ଉଇକିପାଠାଗାର orwikisource https://or.wikisource.org/wiki/%E0%AC%AA%E0%AD%8D%E0%AC%B0%E0%AC%A7%E0%AC%BE%E0%AC%A8_%E0%AC%AA%E0%AD%83%E0%AC%B7%E0%AD%8D%E0%AC%A0%E0%AC%BE MediaWiki 1.39.0-wmf.23 first-letter ମାଧ୍ୟମ ବିଶେଷ ଆଲୋଚନା ବ୍ୟବହାରକାରୀ ବ୍ୟବହାରକାରୀଙ୍କ ଆଲୋଚନା ଉଇକିପାଠାଗାର ଉଇକିପାଠାଗାର ଆଲୋଚନା ଫାଇଲ ଫାଇଲ ଆଲୋଚନା ମିଡ଼ିଆଉଇକି ମିଡ଼ିଆଉଇକି ଆଲୋଚନା ଛାଞ୍ଚ ଛାଞ୍ଚ ଆଲୋଚନା ସହଯୋଗ ସହଯୋଗ ଆଲୋଚନା ଶ୍ରେଣୀ ଶ୍ରେଣୀ ଆଲୋଚନା ପୃଷ୍ଠା ପୃଷ୍ଠା ଆଲୋଚନା ସୂଚୀ ସୂଚୀ ଆଲୋଚନା TimedText TimedText talk ମଡ୍ୟୁଲ ମଡ୍ୟୁଲ ଆଲୋଚନା ଗ୍ୟାଜେଟ ଗ୍ୟାଜେଟ ଆଲୋଚନା ଗ୍ୟାଜେଟ ସଂଜ୍ଞା ଗ୍ୟାଜେଟ ସଂଜ୍ଞା ଆଲୋଚନା ପୃଷ୍ଠା:Typical selections from Oriya literature.pdf/୪୧୫ 250 2522 54091 30576 2022-08-16T17:28:54Z Ssgapu22 248 proofread-page text/x-wiki <noinclude><pagequality level="1" user="Pmsarangi" />{{rh||ଓଡ଼ିଆ ସାହିତ୍ୟ-ପରିଚୟ|୩୭୭}}</noinclude><poem>କୁଶକେତୁ ଶୁଣି ଏ କଥା । କ‌ହିଲେ ଜଗନ୍ନାଥଙ୍କୁ ଅବନୀ ବ୍ୟଥା । କମଳ-ମୁଖୀ-କମଳା-କଣ୍ଠ-ମରକତମାଳା ଆଜ୍ଞା ଦେଲେ କରୁଣାକଟାକ୍ଷେ ଅନାଇଁ । କିଛି ନ ବିଚାର ତୁମ୍ଭେ ଯଦୁକୁଳେ ଯାଇ ଆମ୍ଭେ, ଜାତ ହେବୁଁ କଂସ ପ୍ରାଣ ଘେନିବା ପାଁଇ । କର ତୁମ୍ଭେ ଏବେ ଗମନ । କରିବାକୁ ଗୋପକେଳି ଆମ୍ଭର ମନ । କୃପାସିନ୍ଧୁ ଆଜ୍ଞା ପାଇ ପରମ ଆନନ୍ଦ ହୋଇ ପଦ୍ମ-ଯୋନି ପରବେଶ ହୋଇଲେ ପୁରେ । କିଛିଦିନ ଅନ୍ତେ ହରି କୋଟିକାମ ରୂପ ଧରି, ରହିଲେ ଯାଇଁ ଦେବକୀ ଦେବୀ ଗର୍ଭରେ । କେତେ ଦିନେ ହୋଇଲେ ଜାତ । କେଅବା କ‌ହିବ ତାହାଙ୍କର ଚରିତ । କରେ ଶଙ୍ଖ ଚକ୍ର ଧରି କଂସଠାରେ କ୍ରୋଧ କରି ବାଳ-କାଳୁଁ ବୀରବେଶ କଲେ ପ୍ରକାଶ । କଣ୍ଠେ କଉସ୍ତୁଭମଣି କୋଟି ଶଶଧର ଜିଣି, କରିଣ ପ୍ରକାଶ ପାପଅନ୍ଧାର ନାଶ । କଟିତଟେ ପୀତବସନ । କଳାମେଘକୋଳରେ ବିଜୁଳି ଯେସନ । କର୍ଣ୍ଣେ ମକରକୁଣ୍ତଳ ଝଟକେ ଗଣ୍ତମଣ୍ତଳ ମସ୍ତକରେ ମଣିମୟ ମୁକୁଟ ଶୋହେ । କଳିତ ଲଳିତ ହୃଦ-ଦେଶରେ ଶ୍ରୀବତ୍ସପଦ, ଭାବଗ୍ରାହୀ ନାଥ ଭକ୍ତଭାବରେ ବ‌ହେ । କୋଟିକାମ ନିନ୍ଦେ ଶ୍ରୀଅଙ୍ଗ । କରେ କଙ୍କଣ ଚରଣେ ନୂପୁର ସଙ୍ଗ । କରି ଏରୂପ ଦର୍ଶନ କଲେ ସ୍ତୁତି ନିବେଦନ ଜନ‌କ ଜନନୀ ଅତି ଆଶ୍ଚର୍ଯ୍ୟ ହୋଇ କ‌ହୁଁ କ‌ହୁଁ ମାୟା କରି ସେରୂପ ସଂହରି ହରି, ବାଳମୁକୁନ୍ଦସ୍ୱରୂପ ହେଲେ ଗୋସାଇଁ । କଂସର ଯେତେକ ପ୍ରହରୀ । କାଳନିଦ୍ରାରେ ଚେତନ ନାହିଁ କାହାରି । କଲାକାଳେ କନ୍ୟାଦାନ ବସୁଦେବେ ଉଗ୍ରସେନ କଉତୁକେ କଂସ ରଥ ବାହୁ ଯେ ଥିଲା । କୋମଳ ଗଭୀର ବାଣୀ ଆକାଶମଣ୍ତଳୁଁ ଶୁଣି, ଭଗ୍ନୀ ଭିଣୋଇଙ୍କି ନେଇ ଶାଙ୍କୁଳୀ ଦେଲା । କାଳେ ସେ ଚରଣୁଁ ଫିଟିଲା । କରିବାକୁ ବିଜେ ଶୁଭଲଗ୍ନ ଘଟିଲା । କରେ ଧରି ପୁତ୍ର ଧୀରେ ଗମନ କରନ୍ତି ଖରେ ଉଗ୍ରସେନ ଆସି ଓଗାଳିଲା ଆଗରେ । କରେ ଶଙ୍ଖ ଚକ୍ର ଧରି ଦରଶନ ଦେଇ ହରି, ପ୍ରବେଶ ହୋଇଲେ ଗୋପେ ନନ୍ଦମନ୍ଦିରେ । କି କି ହୋଇ ଦଇବ‌ଯୋଗେ । କୁମାରୀ ହୋଇଲା ନନ୍ଦଙ୍କର ସେ ଲାଗେ । କରି ତାହା ପ୍ରତିଦାନ ସତ୍ୱରେ କରି ଗମନ ପ୍ରବେଶ ହୋଇଲେ ବସୁଦେବ ମନ୍ଦିରେ । କୁଆଁ କୁଆଁ ବାଣି ଶୁଣି ଉଠିଲେ ରକ୍ଷକଶ୍ରେଣୀ, କ‌ହିଲେ କଂସକୁ ଯାଇ ନିଶୀଶେଷରେ । କଠୋର ହୃଦୟ ଦଇତ । କରିବାକୁ ନାଶ ତା ଅଇଲା ତୁରିତ । </poem><noinclude></noinclude> 8jspnrqxpmyx4qxj953yqeeoqbpkall ପୃଷ୍ଠା:Alankara Bodhodaya.pdf/୨୬ 250 9230 54084 53067 2022-08-16T13:00:24Z Swetaketu20 1900 /* ବୈଧ କରାଗଲା */ proofread-page text/x-wiki <noinclude><pagequality level="4" user="Swetaketu20" /></noinclude>ଚତୁର୍ଥ ପରିଚ୍ଛେଦ ଦୋଷ ନିରୂପଣ ରସର ଅପକର୍ଷକାରୀକୁ ଦୋଷ ବୋଲି । ଏହି ଦୋଷ ନାନାପ୍ରକାର ହୋଇ ପଦରେ, ପଦାଂଶରେ, ବାକ୍ୟରେ, ଅର୍ଥରେ ଓ ରସରେ ଏପରି ପାଞ୍ଚ ସ୍ଥଳରେ ହୁଏ । ପ୍ରଥମତଃ ସାମାନ୍ୟରେ ନିମ୍ନଲିଖିତ ଦୋଷମାନେ ପଦରେ ଓ ବାକ୍ୟରେ ପ୍ରତୀତ ହେବେ । ଯଥା, ଦୁଃଶ୍ରବତା, ବ୍ରୀଡ଼ା ଅଶ୍ଳୀଳତା, ଜୁଗୁପ୍‌ସା ଅଶ୍ଳୀଳତା, ଅମଙ୍ଗଳ ଅଶ୍ଳୀଳତା, ଅନୁଚିନ୍ତାର୍ଥତା, ଗ୍ରାମ୍ଯତ୍ବ, ଅପ୍ରତୀତତା, ନେୟାର୍ଥତା, ନିହିତାର୍ଥତା, କ୍ଲିଷ୍ଟତ୍ଵ, ବିରୁଦ୍ଧମତିକାରିତା, ଅପ୍ରଯୁକ୍ତତା, ସନ୍ଧିଗ୍ଧତା, ଅବାଚକତା, ଅବିମୃଷ୍ଟବିଧେୟାଂଶ ଭାବ । ଉଲ୍ଲିଖିତ ଦୋଷମାନଙ୍କ ମଧରୁ କେତେକ ପଦାଂଶରେ ହୁଅନ୍ତି । ନିରର୍ଥକତା, ଅସମର୍ଥତା, ଚ୍ୟୁତସଂସ୍କାରତା ଏହି ତିନିଗୋଟି ଦୋଷ କେବଳ ପଦରେ ହେବ ! ଉକ୍ତ ଦୁଃଶ୍ରବତାଦି ପଞ୍ଚଦଶ ପ୍ରକାର ଦେଷମାନେ ପଦରେ ଯେପରି ପ୍ରକାଶ ହୁଅନ୍ତି, ତାହାର ଉଦାହରଣ ନିମ୍ନରେ ଦିଆଯାଉଅଛି । ଦୁଃଶ୍ରବତା - ପରୁଷବର୍ଣ୍ଣନ ଦ୍ବାରା ଯେ ଶ୍ରୁତିର ଦୁଃଖାବହତାକୁ ଦୁଃଶ୍ରବ ବୋଲି । ଯଥା, ଆପଣଙ୍କ ଦ୍ବାରା ଆମ୍ଭେ କାର୍ତ୍ତ୍ଯାର୍ଥ୍ଯକୁ ପ୍ରାପ୍ତ ହେଲୁଁ । ଅତ୍ର କାର୍ତ୍ତ୍ଯାର୍ଥ୍ଯ ପଦ ଦୁଃଶ୍ରବ । ବ୍ରୀଡାଅଶ୍ଳୀଳତା - ଯଥା, ତୁମର ବିଜୟ ବିଷୟରେ ମହତ୍ ସାଧନ ଅଛି । ଅତ୍ର ସାଧନ ଶବ୍ଦ ଅଧମାଙ୍ଗର ବ୍ୟଞ୍ଜକ ହେବାରୁ ବ୍ରୀଡ଼ାକର ହେଲା । ଜୁଗୁପ୍ସା ଅଶ୍ଳୀଳତା - ଯଥା, (କବିତାବଳୀର ୧୫ ପୃଷ୍ଠାରେ) “ଯେଦିନୁ ହିନ୍ଦୁଏ ଏକତା ଛାଡ଼ିଲେ ପ୍ରମାଦ ପାଡ଼ିଲେ, ଦୁଷ୍ଟ ଯବନେ |" ଅତ୍ର ପାଡ଼ିଲେ, ଶବ୍ଦ ଜୁଗୁପ୍ସା । ଅମଙ୍ଗଳ ଅଶ୍ଳୀଳତା - ଯଥା, (କବିତାବଳୀର ୭ ପୃଷ୍ଠାରେ) “ତରୁଣ ସଙ୍ଗେ ମିଳି ନାନା ରଙ୍ଗରେ ଗମନ୍ତି କାଳ ଆହା କି ଆମୋଦରେ ।" ଅତ୍ର କାଳ ଶବ୍ଦର ସହଯୋଗରେ ଗମନ୍ତି ଶବ୍ଦ ମରଣାର୍ଥର ସୂଚକ ହେବାରୁ ଅମଙ୍ଗଳ ହେଲା ।<noinclude></noinclude> 0c312rmxhwpj6ln9z39p4sy1zh6h11v 54085 54084 2022-08-16T13:00:48Z Swetaketu20 1900 /* ପ୍ରମାଣିତ ହୋଇନଥିବା */ proofread-page text/x-wiki <noinclude><pagequality level="1" user="Swetaketu20" /></noinclude>ଚତୁର୍ଥ ପରିଚ୍ଛେଦ ଦୋଷ ନିରୂପଣ ରସର ଅପକର୍ଷକାରୀକୁ ଦୋଷ ବୋଲି । ଏହି ଦୋଷ ନାନାପ୍ରକାର ହୋଇ ପଦରେ, ପଦାଂଶରେ, ବାକ୍ୟରେ, ଅର୍ଥରେ ଓ ରସରେ ଏପରି ପାଞ୍ଚ ସ୍ଥଳରେ ହୁଏ । ପ୍ରଥମତଃ ସାମାନ୍ୟରେ ନିମ୍ନଲିଖିତ ଦୋଷମାନେ ପଦରେ ଓ ବାକ୍ୟରେ ପ୍ରତୀତ ହେବେ । ଯଥା, ଦୁଃଶ୍ରବତା, ବ୍ରୀଡ଼ା ଅଶ୍ଳୀଳତା, ଜୁଗୁପ୍‌ସା ଅଶ୍ଳୀଳତା, ଅମଙ୍ଗଳ ଅଶ୍ଳୀଳତା, ଅନୁଚିନ୍ତାର୍ଥତା, ଗ୍ରାମ୍ଯତ୍ବ, ଅପ୍ରତୀତତା, ନେୟାର୍ଥତା, ନିହିତାର୍ଥତା, କ୍ଲିଷ୍ଟତ୍ଵ, ବିରୁଦ୍ଧମତିକାରିତା, ଅପ୍ରଯୁକ୍ତତା, ସନ୍ଧିଗ୍ଧତା, ଅବାଚକତା, ଅବିମୃଷ୍ଟବିଧେୟାଂଶ ଭାବ । ଉଲ୍ଲିଖିତ ଦୋଷମାନଙ୍କ ମଧରୁ କେତେକ ପଦାଂଶରେ ହୁଅନ୍ତି । ନିରର୍ଥକତା, ଅସମର୍ଥତା, ଚ୍ୟୁତସଂସ୍କାରତା ଏହି ତିନିଗୋଟି ଦୋଷ କେବଳ ପଦରେ ହେବ ! ଉକ୍ତ ଦୁଃଶ୍ରବତାଦି ପଞ୍ଚଦଶ ପ୍ରକାର ଦେଷମାନେ ପଦରେ ଯେପରି ପ୍ରକାଶ ହୁଅନ୍ତି, ତାହାର ଉଦାହରଣ ନିମ୍ନରେ ଦିଆଯାଉଅଛି । ଦୁଃଶ୍ରବତା - ପରୁଷବର୍ଣ୍ଣନ ଦ୍ବାରା ଯେ ଶ୍ରୁତିର ଦୁଃଖାବହତାକୁ ଦୁଃଶ୍ରବ ବୋଲି । ଯଥା, ଆପଣଙ୍କ ଦ୍ବାରା ଆମ୍ଭେ କାର୍ତ୍ତ୍ଯାର୍ଥ୍ଯକୁ ପ୍ରାପ୍ତ ହେଲୁଁ । ଅତ୍ର କାର୍ତ୍ତ୍ଯାର୍ଥ୍ଯ ପଦ ଦୁଃଶ୍ରବ । ବ୍ରୀଡାଅଶ୍ଳୀଳତା - ଯଥା, ତୁମର ବିଜୟ ବିଷୟରେ ମହତ୍ ସାଧନ ଅଛି । ଅତ୍ର ସାଧନ ଶବ୍ଦ ଅଧମାଙ୍ଗର ବ୍ୟଞ୍ଜକ ହେବାରୁ ବ୍ରୀଡ଼ାକର ହେଲା । ଜୁଗୁପ୍ସା ଅଶ୍ଳୀଳତା - ଯଥା, (କବିତାବଳୀର ୧୫ ପୃଷ୍ଠାରେ) “ଯେଦିନୁ ହିନ୍ଦୁଏ ଏକତା ଛାଡ଼ିଲେ ପ୍ରମାଦ ପାଡ଼ିଲେ, ଦୁଷ୍ଟ ଯବନେ |" ଅତ୍ର ପାଡ଼ିଲେ, ଶବ୍ଦ ଜୁଗୁପ୍ସା । ଅମଙ୍ଗଳ ଅଶ୍ଳୀଳତା - ଯଥା, (କବିତାବଳୀର ୭ ପୃଷ୍ଠାରେ) “ତରୁଣ ସଙ୍ଗେ ମିଳି ନାନା ରଙ୍ଗରେ ଗମନ୍ତି କାଳ ଆହା କି ଆମୋଦରେ ।" ଅତ୍ର କାଳ ଶବ୍ଦର ସହଯୋଗରେ ଗମନ୍ତି ଶବ୍ଦ ମରଣାର୍ଥର ସୂଚକ ହେବାରୁ ଅମଙ୍ଗଳ ହେଲା ।<noinclude></noinclude> 39oao0nb7rb66r3dc46smy5a562lujn 54086 54085 2022-08-16T13:41:51Z Swetaketu20 1900 /* ପ୍ରମାଣିତ କରିବେ */ proofread-page text/x-wiki <noinclude><pagequality level="3" user="Swetaketu20" /></noinclude>ଚତୁର୍ଥ ପରିଚ୍ଛେଦ ଦୋଷ ନିରୂପଣ ରସର ଅପକର୍ଷକାରୀକୁ ଦୋଷ ବୋଲି । ଏହି ଦୋଷ ନାନାପ୍ରକାର ହୋଇ ପଦରେ, ପଦାଂଶରେ, ବାକ୍ୟରେ, ଅର୍ଥରେ ଓ ରସରେ ଏପରି ପାଞ୍ଚ ସ୍ଥଳରେ ହୁଏ । ପ୍ରଥମତଃ ସାମାନ୍ୟରେ ନିମ୍ନଲିଖିତ ଦୋଷମାନେ ପଦରେ ଓ ବାକ୍ୟରେ ପ୍ରତୀତ ହେବେ । ଯଥା, ଦୁଃଶ୍ରବତା, ବ୍ରୀଡ଼ା ଅଶ୍ଳୀଳତା, ଜୁଗୁପ୍‌ସା ଅଶ୍ଳୀଳତା, ଅମଙ୍ଗଳ ଅଶ୍ଳୀଳତା, ଅନୁଚିନ୍ତାର୍ଥତା, ଗ୍ରାମ୍ଯତ୍ବ, ଅପ୍ରତୀତତା, ନେୟାର୍ଥତା, ନିହିତାର୍ଥତା, କ୍ଲିଷ୍ଟତ୍ଵ, ବିରୁଦ୍ଧମତିକାରିତା, ଅପ୍ରଯୁକ୍ତତା, ସନ୍ଧିଗ୍ଧତା, ଅବାଚକତା, ଅବିମୃଷ୍ଟବିଧେୟାଂଶ ଭାବ । ଉଲ୍ଲିଖିତ ଦୋଷମାନଙ୍କ ମଧରୁ କେତେକ ପଦାଂଶରେ ହୁଅନ୍ତି । ନିରର୍ଥକତା, ଅସମର୍ଥତା, ଚ୍ୟୁତସଂସ୍କାରତା ଏହି ତିନିଗୋଟି ଦୋଷ କେବଳ ପଦରେ ହେବ ! ଉକ୍ତ ଦୁଃଶ୍ରବତାଦି ପଞ୍ଚଦଶ ପ୍ରକାର ଦେଷମାନେ ପଦରେ ଯେପରି ପ୍ରକାଶ ହୁଅନ୍ତି, ତାହାର ଉଦାହରଣ ନିମ୍ନରେ ଦିଆଯାଉଅଛି । ଦୁଃଶ୍ରବତା - ପରୁଷବର୍ଣ୍ଣନ ଦ୍ବାରା ଯେ ଶ୍ରୁତିର ଦୁଃଖାବହତାକୁ ଦୁଃଶ୍ରବ ବୋଲି । ଯଥା, ଆପଣଙ୍କ ଦ୍ବାରା ଆମ୍ଭେ କାର୍ତ୍ତ୍ଯାର୍ଥ୍ଯକୁ ପ୍ରାପ୍ତ ହେଲୁଁ । ଅତ୍ର କାର୍ତ୍ତ୍ଯାର୍ଥ୍ଯ ପଦ ଦୁଃଶ୍ରବ । ବ୍ରୀଡାଅଶ୍ଳୀଳତା - ଯଥା, ତୁମର ବିଜୟ ବିଷୟରେ ମହତ୍ ସାଧନ ଅଛି । ଅତ୍ର ସାଧନ ଶବ୍ଦ ଅଧମାଙ୍ଗର ବ୍ୟଞ୍ଜକ ହେବାରୁ ବ୍ରୀଡ଼ାକର ହେଲା । ଜୁଗୁପ୍ସା ଅଶ୍ଳୀଳତା - ଯଥା, (କବିତାବଳୀର ୧୫ ପୃଷ୍ଠାରେ) “ଯେଦିନୁ ହିନ୍ଦୁଏ ଏକତା ଛାଡ଼ିଲେ ପ୍ରମାଦ ପାଡ଼ିଲେ, ଦୁଷ୍ଟ ଯବନେ |" ଅତ୍ର ପାଡ଼ିଲେ, ଶବ୍ଦ ଜୁଗୁପ୍ସା । ଅମଙ୍ଗଳ ଅଶ୍ଳୀଳତା - ଯଥା, (କବିତାବଳୀର ୭ ପୃଷ୍ଠାରେ) “ତରୁଣ ସଙ୍ଗେ ମିଳି ନାନା ରଙ୍ଗରେ ଗମନ୍ତି କାଳ ଆହା କି ଆମୋଦରେ ।" ଅତ୍ର କାଳ ଶବ୍ଦର ସହଯୋଗରେ ଗମନ୍ତି ଶବ୍ଦ ମରଣାର୍ଥର ସୂଚକ ହେବାରୁ ଅମଙ୍ଗଳ ହେଲା ।<noinclude></noinclude> kp0kqk6zd7vpdo8rmlnsxh9qcudanep ସୂଚୀ:ସ୍ୱାମୀ ବିବେକାନନ୍ଦ ବାଣୀ ଓ ରଚନା, ଖଣ୍ଡ ୧.pdf 252 10041 54089 37260 2022-08-16T13:46:25Z Swetaketu20 1900 proofread-index text/x-wiki {{:MediaWiki:Proofreadpage_index_template |Type=book |Title=ସ୍ୱାମୀ ବିବେକାନନ୍ଦ ବାଣୀ ଓ ରଚନା, ଖଣ୍ଡ ୧ |Language=or |Volume=୧ |Author=ସ୍ୱାମୀ ବିବେକାନନ୍ଦ |Translator= |Editor= |Illustrator= |School= |Publisher=ରାମକୃଷ୍ଣ ମଠ |Address= |Year= |Key= |ISBN= |OCLC= |LCCN= |BNF_ARK= |ARC= |Source=pdf |Image=1 |Progress=C |Pages=<pagelist /> |Volumes= |Remarks= |Width= |Css= |Header= |Footer= }} q9hfhptj2c70dhchkyvigj28gkhzvcp ପୃଷ୍ଠା:ସ୍ୱାମୀ ବିବେକାନନ୍ଦ ବାଣୀ ଓ ରଚନା, ଖଣ୍ଡ ୧.pdf/୨ 250 10990 54090 50836 2022-08-16T13:48:26Z