ଉଇକିଅଭିଧାନ
orwiktionary
https://or.wiktionary.org/wiki/%E0%AC%AA%E0%AD%8D%E0%AC%B0%E0%AC%A7%E0%AC%BE%E0%AC%A8_%E0%AC%AA%E0%AD%83%E0%AC%B7%E0%AD%8D%E0%AC%A0%E0%AC%BE
MediaWiki 1.39.0-wmf.23
case-sensitive
ମାଧ୍ୟମ
ବିଶେଷ
ଆଲୋଚନା
ବ୍ୟବହାରକାରୀ
ବ୍ୟବହାରକାରୀଙ୍କ ଆଲୋଚନା
ଉଇକିଅଭିଧାନ
ଉଇକିଅଭିଧାନ ଆଲୋଚନା
ଫାଇଲ
ଫାଇଲ ଆଲୋଚନା
ମିଡ଼ିଆଉଇକି
ମିଡ଼ିଆଉଇକି ଆଲୋଚନା
ଛାଞ୍ଚ
ଛାଞ୍ଚ ଆଲୋଚନା
ସହଯୋଗ
ସହଯୋଗ ଆଲୋଚନା
ଶ୍ରେଣୀ
ଶ୍ରେଣୀ ଆଲୋଚନା
ସୂଚୀ
ସୂଚୀ ଆଲୋଚନା
ଆଧାର
ଆଧାର ଆଲୋଚନା
TimedText
TimedText talk
ମଡ୍ୟୁଲ
ମଡ୍ୟୁଲ ଆଲୋଚନା
ଗ୍ୟାଜେଟ
ଗ୍ୟାଜେଟ ଆଲୋଚନା
ଗ୍ୟାଜେଟ ସଂଜ୍ଞା
ଗ୍ୟାଜେଟ ସଂଜ୍ଞା ଆଲୋଚନା
କାମୋଦୀ
0
8598
193855
166448
2022-08-08T03:56:23Z
Prateek Pattanaik
1247
added [[Category:ଓଡ଼ିଶୀ ସଙ୍ଗୀତ]] using [[Help:Gadget-HotCat|HotCat]]
wikitext
text/x-wiki
[[ଶବ୍ଦାର୍ଥ]]:
'''କାମୋଦୀ''' —

ଉଚ୍ଚାରଣ: Kāmodī

ସଂ. ବି.—(କାମୋଦ+ସ୍ତ୍ରୀ. ଈ, ଏହାର ଅନ୍ୟ ଆକାର
କାମୋଦ) —

ରାଗିଣୀବିଶେଷ —
Name of a musical air.

[ଦ୍ର—ଏହା କାମୋଦ ରାଗର ସ୍ତ୍ରୀ, କେହି କେହି ଏହାକୁ
ଦୀପକ ରାଗ କହନ୍ତି ଏ ସଂପୂର୍ଣ୍ଣ ଜାତିର ଏକ ରାଗିଣୀ; ଏହା
ରାତ୍ରିର ଦ୍ବିତୀୟ ପ୍ରହରର ଦ୍ବାତୀୟ ଘଡ଼ିରେ ଗାନ କରାଯାଏ ହି.
ଶବ୍ଦସାଗର]

[[ଶ୍ରେଣୀ:ବଟ ତିଆରି]]
[[ଶ୍ରେଣୀ:ସଂସ୍କୃତ ବିଶେଷ୍ୟ]]
[[ଶ୍ରେଣୀ:ଓଡ଼ିଶୀ ସଙ୍ଗୀତ]]
1l6qi5lsj9dsk6aco1r5ybqqe6s2hex
193856
193855
2022-08-08T03:59:39Z
Prateek Pattanaik
1247
wikitext
text/x-wiki
[[ଶବ୍ଦାର୍ଥ]]:
'''କାମୋଦୀ''' —

ଉଚ୍ଚାରଣ: Kāmodī

ସଂ. ବି.—(କାମୋଦ+ସ୍ତ୍ରୀ. ଈ, ଏହାର ଅନ୍ୟ ଆକାର
କାମୋଦ) —

ରାଗିଣୀବିଶେଷ —
Name of a musical air.

