ଉଇକିପାଠାଗାର
orwikisource
https://or.wikisource.org/wiki/%E0%AC%AA%E0%AD%8D%E0%AC%B0%E0%AC%A7%E0%AC%BE%E0%AC%A8_%E0%AC%AA%E0%AD%83%E0%AC%B7%E0%AD%8D%E0%AC%A0%E0%AC%BE
MediaWiki 1.47.0-wmf.24
first-letter
ମାଧ୍ୟମ
ବିଶେଷ
ଆଲୋଚନା
ବ୍ୟବହାରକାରୀ
ବ୍ୟବହାରକାରୀଙ୍କ ଆଲୋଚନା
ଉଇକିପାଠାଗାର
ଉଇକିପାଠାଗାର ଆଲୋଚନା
ଫାଇଲ
ଫାଇଲ ଆଲୋଚନା
ମିଡ଼ିଆଉଇକି
ମିଡ଼ିଆଉଇକି ଆଲୋଚନା
ଛାଞ୍ଚ
ଛାଞ୍ଚ ଆଲୋଚନା
ସହଯୋଗ
ସହଯୋଗ ଆଲୋଚନା
ଶ୍ରେଣୀ
ଶ୍ରେଣୀ ଆଲୋଚନା
ପୃଷ୍ଠା
ପୃଷ୍ଠା ଆଲୋଚନା
ସୂଚୀ
ସୂଚୀ ଆଲୋଚନା
TimedText
TimedText talk
ମଡ୍ୟୁଲ
ମଡ୍ୟୁଲ ଆଲୋଚନା
Event
Event talk
ପୃଷ୍ଠା:Adbhut Parinam (M Rath, 1915).pdf/୬୬
250
12745
59709
2026-10-25T16:04:03Z
Ssgapu22
248
/* ପ୍ରମାଣିତ ହୋଇନଥିବା */ "ବାହ୍ୟଜ୍ଞାନ କ୍ରମଶଃ ଅପସୃତ ହେବାକୁ ବସିଲା । ନିଷ୍ଠୁର ନିର୍ମମ ଜନମୋହନ ବେଳକାଳ ଉଣ୍ଡି ଆପଣାର ଚିର ଅଭୀପ୍ସିତ କର୍ମ ସମ୍ପାଦନରେ ଅଗ୍ରସର ହେଲେ । ଏଥି ମଧ୍ୟରେ ଥରେ ଦିଥର ଉଦ୍ୟତ ହୋଇ ସୁଦ୍ଧ..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
59709
proofread-page
text/x-wiki
<noinclude><pagequality level="1" user="Ssgapu22" /></noinclude>ବାହ୍ୟଜ୍ଞାନ କ୍ରମଶଃ ଅପସୃତ ହେବାକୁ ବସିଲା । ନିଷ୍ଠୁର ନିର୍ମମ ଜନମୋହନ ବେଳକାଳ ଉଣ୍ଡି ଆପଣାର ଚିର ଅଭୀପ୍ସିତ କର୍ମ ସମ୍ପାଦନରେ ଅଗ୍ରସର ହେଲେ । ଏଥି ମଧ୍ୟରେ ଥରେ ଦିଥର ଉଦ୍ୟତ ହୋଇ ସୁଦ୍ଧା ହସ୍ତ ସଙ୍କୁଚିତ କଲେଣି । କିନ୍ତୁ ସେଥି ପ୍ରତି କାହାରି ଦୃଷ୍ଟି ନାହିଁ । ଶେଷରେ ସିଦ୍ଧାନ୍ତ ହେଲା, ଆଉ ବିଳମ୍ବ କାହିଁକି? ଏହାର ଅଚିର ମରଣରେ ତ ନାରୀରତ୍ନଲାଭ ହେବ ! କ୍ରୀଡ଼ା ଛଳନାରେ ଯାହା କରାଯାଏ, ତାହା ତ ନୃଶଂସ କର୍ମ ନୁହେଁ !<noinclude></noinclude>
sehebizosqdo6vz8exjjtty6ci14cq0