ଉଇକିଅଭିଧାନ orwiktionary https://or.wiktionary.org/wiki/%E0%AC%AA%E0%AD%8D%E0%AC%B0%E0%AC%A7%E0%AC%BE%E0%AC%A8_%E0%AC%AA%E0%AD%83%E0%AC%B7%E0%AD%8D%E0%AC%A0%E0%AC%BE MediaWiki 1.47.0-wmf.2 case-sensitive ମାଧ୍ୟମ ବିଶେଷ ଆଲୋଚନା ବ୍ୟବହାରକାରୀ ବ୍ୟବହାରକାରୀଙ୍କ ଆଲୋଚନା ଉଇକିଅଭିଧାନ ଉଇକିଅଭିଧାନ ଆଲୋଚନା ଫାଇଲ ଫାଇଲ ଆଲୋଚନା ମିଡ଼ିଆଉଇକି ମିଡ଼ିଆଉଇକି ଆଲୋଚନା ଛାଞ୍ଚ ଛାଞ୍ଚ ଆଲୋଚନା ସହଯୋଗ ସହଯୋଗ ଆଲୋଚନା ଶ୍ରେଣୀ ଶ୍ରେଣୀ ଆଲୋଚନା ସୂଚୀ ସୂଚୀ ଆଲୋଚନା ଆଧାର ଆଧାର ଆଲୋଚନା TimedText TimedText talk ମଡ୍ୟୁଲ ମଡ୍ୟୁଲ ଆଲୋଚନା Event Event talk ମାଗିବା 0 84110 228915 214750 2026-05-18T14:52:53Z Adicraze 3075 /* ଦେଶଜ - କ୍ରିୟାପଦ - (ସଂସ୍କୃତ - ମାର୍ଗ ଧାତୁ, ଢୁଳ. ପ୍ରା. ମାଗ୍ଗ) */ 228915 wikitext text/x-wiki '''ମାଗିବା''' == [[ଓଡ଼ିଆ]] == === ଉଚ୍ଚାରଣ === {{ଉଚ୍ଚାରଣ|Māgibā| mˈaɡibˌa}} * {{ଅଡ଼ିଓ|LL-Q33810 (ori)-Psubhashish-ମାଗିବା.wav|ଧ୍ୱନି (ମାନକ ଓଡ଼ିଆ)|lang=or}} === ଅନୁବାଦ === {{trans-top|ମାଗିବା}} * ବଙ୍ଗାଳୀ: [[মাগা]] * ହିନ୍ଦୀ: [[माँगना मांगना]] {{trans-bottom}} [ମଗା(ଗେ)ଇବା—ଣିଜନ୍ତରୂପ] === ଦେଶଜ - କ୍ରିୟାପଦ - (ସଂସ୍କୃତ - ମାର୍ଗ ଧାତୁ, ଢୁଳ. ପ୍ରା. ମାଗ୍ଗ) === :୧. କୌଣସି ବସ୍ତୁ କୌଣସି ବ୍ୟକ୍ତିଠାରୁ ପ୍ରାର୍ଥନା କରିବା ବା ଭିକ୍ଷା କରିବା; ଯାଚଞ୍ଚା କରିବା — ୧. To beg for a thing to pray to get a thing. [ଉ—ଋତୁପର୍ଣ୍ଣ ରଜା ତା ଶୁଣାଣି ହସିଲେ, ଯେ ଇଚ୍ଛା ଅଛି ତାହା ମାଗତ ଭାଷିଲେ କୃଷ୍ଣସିଂହ. ମହାଭାରତ ବନ] :୨. ବିନୟ ସହକାରେ ଅନୁରୋଧ କରିବା —୨. To request humble; to entreat. [ଉ—ସବୁ ସଜନୀଙ୍କ, ହାତ ଧରି ମୁଁ ମାଗୁଛି ଏତିକି ଅଭିମନ୍ୟୁ ବିଦଗ୍ଧ — ଚିନ୍ତାମଣି] :୩. କୌଣସି ବ୍ୟକ୍ତି ନିକଟରେ କୌଣସି ବିଷୟରେ ଅନୁମତି ପାଇଁ ପ୍ରାର୍ଥନା କରିବା —୩. To ask for permission of a person. [ଉ—ବରିଛି ନଳଙ୍କୁ ଆମ୍ଭଙ୍କୁ ମାଗି କରି କୃଷ୍ଣସିଂହ ମହାଭାରତ ବନ] :୪. ଭିକ୍ଷା କରିବା, [[ପତିବା]] —୪. To beg alms. :୫. କୌଣସି ସଂଖ୍ୟାକୁ ଗୁଣନ କରିବା — ୫. To multiply a number by another number. ['''ଦ୍ରଷ୍ଟବ୍ୟ''' —ପଣିକକିଆ ମାଗିବାଦ୍ୱାରା ଗୋଟିଏ ରାଶିର ଅନ୍ୟରାଶି ସଙ୍ଗେ ଗୁଣଫଳ ସ୍ଥିର ହୋଇଯାଏ] ------------------ [[ଶ୍ରେଣୀ:ବଟ ତିଆରି ୩]] 8kqgxrum8jt5i28v2lxtiek2agrawuj ପତିବା 0 113112 228916 2026-05-18T14:57:34Z Adicraze 3075 "=== ପତିବା === == [[ଓଡ଼ିଆ]] == === ଉଚ୍ଚାରଣ === {{ଉଚ୍ଚାରଣ|Patibā| pˈʌtiba}} === ଅନୁବାଦ === {{trans-top|ପତିବା}} * ବଙ୍ଗାଳୀ: [[পাতা]] * ହିନ୍ଦୀ: [[फैळाना]] {{trans-bottom}} === ଦେଶଜ - କ୍ରି. (ସଂସ୍କୃତ - ପାତି ଧାତୁ) === :୧. ପାତିତ କରିବା..." ନାଆଁରେ ପୃଷ୍ଠାଟିଏ ତିଆରିକଲେ 228916 wikitext text/x-wiki === ପତିବା === == [[ଓଡ଼ିଆ]] == === ଉଚ୍ଚାରଣ === {{ଉଚ୍ଚାରଣ|Patibā| pˈʌtiba}} === ଅନୁବାଦ === {{trans-top|ପତିବା}} * ବଙ୍ଗାଳୀ: [[পাতা]] * ହିନ୍ଦୀ: [[फैळाना]] {{trans-bottom}} === ଦେଶଜ - କ୍ରି. (ସଂସ୍କୃତ - ପାତି ଧାତୁ) === :୧. ପାତିତ କରିବା —୧. To lay down. :୨. (କର) ପ୍ରସାରିତ କରିବା; ବଢ଼ାଇବା — ୨. To extend. ବନ୍ଧ କଅଧରୀ କନ୍ଦକ ପିଙ୍ଗି କଚ ପତାଇ ରାଧାନାଥ. ଚନ୍ଦ୍ରଭାଗା :୩. ଆଘାତ ଅପେକ୍ଷାରେ ମୁଣ୍ଡକୁ ରବା ଶରୀରର କୌଣସି ଅଙ୍ଗକୁ ଦେଖାଇବା; ଆଡ଼ବା —୨. To show one's head or other limb ready to receive a blow. :୪. (ସଂସ୍କୃତ - ପ୍ରତ୍ୟୟ) ପ୍ରତ୍ୟୟ କରିବା; ବିଶ୍ୱାସ କରିବା — ୪. To be confident; to trust. (ଯଥା—ଏଡ଼େ ବଡ଼ କାମ କରିବାକୁ ମୋ ଛାତି ପତାଉ ନାହିଁ ଛାତି ପତାଇବା=ମନରେ ସାହସ ହେବା) ------------------ [[ଶ୍ରେଣୀ:ବଟ ତିଆରି ୩]] 807rc9pjpez01q5vck3zwdi4z030drz 228917 228916 2026-05-18T14:57:49Z Adicraze 3075 228917 wikitext text/x-wiki == [[ଓଡ଼ିଆ]] == === ଉଚ୍ଚାରଣ === {{ଉଚ୍ଚାରଣ|Patibā| pˈʌtiba}} === ଅନୁବାଦ === {{trans-top|ପତିବା}} * ବଙ୍ଗାଳୀ: [[পাতা]] * ହିନ୍ଦୀ: [[फैळाना]] {{trans-bottom}} === ଦେଶଜ - କ୍ରି. (ସଂସ୍କୃତ - ପାତି ଧାତୁ) === :୧. ପାତିତ କରିବା —୧. To lay down. :୨. (କର) ପ୍ରସାରିତ କରିବା; ବଢ଼ାଇବା — ୨. To extend. ବନ୍ଧ କଅଧରୀ କନ୍ଦକ ପିଙ୍ଗି କଚ ପତାଇ ରାଧାନାଥ. ଚନ୍ଦ୍ରଭାଗା :୩. ଆଘାତ ଅପେକ୍ଷାରେ ମୁଣ୍ଡକୁ ରବା ଶରୀରର କୌଣସି ଅଙ୍ଗକୁ ଦେଖାଇବା; ଆଡ଼ବା —୨. To show one's head or other limb ready to receive a blow. :୪. (ସଂସ୍କୃତ - ପ୍ରତ୍ୟୟ) ପ୍ରତ୍ୟୟ କରିବା; ବିଶ୍ୱାସ କରିବା — ୪. To be confident; to trust. (ଯଥା—ଏଡ଼େ ବଡ଼ କାମ କରିବାକୁ ମୋ ଛାତି ପତାଉ ନାହିଁ ଛାତି ପତାଇବା=ମନରେ ସାହସ ହେବା) ------------------ [[ଶ୍ରେଣୀ:ବଟ ତିଆରି ୩]] ogm2kzaas1z0urcfaapfbhpwnogokzb