ଉଇକିପାଠାଗାର
orwikisource
https://or.wikisource.org/wiki/%E0%AC%AA%E0%AD%8D%E0%AC%B0%E0%AC%A7%E0%AC%BE%E0%AC%A8_%E0%AC%AA%E0%AD%83%E0%AC%B7%E0%AD%8D%E0%AC%A0%E0%AC%BE
MediaWiki 1.48.0-wmf.4
first-letter
ମାଧ୍ୟମ
ବିଶେଷ
ଆଲୋଚନା
ବ୍ୟବହାରକାରୀ
ବ୍ୟବହାରକାରୀଙ୍କ ଆଲୋଚନା
ଉଇକିପାଠାଗାର
ଉଇକିପାଠାଗାର ଆଲୋଚନା
ଫାଇଲ
ଫାଇଲ ଆଲୋଚନା
ମିଡ଼ିଆଉଇକି
ମିଡ଼ିଆଉଇକି ଆଲୋଚନା
ଛାଞ୍ଚ
ଛାଞ୍ଚ ଆଲୋଚନା
ସହଯୋଗ
ସହଯୋଗ ଆଲୋଚନା
ଶ୍ରେଣୀ
ଶ୍ରେଣୀ ଆଲୋଚନା
ପୃଷ୍ଠା
ପୃଷ୍ଠା ଆଲୋଚନା
ସୂଚୀ
ସୂଚୀ ଆଲୋଚନା
TimedText
TimedText talk
ମଡ୍ୟୁଲ
ମଡ୍ୟୁଲ ଆଲୋଚନା
Event
Event talk
ପୃଷ୍ଠା:Bidagdha Chintamani (Abhimanyu Samanta Singhara).pdf/୨୨୪
250
12760
59729
2026-11-10T14:00:38Z
Ssgapu22
248
/* ପ୍ରମାଣିତ ହୋଇନଥିବା */ "________________ 300 ବଦ-ଚିନ୍ତାମଣି । ମୁଁ ବସୁଧ ଦେଇ କକ୍ଷ-ବଡଶ ମନ-ମୀନରେ ଲଗାଇ । ପାମର ମାର ଧୀବର ପ୍ରେମସୂ ବଳେ କଳେ ଆକର୍ଷର । ପ୍ରାଣ ରହିବୁ ଯେ । କୃପାମୃତ ଯୋଗୁଁ ମିନ । କୃଚ କଳସୀରେ ପଶିବା ଲେଭରେ ବ..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
59729
proofread-page
text/x-wiki
<noinclude><pagequality level="1" user="Ssgapu22" />{{rh||ବିଦଗ୍ଧ ଚିନ୍ତାମଣି|୨୦୦}}</noinclude>________________
300
ବଦ-ଚିନ୍ତାମଣି ।
ମୁଁ ବସୁଧ ଦେଇ କକ୍ଷ-ବଡଶ ମନ-ମୀନରେ ଲଗାଇ । ପାମର ମାର ଧୀବର ପ୍ରେମସୂ ବଳେ କଳେ ଆକର୍ଷର । ପ୍ରାଣ ରହିବୁ ଯେ । କୃପାମୃତ ଯୋଗୁଁ ମିନ ।
କୃଚ କଳସୀରେ ପଶିବା ଲେଭରେ ବାଧୁନାହିଁ ଏ ବେଦନା । . | ହୃଦ ଆଳିବାଳେ ଅନୁସଗ ଖଳ ରୁପିତ କଈ ବାନ୍ଧବ । ସ୍ମର ଦବାକର ତାପେ ସଗଉଛୁ କଦଳୀବେଳେ କି ଘବ । ଅଙ୍ଗୀକୃତକୁ ଯେ । ଘନରସିଦାନେ କର । .
