29dty59dtk4
54073
54063
2022-08-13T06:57:49Z
Prateek Pattanaik
467
wikitext
text/x-wiki
{{author
| firstname = ବନମାଳୀ
| lastname = ଦାସ
| last_initial = ଦ
| birthyear = ୧୭??
| deathyear = ୧୭୯୦
| description = ଅଷ୍ଟାଦଶ ଶତାବ୍ଦୀର ପ୍ରମୁଖ ଓଡ଼ିଶୀ ସଙ୍ଗୀତ ରଚୟିତା ।
| image = Banamali_Dasa.png
| wikipedia = ବନମାଳୀ ଦାସ
| wikiquote =
| commons =
| commonscat =
}}
==ରଚନାବଳୀ==
===ଓଡ଼ିଶୀ ଗୀତ===
* [[କେଡ଼େ ଛନ୍ଦ ଜାଣେ ଲୋ ସହି]]
* [[ତୋ ଲାଗି ଗୋପଦାଣ୍ଡ ମନା]]
* [[କି ଲାଜ ପାଇଲି ଆଜ]]
* [[ସଙ୍ଗିନୀରେ ଚାହାଁ]]
* [[ମଣି ବିମାନେ ଗୋବିନ୍ଦ]]
* [[ଆଗୋ ଦୂତୀ! ଆଜ ରାତି]]
* [[ସରିବ କି ଏ ନିଶି ଗୋ]]
* [[ଆଲୋ ସଖୀ! ପାଶୋରି ନୁହେଁ ଗିରିଧାରୀକି]]
* [[ଆଲୋ ସଖୀ! ଅତି ବିଷମ ନେତ୍ର ପୀରତି]]
* [[ଏଡ଼େ ନିର୍ଦ୍ଦୟା କାହିଁକି ସୁନାବରନା]]
* [[କିଏ ଲୋ ସଜନୀ! କେଳି କଦମ୍ବ ମୂଳେ]]
* [[କଳାବତୀ ଖଞ୍ଜନାକ୍ଷି]]
=== ଜଣାଣ ===
* [[ଜଗନ୍ନାଥ ହୋ କିଛି ମାଗୁନାହିଁ ତୋତେ|ଶ୍ରୀ ଶରଧାବାଲି ମାଗୁଣି ଜଣାଣ (ଜଗନ୍ନାଥ ହୋ କିଛି ମାଗୁନାହିଁ ତୋତେ)]]
* [[ଜୟ ଜଗନ୍ନାଥ ହେ ଯଶୋଦା କୁମର]]
* [[ଦୀନବନ୍ଧୁ ଦଇତାରୀ]]
* [[ମଣିମା ହେ ଏତିକି ମାଗୁଣି ମୋର]]
* [[ଦୁଃଖନାଶନ ହେ ସୁଖ ନ ପାଇଲି ଦିନେ]]
* [[କୃଷ୍ଣ କେଶବ ହରି]]
* [[ଆହେ ପ୍ରଭୁ କଳା ଶ୍ରୀମୁଖ]]
* [[ଦୀନବନ୍ଧୁ ଏହି ଅଳି ଶ୍ରୀଛାମୁରେ]]<!--[[Category:ଯାଜପୁର ଜିଲ୍ଲାର ଲେଖକ]]-->
[[Category:କବି]]
bfxo0wmqd5bgdvhqmiv23ddbslfh8hd
ତୋ ଲାଗି ଗୋପଦାଣ୍ଡ ମନା
0
3989
54060
53173
2022-08-13T06:48:09Z
Prateek Pattanaik
467
wikitext
text/x-wiki
{{header
| title =
| author = ବନମାଳୀ ଦାସ
| translator =
| section = ତୋ ଲାଗି ଗୋପଦାଣ୍ଡ ମନା
| previous = [[କେଡ଼େ ଛନ୍ଦ ଜାଣେ ଲୋ ସହି]]
| next = [[କି ଲାଜ ପାଇଲି ଆଜ]]
| year =
| notes =
}}
<center>
<poem>
{{larger|'''ତୋ ଲାଗି ଗୋପଦାଣ୍ଡ ମନା'''}}
ରାଗ ମୋହନ କେଦାର, ତାଳ ରୂପକ
ତୋ ଲାଗି ଗୋପଦାଣ୍ଡ ମନାରେ କାଳିଆ ସୁନା
ତୋ ଲାଗି ନ ଯିବି ଯମୁନାରେ କାଳିଆ ସୁନା । ଘୋଷା ।
ନିତି ଏହି ବାଟେ ଯାଉରେ କାଳିଆ
ନିତି ଏହି ବାଟେ ଯାଉ
ହାଟରେ କଉଡି ମାଗିଲେ କାଳିଆ
ମୁରଲୀ ବଜାଉ ଥାଉ । ୧ ।
ତୁହି ଗୋପପୁରେ ରଜାରେ କାଳିଆ
ତୁହି ଗୋପପୁରେ ରଜା
କେମନ୍ତ ସଜରେ ମୂରଲୀ ବଜାଉ
ଆହୁରି ଟିକିଏ ବଜା । ୨ ।
ତୁହି ଅଟୁ ନନ୍ଦ ଚାଟରେ କାଳିଆ
ତୁହି ଅଟୁ ନନ୍ଦ ଚାଟ
ମଥୁରା ହାଟକୁ ଦଧି ବିକି ଗଲେ
ନିତି ମାଗୁଥାଉ ଘାଟ । ୩ ।
ତୁହି ବଡ ଘର ପୁ୍ଅରେ କାଳିଆ
ମୁହିଁ ବଡ଼ ଘର ବୋହୂ
ଶରମ ତୋ ମୁଖେ ନାହିଁରେ କାଳିଆ
ମରମ କଥାଟି କହୁ । ୪ ।
କହଇ ବଲ୍ଲଭାନନ୍ଦ ଏ ରସରେ
ଶୁଣ ଆଗେ ସଖୀବୃନ୍ଦ
ଯମୁନା କୂଳରେ ମୂରଲୀ ବଜାଏ
ତୁମ୍ଭ ଘେନି କୃଷ୍ଣଚନ୍ଦ୍ର । ୫ ।
*ଏହି ଓଡ଼ିଶୀ ଗୀତଟିରେ ବନମାଳୀ ନିଜ ନାମ 'ବଲ୍ଲଭାନନ୍ଦ' ବୋଲି ଭଣିତା କରିଛନ୍ତି ।
</center>
</poem>
8pt3p634tziefavo5hvlp7h4y3ti4t2
54062
54060
2022-08-13T06:49:39Z
Prateek Pattanaik
467
wikitext
text/x-wiki
{{header
| title =
| author = ବନମାଳୀ ଦାସ
| translator =
| section = ତୋ ଲାଗି ଗୋପଦାଣ୍ଡ ମନା
| previous = [[କେଡ଼େ ଛନ୍ଦ ଜାଣେ ଲୋ ସହି]]
| next = [[କି ଲାଜ ପାଇଲି ଆଜ]]
| year =
| notes =
}}
<center>
<poem>
{{larger|'''ତୋ ଲାଗି ଗୋପଦାଣ୍ଡ ମନା'''}}
'''ରାଗ ମୋହନ କେଦାର, ତାଳ ରୂପକ'''
ତୋ ଲାଗି ଗୋପଦାଣ୍ଡ ମନାରେ କାଳିଆ ସୁନା
ତୋ ଲାଗି ନ ଯିବି ଯମୁନାରେ କାଳିଆ ସୁନା । ଘୋଷା ।
ନିତି ଏହି ବାଟେ ଯାଉରେ କାଳିଆ
ନିତି ଏହି ବାଟେ ଯାଉ
ହାଟରେ କଉଡି ମାଗିଲେ କାଳିଆ
ମୁରଲୀ ବଜାଉ ଥାଉ । ୧ ।
ତୁହି ଗୋପପୁରେ ରଜାରେ କାଳିଆ
ତୁହି ଗୋପପୁରେ ରଜା
କେମନ୍ତ ସଜରେ ମୂରଲୀ ବଜାଉ
ଆହୁରି ଟିକିଏ ବଜା । ୨ ।
ତୁହି ଅଟୁ ନନ୍ଦ ଚାଟରେ କାଳିଆ