[ଦ୍ର—ଏହା କାମୋଦ ରାଗର ସ୍ତ୍ରୀ, କେହି କେହି ଏହାକୁ
ଦୀପକ ରାଗ କହନ୍ତି ଏ ସଂପୂର୍ଣ୍ଣ ଜାତିର ଏକ ରାଗିଣୀ; ଏହା
ରାତ୍ରିର ଦ୍ବିତୀୟ ପ୍ରହରର ଦ୍ବାତୀୟ ଘଡ଼ିରେ ଗାନ କରାଯାଏ ହି.
ଶବ୍ଦସାଗର]

କାମୋଦୀ ରାଗ ଶ୍ରୀ ମେଳର ରାଗ । ଏହା ଷାଡ଼ବ-ସମ୍ପୂର୍ଣ୍ଣ ଜାତିର ଏବଂ ଏଥିରେ ନିଷାଦ କୋମଳ ହୋଇଥାଏ ।
ଏହାର ଆରୋହ : ସା ରେ ଗା ମା ପା ଧା ସା
ଅବରୋହ : ସା ନି ଧା ପା ମା ଗା ରେ ସା
ଅନ୍ୟ ପାରମ୍ପରିକ ମତରେ, ଏହା କ୍ୱଚିତ୍ କୋମଳ ଗାନ୍ଧାର ପ୍ରୟୋଗ ମଧ୍ୟ ହୋଇଥାଏ (ବାଧିଲା ଜାଣି କ୍ଷମା ଆଦି ପାରମ୍ପରିକ ଗୀତ ଦ୍ରଷ୍ଟବ୍ୟ) :
ଆରୋହ : ସା ରେ ମା ପା ଧା ନି ସା
ଅବରୋହ : ସା ନି ଧା ପା ମା ଗା ରେ ଗା ରେ ସା
[[ଶ୍ରେଣୀ:ବଟ ତିଆରି]]
[[ଶ୍ରେଣୀ:ସଂସ୍କୃତ ବିଶେଷ୍ୟ]]
[[ଶ୍ରେଣୀ:ଓଡ଼ିଶୀ ସଙ୍ଗୀତ]]
gmov5l6jmhhywlsmb52xa28dafyo3gs
193857
193856
2022-08-08T04:00:03Z

pchzdug2an7qlnwuxivm1hfor0et8hj
193858
193857
2022-08-08T04:00:24Z

mii2dbds4txq0hrob9bfiwz1g5qw40b
ଖେମଟା
0
16247
193851
53593
2022-08-08T03:54:16Z
Prateek Pattanaik
1247
added [[Category:ଓଡ଼ିଶୀ ସଙ୍ଗୀତ]] using [[Help:Gadget-HotCat|HotCat]]
wikitext
text/x-wiki
[[ଶବ୍ଦାର୍ଥ]]:
'''ଖେମଟା''' —

ଉଚ୍ଚାରଣ: Khemaṭā

ଦେ. ବି —

ଖେମ୍ଟା (ଦେଖ)
Khemṭā (See)

ଖେମଟା ତାଳ (୧: ) ବଜାଇ ତିନିପୁରେ ଥାନ୍ତି
ପ୍ରାଚୀ. ଶ୍ରୀ ଗୁରୁଭକ୍ତିଗୀତା

ବାଜନ୍ତି ବିଜିଘୋଷ ଯେ ମୃଦଙ୍ଗ ଦାଉଣ୍ଡି
ପ୍ରବେଶି ଯୋଦ୍ଧା ଦେଖି ଖେମଟା (୨: ) ନାଟ ଖଣ୍ଡି ସାରଳା. ମହାଭାରତ

