ଉଇକିପାଠାଗାର
orwikisource
https://or.wikisource.org/wiki/%E0%AC%AA%E0%AD%8D%E0%AC%B0%E0%AC%A7%E0%AC%BE%E0%AC%A8_%E0%AC%AA%E0%AD%83%E0%AC%B7%E0%AD%8D%E0%AC%A0%E0%AC%BE
MediaWiki 1.47.0-wmf.20
first-letter
ମାଧ୍ୟମ
ବିଶେଷ
ଆଲୋଚନା
ବ୍ୟବହାରକାରୀ
ବ୍ୟବହାରକାରୀଙ୍କ ଆଲୋଚନା
ଉଇକିପାଠାଗାର
ଉଇକିପାଠାଗାର ଆଲୋଚନା
ଫାଇଲ
ଫାଇଲ ଆଲୋଚନା
ମିଡ଼ିଆଉଇକି
ମିଡ଼ିଆଉଇକି ଆଲୋଚନା
ଛାଞ୍ଚ
ଛାଞ୍ଚ ଆଲୋଚନା
ସହଯୋଗ
ସହଯୋଗ ଆଲୋଚନା
ଶ୍ରେଣୀ
ଶ୍ରେଣୀ ଆଲୋଚନା
ପୃଷ୍ଠା
ପୃଷ୍ଠା ଆଲୋଚନା
ସୂଚୀ
ସୂଚୀ ଆଲୋଚନା
TimedText
TimedText talk
ମଡ୍ୟୁଲ
ମଡ୍ୟୁଲ ଆଲୋଚନା
Event
Event talk
ପୃଷ୍ଠା:Adbhut Parinam (M Rath, 1915).pdf/୩୦
250
12706
59662
2026-09-15T14:20:33Z
Ssgapu22
248
/* ପ୍ରମାଣିତ ହୋଇନଥିବା */ "ଅଭ ର ପରଣାମ । www. ୨୨ କରୁଅଛୁ । ସ୍ନେହର ପ୍ରସ୍ରବଣ ମୋ ଆଡ଼କୁ ଧୀବର । ମୁଁ ଯାମର କେବଳ ରାଡାର ପ୍ରଦାନ ନ କରି ଅନ୍ୟାୟ କରୁଅଛି । କେବଳ ରୁଷଣ୍ଡ ଦେଖି କଣ ସବୁ ବସର୍ଜନ କରିବାକୁ ହେବ, ରାହା ନୁହେଁ..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
59662
proofread-page
text/x-wiki
<noinclude><pagequality level="1" user="Ssgapu22" /></noinclude>ଅଭ ର ପରଣାମ ।
www.
୨୨
କରୁଅଛୁ । ସ୍ନେହର ପ୍ରସ୍ରବଣ ମୋ ଆଡ଼କୁ ଧୀବର । ମୁଁ ଯାମର
କେବଳ ରାଡାର ପ୍ରଦାନ ନ କରି ଅନ୍ୟାୟ କରୁଅଛି ।
କେବଳ ରୁଷଣ୍ଡ ଦେଖି କଣ ସବୁ ବସର୍ଜନ କରିବାକୁ ହେବ,
ରାହା ନୁହେଁ । ଯେଉଁମାନେ ରୁପଜ ମୋହରେ ପ୍ରଭାରତ
ହୋଇଥାନ୍ତି, ସେମାନଙ୍କର ପରିଣାମ ଶୋଭଗ ହୋଇ
ଉଠେ । ଲେକେ କେବଳ ଈଶ୍ଵରର କାନ୍ତି ଓ ମୁଖର ଗଠନରେ
ରୂପର ବକ୍ଟର କରୁଥାନ୍ତି । କିନ୍ତୁ ତାହା ବଡ଼ ଭ୍ରମ । ରୁଷର
ବାସ କେଇଠି —ରାହା ମୁଖ ନାସିକା ଛଧ୍ୟରେ—କର ପଦ
ଅଙ୍ଗୁଳରେ—ଦନ୍ତପଂକ୍ତିର——କେଶବେଶ ସଂସ୍କାରରେ—
ହାସ ସ୍ପଷ ଗ୍ଲ ଚଳନରେ ଏବଂ ଠାଣି ଣିରେ ।
ସବୁଥ୍ରେ ଥାଉଁ ଥାଉଁ କେବଳ ବର୍ଷ ବଦନବର ବଡ଼ ରୁଚ୍ଛ
କଥା । ଆଉ ଯାହାର ନାନା ଗୁଣ ଅଛୁ, ଭାର ରୂପଶ୍ରୀ ଜ
କାର୍ଚ୍ଚ କାହୁଁ ପୁଂ ଅସିବ ! ତେବେ ମୁଁ ଭାହାକୁ ହରାଶ କରିବ
ନାହିଁ । ବିବାହ ହେଲେ ପାତ୍ରା ସାହେବ ବଡ଼ ସନ୍ତୁଷ୍ଟ
ହୋଇଯିବେ । ପେପାଣାର ଆଉ କଷ୍ଟ କରୁ ରହିବ ନାହିଁ ।
ଅପାରତଃ ଏପ୍ରକାର ବଦାନ୍ତର ମୁଖ ର ବଡ଼ବା ଉତ
ହେଉଅଛୁ। ଶିକ୍ଷିତ ଦ ଘର କ ସୁଖ, କି ଉଇ ଅନ, ଭାଦ୍ୱା
ବଜ୍ର ଭାଦରୁ ଶୁଣିଅନ୍ତୁ—ମନେ ମନେ କଳ୍ପନା କରିଅଛି; ମା ନ୍ଧ
ଅନୁଭବ କରି ନାହିଁ । ଅମ୍ଭ ଜାଈଖରେ ବୈପର ସୁଖ ଏ
ଜନ୍ମରେ ଅସମ୍ଭବ । ତେବେ କେବଳ ପିଲା ମାହାଙ୍କୁ ସନ୍ତୁଷ୍ଟ
କରିବାପାଇଁ ଏତେବଡ଼ ସୁଖସମ୍ଭୁରଧ କଣ ଛଡଦେଇ ବଧିବ !
ନା, ସେଉ ବଡ଼ ଅବଶ୍ବର କାର୍ଯ୍ୟ ହେବ । ମହାକବି
Digitized by srujanika@gmail.com<noinclude></noinclude>
7gxsee650zpe4ubi5p874st21eyoymb