ତୁହି ଅଟୁ ନନ୍ଦ ଚାଟ
ମଥୁରା ହାଟକୁ ଦଧି ବିକି ଗଲେ
ନିତି ମାଗୁଥାଉ ଘାଟ । ୩ ।
ତୁହି ବଡ ଘର ପୁ୍ଅରେ କାଳିଆ
ମୁହିଁ ବଡ଼ ଘର ବୋହୂ
ଶରମ ତୋ ମୁଖେ ନାହିଁରେ କାଳିଆ
ମରମ କଥାଟି କହୁ । ୪ ।
କହଇ ବଲ୍ଲଭାନନ୍ଦ ଏ ରସରେ
ଶୁଣ ଆଗେ ସଖୀବୃନ୍ଦ
ଯମୁନା କୂଳରେ ମୂରଲୀ ବଜାଏ
ତୁମ୍ଭ ଘେନି କୃଷ୍ଣଚନ୍ଦ୍ର । ୫ ।
*ଏହି ଓଡ଼ିଶୀ ଗୀତଟିରେ ବନମାଳୀ ନିଜ ନାମ 'ବଲ୍ଲଭାନନ୍ଦ' ବୋଲି ଭଣିତା କରିଛନ୍ତି ।
</center>
</poem>
267gk765uj2hfy0kkxf7b8vbs0uf28j
ମଣି ବିମାନେ ଗୋବିନ୍ଦ
0
5730
54067
53195
2022-08-13T06:52:22Z
Prateek Pattanaik
467
wikitext
text/x-wiki
{{header
| title = ମଣି ବିମାନେ ଗୋବିନ୍ଦ
| author =ବନମାଳୀ ଦାସ
| translator =
| section =
| previous = [[ସଙ୍ଗିନୀରେ ଚାହାଁ]]
| next = [[ଆଗୋ ଦୂତୀ! ଆଜ ରାତି]]
| year =
| notes =
}}
<center>
{{larger|ମଣି ବିମାନେ ଗୋବିନ୍ଦ}}
'''ରାଗ ଶଙ୍କରାଭରଣ, ତାଳ ଖେମଟା'''
<poem>
ମଣି ବିମାନେ ଗୋବିନ୍ଦ
ଚଉପାଶେ ଘେରିଛନ୍ତି ସହଚରୀ ବୃନ୍ଦ । ଘୋଷା ।
ନିର୍ମଳ ଚନ୍ଦ୍ର ବଦନ ଆହା କି ପସନ୍ଦ
ତେରଛ ଚାହାଁଣି ତୁଲେ ହାସ ମନ୍ଦ ମନ୍ଦ । ୧ ।
ସଙ୍ଗରେ ପଞ୍ଚପାଣ୍ଡବ ଲଭନ୍ତି ଆନନ୍ଦ
ପଟୁଆରୀ ନିଯୋଗେ ଗାଆନ୍ତି ଗୀତ ଛନ୍ଦ । ୨ ।
ମନ୍ତ୍ରୀପଦେ ଲୋକନାଥ ଦେବ ସଦାନନ୍ଦ
କରନ୍ତି ସକଳ ନିର୍ଭା ସେ ସଭା ସମ୍ପଦ । ୩ ।
ବଡ଼ଦାଣ୍ଡ ଉଛୁଳଇ ଗହଗହ ନାଦ
ଶଙ୍ଖଭେରୀ ତୂରୀ ଘଣ୍ଟା କାହାଳି ଶବଦ । ୪ ।
ବୋଲେ ବନମାଳୀ ଧ୍ୟାୟୀ ଚରଣାରବିନ୍ଦ
ଚାପକୁ ବିଜୟେ ଆହା ଗୋପୀ-ହୃଦ-ଚାନ୍ଦ । ୫ ।
</poem>
[[ଶ୍ରେଣୀ:ବନମାଳୀ ଦାସ ରଚନାବଳୀ]]
if6zq307f8gcdl9isisjo9jvdziwte4
54068
54067
2022-08-13T06:52:39Z
Prateek Pattanaik
467
wikitext
text/x-wiki
{{header
| title = ମଣି ବିମାନେ ଗୋବିନ୍ଦ
| author =ବନମାଳୀ ଦାସ
| translator =
| section =
| previous = [[ସଙ୍ଗିନୀରେ ଚାହାଁ]]
| next = [[ଆଗୋ ଦୂତୀ! ଆଜ ରାତି]]
| year =
| notes =
}}
<center>
{{larger|ମଣି ବିମାନେ ଗୋବିନ୍ଦ}}
<br>'''ରାଗ ଶଙ୍କରାଭରଣ, ତାଳ ଖେମଟା'''
<poem>
ମଣି ବିମାନେ ଗୋବିନ୍ଦ
ଚଉପାଶେ ଘେରିଛନ୍ତି ସହଚରୀ ବୃନ୍ଦ । ଘୋଷା ।
ନିର୍ମଳ ଚନ୍ଦ୍ର ବଦନ ଆହା କି ପସନ୍ଦ
ତେରଛ ଚାହାଁଣି ତୁଲେ ହାସ ମନ୍ଦ ମନ୍ଦ । ୧ ।
ସଙ୍ଗରେ ପଞ୍ଚପାଣ୍ଡବ ଲଭନ୍ତି ଆନନ୍ଦ
ପଟୁଆରୀ ନିଯୋଗେ ଗାଆନ୍ତି ଗୀତ ଛନ୍ଦ । ୨ ।
ମନ୍ତ୍ରୀପଦେ ଲୋକନାଥ ଦେବ ସଦାନନ୍ଦ
କରନ୍ତି ସକଳ ନିର୍ଭା ସେ ସଭା ସମ୍ପଦ । ୩ ।
ବଡ଼ଦାଣ୍ଡ ଉଛୁଳଇ ଗହଗହ ନାଦ
ଶଙ୍ଖଭେରୀ ତୂରୀ ଘଣ୍ଟା କାହାଳି ଶବଦ । ୪ ।
ବୋଲେ ବନମାଳୀ ଧ୍ୟାୟୀ ଚରଣାରବିନ୍ଦ
ଚାପକୁ ବିଜୟେ ଆହା ଗୋପୀ-ହୃଦ-ଚାନ୍ଦ । ୫ ।
</poem>
[[ଶ୍ରେଣୀ:ବନମାଳୀ ଦାସ ରଚନାବଳୀ]]
ayb5avu2ph4o020gcbranp43ii6omuf
ଜଗନ୍ନାଥ ହୋ କିଛି ମାଗୁନାହିଁ ତୋତେ
0
7199
54075
19411
2022-08-13T07:06:36Z
Prateek Pattanaik
467
wikitext
text/x-wiki
{{header
| title = ଜଗନ୍ନାଥ ହୋ କିଛି ମାଗୁନାହିଁ ତୋତେ
| author = ବନମାଳୀ ଦାସ
| translator =
| section =
| previous =
| next =
| year =
| notes =
}}
<center>
'''{{larger|ଜଗନ୍ନାଥ ହୋ କିଛି ମାଗୁନାହିଁ ତୋତେ}}'''
ରାଗ ଚକ୍ରକେଳି, ତାଳ ଯତି
<poem>
ଜଗନ୍ନାଥ ହୋ
କିଛି ମାଗୁ ନାହିଁ ତୋତେ
ଧନ ମାଗୁନାହିଁ ଜନ ମାଗୁନାହିଁ
ମାଗୁଛି ଶରଧା ବାଲିରୁ ହାତେ । ଘୋଷା ।
ଆନ ଦରଶନ ନ ଲୋଡ଼େ ନୟନ
ଏକା ତୋହ ଦେଖା ବିନା
ଶୁଣିବାକୁ କାନ ନ ଇଚ୍ଛଇ ଆନ
ତୋହ ଚରିତେ କାମନା । ୧ ।
ରସନା ନ ବାଞ୍ଛେ ଗ୍ରାମ୍ୟ ଗୀତ ଗାଇ
-ବାକୁ ରଜନୀ ଦିବସ
ତୋହ ନାମାବଳୀ କେବଳ ସଙ୍ଖାଳି
ହୋଇଥାଉ ପୀତବାସ । ୨ ।
ନାସା ମୋର ତୃପ୍ତି ନ ଲଭଇ ଆନ
ସୁବାସ ଦ୍ରବ୍ୟ ଆଘ୍ରାଣେ
ତୋହ ଛଡ଼ା ମାଳ ତୁଳସୀ କୁସୁମ
ଚନ୍ଦନ କର୍ପୂର ଧ୍ୟାନେ । ୩ ।
ମୋ ହସ୍ତ ଅଙ୍ଗୁଳି ରାମ ବନମାଳୀ
ହରେକୃଷ୍ଣ ଜପୁଥାଉ
ବୋଲେ ବନମାଳୀ ମୋ ବେନି ଚରଣ
ତୋ ତୀର୍ଥ ଭ୍ରମଣେ ଯାଉ । ୪ ।
