ଉଇକିପାଠାଗାର orwikisource https://or.wikisource.org/wiki/%E0%AC%AA%E0%AD%8D%E0%AC%B0%E0%AC%A7%E0%AC%BE%E0%AC%A8_%E0%AC%AA%E0%AD%83%E0%AC%B7%E0%AD%8D%E0%AC%A0%E0%AC%BE MediaWiki 1.48.0-wmf.4 first-letter ମାଧ୍ୟମ ବିଶେଷ ଆଲୋଚନା ବ୍ୟବହାରକାରୀ ବ୍ୟବହାରକାରୀଙ୍କ ଆଲୋଚନା ଉଇକିପାଠାଗାର ଉଇକିପାଠାଗାର ଆଲୋଚନା ଫାଇଲ ଫାଇଲ ଆଲୋଚନା ମିଡ଼ିଆଉଇକି ମିଡ଼ିଆଉଇକି ଆଲୋଚନା ଛାଞ୍ଚ ଛାଞ୍ଚ ଆଲୋଚନା ସହଯୋଗ ସହଯୋଗ ଆଲୋଚନା ଶ୍ରେଣୀ ଶ୍ରେଣୀ ଆଲୋଚନା ପୃଷ୍ଠା ପୃଷ୍ଠା ଆଲୋଚନା ସୂଚୀ ସୂଚୀ ଆଲୋଚନା TimedText TimedText talk ମଡ୍ୟୁଲ ମଡ୍ୟୁଲ ଆଲୋଚନା Event Event talk ପୃଷ୍ଠା:Bidagdha Chintamani (Abhimanyu Samanta Singhara).pdf/୨୩୬ 250 12761 59730 2026-11-11T17:02:13Z Ssgapu22 248 /* ପ୍ରମାଣିତ ହୋଇନଥିବା */ "________________ ନବ-ବନ୍ତାମଣି । ଓଯାଗ ଯାଗ ଯଦ୍ଧ ସୁକୃତ ବୃତ ଯେ ଉଦୟ ନୋହିଲ ମୋର । ଜନେ ବୋଲନ୍ତେ ସଧା ଦାସ ବନାଶ ରହନ୍ତା ଏ କରି ଚର । ଯୁବାଗୃହରେ ସାର । ଯଶସଢାକା ଉଡ଼ନ୍ତା ମୋର । ଯୋଷା ଉଷନ୍ତେ ପ୍ରୀ..." ନାଆଁରେ ପୃଷ୍ଠାଟିଏ ତିଆରିକଲେ 59730 proofread-page text/x-wiki <noinclude><pagequality level="1" user="Ssgapu22" />{{rh||ବିଦଗ୍ଧ ଚିନ୍ତାମଣି|୨୧୨}}</noinclude>________________ ନବ-ବନ୍ତାମଣି । ଓଯାଗ ଯାଗ ଯଦ୍ଧ ସୁକୃତ ବୃତ ଯେ ଉଦୟ ନୋହିଲ ମୋର । ଜନେ ବୋଲନ୍ତେ ସଧା ଦାସ ବନାଶ ରହନ୍ତା ଏ କରି ଚର । ଯୁବାଗୃହରେ ସାର । ଯଶସଢାକା ଉଡ଼ନ୍ତା ମୋର । ଯୋଷା ଉଷନ୍ତେ ପ୍ରୀତଆବର । ସୁଗାନ୍ତରକୁ ରହନ୍ତା ଗିର । ୯ । ଜରଜର ପ୍ରେମେ ଥରଥର ତନୁ ପରତର ବର୍ଷ କହୁ । ଜ ହର ହର ରସେ ଗରଗର ଧରଧର ମୁହୂମୁ ଦୃ ନବେ ପଡ଼ିଲେ ଭଲ । ଜଡ଼ଗଳ୍ପ ଅଙ୍ଗେ ଗଡ଼ ଧୂଳି । ଯଥା ସିପ ପାର୍ଶ୍ଵବର କେଲ । ଜୀବସନ୍ତା|-ମୃଗ ବନ୍ଦୀ ଭକ୍ତ । ୧୯ । ଜଗତକୃତିରେ ବଭ ଚକ୍ଷୁରେ ମିଜମାନେ ଦେଲେ ଗାଈ । ପି, ଯୋଖି ରଖିଥଲୁ ଏହାଙ୍କୁ ଏ ଦଶା ଏ ନକ ଏକ ଭଲ । ଯାହା ନାମକୁ ଶୁଣି । ଗବେ ବାଇକ ପାଇ ବାରୁଣୀ । ଜପି ଦିନ ନେବେ ହରଗୁଣୀ । ଯୋଗ ଇଚ୍ଛି ବେ କାମସ୍ତରୁଣୀ । ୧୬ । ସଉଁ ବଧୁର ଅବଧ ପରସିଦ୍ଧି ଶ୍ମଶାନବାସୀ ଶଳ୍ପର । ଯୋଗ୍ୟଯୋଗ୍ୟ ଦେଖ କେଗ ଜଗଇଲ ବିଷ୍ଣୁଙ୍କୁ ଶଯ୍ୟା ଅହର । ଜାଣିବାର କ କହ । ଜଳାଇଲ କାମଦେବ ଦେହ । କଇବାତ୍ମକ ଶସ୍ତ୍ର ରଗ୍ରହ । ଈଷ୍ମ ହେଲେ ବଡ଼ନେନ୍ଦ୍ର ରହ । ୧୩ । ଯେତେ ନନ୍ଦା କଲେ ତାକୁ କ ହୋଇବ ଏମନ୍ତ ସଂଖାଏ ଭଳି । ପାଇଁ କୋଳ କର ଉରେ ଆଉଯାଇ ଝାଡ଼ଦେଲେ ତନୁ ଧୂଳ । ଜଳ ସି ବଲେ । ଜଳଜାସ୍ଥ୍ୟପକ୍ଷେ ଶଯ୍ୟା କଲେ । କଗି ନାନା ଉପଗ୍ଧରୁ ହେଲେ । ଯେ ବାଧକ ଯାହା ଲୁଗୁଇଲେ । ୧୪ । ଜମ୍ଭାଳ ଲେପନ ଉହା ହୃଦ ପରି ତାପ ଶାନ୍ତ ନ ଭଜଳ୍ପ । ଯୁଗଳ କ କପ୍ କରିଷ୍ଟ ହ କରିବା ବର ହେଲୁ । ଜଣେ ମିତ କହଲ । ଯିବେ ସୂର୍ଯ୍ୟପୂଜାକୁ ସେ ବାଳା । ଜଟିଥିବା ସେ ପଥକୁ ଭଲ । ଯୋଗେ ଭେଟି ହେଲେ ଲଭ ହେଲେ । * ଯୋଗଭଙ୍ଗୀ ନାମ ବିଭଙ୍ଗିଙ୍କ କର୍ଥେ ଉଚ୍ଚ ଉଚ୍ଚାରଲେ ମିଳେ । ଯିବା-ଖବ ଫେର ଶସ୍ତ୍ରରେ ପଶର ସୁଧ ସିଞ୍ଚିଲେ ଯେମନ୍ତେ । ଶିଶୁ ହେଉଁ ଚେତନା । ଜମ୍ବୁନଦାସୀ କ୍ଲବ ସୂଚନା । ଯା ଯା ଜୀବ ଉଚ୍ଚାରଲ ସିନା । ଯୋଗୀପଣ୍ଟ୍‌ କପିଲେ ରଧା ନା । ୧୭ । ୧୯–¥ ପଣ୍ଡୁଳି, ° ୬ ମୃଗବନା ୫, ୦, ୧ —୨ ଯୋଗାଯୋଗ ୫, ୨; କଇଲେ-୨, ୧୭୮) ସିବସିବ, ଗଦାଯିବା-୦; କଥା: ଜମ୍ବୁ, ୬:୫, ୦, ବ୍ୟସ୍ତର ଶ୍ରମକ୍ର ବବର ପଠିତ, ଜନ୍ମ, ୫, ୦; ରହୋଇ ବଚନା ଚ, ଛନ୍ନ ହୋଇ କ.<noinclude>{{rule}}{{reflist}}</noinclude> 9rmpsynpkyd05duc4zn4dqddz1aravg