ଉଇକିଅଭିଧାନ orwiktionary https://or.wiktionary.org/wiki/%E0%AC%AA%E0%AD%8D%E0%AC%B0%E0%AC%A7%E0%AC%BE%E0%AC%A8_%E0%AC%AA%E0%AD%83%E0%AC%B7%E0%AD%8D%E0%AC%A0%E0%AC%BE MediaWiki 1.47.0-wmf.19 case-sensitive ମାଧ୍ୟମ ବିଶେଷ ଆଲୋଚନା ବ୍ୟବହାରକାରୀ ବ୍ୟବହାରକାରୀଙ୍କ ଆଲୋଚନା ଉଇକିଅଭିଧାନ ଉଇକିଅଭିଧାନ ଆଲୋଚନା ଫାଇଲ ଫାଇଲ ଆଲୋଚନା ମିଡ଼ିଆଉଇକି ମିଡ଼ିଆଉଇକି ଆଲୋଚନା ଛାଞ୍ଚ ଛାଞ୍ଚ ଆଲୋଚନା ସହଯୋଗ ସହଯୋଗ ଆଲୋଚନା ଶ୍ରେଣୀ ଶ୍ରେଣୀ ଆଲୋଚନା ସୂଚୀ ସୂଚୀ ଆଲୋଚନା ଆଧାର ଆଧାର ଆଲୋଚନା TimedText TimedText talk ମଡ୍ୟୁଲ ମଡ୍ୟୁଲ ଆଲୋଚନା Event Event talk ନାୟାର 0 48394 229020 212042 2026-09-13T10:47:54Z Yak-indolog 3426 229020 wikitext text/x-wiki '''ନାୟାର''' == [[ଓଡ଼ିଆ]] == === ଉଚ୍ଚାରଣ === {{ଉଚ୍ଚାରଣ|Nāyār|ˈnajaɾɔ}} * {{ଅଡ଼ିଓ|LL-Q33810 (ori)-Psubhashish-ନାୟାର.wav|ଧ୍ୱନି (ମାନକ ଓଡ଼ିଆ)|lang=or}} === ଅନୁବାଦ === {{trans-top|ନାୟାର}} * ବଙ୍ଗାଳୀ: [[নায়ার]] * ହିନ୍ଦୀ: [[नायार]] {{trans-bottom}} === ଦେଶଜ - ବିଶେଷ୍ୟ - === ଦକ୍ଷିଣଭାରତର କେରଳ (ମାଲାବାର ଉପକୂଳ) ଅଞ୍ଚଳବାସୀ ଶୂଦ୍ରଜାତିବିଶେଷ — The Nairs; a caste of Ṡūdras in the Malabar coast South India. ['''ଦ୍ରଷ୍ଟବ୍ୟ''' —ନମ୍ୱୁଦ୍ରି ତଳେ ନୋଟ୍ ଦେଖ ଏମାନଙ୍କ ସମାଜରେ ଜଣେ ସ୍ତ୍ରୀ ବହୁ ପତି ଗ୍ରହଣ କରିବାର ପ୍ରଥା ଚଳେ କିନ୍ତୁ ବର୍ତ୍ତମାନ ଏ ପ୍ରଥା କ୍ରମଶଃ ରହିତ ହେଉଅଛି ସନ୍ତାନମାନେ ମାତୃ ସମ୍ପତ୍ତିରେ ଉତ୍ତରାଧିକାରୀ ହୁଅନ୍ତି ଓ ମୃତ ବ୍ୟକ୍ତିର ଭଣଜା ଉତ୍ତରାଧିକାରୀ ହୁଏ କନ୍ୟାର କନ୍ୟା, ତାହାର କନ୍ୟା ଏହିରୂପେ କନ୍ୟାକ୍ରମେ ଏମାନଙ୍କ ବଂଶବୃକ୍ଷ କଳ୍ପିତ ହୁଏ ନାୟାରମାନଙ୍କ ମଧ୍ୟରେ ଉତ୍ତରାଧିକାର ପ୍ରଥାକୁ ମରୁମକ୍କଥୟମ୍ (Marumakkathayam) ବୋଲାଯାଏ—ମେନ୍, ହିନ୍ଦୁ ଆଇନ୍ ] ------------------ [[ଶ୍ରେଣୀ:ବଟ ତିଆରି ୩]] rh5s0lhvpp0z2265287qfvw6u8hqet7