ଉଇକିପାଠାଗାର orwikisource https://or.wikisource.org/wiki/%E0%AC%AA%E0%AD%8D%E0%AC%B0%E0%AC%A7%E0%AC%BE%E0%AC%A8_%E0%AC%AA%E0%AD%83%E0%AC%B7%E0%AD%8D%E0%AC%A0%E0%AC%BE MediaWiki 1.47.0-wmf.16 first-letter ମାଧ୍ୟମ ବିଶେଷ ଆଲୋଚନା ବ୍ୟବହାରକାରୀ ବ୍ୟବହାରକାରୀଙ୍କ ଆଲୋଚନା ଉଇକିପାଠାଗାର ଉଇକିପାଠାଗାର ଆଲୋଚନା ଫାଇଲ ଫାଇଲ ଆଲୋଚନା ମିଡ଼ିଆଉଇକି ମିଡ଼ିଆଉଇକି ଆଲୋଚନା ଛାଞ୍ଚ ଛାଞ୍ଚ ଆଲୋଚନା ସହଯୋଗ ସହଯୋଗ ଆଲୋଚନା ଶ୍ରେଣୀ ଶ୍ରେଣୀ ଆଲୋଚନା ପୃଷ୍ଠା ପୃଷ୍ଠା ଆଲୋଚନା ସୂଚୀ ସୂଚୀ ଆଲୋଚନା TimedText TimedText talk ମଡ୍ୟୁଲ ମଡ୍ୟୁଲ ଆଲୋଚନା Event Event talk ବିଦଗ୍ଧ ଚିନ୍ତାମଣି/ଶ୍ରୀରାଧା କୃଷ୍ଣନାମ ଶୁଣି କାତରେ 0 11825 59633 59631 2026-08-21T15:23:13Z Puru2021 2157 59633 wikitext text/x-wiki {{header | title = [[ବିଦଗ୍ଧ ଚିନ୍ତାମଣି]]<br/> | author = ଅଭିମନ୍ୟୁ ସାମନ୍ତସିଂହାର | translator = | section = ଶ୍ରୀରାଧା କୃଷ୍ଣନାମ ଶୁଣି କାତରେ | previous = [[ବିଦଗ୍ଧ ଚିନ୍ତାମଣି/ଉଷତରେ ଶୁଣ ହେ ସୁଧୀରେ ଧିରେ]] | next = [[ବିଦଗ୍ଧ ଚିନ୍ତାମଣି/ଧୀରେ ଶୁଣ ଏ ଉତ୍ତାରୁ ଯେତେ ରସ]] | year = | notes = }} {{c| {{larger|'''ନବମ ଛାନ୍ଦ'''}}<br/> ଶ୍ରୀରାଧାଙ୍କ କୃଷ୍ଣ ନମାନୁସ୍ୱାଦନ ରାଗ-କେଦାର କମୋଦୀ <br/> (ଉ-ପ୍ରାନ୍ତାନୁପ୍ରାସ)<hr> <poem> ଶ୍ରୀରାଧା କୃଷ୍ଣନାମ ଶୁଣି କାତରେ । ବିଶାଖାରେ କହନ୍ତି ସେ ଏକାନ୍ତରେ ଯେ ।। ଯେଉଁ ନାମ କହିଲେ ଶ୍ରୀପୂର୍ଣ୍ଣମାସୀ । ଚିନ୍ତାସିନ୍ଧୁଙ୍କୁ ହେଲା ସେ ପୂର୍ଣ୍ଣମାସୀ ଯେ ।।୧।। ସେ ନାମ ଗଢ଼ା ମିଶି କେତେ ଅମୃତ । ଯେ ଶୁଣିବ ତାର କି ହେବ ଅମୃତ ଯେ ।। ବିଚିତ୍ର ସୁଖ ହୋଏ ତାହା ଶ୍ରବଣେ । ଲାଳସାହୋଏ କୋଟିକୋଟି ଶ୍ରବଣେ ଯେ ।।୨।। ଉଚ୍ଚାରଣ କରିବାବେଳେ ମୁଖରେ । ଶେଷାନନ ହେବାକୁ ବାଞ୍ଛେ ମୁଁ କରେ ଯେ ।। ପଡ଼ଇ ଯେତେବେଳେ ସେ ମାନସରେ । ଜ୍ଞାନେନ୍ଦ୍ରିୟ ମାନଙ୍କ ଗୁମାନ ସରେ ଯେ ।।