</center>
</poem>
[[ଶ୍ରେଣୀ:ବନମାଳୀ ଦାସ ରଚନାବଳୀ]]
rmwtvfnff5zbxlszr5ff971zoe6nvku
54076
54075
2022-08-13T07:10:05Z
Prateek Pattanaik
467
wikitext
text/x-wiki
{{header
| title = ଜଗନ୍ନାଥ ହୋ କିଛି ମାଗୁନାହିଁ ତୋତେ
| author = ବନମାଳୀ ଦାସ
| translator =
| section =
| previous =
| next =
| year =
| notes =
}}
<center>
'''{{larger|ଜଗନ୍ନାଥ ହୋ କିଛି ମାଗୁନାହିଁ ତୋତେ}}'''
<br>ରାଗ ଚକ୍ରକେଳି, ତାଳ ଯତି
<poem>
ଜଗନ୍ନାଥ ହୋ
କିଛି ମାଗୁ ନାହିଁ ତୋତେ
ଧନ ମାଗୁନାହିଁ ଜନ ମାଗୁନାହିଁ
ମାଗୁଛି ଶରଧା ବାଲିରୁ ହାତେ । ଘୋଷା ।
ଆନ ଦରଶନ ନ ଲୋଡ଼େ ନୟନ
ଏକା ତୋହ ଦେଖା ବିନା
ଶୁଣିବାକୁ କାନ ନ ଇଚ୍ଛଇ ଆନ
ତୋହ ଚରିତେ କାମନା । ୧ ।
ରସନା ନ ବାଞ୍ଛେ ଗ୍ରାମ୍ୟ ଗୀତ ଗାଇ
-ବାକୁ ରଜନୀ ଦିବସ
ତୋହ ନାମାବଳୀ କେବଳ ସଙ୍ଖାଳି
ହୋଇଥାଉ ପୀତବାସ । ୨ ।
ନାସା ମୋର ତୃପ୍ତି ନ ଲଭଇ ଆନ
ସୁବାସ ଦ୍ରବ୍ୟ ଆଘ୍ରାଣେ
ତୋହ ଛଡ଼ା ମାଳ ତୁଳସୀ କୁସୁମ
ଚନ୍ଦନ କର୍ପୂର ଧ୍ୟାନେ । ୩ ।
ମୋ ହସ୍ତ ଅଙ୍ଗୁଳି ରାମ ବନମାଳୀ
ହରେକୃଷ୍ଣ ଜପୁଥାଉ
ବୋଲେ ବନମାଳୀ ମୋ ବେନି ଚରଣ
ତୋ ତୀର୍ଥ ଭ୍ରମଣେ ଯାଉ । ୪ ।
</center>
</poem>
[[ଶ୍ରେଣୀ:ବନମାଳୀ ଦାସ ରଚନାବଳୀ]]
cek2afgloc8u3atj721sogibrous67p
ସଙ୍ଗିନୀରେ ଚାହାଁ
0
7390
54061
53175
2022-08-13T06:49:18Z
Prateek Pattanaik
467
wikitext
text/x-wiki
{{header
| title = ବନମାଳୀ ପଦ୍ୟାବଳୀ
| author = ବନମାଳୀ ଦାସ
| translator =
| section = ସଙ୍ଗିନୀରେ ଚାହାଁ ବେଣୁପାଣିକି
| previous = [[କି ଲାଜ ପାଇଲି ଆଜ]]
| next = [[ମଣି ବିମାନେ ଗୋବିନ୍ଦ]]
| year =
| notes =
}}
<center>
'''ରାଗ କଳାବତୀ, ଯତି ତାଳ'''
<poem>
ସଙ୍ଗିନୀରେ ଚାହାଁ ବେଣୁପାଣିକି
ଚିତ୍ତ ବିତ୍ତ ଚୋରା ଚିନ୍ତାମଣିକି । ଘୋଷା ।
ବକୁଳ ସେବତୀ ମଲ୍ଲୀ ନିଆଳୀ ଗଭା
