ଉଇକିପାଠାଗାର orwikisource https://or.wikisource.org/wiki/%E0%AC%AA%E0%AD%8D%E0%AC%B0%E0%AC%A7%E0%AC%BE%E0%AC%A8_%E0%AC%AA%E0%AD%83%E0%AC%B7%E0%AD%8D%E0%AC%A0%E0%AC%BE MediaWiki 1.47.0-wmf.23 first-letter ମାଧ୍ୟମ ବିଶେଷ ଆଲୋଚନା ବ୍ୟବହାରକାରୀ ବ୍ୟବହାରକାରୀଙ୍କ ଆଲୋଚନା ଉଇକିପାଠାଗାର ଉଇକିପାଠାଗାର ଆଲୋଚନା ଫାଇଲ ଫାଇଲ ଆଲୋଚନା ମିଡ଼ିଆଉଇକି ମିଡ଼ିଆଉଇକି ଆଲୋଚନା ଛାଞ୍ଚ ଛାଞ୍ଚ ଆଲୋଚନା ସହଯୋଗ ସହଯୋଗ ଆଲୋଚନା ଶ୍ରେଣୀ ଶ୍ରେଣୀ ଆଲୋଚନା ପୃଷ୍ଠା ପୃଷ୍ଠା ଆଲୋଚନା ସୂଚୀ ସୂଚୀ ଆଲୋଚନା TimedText TimedText talk ମଡ୍ୟୁଲ ମଡ୍ୟୁଲ ଆଲୋଚନା Event Event talk ପୃଷ୍ଠା:Adbhut Parinam (M Rath, 1915).pdf/୫୧ 250 12729 59689 2026-10-08T15:11:03Z Ssgapu22 248 /* ପ୍ରମାଣିତ ହୋଇନଥିବା */ "୪୬ ଅଭି ର ପରଣାମ । ହେଲ ନାହଁ । କେହି କହବାକୁ ଲଗିଲେ, ଅହୀ ! ବେଶ ମାମା ଭାକୁ ପଠାରୁ ବଳ ସ୍ନେହ କରନ୍ତି । ସେହିରେ ପୁଣି ଏପରି କପଣ ଆଚରଣ କଲା ! ସମବେତ ଲେକଙ୍କର ଇତ୍ୟାଦି– ପ୍ରକାର ନାନା ସ୍ଵଚନା,..." ନାଆଁରେ ପୃଷ୍ଠାଟିଏ ତିଆରିକଲେ 59689 proofread-page text/x-wiki <noinclude><pagequality level="1" user="Ssgapu22" /></noinclude>୪୬ ଅଭି ର ପରଣାମ । ହେଲ ନାହଁ । କେହି କହବାକୁ ଲଗିଲେ, ଅହୀ ! ବେଶ ମାମା ଭାକୁ ପଠାରୁ ବଳ ସ୍ନେହ କରନ୍ତି । ସେହିରେ ପୁଣି ଏପରି କପଣ ଆଚରଣ କଲା ! ସମବେତ ଲେକଙ୍କର ଇତ୍ୟାଦି– ପ୍ରକାର ନାନା ସ୍ଵଚନା, ସାହେବଙ୍କର ଚରପ୍ରସାରର ଦୃଷ୍ଟି ଏବଂ କନ୍ୟାପକ୍ଷର ଗଣ୍ଡୀର ତନ୍ତୀ ଓ ଉଦ୍ୟୋଗର ଶେଷଭାଗରେ ହଠାତ୍ ଗୋଟିଏ ଗାଈ ଦେଖା ଦେଲ । ଏଥିରେ ନିଶ୍ଚୟ ବର ଅବ, ଜାଣି ପାଈଁ ସେଥ‌ି ମଧ୍ୟରୁ କେତେକ ଗିର୍ଜା ଭତରେ ପ୍ରବେଶ କଲେ । ଦେଖୁ ଦେଖୁ ସାକ୍ଷାତ୍ ମାରୁରୁପଣ ଦେନ୍ ମେମ ବାହେ ବ ଦରବେଶ ମୋହନଙ୍କୁ ସେଲ୍‌ ଫାବେ ନକରେ ଉପସ୍ଥିତ ହୁଅନ୍ତେ, ସାହେବ ପ୍ରସନ୍ନମନରେ ବାର ଧର ଭିତରକୁ ନେଇ ଦକ୍ଷିଣପାର୍ଶ୍ଵର ନଦଣ୍ଡ ଅସନରେ କନ୍ୟା ସମ୍ମୁଖରେ ଉପବେଶନ କରଇଲେ । ଜନମୋହନର ମୁଖ ଅକ ଘୋର ଘୃଣା ଓ ପ୍ରଜହଂସାରେ ଉକୁ କୁଳ । ସମବେତ ସ୍ତ୍ରୀ ପୁରୁଷ ସ୍ଵସ୍ଵ ଆସନରେ ଉପବେଶନ କରନ୍ତେ, ସଭ୍ୟତ ରେଈରେଣ୍ଡ ବେନ୍ ସାହେବ ଅସନରୁ ଉଠି ଲଲାବ ଜନମୋହନଙ୍କର ଶୁଭବିବାହର ବାଞ୍ଛି ଗୋଟିଏ କ୍ଷୁଦ୍ର, ବକ୍ତା ଭାବେ ଘୋଷଣା କଲେ । ସାହେବ ଥାନ ଗ୍ରହଣ କରନ୍ତେ, ଯନ୍ତ୍ର କର ପ୍ରାସ୍ଟ ପୁସ୍ନେହର ରେଭରେଣ୍ଡ ଅଲବର୍ଣ ବକ୍‌ ସାହେବ ଗା ବାଖାନ କରି ବରକୁ ସମ୍ବୋଧନ କରି କହିଲେ, ଦେଖ କନମୋହନ । ଅଳ୍ପ ଶ୍ରମଗ ଲୀଳାବ ସାଙ୍ଗଙ୍କ ସହ ତୁମ୍ଭର ବିବାହ ହେବ । ଏହା ଅବଶ୍ୟ ତୁମ୍ଭେ ପୂର୍ବରୁ ଜାଣି ଅଛି । ଏକ ଏ ସରଳା ବାଈକା ସମକ୍ଷରେ ତୁମ୍ଭର àସ୍ତରେ ଏବଂ Digitized by srujanika@gmail.com<noinclude></noinclude> 6frhjoudkmvy4ktgm59yehc8oz1f5zv ପୃଷ୍ଠା:Adbhut Parinam (M Rath, 1915).pdf/୫୨ 250 12730 59690 2026-10-08T15:20:18Z Ssgapu22 248 /* ପ୍ରମାଣିତ ହୋଇନଥିବା */ "ଅର୍ ର ପରିଣାମ । ସମର୍ପିଢୀ । ତୁମ୍ଭେ ହେଁ ଏହାଙ୍କର ସୁଖ ଦୁଃଖରେ ପହାୟ୍ ହେବ । ଛାହାହେଲେ ପ୍ରଭୁ ଯୀଶୁ ତୁମ୍ଭଙ୍କୁ ସହାୟ୍ ବେଦେ । ଅଭଘର୍ଷଣ ସାଙ୍ଗ ହେଲ, କିନ୍ତୁ କନମୋହନ ମାରବତ୍ସବରେ ରଥାବ..." ନାଆଁରେ ପୃଷ୍ଠାଟିଏ ତିଆରିକଲେ 59690 proofread-page text/x-wiki <noinclude><pagequality level="1" user="Ssgapu22" /></noinclude>ଅର୍ ର ପରିଣାମ । ସମର୍ପିଢୀ । ତୁମ୍ଭେ ହେଁ ଏହାଙ୍କର ସୁଖ ଦୁଃଖରେ ପହାୟ୍ ହେବ । ଛାହାହେଲେ ପ୍ରଭୁ ଯୀଶୁ ତୁମ୍ଭଙ୍କୁ ସହାୟ୍ ବେଦେ । ଅଭଘର୍ଷଣ ସାଙ୍ଗ ହେଲ, କିନ୍ତୁ କନମୋହନ ମାରବତ୍ସବରେ ରଥାବସ୍ଥିତ। ହୂ ସାହେବ ମୁହଁ ଫେରଇ କନ୍ୟାକୁ ଅଲ୍ଲାନ କର ସେହପର କହିଲେ । କନ୍ୟାର ଭକ୍ତିଭରେ ଉପଦେଶ ଶ୍ରବଣ ଓ ସମ୍ପୂଣ୍ଡଦାନ ଜାଣି ସାବେଦ ପରରକୁ ସୁନା।ମୁଦ୍ର ପିନ୍ଧାଇ ଦେବାକୁ ଅଦେଶ ଦେଲେ । ପୃଷ୍ଠଦେଶରୁ ମେମ ସାହେବଙ୍କ ପ୍ରବର୍ତ୍ତନାରେ ଜନମୋହନ ଭଲର ଏବଂ ଲୀଳାବଗ ମୋହନର କଙ୍ଗୁଳରେ ହୃଦ କା ପିନ୍ଧାଇଦେଲେ । ଅନନ୍ତର ବଡ଼ ପାୱେକ ଗୋଧ୍ୟ ଏ ମୋଧ୍ୟ କାଗଜରେ ବର କନ୍ୟାଙ୍କର ସ୍ବାକ୍ଷର ଏବଂ ପଛେ ପଛେ ଉଭୟ ପକ୍ଷର ସାକ୍ଷୀ କେତେଜଣ ପ୍ରସିଦ୍ଧ ଖ୍ରୀଷ୍ଟଭକ୍ତଙ୍କର ସ୍ବାକ୍ଷର ଜଗଲ ନେଲେ । ହେ ଖ୍ରିଷ୍ଟଶିଷ୍ୟଗଣ । ତୁମ୍ଭମାନଙ୍କର ଏ ସ୍ବାକ୍ଷରକରଣରେ କ ଫଳ ଅଛ ? ତୁମ୍ଭେ ଶବ୍ଦ ସ୍ବାକ୍ଷର କରି ବା ନାମ ରେଜିଷ୍ଟର କର ଅଥବା ଯେଭେ ଯାହାଙ୍କୁ ସାକ୍ଷୀ ରଖ, ହୃଦୟରୁ ବନ ବଡ଼ ସାକ୍ଷ । କେହି ନାହିଁ । ହନ, ଅଗ୍ନି କ ଦାସୀ କର ବ: ଧର୍ମକୁ ସାକ୍ଷୀ ରଖି ଯେ ଅପରିହାର୍ଯ୍ୟ ସ ସ୍ଵର୍ କରେ, ତାହା ରୂମ୍ଭର ଏ ପରେ କେତେଦୂର ଅରୁ ? ତୁମ୍ଭେ ମୋହନର ହୃଦୟ ପରୀକ୍ଷା କରିଅଛି ? କାହାରେ ଯେତେ ବଧବଧାନ ବା ବ୍ୟବସ୍ଥା ଚର, ଛଦ୍ବାଗ ରକ୍ତରର ବନ୍ଧନ ଦୃଢ଼ ହେବ ନାହିଁ । ଅନ୍ତଭQ ଦିକୁ ବାହାରର ଶାସନରେ ଆସୃଷ୍ଟି ରଖିବା ସମ୍ଭବ ନ ? ବରଂ ଏହାଦ୍ବାର ସମୟୂରେ ସଭ୍ୟର ଅପଳାପ ହେବ । ମୃତ୍ୟୁ- Digitized by srujanika@gmail.com<noinclude></noinclude> 2gfzy8gd6y3urzqt9lgjich86g3g9wc