୩।। କୃଷ୍ଣବୋଲି ସେ ଯେଉଁ ବେନି ଅକ୍ଷର । କମାନ୍ଧିନୀଙ୍କ କନୀନିକା ଅକ୍ଷର ଯେ ।। କି ସେ ତାଟଙ୍କ ପ୍ରିତୀନାରୀ ଶ୍ରୁତିର । କି ଭକ୍ତି ମୁକ୍ତି ଫଳ ବେନିଶ୍ରୁତିର ଯେ ।।୪।। କିବା ଜୀବ ପରମ ସର୍ବଲୋକର । କାମୀତମ ଚନ୍ଦ୍ରାର୍କ କି ତ୍ରିଲୋକର ଯେ ।। କିବା ଆନନ୍ଦ ଆହାଲାଦ ମୂରତି । ସେନାମରେ କେବଳ ଇଛେ ମୁଁ ରତି ଯେ ।।୫।। ଉପମା ହେବ କାହା ପରଶଂସାରେ । ତୁଳା କରିତ ନାହିଁ ବିଧି ସଂସାରେ ଯେ ।। ତା ଶୁଣିଲେ କି ରହେ ପତିବରତ । ମୋ ମାନସ ଆରତି ଅନୁବରତ ଯେ ।।୬।। କୃଷ୍ଣ ନାମ ବଡ଼ଶୀ ମନ-ମତ୍ସ୍ୟର । ମୋ ହୃଦରୁ ଛଡ଼ାଇ ଦେଲା ମତ୍ସର ଯେ ।। ଯେଯାହା ବୋଇଲେବୋଲ ସହୀବାର । ବଳାତ୍କାରେ ହେଲାନି ମୋସହିବାର ଯେ ।।୭।। କରୁ କରୁ ସେ ନାମ ସୁମରଣକୁ । ବିହି ଭେଟାଇ ଦେଉ ସୁ-ମରଣକୁ ଯେ ।। ତୁମ୍ଭେ କରି ବସିଲେ ନିବାରଣକୁ । ଔଷଧୀ ନାହିଁ ମୋ ଜୀବ ତାରଣକୁ ଯେ ।।୮।। ରଙ୍ଗସେ ସଂସାରେବୋଲାଇ ନାରଙ୍ଗ । ଶ୍ୱେତବର୍ଣ୍ଣ ଦିଶଇ ତାହା ନା ରଙ୍ଗ ଯେ ।। ନାମ ନାମୀ ଅଭେଦେ ଶଙ୍କା ଜନିତ । ଚିନ୍ତା ସେ ନ ଗଲା ଦିବାରଜନୀ ତ ଯେ ।।୯।। ଯା ନାମ ସ୍ୱାଦୁ ଲୋଭେ ମାନସ ରତ । ତା ରୂପ ହୋଇଥିବ ସୁଧାସାର ତ ଯେ ।। ନାମ ଅର୍ଥରୁ ତା ବର୍ଣ୍ଣ ଆଭାସଇ । ତଥାପି ସଂଶୟତାରୁଁ ନ ଭାଶଇ ଯେ ।।୧୦।। କୃଷ୍ଣନାମ ଭାଷନ୍ତି ସେ କଳନିଧି । ନାମରୁ ବର୍ଣ୍ଣ ଭିନ୍ନ ଯେ ଜଳନିଧି ଯେ ।। ଅଭେଦ ନାମନାମୀ ଅଛି ବେଦରେ । ଏ ଅଧ୍ୟାହାରୁଁ ଅଛି ମୁଁ ନିର୍ବେଦରେ ଯେ ।।୧୧।। ମର୍ମଦାରଣ ସେ ଅବଳା ଜନଙ୍କ । ସେ ନାମ ଅଟଇ କି କମଜନକ ଯେ ।। କି ଭାଗ୍ୟୁଁ ହେଲା ମୋତେ ପରାପତ ରେ । ଆଜ ଯାଏଥିଲା କାହିଁ ଗୁପତରେ ଯେ ।।୧୨।। କରିବଇଁ ଯୋଗିନୀ ଆଚରଣକୁ । ତୁଣ୍ଡେ କରି ସେ ନାମ ଉଚ୍ଚାରଣକୁ ଯେ ।। ପର୍ଯ୍ୟଟନ କରିବ ଏ ଧରତୀକି । ଶୁଣି ଦୟା କରିବେ ଏ ଆରତିକି ଯେ ।।୧୩।। ଦୂର କଲିନି ଲାଜ ଧ୍ରୁବ ଲୋକରେ । ଅପକୀରତି ଭରୁ ଧ୍ରୁବ ଲୋକରେ ଯେ ।। ମୋ ମନ ହୋଇଲା ତ ମତ୍ତବାରଣ । କି କରିବି ନୋହିଲା କରି ବାରଣ ଯେ ।।୧୪।। ଶ୍ରବଣରେନାହିଁ ତ ମୋରରସନା । କି ସ୍ଵାଦୁ ଚାଖି ବୋଲେଆନେ ରସ ନା ଯେ ।। ରସନାରେ ମୋହର ନାହିଁ ତ ଶ୍ରୁତି । କି ଶୁଣି କରି ନ ଗଣିଲା ତ ଶ୍ରୁତି ଯେ ।।