ଉଇକିପାଠାଗାର orwikisource https://or.wikisource.org/wiki/%E0%AC%AA%E0%AD%8D%E0%AC%B0%E0%AC%A7%E0%AC%BE%E0%AC%A8_%E0%AC%AA%E0%AD%83%E0%AC%B7%E0%AD%8D%E0%AC%A0%E0%AC%BE MediaWiki 1.47.0-wmf.23 first-letter ମାଧ୍ୟମ ବିଶେଷ ଆଲୋଚନା ବ୍ୟବହାରକାରୀ ବ୍ୟବହାରକାରୀଙ୍କ ଆଲୋଚନା ଉଇକିପାଠାଗାର ଉଇକିପାଠାଗାର ଆଲୋଚନା ଫାଇଲ ଫାଇଲ ଆଲୋଚନା ମିଡ଼ିଆଉଇକି ମିଡ଼ିଆଉଇକି ଆଲୋଚନା ଛାଞ୍ଚ ଛାଞ୍ଚ ଆଲୋଚନା ସହଯୋଗ ସହଯୋଗ ଆଲୋଚନା ଶ୍ରେଣୀ ଶ୍ରେଣୀ ଆଲୋଚନା ପୃଷ୍ଠା ପୃଷ୍ଠା ଆଲୋଚନା ସୂଚୀ ସୂଚୀ ଆଲୋଚନା TimedText TimedText talk ମଡ୍ୟୁଲ ମଡ୍ୟୁଲ ଆଲୋଚନା Event Event talk ପୃଷ୍ଠା:Adbhut Parinam (M Rath, 1915).pdf/୫୦ 250 12728 59688 2026-10-07T17:17:29Z Ssgapu22 248 /* ପ୍ରମାଣିତ ହୋଇନଥିବା */ "ଝାଇବା ପରଣାମ । ରମଣୀ ଆଉ ଜଣେ ଶୁ ଶୂଳ ବୃକଙ୍କ ମଧ୍ୟରେ, ଭାରପୁଜ୍ଞ ମଧ୍ୟରେ ଅର୍ଦ୍ଧାନ ପର—ଅଥବା ପୁଣ୍ଡରୀକ ମଧ୍ୟରେ ମନୋହର କୋକନଦ ପଣ୍ଡା ଗୋଟିଏ ଭକ୍ତକାଞ୍ଚ ନ-ବସନପରଧାନୀ ଅବଗୁଣ୍ଠ ନିବଗ ଶ..." ନାଆଁରେ ପୃଷ୍ଠାଟିଏ ତିଆରିକଲେ 59688 proofread-page text/x-wiki <noinclude><pagequality level="1" user="Ssgapu22" /></noinclude>ଝାଇବା ପରଣାମ । ରମଣୀ ଆଉ ଜଣେ ଶୁ ଶୂଳ ବୃକଙ୍କ ମଧ୍ୟରେ, ଭାରପୁଜ୍ଞ ମଧ୍ୟରେ ଅର୍ଦ୍ଧାନ ପର—ଅଥବା ପୁଣ୍ଡରୀକ ମଧ୍ୟରେ ମନୋହର କୋକନଦ ପଣ୍ଡା ଗୋଟିଏ ଭକ୍ତକାଞ୍ଚ ନ-ବସନପରଧାନୀ ଅବଗୁଣ୍ଠ ନିବଗ ଶୋଇ ଯାଉଥିଲେ । ସେ ପାଞ୍ଚଳ ବି ଭରରେ ଧବଳଅଙ୍ଗରକ୍ଷଣ ଉଷାର ରକ୍ତ ମେଘାବରଣ ଭଗରେ ସୂର୍ଯ୍ୟ ଅଲେକ ପରି ଫୁଠି ଦଗୁରୁ । ଯାନ ସ୍ପୋରଣଦ୍ଵାରରେ ଭହଲକ୍ଷଣି ଧବଳୀ ମହିଳାମାନେ ଅସି ରାଙ୍କୁ ଘେନ ଗିର୍ଜା ଉର୍ବରକୁ ଷ୍ଟଲଗଲେ ଏବଂ ବୀମଇଗର ସମ୍ପୂ ଖ ଆସନରେ କରାଇଲେ । ସହଯାଏଁମାନେ ସେହି ପାଖରେ ପଛକୁ ପଛ ବସିଗଲେ । ପାଠକେ, ଅବଶ୍ୟ ଏହାଙ୍କୁ ଚହି ପାରବେଣି । ଏମାନେ ଅସିଲକ୍ଷଣି ଅନେକଙ୍କୁ , ବିଶେଷତଃ ଦେହ ଶଶ ଜଙ୍କୁ ବନ୍ତ ଉଦ୍ବିଗ୍ନ ଥ‌ିବାର ଦେଖାଗଲା । ବର ପକ୍ଷର ଅଟେ ଉପସ୍ଥିତ ହେବାର ବଧୂ । ଆକ ଏଭବେଳଯାଏ ବରର ଦେଖା ନାହିଁ । ଏ ପୁଣି ଈ ଦୁର୍ଘନା ! ତେଣୁ ଆମ୍ଭମାନଙ୍କର ପଇପର ରେଭଭଣ୍ତ ବେନ୍ ସାହେବ ବଡ଼ ଚନ୍ତାକୁଳ । କ୍ଷଣେ ଭଗରେ—କ୍ଷଣେ ବାହାରେ, ଶେଷରେ ପୁଣି ବରଣ୍ଡାର ଏକସ୍ଥାନ୍ତକୁ ଆସି କପିଲ ଚକ୍ଷୁଯୁଗଳରୁ ଦୂରଗ୍ଧସାଇତ ଦୃଷ୍ଟିଦେଖା ଦକ୍ଷିଣଗର ପଥ ଉପରେ ଥାଇବ କଲେ । କୈକେ ନାନାପ୍ରକାର ଚର୍କ କରିବାକୁ ଲଗିଲେ । କେହ କହିଲେ, ସେ ବଲ ସାହେବଙ୍କ ନକରେ ସଭ୍ୟପ୍ରଭଜ୍ଞ କର ଆସିଥୁଲ ପର୍ ! କେହି କହଲେ, ଅଳକାଲକା ଯୁବକଙ୍କୁ ବିଶ୍ଵାସ ନାହିଁ । କେହ ପ୍ରକାଶ କଲେ, ନ ବୁଝି ନ ଶୁଣି ଏପର ସ୍କେକିଙ୍କୁ ଏତେ ପ୍ରେମ କରିବା ଉର Digitized by srujanika@gmail.com<noinclude></noinclude> lqcq73jc4jd1j35clacf5qh3km574jj