ନାନା କୁସୁମେ ମଣ୍ଡିତ ବାଙ୍କ ଟାହିଆ
ତହିଁ ଖଞ୍ଜିଅଛି ରଙ୍ଗ ଜାମୁଡାଳି
ସଙ୍ଗରେ ମୟୂର ଚନ୍ଦ୍ରିକା ପକ୍ଷୀ । ୧ ।
ଭଲା ତାର ଯେଉଁ ନୟନ ଠାର
ସେ କି ମାର ବୀର କାମ କୁଠାର
ଭୂରୁ ବାଙ୍କ ଛୁରୀ ଚାଲିବା ଚାତୁରୀ
ଚଉଦପୁରେ କେ ନ ଥିବେ ଦେଖି । ୨ ।
ଧନ୍ୟ ତାର ଯେଉଁ ମୁରୁକି ହସା
ସତେ କି ସେ ସୁଧା ନୀର ବରଷା
ଚାହିଁଦେଲେ ଥରେ ଥରି ମନ୍ମଥରେ
ଧଇର୍ଯ୍ୟ ଗୁମାନ କେ ପାରେ ରଖି । ୩ ।
ଦାସ ବନମାଳୀ ବୋଲେ ଗୋ ଶୁଣ
ଗୋପ ନନ୍ଦସୁତ ମୋହନ ଗୁଣ
କୁଳବତୀ ବ୍ରତ କରିବାକୁ ହତ
ନୂଆ ମଦନ ସେ ବରଜେଟିକି । ୪ ।
</center>
</poem>
[[ଶ୍ରେଣୀ:ବନମାଳୀ ଦାସ ରଚନାବଳୀ]]
e7chz55k0nppp9c9elcd6qs6dm4jtyg
ଆଗୋ ଦୂତୀ! ଆଜ ରାତି
0
11250
54069
53192
2022-08-13T06:54:26Z
Prateek Pattanaik
467
wikitext
text/x-wiki
{{header
| title = ଆଗୋ ଦୂତୀ! ଆଜ ରାତି
| author = ବନମାଳୀ ଦାସ
| translator =
| section = ଆଗୋ ଦୂତୀ! ଆଜ ରାତି
| previous = [[ମଣି ବିମାନେ ଗୋବିନ୍ଦ]]
| next = [[ସରିବ କି ଏ ନିଶି ଗୋ]]
| year =
| notes =
}}
<center>
'''ରାଗ ଭୈରବୀ, ତାଳ ରୂପକ'''
<poem>
ଆଗୋ ଦୂତୀ ଆଜ ରାତି ଶ୍ୟାମ ପ୍ରୀତି ନୋହିଲା ଗୋ । ଘୋଷା ।
ଶେଯ କରି ମୁଁ ସୁପାତି
ଜାଳିଲି କର୍ପୂର ବତୀ
ରାତିଯାକ ଉଜାଗରେ
ଦେଖ ଆସି ପାହିଲା ଗୋ । ୧ ।
କାଳିଆ ପୁରୁଷ ପ୍ରୀତି
ଅବଳା ନାରୀ ଯୁବତୀ
କରତି ହେଉଛି ଛାତି
ଧରତୀରେ ସହିଲା ଗୋ । ୨ ।
କରିଥିଲି ପ୍ରତିଆଶା
ହରି ଫେଡ଼ିବେ ଦୁର୍ଦ୍ଦଶା
ମୋଠାରେ ଏଡ଼ିକି ଦଶା
କେଉଁ ନାରୀ ବିହିଲା ଗୋ । ୩ ।
ଗୀତେ କହେ ବନମାଳୀ
ଏ ରସରେ ଭାଳି ଭାଳି
ବାନ୍ଧିଥିଲି ଫୁଲଗଭା
ବାସି ହୋଇ ରହିଲା ଗୋ । ୪ ।
</center>
</poem>
[[ଶ୍ରେଣୀ:ବନମାଳୀ ଦାସ ରଚନାବଳୀ]]
lkyy75aquaf3scky1irw02cv3xfn3vv
ସରିବ କି ଏ ନିଶି ଗୋ
0
11251
54070
53191
2022-08-13T06:55:21Z
Prateek Pattanaik
467
wikitext
text/x-wiki
{{header
| title = ସରିବ କି ଏ ନିଶି ଗୋ