କେତେ କଉତୁକ ଫଳ ଉଜବ ଜାଣିମୁ କି ସ୍ବାଦୁ ଭାରି । ହାସସୁଧା ସିନ୍ଧୁ ସତ କରନ୍ତୁ ବସଋଷି ଯାହାକୁ । ଶର ପଗୁଭବ ଦେଲେ ଅସୁନ୍ଦର ବସ୍ତୁର ହେବ କାହାକୁ । ନନ୍ଦା କରିବେ ଯେ । ହସି ରସିକମମାନେ ।
ପ୍ରଗଣା ଊଣା ବାଧ୍ଵବ ସିନା ଘେନାଯାଉ ଦବ୍ୟ ଅବଧାନେ । ୩୨ । ସ୍ନେହସୁଧାଗୋଳା କଳାପଦ୍ମମାଳା ପାଞ୍ଚ୍ ବନ୍ଧୁ ସଞ୍ଚିଲୁ । ଦଲେକନବେଳେ କ ବରଣ ଛଳେ ମୋ ହୃଦେ ଲମ୍ବାଇଦେଲୁ । ଶୁଭେ ଦେଖିଲ ଯେ । ଆନ୍ଧ୍ରର ବହଁ ରେ ମୁହଁ ।
ମୁଖକଞ୍ଜେ ନେନ୍ଦ୍ର ଖେଳଲ ଖଞ୍ଜନ ଲେଉଟି ବସିଲେ କେହ । ୩୩ ବାଞ୍ଛା ନଧ୍ଵ ଲଭ ସିଦ୍ଧି ପରପର ହେବ ବୋଲି ପ୍ରକ୍ଷେ କଲ । ଲୁଚ ଛନ୍ଦ ଜାରୁ ଫି ହାସନ କେଶ ସ୍ଟମର ବଧୂ ଦେଖିଲ । ଭଲ ଜ ଣିଲ ଯେ । ଗ୍ରେଗ ହେବ ଅଙ୍ଗଦେଶ ।
ସ୍ତେଳ କୁନ୍ତଳ କେରଳ କାଞ୍ଚୀ ମାଳଦରେ ଲେଭ ପରକାଶ । ୩୪ । ଉରଳେ କରଗତ ହେଲେ ପୂରକ ତନୁଦାନ ବେଗ ଆଶା । ଦମଳାକ୍ଷୀ କୃପା ହେଲେ ସବୁ ହେବ ଯିବ ଏ ଦୀନଦୁର୍ଦ୍ଦଶା । ବାନା ଉଡ଼ିବ ଯେ । ଧ ବଳେଳ ପର୍ଯନ୍ତେ ।
ଦାସ ଯଶକାରୀ ହମ ସାର୍ଥ କରୁ ଯେବେ ଜଗତେ । ୩୫ । ଦୟା ଧର୍ମ ଧନ ଦେଇ ପରିଜନ ଏ ଦିନକୁ କର ବନ୍ଧୁ। ବଳାଇ ବଳାଇ ଆହାବ କରୁଚୁ ନାମ ଶୁଣି କୃପାସିନ୍ଧୁ । ବୋଲ ଏଷକ ଯେ । ‘ମୋର' ହୃବେ କର ମାଈ
ମାରଣା ମାର କର ଘରକେଶରୁ ଏହିକ୍ଷଣି ଯିବ ଫେର । ୩୬ |
- ୧ କରୁଛି-କ, ଗ, ୫, ୦, ୯ - ୧ ପିସ ଖ କ, ୨, ୩୯ -- ୨ ମଉଛ,
ହଘ-
କରୁଛୁ-୦,
୨୮
ଉଚ୍ଚ-; ୨ – * ଦାନକରିଛ ଓ ଜଗତ ସମସ୍ତ ଶୋଭେ ୩୨ – ୧୯ ତରୁଣ ୦, ୩୬=୫ ବର୍ଷ ୧ ୦.୮୯ ବାଞ୍ଛ ନ ନାମ-୫, ୦; ୩୫ – ୧୯ ଉରଜ ୫, ୨, ଆଉ କି ବାସଶକାରୀ ଘ. ୪, ୦୮ ୩୬ - ୧ ପରକଳେ ୫, ୦, ବରୁ ୫ ବର୦, ୩୬୫ ଫେର-୯; କି. ମ'ରଘଠ, ଘରତ କଶରୀ ୦୫, ୪<noinclude>{{rule}}{{reflist}}</noinclude>
68sh2mkmxaixqrv8urn6fb7ihjttxo3