Swetaketu20 1900 /* ପ୍ରମାଣିତ କରିବେ */ proofread-page text/x-wiki <noinclude><pagequality level="3" user="Swetaketu20" /></noinclude>ପ୍ରକାଶକ ସ୍ଵାମୀ ଆମ୍ବପ୍ରଭାନନ୍ଦ ଅଧ୍ୟକ୍ଷ, ରାମକୃଷ୍ଣ ମଠ ବିବେକାନନ୍ଦ ମାର୍ଗ ଭୁବନେଶ୍ବର-୭୫୧ ୦୦୨ ଫୋନ୍ – (୦୬୭୪) ୨୪୩ ୨୦୨୮, ୨୪୩ ୦୦୫୯ Email : bhubaneswar@rkmm.org ସର୍ବସତ୍ତ୍ୱ ସଂରକ୍ଷିତ ପ୍ରଥମ ସଂସ୍କରଣ : ୧୭ ଜାନୁୟାରୀ ୧୯୬୩ ତୃତୀୟ ସଂସ୍କରଣ : ୨୯ ଜୁଲାଇ ୨୦୦୯ ପ୍ରଥମ ପୁନର୍ମୁଦ୍ରଣ : ୫ ଏପ୍ରିଲ ୨୦୧୭ ଶ୍ରୀରାମନବମୀ ୧ooo ମୂଲ୍ୟ ଟ. ୧୫୦.୦୦ ମୁଦ୍ରାକର : ହିନ୍ଦୁସ୍ଥାନ ପ୍ରିଣ୍ଟିଙ୍ଗ୍ ଏଣ୍ଡ ବାଇଣ୍ଡି ୱାସ୍ ଏ/୪୮, ରାମେଶ୍ୱର ପାଟଣା ଭୁବନେଶ୍ଵର -୭୫୧ ୦୦୨ SWAMI VIVEKANANDANKA VANORACHANA, Vol.-I : Published by Ramakrishna Math, Vivekananda Marg, Bhubaneswar - 751 002; 3RD Edition 1ST Reprint on 5TH April 2017; Price : ₹ One Hundred & Fifty only.<noinclude></noinclude> l3odnjumro7844n57lg0h8qi25eo4ca ପୃଷ୍ଠା:ସ୍ୱାମୀ ବିବେକାନନ୍ଦ ବାଣୀ ଓ ରଚନା, ଖଣ୍ଡ ୧.pdf/୧୯୧ 250 11361 54087 54083 2022-08-16T13:44:41Z Swetaketu20 1900 proofread-page text/x-wiki <noinclude><pagequality level="1" user="Swetaketu20" /></noinclude>''''''ତୃତୀୟ ଅଧ୍ୟାୟ ପ୍ରାଣ'''''' କେହି କେହି ମନେ କରନ୍ତି, ପ୍ରାଣାୟାମ ହେଉଛି ଶ୍ଵାସ-ପ୍ରଶ୍ଵାସର କୌଣସି ଏକ କ୍ରିୟା, କିନ୍ତୁ ବାସ୍ତବିକ ତାହା ନୁହେଁ । ପ୍ରକୃତ ପକ୍ଷେ ଶ୍ବାସ-ପ୍ରଶ୍ୱାସ ସହିତ ଏହାର ସମ୍ବନ୍ଧ ଅତି ସାମାନ୍ୟ । ପ୍ରକୃତରେ ପ୍ରାଣାୟାମ ସାଧନ କରିବାକୁ ହେଲେ ଅନେକଗୁଡ଼ିଏ କ୍ରିୟା କରିବାକୁ ହୁଏ । ଶ୍ୱାସ- ପ୍ରଶ୍ଵାସର କ୍ରିୟା ସେଗୁଡ଼ିକ ମଧ୍ୟରୁ ଗୋଟିଏ । ପ୍ରାଣାୟାମର ଅର୍ଥ ପ୍ରାଣର ସଂଯମ । ଭାରତୀୟ ଦାର୍ଶନିକଗଣଙ୍କ ମତରେ ସମଗ୍ର ଜଗତ ଦୁଇଟି ଉପାଦାନରେ ନିର୍ମିତ । ତା’ ମଧ୍ୟରୁ ଗୋଟିକର ନାମ ‘ଆକାଶ’ । ଏହି ଆକାଶ ଗୋଟିଏ ସର୍ବବ୍ୟାପୀ ସତ୍ତା । ଯାହାର ଆକାର ଅଛି, ଯାହା ଅନ୍ୟାନ୍ୟ ବସ୍ତୁର ମିଶ୍ରଣରେ ଉତ୍ପନ୍ନ, ତାହା ହିଁ ଏହି ଆକାଶରୁ ଉତ୍ପନ୍ନ ହୋଇଅଛି । ଏହି ଆକାଶ ହିଁ ବାୟୁରେ ପରିଣତ ହୁଏ । ଆକାଶ ହିଁ ତରଳ ପଦାର୍ଥର ରୂପ ଧାରଣ କରେ, ଏହା ହିଁ ପୁଣି କଠିନାକାର ପ୍ରାପ୍ତ ହୁଏ; ଏହି ଆକାଶ ସୂର୍ଯ୍ୟ, ପୃଥ୍ବୀ, ନକ୍ଷତ୍ର, ଧୂମକେତୁ ପ୍ରଭୃତି ରୂପେ ପରିଣତ ହୁଏ । ପ୍ରତ୍ୟେକ ଶରୀର—ପଶୁ ଶରୀର, ଉଭିଦ, ପ୍ରଭୃତି ଯେଉଁ ସକଳ ରୂପ ଆମେ ଦେଖିବାକୁ ପାଉ, ଯେଉଁ ସବୁ ବସ୍ତୁ ଆମେ ଇନ୍ଦ୍ରିୟଦ୍ଵାରା ଅନୁଭବ କରୁ, ତାହା ପ୍ରତ୍ୟେକଟି