| author = ବନମାଳୀ ଦାସ
| translator =
| section = ସରିବ କି ଏ ନିଶି ଗୋ
| previous = [[ଆଗୋ ଦୂତୀ! ଆଜ ରାତି]]
| next = [[ଆଲୋ ସଖୀ! ପାଶୋରି ନୁହେଁ ଗିରିଧାରୀକି]]
| year =
| notes =
}}
<center>
<poem>
{{larger|'''ସରିବ କି ଏ ନିଶି ଗୋ'''}}
<br>'''ରାଗ ଧନାଶ୍ରୀ, ତାଳ ଏକତାଳି'''
ସରିବ କି ଏ ନିଶି ଗୋ ନାଗର ମୋହନ ବିନା । ଘୋଷା ।
କଣ୍ଟ ଦେଇ ବେଣୁଧାରୀ
ନଇଲେ ମୋ କୁଞ୍ଜପୁରୀ
କେ ସହିବ ମାର ବେଦନା । ୧ ।
ସଖୀ ମୁଁ ଯୋଡ଼ୁଛି କର
ଏଥକୁ ଉପାୟ କର
ଦୂର ହେବ ସନ୍ତାପ କିନା । ୨ ।
ସକଳ କଲା ଅନ୍ଧାର
ପ୍ରଖର ମଦନଶର
ଘନଶ୍ୟାମ ଅନାଉଁ କିନା । ୩ ।
ଅସନ ମଣିଲି ବିଷ
ଗରୁ ହେଲା ଝୀନବାସ
କୃଷ୍ଣ କୃଷ୍ଣ ବୋଲି ଜପେ ନା । ୪ ।
ଶ୍ରୀମତୀ ବିଳାପ ଜାଣି
ମିଳିଲେ ସେ ବେଣୁପାଣି
ବନମାଳୀ କରେ ଭାବନା । ୫ ।
</center>
</poem>
[[ଶ୍ରେଣୀ:ବନମାଳୀ ଦାସ ରଚନାବଳୀ]]
1ka9az8sl1va4cuz6jgolasuouifsp8
ଆଲୋ ସଖୀ! ପାଶୋରି ନୁହେଁ ଗିରିଧାରୀକି
0
11252
54071
53190
2022-08-13T06:56:02Z
Prateek Pattanaik
467
wikitext
text/x-wiki
{{header
| title = ଆଲୋ ସଖୀ! ପାଶୋରି ନୁହେଁ ଗିରିଧାରୀକି
| author = ବନମାଳୀ ଦାସ
| translator =
| section = ଆଲୋ ସଖୀ! ପାଶୋରି ନୁହେଁ ଗିରିଧାରୀକି
| previous = [[ସରିବ କି ଏ ନିଶି ଗୋ]]
| next = [[ଆଲୋ ସଖୀ! ଅତି ବିଷମ ନେତ୍ର ପୀରତି]]
| year =
| notes =
}}
<center>
<poem>
{{larger|'''ଆଲୋ ସଖୀ! ପାଶୋରି ନୁହେଁ ଗିରିଧାରୀକି'''}}
<br>'''ରାଗ ସିନ୍ଧୁକାମୋଦୀ, ତାଳ ଆଦିତାଳ'''
ଆଲୋ ସଖୀ! ପାଶୋରି ନୁହେଁ ଗିରିଧାରୀକି ।
ପାଶୋରି ନୁହେଁ ଗିରିଧାରୀକି ଲୋ
ମୂରୁଛି ନୁହେଁ ଗିରିଧାରୀକି । ଘୋଷା ।
ଆନ କିଛି ନ ରୁଚେ ଆଖି ଭିତରେ ନାଚେ
କଳଙ୍କ ହେଲା କୁଳନାରୀଙ୍କି । ୧ ।
ସେ କି ଗୋକୁଳବାସୀ ମହା ମୋହନ ଫାଶି
ଆସି ରହିଛି ନନ୍ଦପୁରୀକି । ୨ ।
ଚାହିଁବା ମାତ୍ରେ ମନ ହରେ ମତିମୋହନ