୧୫।। ଦେହ ଉପରେ ସିନାମନାଧିକାର । ସେହି ଘେନିଲା ନାହିଁକଲେ ଧିକ୍କାର ଯେ ।। କେ ଜାଣି ତହୁଁ ପାଇଲା କି ପଦାର୍ଥ । ଜାଣୁ କି କହ ସଖି କୃଷ୍ଣ ପଦାର୍ଥ ଯେ ।।୧୬। </poem> }} 7v5bohw8c29lbc1yntm2n21hblht1so ପୃଷ୍ଠା:Adbhut Parinam (M Rath, 1915).pdf/୪ 250 12679 59632 2026-08-21T15:03:29Z Ssgapu22 248 /* ପ୍ରମାଣିତ ହୋଇନଥିବା */ "ମିକା । ମୂଳରୁ ମୁଁ ଉପନ୍ୟାସ ପ୍ରିୟ ନୁହେ । କେବେ ହେଲେ ତୋ ଏ ଗଳ୍ପ ମୁକ୍ତା ଲେଖି ନାହିଁ । କରୁକାଳ ପୂର୍ବେ ଗୋଟିଏ ସଭ୍ୟ ଘନାରେ ଉକତ ହୋଇ ହୟାଇ ଏ ଗଣ୍ଠି ୪ ହସ୍ତାଭ୍ୟାସ- ସ୍ବରୂପ ଲେଖି ଅଳ୍ପ ।..." ନାଆଁରେ ପୃଷ୍ଠାଟିଏ ତିଆରିକଲେ 59632 proofread-page text/x-wiki <noinclude><pagequality level="1" user="Ssgapu22" /></noinclude>ମିକା । ମୂଳରୁ ମୁଁ ଉପନ୍ୟାସ ପ୍ରିୟ ନୁହେ । କେବେ ହେଲେ ତୋ ଏ ଗଳ୍ପ ମୁକ୍ତା ଲେଖି ନାହିଁ । କରୁକାଳ ପୂର୍ବେ ଗୋଟିଏ ସଭ୍ୟ ଘନାରେ ଉକତ ହୋଇ ହୟାଇ ଏ ଗଣ୍ଠି ୪ ହସ୍ତାଭ୍ୟାସ- ସ୍ବରୂପ ଲେଖି ଅଳ୍ପ । ଏହା ରେଭେନ୍ସା କଲେକ ଏଠି ରୁ ଲର ରମାନଙ୍କ ହସ୍ତଲଖିତ ‘ଗବନ୍ଧୁ ନାମକ ମାସିକପଥିକାରେ ନମତଃ ବାହାରଥୁଲ । ଏହା ଯେ ପୁସ୍ତକାକାରରେ ପ୍ରକାଶିତ ୱେବ, ଏହା ମୁଁ କେବେ ସ୍ବପ୍ନରେ ବୁକ୍‌ କଳ୍ପନା ରେ ନାମ ଉକ୍ତ ପଵିକାର ପାଠକ କେତେଜଣ ଛଙ୍କ ନବାଣ୍ଡ ଶସ୍ତ ଏବଂ ଉଦ୍‌ଯୋଗରେ ଏହା ବର୍ତ୍ତମାନ ମୃଦ୍ରତ ହେଲା । ତେଣ ମୋହର ଦାୟିତ୍ଵ ଅଂଶତଃ ବିଭକ୍ତ ହୋଇଯିବାରୁ ମୁଁ ପାଠକ- ସମାଜ ସମକ୍ଷରେ ନାମ ପ୍ରକାଶ କରିବାକୁ ସାହଦୀ ହେଲେ । ବ ପାଠକମାନଙ୍କଠାରୁ କ୍ଷମା ନ ପାଇବାଯାଏ ମୋହ ମନରେ ଶାନ୍ତି, ନାହିଁ । ସ୍ଥମାନେ ଏହାର ପ୍ରକାଶରେ ଅଗ୍ରସ୍ତ ହୋଇଛନ୍ତି । ଦେହମାନଙ୍କର ଯଦି ଏହା ପଢ଼ି କରୁ ଶିକ୍ଷା ହୁଏ, ତାହାହେଲେ ମୋହର ଶ୍ରମ ପଣ୍ଡ ହେବ ନାହିଁ ବୋଲି ବୟାସ । ୧୩ | ୪ | ୧୯୧୫ | } ଗ୍ରନ୍ଥକାର । Digitized by srujanika@gmail.com<noinclude></noinclude> 8x7rw4gg5fsl7sjqz1igfj6ze84ff49