ଉଇକିପାଠାଗାର orwikisource https://or.wikisource.org/wiki/%E0%AC%AA%E0%AD%8D%E0%AC%B0%E0%AC%A7%E0%AC%BE%E0%AC%A8_%E0%AC%AA%E0%AD%83%E0%AC%B7%E0%AD%8D%E0%AC%A0%E0%AC%BE MediaWiki 1.47.0-wmf.24 first-letter ମାଧ୍ୟମ ବିଶେଷ ଆଲୋଚନା ବ୍ୟବହାରକାରୀ ବ୍ୟବହାରକାରୀଙ୍କ ଆଲୋଚନା ଉଇକିପାଠାଗାର ଉଇକିପାଠାଗାର ଆଲୋଚନା ଫାଇଲ ଫାଇଲ ଆଲୋଚନା ମିଡ଼ିଆଉଇକି ମିଡ଼ିଆଉଇକି ଆଲୋଚନା ଛାଞ୍ଚ ଛାଞ୍ଚ ଆଲୋଚନା ସହଯୋଗ ସହଯୋଗ ଆଲୋଚନା ଶ୍ରେଣୀ ଶ୍ରେଣୀ ଆଲୋଚନା ପୃଷ୍ଠା ପୃଷ୍ଠା ଆଲୋଚନା ସୂଚୀ ସୂଚୀ ଆଲୋଚନା TimedText TimedText talk ମଡ୍ୟୁଲ ମଡ୍ୟୁଲ ଆଲୋଚନା Event Event talk ପୃଷ୍ଠା:Adbhut Parinam (M Rath, 1915).pdf/୬୫ 250 12744 59706 2026-10-22T14:29:10Z Ssgapu22 248 /* ପ୍ରମାଣିତ ହୋଇନଥିବା */ "ବନ - ତୁମ୍ଭେ ଜାଣ ନାହିଁ । ଆଜି ପରା ଏପ୍ରିଲ ଫୁଲ ଦିନ - ଆଜି ବନ୍ଧୁମାନେ ଅବାଧରେ କେତେ ମଧୁର ଖେଳ ଖେଳନ୍ତି । ଏହା କହୁଁ କହୁଁ ସେ ଆସନରୁ ଉଠି ଜ୍ୟେଷ୍ଠପୁତ୍ରର ହାତ ଧରି ସେଆଡ଼କୁ ଅଗ୍ରସର ହେଲେ..." ନାଆଁରେ ପୃଷ୍ଠାଟିଏ ତିଆରିକଲେ 59706 proofread-page text/x-wiki <noinclude><pagequality level="1" user="Ssgapu22" /></noinclude>ବନ - ତୁମ୍ଭେ ଜାଣ ନାହିଁ । ଆଜି ପରା ଏପ୍ରିଲ ଫୁଲ ଦିନ - ଆଜି ବନ୍ଧୁମାନେ ଅବାଧରେ କେତେ ମଧୁର ଖେଳ ଖେଳନ୍ତି । ଏହା କହୁଁ କହୁଁ ସେ ଆସନରୁ ଉଠି ଜ୍ୟେଷ୍ଠପୁତ୍ରର ହାତ ଧରି ସେଆଡ଼କୁ ଅଗ୍ରସର ହେଲେ । କନିଷ୍ଠଟି ଜନନୀର ଅଙ୍କାସମରେ ଥାଇ ସେଠାକୁ ପଛେ ପଛେ ନୀତ ହେଲା ।<noinclude></noinclude> tfel1svryys0kward4bkp7d95h55yo5