ଉଇକିଅଭିଧାନ
orwiktionary
https://or.wiktionary.org/wiki/%E0%AC%AA%E0%AD%8D%E0%AC%B0%E0%AC%A7%E0%AC%BE%E0%AC%A8_%E0%AC%AA%E0%AD%83%E0%AC%B7%E0%AD%8D%E0%AC%A0%E0%AC%BE
MediaWiki 1.47.0-wmf.9
case-sensitive
ମାଧ୍ୟମ
ବିଶେଷ
ଆଲୋଚନା
ବ୍ୟବହାରକାରୀ
ବ୍ୟବହାରକାରୀଙ୍କ ଆଲୋଚନା
ଉଇକିଅଭିଧାନ
ଉଇକିଅଭିଧାନ ଆଲୋଚନା
ଫାଇଲ
ଫାଇଲ ଆଲୋଚନା
ମିଡ଼ିଆଉଇକି
ମିଡ଼ିଆଉଇକି ଆଲୋଚନା
ଛାଞ୍ଚ
ଛାଞ୍ଚ ଆଲୋଚନା
ସହଯୋଗ
ସହଯୋଗ ଆଲୋଚନା
ଶ୍ରେଣୀ
ଶ୍ରେଣୀ ଆଲୋଚନା
ସୂଚୀ
ସୂଚୀ ଆଲୋଚନା
ଆଧାର
ଆଧାର ଆଲୋଚନା
TimedText
TimedText talk
ମଡ୍ୟୁଲ
ମଡ୍ୟୁଲ ଆଲୋଚନା
Event
Event talk
କ୍ଷତ୍ରିଯ
0
13507
228997
156194
2026-07-04T17:08:52Z
~2026-38215-89
3401
Kichi sathik tathya
228997
wikitext
text/x-wiki
[[ଶବ୍ଦାର୍ଥ]]:
'''କ୍ଷତ୍ରିୟ''' —
ଉଚ୍ଚାରଣ: Kshattriya (କ୍ଷତ୍ତ୍ର+ଇୟ)
ହିନ୍ଦୁ ମାନଙ୍କର ଦ୍ବିତୀୟ ବର୍ଣ୍ଣ; ଯୋଦ୍ଧାଜାତି; ଖଣ୍ଡାଏତ,
ଖଣ୍ଡାୟତ
The second or warrior caste among the Hindus
[ଦ୍ର—.ଏମାନେ (କ୍ଷତ୍ରିୟ) ବ୍ରହ୍ମା ଙ୍କ ବାହୁରୁ ଜନ୍ମ ଲଭିଥିଲେ ବୋଲି ବେଦରେ ଲେଖାଅଛି । ଏମାନେ ମଧ୍ୟ
ଦ୍ବିଜାତି; ପଇତା ପକାନ୍ତି। ହିନ୍ଦୁ ମାନଙ୍କ ମଧ୍ୟରେ ବ୍ରାହ୍ମଣ ଓ କରଣ ଙ୍କୁ ଛାଡ଼ି ଦେଲେ ଏମାନେ ସର୍ବଶ୍ରେଷ୍ଠ ଜାତି ଯୁଦ୍ଧ କରିବା ଓ ବିପନ୍ନ ବ୍ୟକ୍ତିର ଉଦ୍ଧାର କରିବା ଏ ଜାତିର ପ୍ରଧାନ କର୍ତ୍ତବ୍ୟ ଥିଲା ।
କ୍ଷତ୍ରିୟ ମାନେ ରାଜା ହେଉଥିଲେ ଓଡ଼ିଶାର ଅଧିକାଂଶ ରାଜା
ରାଜପୁତାନା କ୍ଷତ୍ରିୟବଂଶସମ୍ଭୃତ]
[[ଶ୍ରେଣୀ:ବଟ ତିଆରି]]
qnsvwpainytg8z3qisgypd4mw6jp73b