ଉଇକିଅଭିଧାନ orwiktionary https://or.wiktionary.org/wiki/%E0%AC%AA%E0%AD%8D%E0%AC%B0%E0%AC%A7%E0%AC%BE%E0%AC%A8_%E0%AC%AA%E0%AD%83%E0%AC%B7%E0%AD%8D%E0%AC%A0%E0%AC%BE MediaWiki 1.47.0-wmf.4 case-sensitive ମାଧ୍ୟମ ବିଶେଷ ଆଲୋଚନା ବ୍ୟବହାରକାରୀ ବ୍ୟବହାରକାରୀଙ୍କ ଆଲୋଚନା ଉଇକିଅଭିଧାନ ଉଇକିଅଭିଧାନ ଆଲୋଚନା ଫାଇଲ ଫାଇଲ ଆଲୋଚନା ମିଡ଼ିଆଉଇକି ମିଡ଼ିଆଉଇକି ଆଲୋଚନା ଛାଞ୍ଚ ଛାଞ୍ଚ ଆଲୋଚନା ସହଯୋଗ ସହଯୋଗ ଆଲୋଚନା ଶ୍ରେଣୀ ଶ୍ରେଣୀ ଆଲୋଚନା ସୂଚୀ ସୂଚୀ ଆଲୋଚନା ଆଧାର ଆଧାର ଆଲୋଚନା TimedText TimedText talk ମଡ୍ୟୁଲ ମଡ୍ୟୁଲ ଆଲୋଚନା Event Event talk ଛୁଚିବାଇଆ 0 23938 228922 62299 2026-05-26T17:12:31Z Adicraze 3075 /* ଅନୁବାଦ */ 228922 wikitext text/x-wiki '''ଛୁଚିବାଇଆ''' == [[ଓଡ଼ିଆ]] == === ଉଚ୍ଚାରଣ === {{ଉଚ୍ଚାରଣ|Chhuchi-bāiā| tʃʰˈutʃibˌaiˌa}} === ଅନୁବାଦ === {{trans-top|ଛୁଚିବାଇଆ}} * ବଙ୍ଗାଳୀ: [[ছুচিবেয়ে]] {{trans-bottom}} (ଛୁଚିବାଇ, ଶୁଚିବାଇ—ସ୍ତ୍ରୀ) (ଛୁଚିବାୟା, ଶୁଚିବାୟା—ଅନ୍ୟରୂପ) === ଗ୍ରାମ୍ୟ - ବିଶେଷଣ - ପୁଲିଙ୍ଗ - (ସଂସ୍କୃତ - ଶୂଚି+ବାତୁଳ) === ସର୍ବଦା ଶୂଚି ରହିବା ଓ ଅସ୍ପୃଶ୍ୟ ବ୍ୟକ୍ତି ବା ବସ୍ତୁକୁ ନ ଛୁଇଁବା ଯାହାର ଅଭ୍ୟାସ —Excessively sentimental in keeping away from untouchable or unclean things and persons. ------------------ [[ଶ୍ରେଣୀ:ବଟ ତିଆରି ୩]] b94vwwkm4pd3sg0ang72npnbgacu1fn ପୁଳେଇବା 0 59156 228924 98277 2026-05-27T06:22:27Z Adicraze 3075 /* ଦେଶଜ - କ୍ରି—(ସଂସ୍କୃତ - ପୁଳ୍ ଧାତୁ) */ 228924 wikitext text/x-wiki '''ପୁଳେଇବା''' == [[ଓଡ଼ିଆ]] == === ଉଚ୍ଚାରଣ === {{ଉଚ୍ଚାରଣ|Puḻeibā| pˈul̩ˌewibˌa}} === ଦେଶଜ - କ୍ରି—(ସଂସ୍କୃତ - ପୁଳ୍ ଧାତୁ) === :୧. ପୃଥକ୍ ପୃଥକ୍ ପୁଳାରେ ରଖିବା —୧. To divide and put in separate bundless. :୨. ହାତରେ ଏକ ମୁଠା କରି ଛିଣ୍ଡାଇବା — ୨. To pluck or pull a thing by successive clasps od the palm. :୩. ବଢ଼ିବା — ୩. To increase. ------------------ [[ଶ୍ରେଣୀ:ବଟ ତିଆରି ୩]] 10uj2u9pp65hued8ya1n9cx5mpq99w5 ଶିପ 0 104959 228923 159886 2026-05-26T17:20:58Z Adicraze 3075 /* ଅନୁବାଦ */ 228923 wikitext text/x-wiki '''ଶିପ''' == [[ଓଡ଼ିଆ]] == === ଉଚ୍ଚାରଣ === {{ଉଚ୍ଚାରଣ|Ṡipa| ʃˈipɔ}} === ଅନୁବାଦ === {{trans-top|ଶିପ}} * ବଙ୍ଗାଳୀ: [[শামুক]], [[ঝিনুক]] * ହିନ୍ଦୀ: [[सितुसा]], [[ सीप]] * ବଙ୍ଗାଳୀ: [[চাপ]] * ହିନ୍ଦୀ: [[नारीयलफुलका खोल]] {{trans-bottom}} === ଦେଶଜ - ବିଶେଷ୍ୟ - (ସଂସ୍କୃତ - ଶୁକ୍ତି; ପା. ସିପ୍ପି) === :୧. ଶାମୁକା; ଶୁକ୍ତିର ଖୋଳ —୧. Oyster shell, mother of pearls. ['''ଦ୍ରଷ୍ଟବ୍ୟ''' —ଏହାର କାଟି ପାଲିସ୍ କରି ବୋତାମ ଛୁରୀବେଣ୍ଟ ଆଦି ତିଆରି କରାଯାଏ] :୨. ନଡ଼ିଆ ଫୁଲଗଛକୁ ଆବଦ୍ଧ କରିଥିବା ଖୋଳ; ନଡ଼ିଆର ଫୁଲର ଖୋସା —୨. The sheath enclosing the eluster of cocoanut-flowers. ['''ଦ୍ରଷ୍ଟବ୍ୟ''' —ଏହା ଖଣ୍ଡ଼ାର ଖାପ (ଖଡ୍ଡକୋଷ) ପରି ଦେଖାଯାଏ ଏହି ନଡ଼ିଆ ଶିପ ବା ଖୋସାକୁ ଚିରୁଡ଼ା ଚିରୁଡ଼ା କରି ଚିରି ବାନ୍ଧି ତହିଣରେ ଅଟା ବା ବଡ଼ିଆ କରାଯାଏ; ସେ ବଡ଼ିଆରେ ନିଆଁ ଲଗାଇଲେ ତହିଁରୁ ଯେ ଧୂଆଁ ବାହାରେ, ସେ ଧୂଆଁଦ୍ୱାରା ମଶାମାନେ ପଳାଇଯାନ୍ତି ମଶାମାନଙ୍କ ପକ୍ଷରେ ଅନ୍ୟ ଧୂଆଁ ଅପେକ୍ଷା ଏ ଧୂଆଁ ଅଧିକତରର ଅସହ୍ୟ ହେବା ପରୀକ୍ଷା କରାଯାଇଅଛି] ------------------ [[ଶ୍ରେଣୀ:ବଟ ତିଆରି ୩]] pgxflmyzopvzv93pcf0l6akollxp73o