[[ଶ୍ରେଣୀ:ବଟ ତିଆରି]]
[[ଶ୍ରେଣୀ:ଓଡ଼ିଶୀ ସଙ୍ଗୀତ]]
1xon6bswy66osan066nv6a2emyg78kk
ଝୁଲା
0
31875
193854
70344
2022-08-08T03:55:59Z
Prateek Pattanaik
1247
added [[Category:ଓଡ଼ିଶୀ ସଙ୍ଗୀତ]] using [[Help:Gadget-HotCat|HotCat]]
wikitext
text/x-wiki
'''ଝୁଲା'''
== [[ଓଡ଼ିଆ]] ==
=== ଉଚ୍ଚାରଣ ===
{{ଉଚ୍ଚାରଣ|Jhulā| ɟʰˈula}}
=== ଅନୁବାଦ ===
{{trans-top|ଝୁଲା}}
* ବଙ୍ଗାଳୀ: [[ঝুলা]], [[ ঝোলা]]
* ହିନ୍ଦୀ: [[झुला]], [[ झोला]]
{{trans-bottom}}
=== ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦୁଳ ଧାତୁ) ===
:୧. ଝୁଲିବା — ୧. Swinging; rocking.
ପଦ ପଦକରେ ଯାଚି ଦେଉଥାଏ ଶତ୍ରପଦ ମଣି ନଅଝୁଲା କବିସୂର୍ଯ୍ୟ. ସଙ୍ଗୀତ
:୨. ଦେହର ଇତସ୍ତତଃ ଚାଳନ — ୨. Bodily movement to and fro.
ଝୁଲା ମଞ୍ଜୁଳ ତୋ ଲଲାମ ଛବିକି ସହସ୍ର ଥରରେ କବିସୂର୍ଯ୍ୟ. ସଂଗୀତ
:୩. ଦଣ୍ଡି; ନାସିକାର ଅଳଙ୍କାରବିଶେଷ — ୩. A nose -ring with a pendant.
ନାସା ତିଳ ଫୁଳ ତଳେ ଝଲମଲ ବୁଲାକି ଝୁଲି କି ମାନୁଥିଲା କବିସୂର୍ଯ୍ୟ. ସଙ୍ଗୀତ
:୪. ଦୋଳା; ଦୋଳି — ୪. Cradle; swinging basket.
:୫. ସଙ୍ଗୀତର ଏକ ପ୍ରକାର ସହଜ ତାଳ — ୫. Name of a light air in music.
:୬. [[ ଝୋଲା ]] (ଦେଖ) - —୬. Jholā (See)
:୭. ହାନ୍ଦୋଳା; ଯାନବିଶେଷ — ୭. A swinging sedan chair.
['''ଦ୍ରଷ୍ଟବ୍ୟ''' —ଏହା ମୁଣି ପରି ବାଉଁଶ ମଝିରେ ଝୁଲୁଥାଏ ଏଥିରେ ମନୁଷ୍ୟ ବସିଲେ ବାହକମାନେ ବାଉଁଶର ଦୁଇ ମୁଣ୍ଡକୁ କାନ୍ଧେଇ ଏକ— ସ୍ଥାନରୁ ଅନ୍ୟସ୍ଥାନକୁ ଯାଆନ୍ତି]
:୮. ଝୁଲାପୋକ; ଯେଉଁ ପୋଲ ଉପରେ ଥିବା ଦଉଡ଼ିକୁ ହାତରେ ଧରି ତହିଁରେ ଝୁଲିଲା ପରି ହୋଇ ମନୁଷ୍ୟମାନେ ପାର ହୁଅନ୍ତି —୮. A swinging bridge which men pass by swinging on a rope.
(ଯଥା— ହରଦ୍ୱାରର ଉତ୍ତରରେ ଲଝମନଝୁଲା)

[[ଶ୍ରେଣୀ:ବଟ ତିଆରି ୩]]
[[ଶ୍ରେଣୀ:ଓଡ଼ିଶୀ ସଙ୍ଗୀତ]]
bcjeaxe1ppmeeiz5ach9do1xs2mgfb6
ତ୍ରିପଟା
0
38607
193853
186381
2022-08-08T03:54:53Z
Prateek Pattanaik
1247
added [[Category:ଓଡ଼ିଶୀ ସଙ୍ଗୀତ]] using [[Help:Gadget-HotCat|HotCat]]
wikitext
text/x-wiki
'''ତ୍ରିପଟା'''
== [[ଓଡ଼ିଆ]] ==
=== ଉଚ୍ଚାରଣ ===
{{ଉଚ୍ଚାରଣ|Tripaṭā| tɾˈipʌʈˌa}}
=== ଦେଶଜ - ବିଶେଷ୍ୟ - (ସଂସ୍କୃତ - ତ୍ରିପୁଟା) ===
ତିନିକାଳବିଶିଷ୍ଟ ସଙ୍ଗୀତ — A song having three stops.

