ଉଇକିପାଠାଗାର orwikisource https://or.wikisource.org/wiki/%E0%AC%AA%E0%AD%8D%E0%AC%B0%E0%AC%A7%E0%AC%BE%E0%AC%A8_%E0%AC%AA%E0%AD%83%E0%AC%B7%E0%AD%8D%E0%AC%A0%E0%AC%BE MediaWiki 1.47.0-wmf.22 first-letter ମାଧ୍ୟମ ବିଶେଷ ଆଲୋଚନା ବ୍ୟବହାରକାରୀ ବ୍ୟବହାରକାରୀଙ୍କ ଆଲୋଚନା ଉଇକିପାଠାଗାର ଉଇକିପାଠାଗାର ଆଲୋଚନା ଫାଇଲ ଫାଇଲ ଆଲୋଚନା ମିଡ଼ିଆଉଇକି ମିଡ଼ିଆଉଇକି ଆଲୋଚନା ଛାଞ୍ଚ ଛାଞ୍ଚ ଆଲୋଚନା ସହଯୋଗ ସହଯୋଗ ଆଲୋଚନା ଶ୍ରେଣୀ ଶ୍ରେଣୀ ଆଲୋଚନା ପୃଷ୍ଠା ପୃଷ୍ଠା ଆଲୋଚନା ସୂଚୀ ସୂଚୀ ଆଲୋଚନା TimedText TimedText talk ମଡ୍ୟୁଲ ମଡ୍ୟୁଲ ଆଲୋଚନା Event Event talk ପୃଷ୍ଠା:Adbhut Parinam (M Rath, 1915).pdf/୪୭ 250 12725 59685 2026-10-04T15:39:06Z Ssgapu22 248 /* ପ୍ରମାଣିତ ହୋଇନଥିବା */ "୪୩ ଅଭୂତ ପରିଣାମ ! ଉପସ୍ତ୍ରରେ ପ୍ରକ୍ଟର ମଧୁର ସଙ୍କେଶରେ ମନ କିଭ୍ କୋମଳ ଏବଂ ସ୍ନେହପ୍ରବଣ ହେବାକୁ ଲଗିବାରୁ ଯୁବକ ବନ୍ତୁ ଭୁବନା ପରେ ସ୍ଥିର କଲେ, ବରଂ ଶହ ଶ୍ରେୟଃ । ବଯସରମାର୍ଗରେ ଗଲେ ଭଽକ..." ନାଆଁରେ ପୃଷ୍ଠାଟିଏ ତିଆରିକଲେ 59685 proofread-page text/x-wiki <noinclude><pagequality level="1" user="Ssgapu22" /></noinclude>୪୩ ଅଭୂତ ପରିଣାମ ! ଉପସ୍ତ୍ରରେ ପ୍ରକ୍ଟର ମଧୁର ସଙ୍କେଶରେ ମନ କିଭ୍ କୋମଳ ଏବଂ ସ୍ନେହପ୍ରବଣ ହେବାକୁ ଲଗିବାରୁ ଯୁବକ ବନ୍ତୁ ଭୁବନା ପରେ ସ୍ଥିର କଲେ, ବରଂ ଶହ ଶ୍ରେୟଃ । ବଯସରମାର୍ଗରେ ଗଲେ ଭଽକ କଷ୍ଟ । ଆଉ କଥା ଦେଈ ଥାଉ, ଏତେ ଅର୍ଥ ବା କାର୍ଡ଼ ପାଇବ ? ଦକ୍‌ହରେ ମୋହର ପ୍ରଭୃନ୍ସ୍, ଅନ୍ୟଥ ମୋହର ବନ୍ଧନ ଅବଶ୍ୟମ୍ଭାବୀ । ରେଳେ ଜାଣି କାଣ୍ଡ କାହିକ ଦୁଃଖଗୁଡିକୁ ଆବାହନ କରବ ? ଏହିପରି ଆଲ୍ବେଚନା କର ୟୁଦକ ଏବେ କ୍ତରଆଡ଼କୁ ୫କଏ ଅଖି ଫେରଇଲେ । ପଶ୍ଚିମ -- ଦଗରେ ଦେଖିଲେ, ଦୁଇ ଜଣ ବ୍ୟକ୍ତି ଗୁଜମାର୍ଗରୁ ବନ୍ଧକୁ ଉଠି ତାହାଙ୍କ ଆଡ଼କୁ ଅଗ୍ରସର ହେଉଅଛନ୍ତି । କିରୁ ପଥ ଅଗ୍ରସର ହୁଅନ୍ତେ ଯୁବକ ଚହେଁ ପାଈଲେ ଯେ ଜଣେ ଭାଙ୍କର ଭବା ଈଶୁଭ ଫିଲ ବାରୁ, ଅନ୍ୟ ଜଣକ ତାଙ୍କର ପସ୍ତମଦନ, ଯୋଶେଫ ବାରୁ । ନିକଟରେ ଦେଖି ଜନମୋହନ ଶିଷ୍ଟ ବାଳକ ପ୍ରାୟ ଦଣ୍ଡାୟମାନ ହୋଇ ନମସ୍କାର କଲେ । ସରଳପ୍ରାଣ ଫିଲ ବାରୁ ଅକ ଯୁବକଙ୍କ ପୂଙ୍କ ଇବର ପରିବର୍ତ୍ତନ ଦେଖି ମୁଗ, 1 ହୋଇଗଲେ । ଯୋଶେଫ ବାରୁ ଯୁବକଙ୍କ ହାର ଧର " ସସ୍ନେହରେ ପଷ୍ଟ୍ରଲେ, “ତୁମ୍ଭେ ଏକାକ କି ନିମନ୍ତେ ଏଠାକୁ ଆସିଅଛ ? କେଵେକାଳ ହେଲୁ ଅସଲଣି ?’’ ଯୁ—ଅକ ଭବବାର ଅଳ୍ପ ବୋଲ ୫କ ଏ ଅଗରୁ ଉଠି ଏଠାକୁ ଦୁଇ ଆଁସିଅଲ । ଯୋ—ଉତ୍ତମ କଥା, ଏ ସବୁ ସୁନ୍ଦର ଦୃଶ୍ୟମାନ ଦେଖି ମନକୁ ଭୁଲଇବା ଉଚଭ। ବାବୁ, ମୁଁ ତୁମ୍ଭଙ୍କୁ ଖୋଜୁଥୁଲ । Digitized by srujanika@gmail.com<noinclude></noinclude> g4evmrhtsyue60avjgywp3iuwbt5dhn