ଉଇକିପାଠାଗାର
orwikisource
https://or.wikisource.org/wiki/%E0%AC%AA%E0%AD%8D%E0%AC%B0%E0%AC%A7%E0%AC%BE%E0%AC%A8_%E0%AC%AA%E0%AD%83%E0%AC%B7%E0%AD%8D%E0%AC%A0%E0%AC%BE
MediaWiki 1.47.0-wmf.24
first-letter
ମାଧ୍ୟମ
ବିଶେଷ
ଆଲୋଚନା
ବ୍ୟବହାରକାରୀ
ବ୍ୟବହାରକାରୀଙ୍କ ଆଲୋଚନା
ଉଇକିପାଠାଗାର
ଉଇକିପାଠାଗାର ଆଲୋଚନା
ଫାଇଲ
ଫାଇଲ ଆଲୋଚନା
ମିଡ଼ିଆଉଇକି
ମିଡ଼ିଆଉଇକି ଆଲୋଚନା
ଛାଞ୍ଚ
ଛାଞ୍ଚ ଆଲୋଚନା
ସହଯୋଗ
ସହଯୋଗ ଆଲୋଚନା
ଶ୍ରେଣୀ
ଶ୍ରେଣୀ ଆଲୋଚନା
ପୃଷ୍ଠା
ପୃଷ୍ଠା ଆଲୋଚନା
ସୂଚୀ
ସୂଚୀ ଆଲୋଚନା
TimedText
TimedText talk
ମଡ୍ୟୁଲ
ମଡ୍ୟୁଲ ଆଲୋଚନା
Event
Event talk
ପୃଷ୍ଠା:Tulasi Stuti.pdf/୨
250
8256
59705
22254
2026-10-22T05:30:58Z
~2026-56664-98
3118
59705
proofread-page
text/x-wiki
<noinclude><pagequality level="3" user="Shrijagannatha" /></noinclude>{{Css image crop
|Image = Tulasi_Stuti.pdf
|Page = 2
|bSize = 464
|cWidth = 68
|cHeight = 26
|oTop = 149
|oLeft = 206
|Location = center
|Description =
}}
{{c|{{Xx-larger|'''ଶ୍ରୀ ବୃନ୍ଦାବତୀ ସ୍ତୁତି'''}}}}
<section begin="ସ୍ତୁତି"/><poem>
{{c|<ref><ref></ref></ref>
ମାଗୋ ତୁଳସୀ ଦେବୀ, ଅଟୁ ଶ୍ରୀକୃଷ୍ଣ ପ୍ରାଣବଲ୍ଲଭୀ ॥
ପ୍ରଭାତୁ ଉଠିଣ ତୋ ମୁଖ ଚାହିଁଣ ସନ୍ଧ୍ୟାକାଳେ ସନ୍ଧ୍ୟ ବ୍ୟା ଦେଇ । ଓଦା ବସ୍ତ୍ର ପିନ୍ଧି ତୋ ପାଦ ସେବିଲେ ବୈକୁଣ୍ଠ ଲଭିବା ପାଇଁ॥
ଚାରିପାଶେ ଚାରି ତପି ବସିଛନ୍ତି ମଧ୍ୟ ବସେ ବସୁନ୍ଧର ବସୁନ୍ଧରା । ଚାରିପାଶେ ଚାରି ଚାମର ଢ଼ାଳନ୍ତି ରୁକ୍ଳ ଲିପେ ଚଉରା ।।
ସତ୍ୟ ଯୁଗେ ତୋର ସତ୍ୟବତୀ ନାମେ ତ୍ରେତୟା ଯୁଗେ ମାଳତୀ ।
ଦ୍ୱାପର ଯୁଗରେ ନାମ ତୋ ତ୍ରିପୁରା କଳୀଯୁଗେ ବୃନ୍ଦାବତୀ ॥
ତୁଳସୀର ମାଳ ତୁଳସୀର ଦଳ ତୁଳସୀ ଭୂଷଣ ହୋଇ ।
ତୁଳସୀ ମୂଳରେ ଲୟ ଲଗାଇଲେ ନୀଳଚକ୍ର ଦିଶୁଥାଇ ॥
ମୂଳେ ତୋର ଗଙ୍ଗା ଡ଼ାଳେ ତୋର ବିଷ୍ଣୁ ପତ୍ରେ ଦେବତାଙ୍କ ବାସ ।
ସେ ପତ୍ର ପଡ଼ିଲେ ମଣୋହି ହୁଅଇ ବୋଲଇ ଗୋରଖ ଦାସ ॥
}}
</poem>
{{Css image crop
|Image = Tulasi_Stuti.pdf
|Page = 2
|bSize = 464
|cWidth = 65
|cHeight = 24
|oTop = 480
|oLeft = 206
|Location = center
|Description =
}}
<section end="ସ୍ତୁତି"/<noinclude></noinclude>
6fc7e2p467owywt31rjgtk4if0dr5xp
ପୃଷ୍ଠା:Adbhut Parinam (M Rath, 1915).pdf/୬୪
250
12743
59704
2026-10-21T17:31:41Z
Ssgapu22
248
/* ପ୍ରମାଣିତ ହୋଇନଥିବା */ "Digitized by srujanika@gmail.com" ନାଆଁରେ ପୃଷ୍ଠାଟିଏ ତିଆରିକଲେ
59704
proofread-page
text/x-wiki
<noinclude><pagequality level="1" user="Ssgapu22" /></noinclude>Digitized by srujanika@gmail.com<noinclude></noinclude>
b6k7a8jm3nbvhttrep72y7n9ucuclhn