ଉଇକିଅଭିଧାନ orwiktionary https://or.wiktionary.org/wiki/%E0%AC%AA%E0%AD%8D%E0%AC%B0%E0%AC%A7%E0%AC%BE%E0%AC%A8_%E0%AC%AA%E0%AD%83%E0%AC%B7%E0%AD%8D%E0%AC%A0%E0%AC%BE MediaWiki 1.47.0-wmf.16 case-sensitive ମାଧ୍ୟମ ବିଶେଷ ଆଲୋଚନା ବ୍ୟବହାରକାରୀ ବ୍ୟବହାରକାରୀଙ୍କ ଆଲୋଚନା ଉଇକିଅଭିଧାନ ଉଇକିଅଭିଧାନ ଆଲୋଚନା ଫାଇଲ ଫାଇଲ ଆଲୋଚନା ମିଡ଼ିଆଉଇକି ମିଡ଼ିଆଉଇକି ଆଲୋଚନା ଛାଞ୍ଚ ଛାଞ୍ଚ ଆଲୋଚନା ସହଯୋଗ ସହଯୋଗ ଆଲୋଚନା ଶ୍ରେଣୀ ଶ୍ରେଣୀ ଆଲୋଚନା ସୂଚୀ ସୂଚୀ ଆଲୋଚନା ଆଧାର ଆଧାର ଆଲୋଚନା TimedText TimedText talk ମଡ୍ୟୁଲ ମଡ୍ୟୁଲ ଆଲୋଚନା Event Event talk ଲୋକ 0 101206 229014 218931 2026-08-23T11:25:08Z Feranoda 3258 229014 wikitext text/x-wiki '''ଲୋକ''' == [[ଓଡ଼ିଆ]] == === ଉଚ୍ଚାରଣ === {{ଉଚ୍ଚାରଣ|Loka| lˈokɔ}} * {{ଅଡ଼ିଓ|LL-Q33810 (ori)-Psubhashish-ଲୋକ.wav|ଧ୍ୱନି (ମାନକ ଓଡ଼ିଆ)|lang=or}} * {{ଅଡ଼ିଓ|LL-Q33810 (ori)-Soumendrak-ଲୋକ.wav|ଧ୍ୱନି (ମାନକ ଓଡ଼ିଆ)|lang=or}} * {{ଅଡ଼ିଓ|LL-Q33810 (ori)-Sangram Keshari Senapati (Ssgapu22)-ଲୋକ.wav|ଧ୍ୱନି (ମାନକ ଓଡ଼ିଆ)|lang=or}} === ସଂସ୍କୃତ - ବି (ଲୋକ୍ ଧାତୁ+କର୍ତ୍ତୃ. ଅ) === :୧. ମନୁଷ୍ୟ; ମାନବ —Man. #* {{quote-book|or|year=1876|author=Frances Eliza Millett Notley|title=The Kiddle-a-Wink|chapter=A Tale of Love|url=https://books.google.com/books?id=qhcCAAAAQAAJ&printsec=frontcover|page=169 |passage=He is not quite a baby, Alfred," said Ellen, "though he is only a big stupid '''boy'''. We have made him miserable enough. Let us leave him alone.}} :୨. (+ କର୍ମ ଅ) ଭୁବନ; ଜଗତ୍; ପୃଥିବୀ; ସଂସାର —୨. The world; the earth; the ceration. :୩. ତ୍ରିଲୋକ; ସ୍ୱର୍ଗ, ମର୍ତ୍ତ୍ୟ ଓ ପାତାଳ —୩. The heaven, the earth and the nether regions. :୪. ସପ୍ତଲୋକ; ଭୁଃ, ଭୁବଃ, ସ୍ୱଃ' ମହଃ, ଜନଃ, ତପଃ ଓ ସତ୍ୟ; ସପ୍ତ ବ୍ୟାହୃତି === ['''ଦ୍ରଷ୍ଟବ୍ୟ''' —କେତେକ ଆଧୁନିକ ପଣ୍ଡିତ ଏହି ସପ୍ତଲୋକକୁ ନିମ୍ନ— ଲିଖିତରୂପେ ଆଧୁନିକ ଭୂଗୋଳ ଅନୁସାରେ ନିର୍ଦ୍ଧାରଣ କରି ଅଛନ୍ତି, ଯଥା—ଭୁର୍ଲୋକ=ଭୁଭାରତ=ଆର୍ଯ୍ୟାବର୍ତ୍ତ, ଦାକ୍ଷିଣାତ୍ୟ ଓ ପୂର୍ବୋପଦ୍ୱୀପ, ବ୍ରହ୍ମଦେଶ ଭୁବଲୋକ= ଅନ୍ତରୀକ୍ଷ=ତୁରସ୍କ, ପାରସ୍ୟ ଓ (ଆପୋଗସ୍ଥାନ=) ଆଫଗାନିସ୍ଥାନ ସ୍ୱଲୋକ=ତ୍ରିନାକ=ତିବ୍ଦତ,ତାତାର ଓ ମାଙ୍ଗୋଲିୟା ମହର୍ଲୋକ,ତପୋଲୋକ ଓ ବ୍ରହ୍ମଲୋକ ବା ସତ୍ୟଲୋକ=ତ୍ରିଦିବ=ସମସ୍ତ ଇଉରୋପୀୟ ଓ ଆସିୟିକ ସାଇବେରିଆ ଜନର୍ଲୋକ= ଚୀନସାମ୍ରାଜ୍ୟ "ମାନବେର ଆଦି ଜନ୍ମଭୂମି"ନାମକ ବଙ୍ଗଳା ଗ୍ରନ୍ଥ] —୪. The seven worlds of the Hindu mythology. :୫. ଚତୁର୍ଦ୍ଦଶଲୋକ—ସପ୍ତସ୍ୱର୍ଗ; ଭୁଃ;ଭୁବଃ; ସ୍ୱଃ, ମହଃ, ଜନଃ, ତପଃ ଓ ସତ୍ୟ ଏବଂ ସପ୍ତପାତାଳ; ଅତଳ ବିତଳ, ସୁତଳ, ତଳ, ତଳାତଳ ରସାତଳ, ପାତାଳ (ପାତାଳ ତଳେ ଟୀକା ଦେଖ) —୫. The seven upper regions and the seven nether regionn of the Hidu mythology. :୬. ସମୂହ — ୬. Multitude.; collection; group;company. :୭. ଦୃଷ୍ଟି —୭. Vision; sight;prospect. :୮. ଜନ୍ମ; ବ୍ୟକ୍ତି —୮. An individual; person. :୯. ବ୍ରାହ୍ମଣ —୯. The unverse, :୧. ନିବାସ ସ୍ଥାନ ହିନ୍ଦୀ - ଶ. —୧୦. Place; dwelling place; residence. :୧୧. ପ୍ରଦେଶ; ଅଞ୍ଚଳ (ହିନ୍ଦୀ - ଶ.) —୧୧. Region; tract; pro-vince; locality. :୧୨. ରାଜ୍ୟର ପ୍ରଜାମଣ୍ଡଳ — ୧୨. The people or the subjects (as oppo-sed to the king) (Apte). :୧୩. ସମାଜ (ହିନ୍ଦୀ - ଶ) —୧୩. Society; community. :୧୪. ପ୍ରାଣୀ(ହିନ୍ଦୀ - ଶ.) —୧୪. Living being. :୧୫. ଯଶଃ; କୀର୍ତ୍ତି <!-- -- ୭୪୩୪ -- --> (ହିନ୍ଦୀ - ଶ) —୧୫. Fame. === ଅନୁବାଦ === {{trans-top|ଲୋକ}} * ବଙ୍ଗାଳୀ: [[লোক]] * ହିନ୍ଦୀ: [[लीक]] * ବଙ୍ଗାଳୀ: [[মাথুষ]] * ହିନ୍ଦୀ: [[त्र्प्रादमी]] {{trans-bottom}} :୧୬. ସଂସାରର ସାଧାରଣ ରୀତି ବା ବ୍ୟବହାର —୧୬. The ordinary practice of the world, worldly usage (Apte). :୧୭. ସାତ ସଂଖ୍ୟା —୧୭. The number seven (Apte) :୧୮. ଚଉଦ ସଂଖ୍ୟା —୧୮. The number fourteen. (Apte) :୧୯. ଇହଲୋକ — ୧୯. Earthly existence. === ଦେଶଜ - ବିଶେଷ୍ୟ - === :୧. ଭୃତ୍ୟ; ଅନୁଚର; ଚାକର —୧. Servent; attendant. [ଉ—ଯେବେ ଦୃଢ଼ମୂଳ ହେବ ଏ ରାଜ୍ୟଯାକ, ତେବେ ପାଣ୍ଡୁପୁତ୍ରେ ରହିବେ ହୋଇ ଲୋକ ] :୨. କାମ କରିବାବ୍ୟକ୍ତି — ୨. A working hand. :୩. ମୂଲିଆ; ମଜୁରିଦାର୍, କୁଲି —୩. A day-labourer; coolie; workman. [ଉ—ନୃପତି ଓ ଲୋକ ପରାଏ କର ଘେନି, ଆସିଲେ ଯୁଧିଷ୍ଠିରଙ୍କ ରାଜଧାନୀ କୃଷ୍ଣସିଂହ ମହାଭାରତ ସଭାପର୍ବ] :୪. ନିଜେ; ସ୍ୱୟଂ (ଆପଣାକୁ ତୃତୀୟ ପୁରୁଷରେ ବ୍ୟବହାର କରି ବାକ୍ୟରେ) ବ୍ୟବହୃତ — ୪. One's self; one [ଯଥା—ତିନି ଘଣ୍ଟା ହେଲା ବସି ବସି ଲୋକ ବିରକ୍ତ ହେଲାଣି, ତେବେ ସୁଦ୍ଧା ବାବୁଙ୍କ ମନରେ ଦୟା ଉପୁଜୁ ନାହିଁ ] :୫. ନରସମାଜ;ସର୍ବ ସାଧାରଣ —୫. The public; the human society; the society of human beings, :୬. ରକ୍ଷିତା ସ୍ତ୍ରୀ —୬. Concubine. [ଯଥା—ଲୋକ ରଖିବା] ------------------ [[ଶ୍ରେଣୀ:ବଟ ତିଆରି ୩]] nnc8vs81v1vi06xkwq44ywuy4rnkuhm 229015 229014 2026-08-23T11:29:09Z Feranoda 3258 229015 wikitext text/x-wiki '''ଲୋକ''' == [[ଓଡ଼ିଆ]] == === ଉଚ୍ଚାରଣ === {{ଉଚ୍ଚାରଣ|Loka| lˈokɔ}} * {{ଅଡ଼ିଓ|LL-Q33810 (ori)-Psubhashish-ଲୋକ.wav|ଧ୍ୱନି (ମାନକ ଓଡ଼ିଆ)|lang=or}} * {{ଅଡ଼ିଓ|LL-Q33810 (ori)-Soumendrak-ଲୋକ.wav|ଧ୍ୱନି (ମାନକ ଓଡ଼ିଆ)|lang=or}} * {{ଅଡ଼ିଓ|LL-Q33810 (ori)-Sangram Keshari Senapati (Ssgapu22)-ଲୋକ.wav|ଧ୍ୱନି (ମାନକ ଓଡ଼ିଆ)|lang=or}} === ସଂସ୍କୃତ - ବି (ଲୋକ୍ ଧାତୁ+କର୍ତ୍ତୃ. ଅ) === :୧. ମନୁଷ୍ୟ; ମାନବ —Man. :୨. (+ କର୍ମ ଅ) ଭୁବନ; ଜଗତ୍; ପୃଥିବୀ; ସଂସାର —୨. The world; the earth; the ceration. :୩. ତ୍ରିଲୋକ; ସ୍ୱର୍ଗ, ମର୍ତ୍ତ୍ୟ ଓ ପାତାଳ —୩. The heaven, the earth and the nether regions. :୪. ସପ୍ତଲୋକ; ଭୁଃ, ଭୁବଃ, ସ୍ୱଃ' ମହଃ, ଜନଃ, ତପଃ ଓ ସତ୍ୟ; ସପ୍ତ ବ୍ୟାହୃତି === ['''ଦ୍ରଷ୍ଟବ୍ୟ''' —କେତେକ ଆଧୁନିକ ପଣ୍ଡିତ ଏହି ସପ୍ତଲୋକକୁ ନିମ୍ନ— ଲିଖିତରୂପେ ଆଧୁନିକ ଭୂଗୋଳ ଅନୁସାରେ ନିର୍ଦ୍ଧାରଣ କରି ଅଛନ୍ତି, ଯଥା—ଭୁର୍ଲୋକ=ଭୁଭାରତ=ଆର୍ଯ୍ୟାବର୍ତ୍ତ, ଦାକ୍ଷିଣାତ୍ୟ ଓ ପୂର୍ବୋପଦ୍ୱୀପ, ବ୍ରହ୍ମଦେଶ ଭୁବଲୋକ= ଅନ୍ତରୀକ୍ଷ=ତୁରସ୍କ, ପାରସ୍ୟ ଓ (ଆପୋଗସ୍ଥାନ=) ଆଫଗାନିସ୍ଥାନ ସ୍ୱଲୋକ=ତ୍ରିନାକ=ତିବ୍ଦତ,ତାତାର ଓ ମାଙ୍ଗୋଲିୟା ମହର୍ଲୋକ,ତପୋଲୋକ ଓ ବ୍ରହ୍ମଲୋକ ବା ସତ୍ୟଲୋକ=ତ୍ରିଦିବ=ସମସ୍ତ ଇଉରୋପୀୟ ଓ ଆସିୟିକ ସାଇବେରିଆ ଜନର୍ଲୋକ= ଚୀନସାମ୍ରାଜ୍ୟ "ମାନବେର ଆଦି ଜନ୍ମଭୂମି"ନାମକ ବଙ୍ଗଳା ଗ୍ରନ୍ଥ] —୪. The seven worlds of the Hindu mythology. :୫. ଚତୁର୍ଦ୍ଦଶଲୋକ—ସପ୍ତସ୍ୱର୍ଗ; ଭୁଃ;ଭୁବଃ; ସ୍ୱଃ, ମହଃ, ଜନଃ, ତପଃ ଓ ସତ୍ୟ ଏବଂ ସପ୍ତପାତାଳ; ଅତଳ ବିତଳ, ସୁତଳ, ତଳ, ତଳାତଳ ରସାତଳ, ପାତାଳ (ପାତାଳ ତଳେ ଟୀକା ଦେଖ) —୫. The seven upper regions and the seven nether regionn of the Hidu mythology. :୬. ସମୂହ — ୬. Multitude.; collection; group;company. :୭. ଦୃଷ୍ଟି —୭. Vision; sight;prospect. :୮. ଜନ୍ମ; ବ୍ୟକ୍ତି —୮. An individual; person. :୯. ବ୍ରାହ୍ମଣ —୯. The unverse, :୧. ନିବାସ ସ୍ଥାନ ହିନ୍ଦୀ - ଶ. —୧୦. Place; dwelling place; residence. :୧୧. ପ୍ରଦେଶ; ଅଞ୍ଚଳ (ହିନ୍ଦୀ - ଶ.) —୧୧. Region; tract; pro-vince; locality. :୧୨. ରାଜ୍ୟର ପ୍ରଜାମଣ୍ଡଳ — ୧୨. The people or the subjects (as oppo-sed to the king) (Apte). :୧୩. ସମାଜ (ହିନ୍ଦୀ - ଶ) —୧୩. Society; community. :୧୪. ପ୍ରାଣୀ(ହିନ୍ଦୀ - ଶ.) —୧୪. Living being. :୧୫. ଯଶଃ; କୀର୍ତ୍ତି <!-- -- ୭୪୩୪ -- --> (ହିନ୍ଦୀ - ଶ) —୧୫. Fame. === ଅନୁବାଦ === {{trans-top|ଲୋକ}} * ବଙ୍ଗାଳୀ: [[লোক]] * ହିନ୍ଦୀ: [[लीक]] * ବଙ୍ଗାଳୀ: [[মাথুষ]] * ହିନ୍ଦୀ: [[त्र्प्रादमी]] {{trans-bottom}} :୧୬. ସଂସାରର ସାଧାରଣ ରୀତି ବା ବ୍ୟବହାର —୧୬. The ordinary practice of the world, worldly usage (Apte). :୧୭. ସାତ ସଂଖ୍ୟା —୧୭. The number seven (Apte) :୧୮. ଚଉଦ ସଂଖ୍ୟା —୧୮. The number fourteen. (Apte) :୧୯. ଇହଲୋକ — ୧୯. Earthly existence. === ଦେଶଜ - ବିଶେଷ୍ୟ - === :୧. ଭୃତ୍ୟ; ଅନୁଚର; ଚାକର —୧. Servent; attendant. [ଉ—ଯେବେ ଦୃଢ଼ମୂଳ ହେବ ଏ ରାଜ୍ୟଯାକ, ତେବେ ପାଣ୍ଡୁପୁତ୍ରେ ରହିବେ ହୋଇ ଲୋକ ] :୨. କାମ କରିବାବ୍ୟକ୍ତି — ୨. A working hand. :୩. ମୂଲିଆ; ମଜୁରିଦାର୍, କୁଲି —୩. A day-labourer; coolie; workman. [ଉ—ନୃପତି ଓ ଲୋକ ପରାଏ କର ଘେନି, ଆସିଲେ ଯୁଧିଷ୍ଠିରଙ୍କ ରାଜଧାନୀ କୃଷ୍ଣସିଂହ ମହାଭାରତ ସଭାପର୍ବ] :୪. ନିଜେ; ସ୍ୱୟଂ (ଆପଣାକୁ ତୃତୀୟ ପୁରୁଷରେ ବ୍ୟବହାର କରି ବାକ୍ୟରେ) ବ୍ୟବହୃତ — ୪. One's self; one [ଯଥା—ତିନି ଘଣ୍ଟା ହେଲା ବସି ବସି ଲୋକ ବିରକ୍ତ ହେଲାଣି, ତେବେ ସୁଦ୍ଧା ବାବୁଙ୍କ ମନରେ ଦୟା ଉପୁଜୁ ନାହିଁ ] :୫. ନରସମାଜ;ସର୍ବ ସାଧାରଣ —୫. The public; the human society; the society of human beings, :୬. ରକ୍ଷିତା ସ୍ତ୍ରୀ —୬. Concubine. [ଯଥା—ଲୋକ ରଖିବା] ------------------ [[ଶ୍ରେଣୀ:ବଟ ତିଆରି ୩]] 9ei0x6vgq1ntvanjnn4p8dh7hw7pxca