ଉଇକିପାଠାଗାର orwikisource https://or.wikisource.org/wiki/%E0%AC%AA%E0%AD%8D%E0%AC%B0%E0%AC%A7%E0%AC%BE%E0%AC%A8_%E0%AC%AA%E0%AD%83%E0%AC%B7%E0%AD%8D%E0%AC%A0%E0%AC%BE MediaWiki 1.47.0-wmf.19 first-letter ମାଧ୍ୟମ ବିଶେଷ ଆଲୋଚନା ବ୍ୟବହାରକାରୀ ବ୍ୟବହାରକାରୀଙ୍କ ଆଲୋଚନା ଉଇକିପାଠାଗାର ଉଇକିପାଠାଗାର ଆଲୋଚନା ଫାଇଲ ଫାଇଲ ଆଲୋଚନା ମିଡ଼ିଆଉଇକି ମିଡ଼ିଆଉଇକି ଆଲୋଚନା ଛାଞ୍ଚ ଛାଞ୍ଚ ଆଲୋଚନା ସହଯୋଗ ସହଯୋଗ ଆଲୋଚନା ଶ୍ରେଣୀ ଶ୍ରେଣୀ ଆଲୋଚନା ପୃଷ୍ଠା ପୃଷ୍ଠା ଆଲୋଚନା ସୂଚୀ ସୂଚୀ ଆଲୋଚନା TimedText TimedText talk ମଡ୍ୟୁଲ ମଡ୍ୟୁଲ ଆଲୋଚନା Event Event talk ପୃଷ୍ଠା:Adbhut Parinam (M Rath, 1915).pdf/୨୬ 250 12703 59659 2026-09-12T12:43:29Z Ssgapu22 248 /* ପ୍ରମାଣିତ ହୋଇନଥିବା */ "ଅଢ଼ ର ପରଣାମ । )୨ କାର୍ଯ୍ୟ କରି ପାରେ କି ? କ୍ଷଣକୁକ୍ଷଣ ପାର୍ସଶ୍ଵାସ ପକାଇ ବାଈକା କେତେବେଳେ କରତଳ ନ୍ୟସ୍ତକପୋଲା, କେବେ- ବେଳେ ଅଧଃଭୁ ହନନଯୁଗଳା, କ୍ଷଣେ ସୁଚନାପ୍ରିମ ଭ– ନୟନା, କ୍ଷଣେ ପୁସ..." ନାଆଁରେ ପୃଷ୍ଠାଟିଏ ତିଆରିକଲେ 59659 proofread-page text/x-wiki <noinclude><pagequality level="1" user="Ssgapu22" /></noinclude>ଅଢ଼ ର ପରଣାମ । )୨ କାର୍ଯ୍ୟ କରି ପାରେ କି ? କ୍ଷଣକୁକ୍ଷଣ ପାର୍ସଶ୍ଵାସ ପକାଇ ବାଈକା କେତେବେଳେ କରତଳ ନ୍ୟସ୍ତକପୋଲା, କେବେ- ବେଳେ ଅଧଃଭୁ ହନନଯୁଗଳା, କ୍ଷଣେ ସୁଚନାପ୍ରିମ ଭ– ନୟନା, କ୍ଷଣେ ପୁସ୍ତି କୋପ୍ସାନପଗୁଣା, କ୍ଷଣେ ଧୀରା, କ୍ଷଣେ ଗମ୍ଭୀର । ଚାହିଁକ ଏପର ବାହ୍ୟଜ୍ଞାନଶୂନ୍ୟ ? ପାଠକେ ! ପୂବେ ଏହାକୁ କେବେ ଦେଖିଅଛନ୍ତି କି ? ମେନ୍ ସାହେବଙ୍କ ପାଖରେ ଯେଉଁ କେତୋ ବାଳକାଙ୍କୁ ସେଦନ ଦେଖି ଥିଲେ, ସେଥୁ ମଧ୍ୟରୁ ଏ ଜଣେ ହେବ । ସରଳା ବାଈକାର କୋମଳ ମନର ଘନ ଘନ ଏ କ ପରିବର୍ତ୍ତନ । ଏହାର ହୃଦକେଦାରରେ ଅମୋଘ ପ୍ରେମଗଜ ବୈପିତ ହୋଇଅଛୁ କି ? ପ୍ରେମ ବନା ଅଉ କିଏ ମାନକହୃହରେ ଏପରି ବକ୍‌ର ଆଣି ପାରେ ? କାତ୍ୟା ବନା ଅଉ କିଏ ଧୀର ସାଗର ଗର୍ଭରୁ ଉତ୍ତୁଙ୍ଗଭରଙ୍ଗ- ଭଙ୍ଗରେ ବିକ୍ଷୋଭକ୍ତ କରି ପାରେ ? ଦାବାଗ୍ନି ଭଲ ଆଉ କଏ ସମଗ୍ର ଟିରବନରେ ଘୋର ଅଶାନ୍ତ ଜନ୍ନାଇ ପାରେ ? ବକ୍ର ଛଡ଼ା ଅଉ କେହି ପଙ୍କର ବିଦାରଣ କରି ପାରିବ କି ? ଜ୍ବର ନା ଅଉ କାହିଁ ରେ ସଢ଼ାଙ୍ଗରେ ଚାପ ଉପକକ ର ? ଥାଉ, ସେ କଥାରୁ ଆମ୍ଭଙ୍କୁ କଣ ମିଳବ ? ଦେଖୁ ଦେଖୁ ଗୃହକର୍ତ୍ତୀ ସେ ପ୍ରକୋଷ୍ଠ କୁ ଆସି ଅନ୍ୟମନସ୍କା କନ୍ୟାକୁ ‘ଇଲ’ ବୋଲ ଗୋଟିଏ ଡାକ ଦେଲେ । ପରେ ଜଣାଗଲ, ବାଈକାର ପୂର୍ ନାମ ଲଳାଅ' । ଓଲଢିଲେ ପଡ଼ିଥିବା ଖଣ୍ଡିଏ ଠିର ଲଫାଫା ବା ଖାମକୁ ଦେଖି ବୁଝି ପାରଇଁ ଯେ, ଏ ଘରର ମାଈକ ରେକେଣ୍ଡ ପିଈପଚନ୍ଦ୍ର, ଇଉ । ପିଣ୍ଡପ ବାବୁ ଜଣେ ଖ୍ରୀଷ୍ଟ– Digitized by srujanika@gmail.com<noinclude></noinclude> gdlpotgk954fnskagkqe7xdcnlgyv2y