ଉଇକିପାଠାଗାର
orwikisource
https://or.wikisource.org/wiki/%E0%AC%AA%E0%AD%8D%E0%AC%B0%E0%AC%A7%E0%AC%BE%E0%AC%A8_%E0%AC%AA%E0%AD%83%E0%AC%B7%E0%AD%8D%E0%AC%A0%E0%AC%BE
MediaWiki 1.47.0-wmf.22
first-letter
ମାଧ୍ୟମ
ବିଶେଷ
ଆଲୋଚନା
ବ୍ୟବହାରକାରୀ
ବ୍ୟବହାରକାରୀଙ୍କ ଆଲୋଚନା
ଉଇକିପାଠାଗାର
ଉଇକିପାଠାଗାର ଆଲୋଚନା
ଫାଇଲ
ଫାଇଲ ଆଲୋଚନା
ମିଡ଼ିଆଉଇକି
ମିଡ଼ିଆଉଇକି ଆଲୋଚନା
ଛାଞ୍ଚ
ଛାଞ୍ଚ ଆଲୋଚନା
ସହଯୋଗ
ସହଯୋଗ ଆଲୋଚନା
ଶ୍ରେଣୀ
ଶ୍ରେଣୀ ଆଲୋଚନା
ପୃଷ୍ଠା
ପୃଷ୍ଠା ଆଲୋଚନା
ସୂଚୀ
ସୂଚୀ ଆଲୋଚନା
TimedText
TimedText talk
ମଡ୍ୟୁଲ
ମଡ୍ୟୁଲ ଆଲୋଚନା
Event
Event talk
ପୃଷ୍ଠା:Adbhut Parinam (M Rath, 1915).pdf/୪୮
250
12726
59686
2026-10-05T15:18:54Z
Ssgapu22
248
/* ପ୍ରମାଣିତ ହୋଇନଥିବା */ "ଅଉ ର ପରଣାମ । 88 ସାହେବ ମୋତେ ଦନେ ଚୁମ୍ଭଙ୍କୁ କୋଠିକ ନେଇ- ଯିବାକୁ କହିଥିଲେ । ଅକ ଦୁଇ ବନ୍ଧ, ପ୍ରାତଃକାଳରୁ କବର ଦର୍ଶନ କଣ୍ଠ ଫେରୁଥିଲୁ । ମିର୍ଜାଘଣ୍ଟା କାକ ବା ପୂର୍ବରୁ ଏହିକ୍ଷଣି ସାହେବ..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
59686
proofread-page
text/x-wiki
<noinclude><pagequality level="1" user="Ssgapu22" /></noinclude>ଅଉ ର ପରଣାମ ।
88
ସାହେବ ମୋତେ ଦନେ ଚୁମ୍ଭଙ୍କୁ କୋଠିକ ନେଇ-
ଯିବାକୁ କହିଥିଲେ । ଅକ ଦୁଇ ବନ୍ଧ, ପ୍ରାତଃକାଳରୁ
କବର ଦର୍ଶନ କଣ୍ଠ ଫେରୁଥିଲୁ । ମିର୍ଜାଘଣ୍ଟା କାକ ବା
ପୂର୍ବରୁ ଏହିକ୍ଷଣି ସାହେବଙ୍କ କୋଠିକ ଯାଉଅଛି ।
ବାଧ୍ଯରେ ତୁମ୍ଭ ସହିତ ଦେଖା ହେଲା, ଭଲ ହେଲ ।
ବର୍ତ୍ତମାନ ମ୍ଭ ସଙ୍ଗରେ ଅସ, ସାହେବଙ୍କ ସହତ
ଦେଖା ହେବ ।
ଉପରେ ଆମ୍ଭେମାନେ କହିଅଛୁ ଯେ ଯୁବକଙ୍କର ମଳ
ଅଗରୁ ଏମାନଙ୍କ ଅଭିପ୍ରାୟର ଅନୁକୂଳ ହୋଇଅଛୁ । ଢେଣୁ
ଏ ପ୍ରସ୍ତାବରେ ସେ ଆଉ ପ୍ରତିକୂଳ ସୁବ ନ ଦେଖାଇ ବନା
ଅଯନ୍ତ୍ରରେ ସେ ଦେନଙ୍କ ଅନୁଗମନ କଲେ । ଯଥ ମଧ୍ୟରେ
ଯୁବକଙ୍କଠାରୁ ନାନୀ ପ୍ରଶ୍ନର ଅଂଶାନୁ ରୁପ ଉତ୍ତର ପାଇ ଦୁଇ
ବନ୍ଧ, ଇ ସୁଖ ସମ୍ପଦର କେବେ କଳ୍ପନା କରିବାକୁ ଲଗିଲେ ।
କିନ୍ତୁ କିଏ କାଣେ, ସେ ଯାହା ଭାବେ, ରାହା ଅବଶ୍ୟ ଘବ ?
ଢାଳର କ କୁଝିଲା ଗଛ ! ସେ ଏତେ ଲେକଙ୍କୁ ଘେନି କେତେ
ରଙ୍ଗରେ କେତେ କ୍ଷୀଡ଼ା କରେ । ତାହାର ପ୍ରଭୁବରେ ମାନକ
ହୃଦୟରେ କେତେବେଳେ କି ଘବ ! ଏହି କାଳପ୍ରଭାଈଭ
ହୋଇ ପୁଣି କେତେ ତାହାର କକବଳରେ ପକ୍ଷର ହେଉ-
ଅଛନ୍ତି! ଭୂରୁ ମନୁଷ୍ୟ ରାନ୍ଧୀ ବଳନା କରିବାକୁ ଅକ୍ଷମ ।
Digitized by srujanika@gmail.com<noinclude></noinclude>
af8cbdfuu0x9eiz7vbqpvcv3bghs43c