ଆକାଶରୁ ଉତ୍ପନ୍ନ । ଏହି ଆକାଶକୁ ଇନ୍ଦ୍ରିୟମାନଙ୍କଦ୍ୱାରା ଉପଲବ୍ଧ କରିହେବ ନାହିଁ; ଏହା ଏତେ ସୂକ୍ଷ୍ମ ଯେ, ସାଧାରଣ ଅନୁଭୂତିର ଅତୀତ । ଯେତେବେଳେ ଏହା ସ୍ଥୂଳ ହୋଇ କୌଣସି ଆକାର ଧାରଣ କରେ, ଆମେ ସେତେବେଳେ ତାହା ଅନୁଭବ କରିଥାଉ । ସୃଷ୍ଟିର ଆରମ୍ଭରେ କେବଳ ଏହି ଆକାଶ ଥାଏ । ପୁନଶ୍ଚ କଳ୍ପାନ୍ତେ ସମୁଦାୟ କଠିନ, ତରଳ ଓ ବାୟବୀୟ ପଦାର୍ଥ—ସବୁ କିଛି ଆକାଶରେ ଲୟ ହୁଏ । ପରବର୍ତ୍ତୀ ସୃଷ୍ଟି ଏହି ରୂପେ ଆକାଶରୁ ହିଁ ଉତ୍ପନ୍ନ ହୋଇଥାଏ । କେଉଁ ଶକ୍ତିର ପ୍ରଭାବରେ ଆକାଶ ଜଗତରୂପେ ପରିଣତ ହୁଏ ? – ପ୍ରାଣର ଶକ୍ତିରେ । ଯେପରି ଆକାଶ ଏହି ଜଗତର ସର୍ବବ୍ୟାପୀ ଉପାଦାନ, ପ୍ରାଣ ମଧ୍ୟ ସେହିପରି ଏହି ଜଗତର ଅନନ୍ତ ସର୍ବବ୍ୟାପୀ ପ୍ରକାଶିକା ଶକ୍ତି । କଳ୍ପର ଆଦିରେ ଓ ଅନ୍ତରେ ସବୁକିଛି ଆକାଶରେ ପରିଣତ ହୁଏ, ଜଗତରେ ସକଳ ଶକ୍ତି ପୁଣି ପ୍ରାଣରେ ଲୟ ହୁଏ; ପର କଳ୍ପରେ ପୁନଶ୍ଚ ଏହି ପ୍ରାଣରୁ ବିଭିନ୍ନ ଶକ୍ତିର ବିକାଶ ହୁଏ । ଏହି ପ୍ରାଣ ହିଁ ଗତିରୂପେ ପ୍ରକାଶ ପାଉଅଛି, ଏହି ପ୍ରାଣ ହିଁ ମାଧ୍ୟାକର୍ଷଣ ଅଥବା ଚୁମ୍ବକ ଶକ୍ତିରୂପେ ପ୍ରକାଶ ପାଉଅଛି । ଏହି ପ୍ରାଣ ହିଁ ସ୍ନାୟୁ-ଶକ୍ତି-ପ୍ରବାହ ରୂପେ ( nerve current), ଚିନ୍ତାଶକ୍ତି ରୂପେ ଓ ଦୈହିକ ସମୁଦାୟ କ୍ରିୟାରୂପେ ପ୍ରକାଶିତ ହୋଇଅଛି । ଚିନ୍ତାଶକ୍ତିରୁ ଆରମ୍ଭ କରି ସ୍ଥୂଳତମ ଶକ୍ତି ପର୍ଯ୍ୟନ୍ତ ସବୁ କିଛି ପ୍ରାଣର ବିକାଶ । ବାହ୍ୟ ଓ ଅନ୍ତର୍ଜଗତର ସକଳ ଶକ୍ତି ଯେତେବେଳେ ସେମାନଙ୍କର ମୂଳାବସ୍ଥାକୁ ଗମନ କରନ୍ତି, ସେତେବେଳେ ସେହି ସମଷ୍ଟିକୁ ହିଁ ପ୍ରାଣ କୁହାଯାଏ । ଯେତେବେଳେ ଅସ୍ତି ବା ନାସ୍ତି କିଛି<noinclude></noinclude> duwcujj7v3qwtpw2gs3y4795zkr7bkz 54088 54087 2022-08-16T13:45:10Z Swetaketu20 1900 proofread-page text/x-wiki <noinclude><pagequality level="1" user="Swetaketu20" /></noinclude>''''''ତୃତୀୟ ଅଧ୍ୟାୟ ପ୍ରାଣ'''''' କେହି କେହି ମନେ କରନ୍ତି, ପ୍ରାଣାୟାମ ହେଉଛି ଶ୍ଵାସ-ପ୍ରଶ୍ଵାସର କୌଣସି ଏକ କ୍ରିୟା, କିନ୍ତୁ ବାସ୍ତବିକ ତାହା ନୁହେଁ । ପ୍ରକୃତ ପକ୍ଷେ ଶ୍ବାସ-ପ୍ରଶ୍ୱାସ ସହିତ ଏହାର ସମ୍ବନ୍ଧ ଅତି ସାମାନ୍ୟ । ପ୍ରକୃତରେ ପ୍ରାଣାୟାମ ସାଧନ କରିବାକୁ ହେଲେ ଅନେକଗୁଡ଼ିଏ କ୍ରିୟା କରିବାକୁ ହୁଏ । ଶ୍ୱାସ- ପ୍ରଶ୍ଵାସର କ୍ରିୟା ସେଗୁଡ଼ିକ ମଧ୍ୟରୁ ଗୋଟିଏ । ପ୍ରାଣାୟାମର ଅର୍ଥ ପ୍ରାଣର ସଂଯମ । ଭାରତୀୟ ଦାର୍ଶନିକଗଣଙ୍କ ମତରେ ସମଗ୍ର ଜଗତ ଦୁଇଟି ଉପାଦାନରେ ନିର୍ମିତ । ତା’ ମଧ୍ୟରୁ ଗୋଟିକର ନାମ ‘ଆକାଶ’ । ଏହି ଆକାଶ ଗୋଟିଏ ସର୍ବବ୍ୟାପୀ ସତ୍ତା । ଯାହାର ଆକାର ଅଛି, ଯାହା ଅନ୍ୟାନ୍ୟ ବସ୍ତୁର ମିଶ୍ରଣରେ ଉତ୍ପନ୍ନ, ତାହା ହିଁ ଏହି ଆକାଶରୁ ଉତ୍ପନ୍ନ ହୋଇଅଛି । ଏହି ଆକାଶ ହିଁ ବାୟୁରେ ପରିଣତ ହୁଏ । ଆକାଶ ହିଁ ତରଳ ପଦାର୍ଥର ରୂପ ଧାରଣ କରେ, ଏହା ହିଁ ପୁଣି କଠିନାକାର ପ୍ରାପ୍ତ ହୁଏ; ଏହି ଆକାଶ ସୂର୍ଯ୍ୟ, ପୃଥ୍ବୀ, ନକ୍ଷତ୍ର, ଧୂମକେତୁ ପ୍ରଭୃତି ରୂପେ ପରିଣତ ହୁଏ । ପ୍ରତ୍ୟେକ ଶରୀର—ପଶୁ ଶରୀର, ଉଭିଦ, ପ୍ରଭୃତି ଯେଉଁ ସକଳ ରୂପ ଆମେ ଦେଖିବାକୁ ପାଉ, ଯେଉଁ ସବୁ ବସ୍ତୁ ଆମେ ଇନ୍ଦ୍ରିୟଦ୍ଵାରା ଅନୁଭବ କରୁ, ତାହା ପ୍ରତ୍ୟେକଟି ଆକାଶରୁ ଉତ୍ପନ୍ନ । ଏହି ଆକାଶକୁ ଇନ୍ଦ୍ରିୟମାନଙ୍କଦ୍ୱାରା ଉପଲବ୍ଧ କରିହେବ ନାହିଁ; ଏହା ଏତେ ସୂକ୍ଷ୍ମ ଯେ, ସାଧାରଣ ଅନୁଭୂତିର ଅତୀତ । ଯେତେବେଳେ ଏହା ସ୍ଥୂଳ ହୋଇ କୌଣସି ଆକାର ଧାରଣ କରେ, ଆମେ ସେତେବେଳେ ତାହା ଅନୁଭବ କରିଥାଉ । ସୃଷ୍ଟିର ଆରମ୍ଭରେ କେବଳ ଏହି ଆକାଶ ଥାଏ । ପୁନଶ୍ଚ କଳ୍ପାନ୍ତେ ସମୁଦାୟ କଠିନ, ତରଳ ଓ ବାୟବୀୟ ପଦାର୍ଥ—ସବୁ କିଛି ଆକାଶରେ ଲୟ ହୁଏ । ପରବର୍ତ୍ତୀ ସୃଷ୍ଟି ଏହି ରୂପେ ଆକାଶରୁ ହିଁ ଉତ୍ପନ୍ନ ହୋଇଥାଏ । କେଉଁ ଶକ୍ତିର ପ୍ରଭାବରେ ଆକାଶ ଜଗତରୂପେ ପରିଣତ ହୁଏ ? – ପ୍ରାଣର ଶକ୍ତିରେ । ଯେପରି ଆକାଶ ଏହି ଜଗତର ସର୍ବବ୍ୟାପୀ ଉପାଦାନ, ପ୍ରାଣ ମଧ୍ୟ ସେହିପରି ଏହି ଜଗତର ଅନନ୍ତ ସର୍ବବ୍ୟାପୀ ପ୍ରକାଶିକା ଶକ୍ତି । କଳ୍ପର ଆଦିରେ ଓ ଅନ୍ତରେ ସବୁକିଛି ଆକାଶରେ ପରିଣତ ହୁଏ, ଜଗତରେ ସକଳ ଶକ୍ତି ପୁଣି ପ୍ରାଣରେ ଲୟ ହୁଏ; ପର କଳ୍ପରେ ପୁନଶ୍ଚ ଏହି ପ୍ରାଣରୁ ବିଭିନ୍ନ ଶକ୍ତିର ବିକାଶ ହୁଏ । ଏହି ପ୍ରାଣ ହିଁ ଗତିରୂପେ ପ୍ରକାଶ ପାଉଅଛି, ଏହି ପ୍ରାଣ ହିଁ ମାଧ୍ୟାକର୍ଷଣ ଅଥବା ଚୁମ୍ବକ ଶକ୍ତିରୂପେ ପ୍ରକାଶ ପାଉଅଛି । ଏହି ପ୍ରାଣ ହିଁ ସ୍ନାୟୁ-ଶକ୍ତି-ପ୍ରବାହ ରୂପେ ( nerve current), ଚିନ୍ତାଶକ୍ତି ରୂପେ ଓ ଦୈହିକ ସମୁଦାୟ କ୍ରିୟାରୂପେ ପ୍ରକାଶିତ ହୋଇଅଛି । ଚିନ୍ତାଶକ୍ତିରୁ ଆରମ୍ଭ କରି ସ୍ଥୂଳତମ ଶକ୍ତି ପର୍ଯ୍ୟନ୍ତ ସବୁ କିଛି ପ୍ରାଣର ବିକାଶ । ବାହ୍ୟ ଓ ଅନ୍ତର୍ଜଗତର ସକଳ ଶକ୍ତି ଯେତେବେଳେ ସେମାନଙ୍କର ମୂଳାବସ୍ଥାକୁ ଗମନ କରନ୍ତି, ସେତେବେଳେ ସେହି ସମଷ୍ଟିକୁ ହିଁ ପ୍ରାଣ କୁହାଯାଏ । ଯେତେବେଳେ ଅସ୍ତି ବା ନାସ୍ତି କିଛି<noinclude></noinclude> 6knwy6vznsfsworah5uy755jph4xpd1 ପୃଷ୍ଠା:ସ୍ୱାମୀ ବିବେକାନନ୍ଦ ବାଣୀ ଓ ରଚନା, ଖଣ୍ଡ ୧.pdf/୨୨ 250 11362 54092 2022-08-17T05:13:55Z Swetaketu20 1900 /* ପ୍ରମାଣିତ ହୋଇନଥିବା */ proofread-page text/x-wiki <noinclude><pagequality level="1" user="Swetaketu20" /></noinclude>ଅଭ୍ୟର୍ଥନାର ଉତ୍ତର ୧୮୯୩ ସେପ୍ଟେମ୍ବର ୧୧ ତାରିଖ ଚିକୋଗୋ ଧର୍ମ ମହାସଭାର ପ୍ରଥମ ଦିବସର ଅଧ୍ଵବେଶନରେ ସଭାପତି କାର୍ଡିନାଲ୍ ଗିନ୍ସ୍ ଶ୍ରୋତୃମଣ୍ଡଳୀଙ୍କ ନିକଟରେ ପରିଚୟ କରାଇଦେବା ପରେ ଅଭ୍ୟର୍ଥନାର ଉତ୍ତରରେ ସ୍ଵାମୀଜୀ କହିଲେ : ହେ ଆମେରିକାବାସୀ ଭଗିନୀ ଓ ଭ୍ରାତୃବୃନ୍ଦ, ଆଜି ଆପଣମାନେ ଆମମାନଙ୍କୁ ଯେଉଁ ଆନ୍ତରିକ ଓ ସାଦର ଅଭ୍ୟର୍ଥନା କରିଅଛନ୍ତି, ତାହାର ଉତ୍ତର ଦେବାକୁ ଯାଇ ମୋ ହୃଦୟ ଯାଇ ମୋ ହୃଦୟ ଅନିର୍ବାଚନୀୟ ଆନନ୍ଦରେ ପରିପୂର୍ଣ୍ଣ ହୋଇଯାଉଛି । ପୃଥିବୀରେ ସର୍ବପେକ୍ଷା ପ୍ରାଚୀନ ସନ୍ନ୍ୟାସୀ-ସମାଜ ପକ୍ଷରୁ ଆଜି ମୁଁ ଆପଣଙ୍କୁ ଧନ୍ୟବାଦ ଜଣାଉଛି । ସର୍ବଧର୍ମର ଜନନୀସ୍ବରୂପା ଯେଉଁ ହିନ୍ଦୁଧର୍ମ, ତାହାର ପ୍ରତିନିଧୂ ହୋଇ ମୁଁ ଆପଣଙ୍କୁ ଧନ୍ୟବାଦ ଜ୍ଞାପନ କରୁଛି । ସମସ୍ତ ହିନ୍ଦୁ ଜାତି ଓ ସମ୍ପ୍ରଦାୟ ଅନ୍ତର୍ଗତ କୋଟି କୋଟି ନରନାରୀଙ୍କ ପକ୍ଷରୁ ମୁଁ ଆପଣଙ୍କୁ ଧନ୍ୟବାଦ ଜଣାଉଛି । ଏହି ସଭାମଞ୍ଚରେ ସେହି କେତେଜଣ ବକ୍ତାଙ୍କୁ ମୁଁ ଧନ୍ୟବାଦ ଜଣାଉଛି, ଯେଉଁମାନେ ପ୍ରାଚ୍ୟଦେଶୀୟ ପ୍ରତିନିସ୍‌ଙ୍କ ସମ୍ବନ୍ଧରେ ମନ୍ତବ୍ୟ ପ୍ରକାଶ କଲେ ଯେ, ଅତି ଦୂର ଦେଶନିବାସୀ ଜାତିସମୂହ ମଧ୍ୟରୁ ଯେଉଁମାନେ ଏଠାରେ ସମାଗତ ହୋଇଛନ୍ତି, ସେମାନେ ମଧ୍ୟ ବିଭିନ୍ନ ଦେଶରେ ପରଧର୍ମ ସହିଷ୍ଣୁତାର ଭାବ ପ୍ରଚାର କରିବାର ଗୌରବ ଦାବୀ କରିପାରନ୍ତି । ଯେଉଁ ଧର୍ମ- ଜଗତକୁ ଆବହମାନକାଳରୁ ପରମତସହିଷ୍ଣୁତା ଓ ସର୍ବବିଧ ମତ ସ୍ବୀକାର କରିବାକୁ ଶିକ୍ଷାଦେଇ ଆସୁଛି, ମୁଁ ସେହି ଧର୍ମଭୁକ୍ତ ବୋଲି ନିଜକୁ ଗୌରବାନ୍ବିତ ବୋଲି ମନେକରେ । ଆମେମାନେ ଯେ କେବଳ ସବୁ ଧର୍ମକୁ ସହ୍ୟ କରୁ ତାହା ନୁହେଁ, ବରଂ ସବୁଧର୍ମ ଗୁଡ଼ିକୁ ଆମେ ସତ୍ୟ ବୋଲି ବିଶ୍ଵାସ କରୁ । ଯେଉଁ ଧର୍ମର ପବିତ୍ର ସଂସ୍କୃତ ଭାଷାରେ ଇଂରାଜୀ ଶବ୍ଦ ‘ଏକ୍‌ସକୁ ଶନ୍‌’କୁ (ଭାବାର୍ଥ: ବହିଷ୍କରଣ, ପରିବର୍ଜନ) ଅନୁବାଦ କରାଯାଏ ନାହିଁ, ମୁଁ ସେହି ଧର୍ମଭୁକ୍ତ ବୋଲି ଗର୍ବ ଅନୁଭବ କରେ । ଯେଉଁ ଜାତି ପୃଥିବୀର ସମସ୍ତ ଧର୍ମର ଓ ସକଳ ଜାତିର ନିପୀଡ଼ିତ ଓ ଆଶ୍ରୟ ପ୍ରାର୍ଥୀମାନଙ୍କୁ ଚିରକାଳ ଆଶ୍ରୟ ଦେଇଆସିଛି, ମୁଁ ସେହି ଜାତିର ଅନ୍ତର୍ଭୁକ୍ତ ବୋଲି ନିଜକୁ ଗୌରବାନ୍ଵିତ ମନେ କରେ । ମୁଁ ଆପଣମାନଙ୍କୁ ଏକଥା କହିବାରେ ଗର୍ବ ଅନୁଭବ କରୁଛି ଯେ, ଆମେ ଇହୁଦୀମାନଙ୍କର ଖାଣ୍ଟି ବଂଶଧରଗଣଙ୍କର ଅବଶିଷ୍ଟ ଅଂଶକୁ ଆଦର ସହକାରେ ହୃଦୟରେ ଧାରଣ କରି ରଖୁଛୁ; ଯେଉଁ ବର୍ଷ ରୋମକମାନଙ୍କ ଉଭୟଙ୍କର ଉପୀଡ଼ନରେ ଇହୁଦୀ ଜାତିର ପବତ୍ର ମନ୍ଦିରଗୁଡ଼ିକ ବିଧ୍ୱସ୍ତ ହେଲା, ସେହି ବର୍ଷ ସେମାନେ ଦକ୍ଷିଣ ଭାରତରେ ଉପନୀତ ହୋଇ ଆଶ୍ରୟପ୍ରାର୍ଥୀ ହୋଇଥିଲେ । ଜୋରୋୟାସ୍ତର ଅନୁଗାମୀ ମହାନ୍ ପାରସିକ ଜାତିର ଅବଶିଷ୍ଟାଶକୁ ଯେଉଁ ଧର୍ମାବଲମ୍ବୀଗଣ ଆଶ୍ରୟଦାନ କରିଥିଲେ ଏବଂ ଆଜି ପର୍ଯ୍ୟନ୍ତ ଯେଉଁମାନେ ସେମାନଙ୍କୁ ପ୍ରତିପାଳନ କରୁଛନ୍ତି, ମୁଁ ସେମାନଙ୍କର ଅନ୍ତର୍ଭୁକ୍ତ ।<noinclude></noinclude> bmhn4lx4mx6pcp0mjfhdrydo7d9uwqv