ଉଇକିପାଠାଗାର orwikisource https://or.wikisource.org/wiki/%E0%AC%AA%E0%AD%8D%E0%AC%B0%E0%AC%A7%E0%AC%BE%E0%AC%A8_%E0%AC%AA%E0%AD%83%E0%AC%B7%E0%AD%8D%E0%AC%A0%E0%AC%BE MediaWiki 1.47.0-wmf.24 first-letter ମାଧ୍ୟମ ବିଶେଷ ଆଲୋଚନା ବ୍ୟବହାରକାରୀ ବ୍ୟବହାରକାରୀଙ୍କ ଆଲୋଚନା ଉଇକିପାଠାଗାର ଉଇକିପାଠାଗାର ଆଲୋଚନା ଫାଇଲ ଫାଇଲ ଆଲୋଚନା ମିଡ଼ିଆଉଇକି ମିଡ଼ିଆଉଇକି ଆଲୋଚନା ଛାଞ୍ଚ ଛାଞ୍ଚ ଆଲୋଚନା ସହଯୋଗ ସହଯୋଗ ଆଲୋଚନା ଶ୍ରେଣୀ ଶ୍ରେଣୀ ଆଲୋଚନା ପୃଷ୍ଠା ପୃଷ୍ଠା ଆଲୋଚନା ସୂଚୀ ସୂଚୀ ଆଲୋଚନା TimedText TimedText talk ମଡ୍ୟୁଲ ମଡ୍ୟୁଲ ଆଲୋଚନା Event Event talk ପୃଷ୍ଠା:Adbhut Parinam (M Rath, 1915).pdf/୫୭ 250 12736 59697 2026-10-14T15:03:42Z Ssgapu22 248 /* ପ୍ରମାଣିତ ହୋଇନଥିବା */ "କଥା ଦେଇ; ମା ବୈଠକଯାଏ କଥା ଗଲେ ନାହିଁ । ହଠାର ଦିନେ ଜନମୋହନ ବାରୁ ପି୪ନସାହରେ ଉପସ୍ଥିତ ହେଲେ । ମନ୍ତେ ଅବା ଲଭର କପାଳ ଫିଲ୍ମ୍ । ସେହ ଦନ ଗୁଣ୍ଡରେ ପ୍ରକଲବ ସମରବ୍ୟାଦ୍ୱାରରେ ଅମ୍ଭର ଦାରେ ଯ..." ନାଆଁରେ ପୃଷ୍ଠାଟିଏ ତିଆରିକଲେ 59697 proofread-page text/x-wiki <noinclude><pagequality level="1" user="Ssgapu22" /></noinclude>କଥା ଦେଇ; ମା ବୈଠକଯାଏ କଥା ଗଲେ ନାହିଁ । ହଠାର ଦିନେ ଜନମୋହନ ବାରୁ ପି୪ନସାହରେ ଉପସ୍ଥିତ ହେଲେ । ମନ୍ତେ ଅବା ଲଭର କପାଳ ଫିଲ୍ମ୍ । ସେହ ଦନ ଗୁଣ୍ଡରେ ପ୍ରକଲବ ସମରବ୍ୟାଦ୍ୱାରରେ ଅମ୍ଭର ଦାରେ ଯା ଗସ୍ତର ଅଭମୁଖରେ ଯାହା କଲେ । ଏବେ ପ୍ରକାସରେ ଜର ସ୍ବାମିସହବାସରେ ହର୍ଷ କ ବିଷାଦ, ରାହା ଚତୁର ବାବୁ ପାଠକମାନେ ଶର୍ର କରିବେ । ପାଖରେ ଦୁଃଖ ସୁଖ ପହେ ହେବାକୁ ସୁଦ୍ଧା ଜଣେ କେହି ନାହିଁ । ଏକମାଝି ଯେ ଏକଳ ଦୁଃଖ ଦୂର କରି ପାରନ୍ତେ, ତାଙ୍କର ମଈ ଖଇ ଭଲପ୍ରକାର । ସେ ଦେଖି ସୁଦ୍ଧା ଦେଖୁ ନାହାନ୍ତି, କ ଶୁଣ୍ଟିଲେ ସୁଦ୍ଧା ଝୁଣୁ ନାହାନ୍ତି । ସଦା ତାଙ୍କର ଦୂରରେ ଅବସ୍ଥାନ—ଜ ନିଜ ଅନୁଗୋପନ —ପ୍ରତ୍ୟହ ରକ୍ତଚକ୍ଷୁ ଏବଂ ଅଳ୍ପ ଅଳ୍ପ କଥା । ଏ କଣ ଦାଭେଟାଈର ଲକ୍ଷଣ, ନା ଆଉ କିଛି ? ବାରେଖା ହେଲେ କଣ ପ୍ରବହ ସୁଦ୍ଧା ସେକ ଭୂଲିଯାଏ । ଏ କ ପରିବର୍ତ୍ତନ ! ଢେଣୁ ଗୃହ ଅନୁକ୍ଷଣ ଶଙ୍କିଛା । ତଥାପି କଡ଼- ଯନ୍ତ୍ର ପର ନରବତ୍ସବରେ ପଣ୍ଡସେବାରନ୍ତା । ଭଲ । ତୁମ୍ଭେ ଆଉ କି ଚିନ୍ତା କରୁଅଛି । ଚୁମ୍ବର ପ୍ରିୟୂରମଙ୍କର ମନ ପଗୁ ଧରି ପାରୁ ନାହଁ ? ଚୁମ୍ଭଭ ଭଷ୍ୟକ୍ ବିଷମ ସମସ୍ୟାମ ଓ ଚୁମ୍ଭ ମସ୍ତକ ଉପରେ ଏବେ ବିଷଧର ଫର୍ଣ ଗର୍ଜନ କରୁଅଛୁ । ବାହାର ଔଷଧ କାହିଁ ଯାଇଁ ଦୁର ହିମାଳ ଶିଖରରେ । ତୁମ୍ଭେ ଚନ୍ଦନକ୍ରମରେ ଗୋଟିଏ ବି ମ Digitized by srujanika@gmail.com<noinclude></noinclude> bwoaa5c5cii9uxi5ixybb1onvaes8c3