[[ଶ୍ରେଣୀ:ବଟ ତିଆରି ୩]]
[[ଶ୍ରେଣୀ:ଦେଶଜ ବିଶେଷ୍ୟ]]
[[ଶ୍ରେଣୀ:ଓଡ଼ିଶୀ ସଙ୍ଗୀତ]]
fcy5fc5bsp5m8me3m5hjdn3jomp2ozh
ଶ୍ରେଣୀ:ଓଡ଼ିଶୀ ସଙ୍ଗୀତ
14
112804
193852
2022-08-08T03:54:31Z
Prateek Pattanaik
1247
"ଓଡ଼ିଶୀ ସଙ୍ଗୀତର ପାରିଭାଷିକ ପାରମ୍ପରିକ ଶବ୍ଦ ।" ନାଆଁରେ ପୃଷ୍ଠାଟିଏ ତିଆରିକଲେ
wikitext
text/x-wiki
ଓଡ଼ିଶୀ ସଙ୍ଗୀତର ପାରିଭାଷିକ ପାରମ୍ପରିକ ଶବ୍ଦ ।
sluvgk8nu7hkz2i6o5d8a278p1n840c
ଆଡ଼ତାଳି
0
112805
193859
2022-08-08T04:03:52Z
Prateek Pattanaik
1247
"ଓଡ଼ିଶୀ ସଙ୍ଗୀତର ଏକ ତାଳ - ୧୪ ମାତ୍ରା ବିଶିଷ୍ଟ । ଏହାର ଗତି ଆଡ଼ରେ ହୋଇଥିବାରୁ ଆଡ଼ତାଳି ନାମ ହୋଇଛି । ଏହାର ଛନ୍ଦ : ୪+୩+୪+୩ । ୧ମ, ୫ମ ଓ ୧୨ଶ ମାତ୍ରାରେ ତାଳି ପଡ଼େ ; ୮ମ ମାତ୍ରାରେ ଫାଙ୍କ ହୁଏ..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
wikitext
text/x-wiki
ଓଡ଼ିଶୀ ସଙ୍ଗୀତର ଏକ ତାଳ - ୧୪ ମାତ୍ରା ବିଶିଷ୍ଟ । ଏହାର ଗତି ଆଡ଼ରେ ହୋଇଥିବାରୁ ଆଡ଼ତାଳି ନାମ ହୋଇଛି । ଏହାର ଛନ୍ଦ : ୪+୩+୪+୩ । ୧ମ, ୫ମ ଓ ୧୨ଶ ମାତ୍ରାରେ ତାଳି ପଡ଼େ ; ୮ମ ମାତ୍ରାରେ ଫାଙ୍କ ହୁଏ । ଏହି ତାଳ ପ୍ରବଳ 'ଝୁଙ୍କ' ବିଶିଷ୍ଟ ଥିବାରୁ ଓଡ଼ିଶୀ ସଙ୍ଗୀତର ଚରିତ୍ରଗତ ସ୍ୱାତନ୍ତ୍ର୍ୟ ଏଥିରେ ପ୍ରତିଫଳିତ ହୋଇଥାଏ ଏବଂ ଏହି ସଦୃଶ ତାଳ ଭାରତରେ ଅନ୍ୟତ୍ର ମିଳେ ନାହିଁ ।
r2x71p76gkdv80ry98agrpob7vyqkdm
193860
193859
2022-08-08T04:04:02Z
Prateek Pattanaik
1247
added [[Category:ଓଡ଼ିଶୀ ସଙ୍ଗୀତ]] using [[Help:Gadget-HotCat|HotCat]]
wikitext
text/x-wiki
ଓଡ଼ିଶୀ ସଙ୍ଗୀତର ଏକ ତାଳ - ୧୪ ମାତ୍ରା ବିଶିଷ୍ଟ । ଏହାର ଗତି ଆଡ଼ରେ ହୋଇଥିବାରୁ ଆଡ଼ତାଳି ନାମ ହୋଇଛି । ଏହାର ଛନ୍ଦ : ୪+୩+୪+୩ । ୧ମ, ୫ମ ଓ ୧୨ଶ ମାତ୍ରାରେ ତାଳି ପଡ଼େ ; ୮ମ ମାତ୍ରାରେ ଫାଙ୍କ ହୁଏ । ଏହି ତାଳ ପ୍ରବଳ 'ଝୁଙ୍କ' ବିଶିଷ୍ଟ ଥିବାରୁ ଓଡ଼ିଶୀ ସଙ୍ଗୀତର ଚରିତ୍ରଗତ ସ୍ୱାତନ୍ତ୍ର୍ୟ ଏଥିରେ ପ୍ରତିଫଳିତ ହୋଇଥାଏ ଏବଂ ଏହି ସଦୃଶ ତାଳ ଭାରତରେ ଅନ୍ୟତ୍ର ମିଳେ ନାହିଁ ।
[[ଶ୍ରେଣୀ:ଓଡ଼ିଶୀ ସଙ୍ଗୀତ]]
7807rzxbpzpljcu1dox6yq6c6sjlxfn