ଏତେକ ନ ପାରିଲି ତରକି । ୩ ।
କି କୋମଳ ବଚନ ପବିତ୍ର ଅପଘନ
ଲୋଚନ ବେନି କାମଛୁରୀ କି । ୪ ।
ଲେଖିଦେବି ମୁଁ ଖତ ଲୋକ ପଣେ ଦେଖ ତ
କେ ଆଣି ଦେବ କାଲି ପରି କି । ୫ ।
ବନମାଳୀ କହଇ ରାଗରେ ଯେ ଚାହଁଇ
ସେ ସିନା ଯାଏ ଏତେ ସରି କି । ୬ ।
</center>
</poem>
[[ଶ୍ରେଣୀ:ବନମାଳୀ ଦାସ ରଚନାବଳୀ]]
jrh4xjtuchly3t7dx1ae2383pm9ccq5
ଆଲୋ ସଖୀ! ଅତି ବିଷମ ନେତ୍ର ପୀରତି
0
11253
54072
53189
2022-08-13T06:56:55Z
Prateek Pattanaik
467
wikitext
text/x-wiki
{{header
| title = ଆଲୋ ସଖୀ! ଅତି ବିଷମ ନେତ୍ର ପୀରତି
| author = ବନମାଳୀ ଦାସ
| translator =
| section = ଆଲୋ ସଖୀ! ଅତି ବିଷମ ନେତ୍ର ପୀରତି
| previous = [[ଆଲୋ ସଖୀ! ପାଶୋରି ନୁହେଁ ଗିରିଧାରୀକି]]
| next = [[ଏଡ଼େ ନିର୍ଦ୍ଦୟା କାହିଁକି ସୁନାବରନା]]
| year =
| notes =
}}
<center>
<poem>
{{larger|'''ଆଲୋ ସଖୀ! ଅତି ବିଷମ ନେତ୍ର ପୀରତି'''}}
<br>'''ରାଗ ସିନ୍ଧୁକାମୋଦୀ, ତାଳ ଆଦିତାଳ'''
ଆଲୋ ସଖୀ! ଅତି ବିଷମ ନେତ୍ର ପୀରତି । ଘୋଷା ।
ପରସ୍ପରେ ପଡ଼ଇ ସୁଧା ଆଣି ଇଡ଼ଇ
ସବୁ ବିଷୟା ହୁଏ ଆରତି । ୧ ।
ପାସୋରିଲେ ପାସୋରି ଶୋରିଷକେ ନ ପାରି
ନ ଦେଖି ଛାତି ହୁଏ କରତି । ୨ ।
ରେଣୁ ପଡ଼ିଲେ ଆଖି ଚିତ୍ର କିଛି ନ ଦେଖି
ବନ୍ଧୁ ମୂରତି ହୁଏ ଭରତି । ୩ ।
ଆଖିର ଆଖି କୀଟ ଅଟଇ ଏ କି ଲଟ?
କାଟୁଛି ହୋଇ ନାହିଁ ବରତି । ୪ ।
ନୟନ ପରବଶ ହେଲେ କରଇ ନାଶ
ସତ ଏ ବନମାଳୀ ଭାରତୀ । ୫ ।
</center>
</poem>
[[ଶ୍ରେଣୀ:ବନମାଳୀ ଦାସ ରଚନାବଳୀ]]
b79qgp288exu8gw69mapn7qc0nflhou
କେତେ ଛନ୍ଦ ଜାଣେ ଲୋ ସହି
0
11360
54065
2022-08-13T06:50:42Z
Prateek Pattanaik
467
Prateek Pattanaik ପୃଷ୍ଠାଟିକୁ [[କେତେ ଛନ୍ଦ ଜାଣେ ଲୋ ସହି]]ରୁ [[କେଡ଼େ ଛନ୍ଦ ଜାଣେ ଲୋ ସହି]]କୁ ଘୁଞ୍ଚାଇଲେ
wikitext
text/x-wiki
#ଲେଉଟାଣି [[କେଡ଼େ ଛନ୍ଦ ଜାଣେ ଲୋ ସହି]]
t2qxrzjb7amx85pjtgmfhrbwwn28gje